ଭୁଶୁଡ଼ିଲା ୪ ମହଲା କୋଠା, ୪ ମୃତ

କାଇରୋ,୬ା୯: ଇଜିପ୍ଟର ରାଜଧାନୀ କାଇରୋରେ ବୁଧବାର ଏକ ବଡ଼ ଦୁର୍ଘଟଣା ଘଟିଛି। କାଇରୋସ୍ଥିତ ଏକ ୪ ମହଲା କୋଠା ଭୁଶୁଡ଼ିପଡ଼ିବାରୁ ଅତି କମ୍‌ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଅଧିକାରୀମାନେ କହିଛନ୍ତି, ଘଟଣାସ୍ଥଳରେ ଉଦ୍ଧାର କର୍ମଚାରୀମାନେ ବିଲ୍ଡିଂର ଆବର୍ଜନାରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ଏହା ସହିତ ପୋଲିସ କର୍ମଚାରୀମାନେ ଅଞ୍ଚଳକୁ ଘେରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ଭୂକମ୍ପରେ ଥରିଲା ମେକ୍ସିକୋ

ମେକ୍ସିକୋ ସିଟି,୧୨।୫: ମେକ୍ସିକୋ-ଗ୍ବାଟେମାଲା ସୀମାରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୪ଥିବା ରେକର୍ଡ କରାଯାଇଛି। ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତିର...

ଇନକମ ଟ୍ୟାକ୍ସ ରିଟର୍ନ ନ ଦେଉଥିବା ୩୫୦୦ ଲୋକଙ୍କ ସିମ ବ୍ଲକ, ପ୍ରତି ରିଚାର୍ଜ ପାଇଁ ଲାଗିବ ୯୦ ପ୍ରତିଶତ ଅତିରିକ୍ତ ଟ୍ୟାକ୍ସ

ଇସଲାମାବାଦ,୧୨।୫: ପାକିସ୍ତାନ ଟେଲିକମ ଅପରେଟରମାନେ ଶନିବାର ୫୦୦୦ କାର୍ଡ ମଧ୍ୟରୁ ୩୫୦୦ରୁ ଅଧିକ ଅଣ-ଫିଲର (ବ୍ୟକ୍ତିବିଶେଷ ଯେଉଁମାନେ ଆୟକର ରିଟର୍ଣ୍ଣ ଦାଖଲ କରନ୍ତି ନାହିଁ) ଙ୍କର...

ରେକର୍ଡ କଲେ ନେପାଳ ପର୍ବତାରୋହୀ, ଏଭ୍‌ରେଷ୍ଟ ଚଢ଼ିଲେଣି ଏତିକି ଥର…

କାଠମାଣ୍ଡୁ,୧୨ା୫: ନେପାଳର ‘ଏଭରେଷ୍ଟ ମ୍ୟାନ୍‌’ ଭାବରେ ଜଣାଶୁଣା କାମି ରୀତା ଶେର୍ପା ରବିବାର ୨୯ତମ ଥର ପାଇଁ ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଉପରକୁ...

ପାକିସ୍ତାନ ଅଧିକୃତ କଶ୍ମୀରରେ ବିକ୍ଷୋଭକାରୀଙ୍କୁ ପୋଲିସର ଗୁଳି: ୨ ମୃତ

ଇସ୍‌ଲାମାବାଦ,୧୧ା୫: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଟିକସ ବୃଦ୍ଧି, ବିଦ୍ୟୁତ୍‌ ଅଭାବ ଏବଂ ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ଜୋର୍‌ଦାର ହୋଇଛି। ଆନ୍ଦୋଳନକୁ ଦମନ କରିବା...

ଆଫଗାନିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା: ୩୦୦ ରୁ ଅଧିକ ମୃତ, ହଜାର ହଜାର ଘର ନଷ୍ଟ

ନୂଆଦିଲ୍ଲୀ,୧୧ା୫: ଆଫଗାନିସ୍ତାନରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ୩୦୦ ରୁ ଉର୍ଦ୍ଧ ଲୋକେ ପ୍ରାଣ ହରାଇଥିଲା ବେଳେ ହଜାର ହଜାର ଘର ନଷ୍ଟ ହୋଇଥିବା ମିଳିତ ଜାତିସଂଘ...

ଋତୁସ୍ରାବ ସମୟରେ ଦେୟଯୁକ୍ତ ଛୁଟି ପାଇଁ ଜାତିସଂଘରେ ସ୍ୱର ଉଠାଇଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ,୧୧।୫: ଦେଶରେ ଏବେ ମଧ୍ୟ କେତେକ ଅଞ୍ଚଳରେ ମହିଳାମାନଙ୍କ ମାସିକ ଋତୁସ୍ରାବ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଲୋକମାନେ ପଛଘୁଞ୍ଚା ଦେଉଥିଲା ବେଳେ ମିଳିତ ଜାତିସଂଘର...

୨୦ ବର୍ଷ ପରେ ପୃଥିବୀ ସହ ମାଡ ହେବ ଭୟଙ୍କର ସୌର ଝଡ଼, ଅନେକ ଦେଶ ହୋଇଯିବ ଅନ୍ଧାର

କଲରାଡୋ,୧୧।୫: ୨୦ ବର୍ଷରୁ ଅଧିକ ସମୟ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ସୌର ଝଡ଼ ଶୁକ୍ରବାର ପୃଥିବୀରେ ମାଡ ହେବାକୁ ଯାଉଛି। ଆମେରିକାର ବୈଜ୍ଞାନିକ ଏଜେନ୍ସି ନ୍ୟାସନାଲ...

ରାଜନୀତିରୁ ଦୂରେଇ ରହିବେ ଟ୍ରମ୍ଫଙ୍କ ସାନ ପୁଅ

ଓ୍ବାଶିଂଟନ,୧୧।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନପୁଅ ବାରୁନ ବର୍ତ୍ତମାନ ରାଜନୀତିରୁ ଦୂରେଇ ରହିବେ। ନିକଟରେ ଖବର ଆସିଥିଲା ଯେ ସେ ଟ୍ରମ୍ପ ପରିବାରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri