Home

ମୋଦିଙ୍କୁ ସ୍ବାଗତ କରିବାକୁ ଉତ୍ସୁକ ହ୍ବାଇଟ ହାଉସ

ଓ୍ବାଶିଂଟନ,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ଜୁନରେ ଆମେରିକା ଗସ୍ତରେ ଯିବେ। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଭବନ ବା ହ୍ବାଇଟ ହାଉସ କହିଛି ଯେ ଭାରତ ଏବଂ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଭାଗିଦାରୀ ରହିଛି ଏବଂ କ୍ୱାଡ ମଧ୍ୟରେ ଆମର ଉତ୍ତମ…

ଗୋପନୀୟ ଡକ୍ୟୁମେଣ୍ଟ ମାମଲାରେ କୋର୍ଟରେ ହାଜର ହେବେ ଟ୍ରମ୍ଫ

ଓ୍ବାଶିଂଟନ,୧୩।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ହ୍ବାଇଟ ହାଉସରୁ ତାଙ୍କ ବାସଭବନକୁ ଗୋପନୀୟ ଡକ୍ୟୁମେଣ୍ଟ ସ୍ଥାନାନ୍ତର ଅଭିଯୋଗର ସମ୍ମୁଖୀନ ହୋଇ ସୋମବାର ମିଆମିରେ ପହଞ୍ଚିଛନ୍ତି। ଆମେରିକା ରାଷ୍ଟ୍ରପତି ଗୋଟିଏ ପରେ ଗୋଟିଏ ଅନେକ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ଡୋନାଲ୍ଡ…

‘ବିପର୍ଯ୍ୟୟ’ର କାଟାଗୋରି ଡାଉନଗ୍ରେଡ, ହେଲେ ଏବେବି ରହିଛି ବିପଦ

ନୂଆଦିଲ୍ଲୀ,୧୩।୬: ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ଭାରତ ଉପକୂଳରେ ପହଞ୍ଚିବାକୁ ଆଉ ଦୁଇ ଦିନ ବାକି ଅଛି, କିନ୍ତୁ ଏବେଠାରୁ ସେ ତା’ର ଏହାର ରୂପ ଦେଖାଉଛି। ମୁମ୍ବାଇରୁ କେରଳ ଉପକୂଳ ପର୍ଯ୍ୟନ୍ତ ସମୁଦ୍ରରେ ଘୂର୍ଣ୍ଣିବଳୟ ବୃଦ୍ଧି ପାଉଛି। ଗୁଜୁରାଟରେ ଏହି ଘୂର୍ଣ୍ଣିବଳୟର…

ଫାଇନାଲରେ ଭାରତ

ଭୁବନେଶ୍ୱର, ୧୩।୬ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଚତୁଃରାଷ୍ଟ୍ରୀୟ ଫୁଟବଲ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ଲିଗ୍‌ ମ୍ୟାଚରେ ଭାରତ ୧-୦ ଗୋଲରେ ଭାନୁଆଟୁକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଘରୋଇ ଦଳ ପକ୍ଷରୁ ଅଧିନାୟକ…

ବିକିଦେଲେ କିନ୍ତୁ ଟାଟା ପାରୁନି

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉନ୍ନତମାନର ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଇଦେବା ପାଇଁ ଘରୋଇ କମ୍ପାନୀକୁ ଭରସା କରାଯାଉଛି। ଘରୋଇ ସଂସ୍ଥା ରିଲାଏନ୍ସ ଏନର୍ଜି ଲୁଟ୍‌ କରି ଛାଡ଼ି ଚାଲିଯିବା ପରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ଏବେ ରାଜ୍ୟର ବିଦ୍ୟୁତ୍‌ ବଣ୍ଟନ ଭାର…

କୋଓ୍ବିନ୍‌ ତଥ୍ୟ ପ୍ରଘଟ

ନୂଆଦିଲ୍ଲୀ, ୧୩।୬: କୋଓ୍ବିନ୍‌ ପ୍ଲାଟ୍‌ଫର୍ମରେ ଦିଆଯାଇଥିବା ଆଧାର ନମ୍ବର, ପାନ୍‌ କାର୍ଡ ଆଦି ବ୍ୟକ୍ତିଗତ ଡେଟା ସର୍ବସାଧାରଣରେ ପ୍ରଘଟ ହୋଇଛି। ଭାରତୀୟମାନଙ୍କ ବ୍ୟକ୍ତିଗତ ତଥ୍ୟ ଯଥା ଆଧାର କାର୍ଡ ଓ ପାନ୍‌ କାର୍ଡ ବିବରଣୀ ‘ଟେଲିଗ୍ରାମ୍‌’ ମେସେଜିଂ ଆପ୍‌ରେ ଉପଲବ୍ଧ ହେଉଛି।…

ବଜାରରେ ହୋଣ୍ଡାର ନ୍ୟୁ-୨୦୨୩ ଡିଓ

ଭୁବନେଶ୍ୱର,୧୩।୬: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡାର ନ୍ୟୁ-୨୦୨୩ ଡିଓକୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଓବିଡି୨ ନିୟମ ପାଳନ କରୁଥିବା ହୋଣ୍ଡାର ନୂଆ ୨୦୨୩ ଡିଓର ବଜାର ପ୍ରବେଶ…

ଖୁଚୁରା ମୁଦ୍ରାସ୍ଫୀତି ୪.୨୫%କୁ ହ୍ରାସ

ନୂଆଦିଲ୍ଲୀ, ୧୩ା୬: ଭାରତର ଖୁଚୁରା ମୁଦ୍ରାସ୍ଫୀତି ମେ’ ମାସରେ ୪.୨୫ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ଗତ ୨୫ ମାସ ମଧ୍ୟରେ ସର୍ବନିମ୍ନ। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟ ୪ ପ୍ରତିଶତ ମୁଦ୍ରାସ୍ଫୀତିର ନିକଟତର ହୋଇଛି। ଖାଦ୍ୟ ସାମଗ୍ରୀ…

ସରକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ

ଭୋପାଳ,୧୩।୬: ମଧ୍ୟପ୍ରଦେଶ ଭୋପାଳରେ ଥିବା ବହୁ ମହଲା ବିଶିଷ୍ଟ ସରକାରୀ କାର୍ଯ୍ୟାଳୟ ସାତପୁରା ଭବନରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିଲ୍ଡିଂ ଜଳୁଥିବାବେଳେ ନିଆଁ ଛାତ ପର୍ଯ୍ୟନ୍ତ ବ୍ୟାପିଯାଇଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

ଓଡ଼ିଶାକୁ ୫,୩୫୬ କୋଟି ପଠାଇଲା କେନ୍ଦ୍ର

ନୂଆଦିଲ୍ଲୀ, ୧୩ା୬: ଟିକସ ଅର୍ଥ ହସ୍ତାନ୍ତରଣ ବାବଦକୁ କେନ୍ଦ୍ର ସରକାର ସୋମବାର ଓଡ଼ିଶାକୁ ତୃତୀୟ କିସ୍ତିରେ ୫,୩୫୬ କୋଟି ଟଙ୍କା ପଠାଇଛନ୍ତି। ରାଜ୍ୟ ସରକାର ବିକାଶମୂଳକ ଖର୍ଚ୍ଚ ଓ ପୁଞ୍ଜି ବ୍ୟୟକୁ ତ୍ୱରାନ୍ବିତ କରିବାରେ ଏହା ସହାୟକ ହେବ। ଅର୍ଥ ମନ୍ତ୍ରଣାଳୟ…

ମଣିପୁରକୁ ସର୍ବଦଳୀୟ ପ୍ରତିନିଧି ପଠାଅ: କଂଗ୍ରେସ

ନୂଆଦିଲ୍ଲୀ, ୧୩ା୬: ହିଂସା ପ୍ରବଣ ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ହେଲେ ସେଠାକୁ ସର୍ବଦଳୀୟ ପ୍ରତିନିଧି ପଠାଇବାକୁ ସୋମବାର କଂଗ୍ରେସ ଦାବି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ମାସରେ ମନ୍‌ କୀ ବାତ୍‌ କରୁଥିବାବେଳେ ଅନ୍ତତଃ ଥରେ ‘ମଣିପୁର କୀ…

ରାପିଡୋ, ଉବରକୁ ସୁପ୍ରିମକୋର୍ଟର ଝଟକା, ବାଇକ-ଟ୍ୟାକ୍ସି ଉପରେ ଲାଗୁରହିବ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୨।୬: ବାଇକ-ଟ୍ୟାକ୍ସି ଏଗ୍ରିଗେଟର୍ସ ରାପିଡୋ ଏବଂ ଉବରକୁ ସୁପ୍ରିମକୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି। ଦିଲ୍ଲୀ ସରକାରଙ୍କ ଦ୍ୱାରା ଗାଇଡଲାଇନ ନ ଆସିବା ପର୍ଯ୍ୟନ୍ତ ଦିଲ୍ଲୀରେ ଓଲା, ଉବର ଓ ରାପିଡୋ ଭଳି କମ୍ପାନି ଚଳାଉଥିବା ଦୁଇ ଚକିଆ ଟ୍ୟାକ୍ସିକୁ ନିଷିଦ୍ଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri