ଭାରତକୁ ପ୍ରଶଂସା କଲା ଚାଇନା, କହିଲା ଧନ୍ୟବାଦ କମ୍..
ମୁମ୍ବାଇ,୧୮।୮: ଚାଇନା ନାଗରିକଙ୍କୁ ଗୁରୁତର ଅବସ୍ଥାରେ ଆରବ ସାଗର ମଝିରୁ ଉଦ୍ଧାର କରିଥିବାରୁ ଭାରତୀୟ କୋଷ୍ଟଗାର୍ଡଙ୍କୁ ପ୍ରଶଂସା କରିଛି ଚାଇନା ଦୂତାବାସ। କୋଷ୍ଟଗାର୍ଡଙ୍କୁ ପ୍ରଶଂସା କରି ଚାଇନା ଦୂତାବାସ କହିଛି, ଏହି ସାହାର୍ଯ୍ୟ ପାଇଁ ଆମେ କୃତଜ୍ଞ। ଏଥିପାଇଁ ଟିମ୍କୁ ଯେତେ…
ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକକୁ ନେଇ ଏମଭିଏର ପ୍ରସ୍ତୁତି
ମୁମ୍ବାଇ,୧୮।୮: ୨୪କୁ ନେଇ ରଣନୀତି ପ୍ରସ୍ତୁତ କଲେଣି ବିରୋଧୀ। ଗୋଟିଏ ପରେ ଗୋଟିଏ ବିରୋଧୀ ଦଳ ବୈଠକ କରି ଏନଡିଏ ବିରୋଧରେ ବଳ ଗୋଟାଉଛି ଇଣ୍ଡିଆ ମେଣ୍ଟ। ତେବେ ଆଗାମୀ ବିରୋଧୀ ବୈଠକକୁ ନେଇ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲେ…
ମୂଳ ଭାରତୀୟ ଥରମନଙ୍କ ସମେତ ୩ ଜଣ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଯୋଗ୍ୟ, ସେପ୍ଟେମ୍ବର ୧ରେ ହେବ ନିର୍ବାଚନ
ସିଙ୍ଗାପୁର,୧୮।୮: ସିଙ୍ଗାପୁରରେ ଜନ୍ମ ନେଇଥିବା ମୂଳ ଭାରତୀୟ ଥରମନ ଶନମୁଗରତ୍ନମ ଓ ସରକାରଙ୍କ ସହ ଜଡିତ କମ୍ପାନୀର ଦୁଇ ଚାଇନା ମୂଳ ବାସିନ୍ଦା ପୂର୍ବତନ ଅଧିକାରୀ ସେପ୍ଟେମ୍ବର ୧ରେ ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହାର ଘୋଷଣା…
ବ୍ରାଉନସୁଗାର ସହ ଦୁଇଟି କାର୍, ଦେଢ଼ ଲକ୍ଷ ଟଙ୍କା ଜବତ, ୫ ଗିରଫ
ମାଲକାନଗିରି,୧୮ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ଥାନା ପୋଲିସ ପକ୍ଷରୁ ବେଆଇନ ଗଞ୍ଜେଇ କାରବାର ଉପରେ ଚଢ଼ାଉ ଜାରି ରହିଥିବା ବେଳେ ବର୍ତ୍ତମାନ ଗଞ୍ଜେଇ ସହ ବ୍ରାଉନସୁଗାର ବେପାରୀଙ୍କୁ ଧରିବାରେ ସଫଳ ହୋଇଛି। ଏ ସମ୍ବନ୍ଧରେ ଏ.ଏସ୍.ପି. ରାହୁଲ ଗୋୟଲ ସୂଚନା…
ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ମିଳିଲା କ୍ଷତିକାରକ ରାସାୟନିକ କଣିକା!
ନୂଆଦିଲ୍ଲୀ,୧୮।୮: ବୈଜ୍ଞାନିକମାନେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)ରେ କ୍ଷତିକାରକ ରାସାୟନିକ କଣିକାର ପ୍ରମାଣ ପାଇଛନ୍ତି। ଘରୁ ବାହାରୁଥିବା ଧୂଳିକଣାରୁ ଅଧିକ କ୍ଷତିକାରକ ରାସାୟନିକ କଣିକା ସ୍ପେସ ଷ୍ଟେସନରେ ଦେଖିବାକୁ ମିଳିଛି। ଏକ ଅଧ୍ୟୟନ ଅନୁଯାୟୀ, ଆଇଏସଏସରେ ବାୟୁ ଫିଲ୍ଟରରୁ ସଂଗୃହିତ ଧୂଳିରେ…
ଯୁବ ଖେଳାଳିଙ୍କ ପାଇଁ ପରୀକ୍ଷା
ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ ସମାପ୍ତ ହୋଇଛି। ଏହି ଗସ୍ତରୁ ଭଲ ଶିକ୍ଷାଲାଭ କରିଛି ଟିମ୍ ଇଣ୍ଡିଆ। ଟି୨୦ ସିରିଜ ପରାଜୟ ପାଇଁ ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସୋସିଆଲ ମିଡିଆରେ ବେଶ୍ ଟ୍ରୋଲ ହେବାକୁ…
ଫିଫା ମହିଳା ବିଶ୍ୱକପ୍: ରାଇଜିଂ ଷ୍ଟାର୍
ଚଳିତ ମହିଳା ଫିଫା ବିଶ୍ୱକପରେ ଅନେକ ଯୁବ ଖେଳାଳି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସେମାନଙ୍କୁ ଭବିଷ୍ୟତର ସୁପରଷ୍ଟାର ଭାବରେ ବିବେଚନା କରାଯାଉଛି। ଏପରି କେତେଜଣ ଖେଳାଳିଙ୍କୁ ନେଇ ଏହି ଉପସ୍ଥାପନା… ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଜାରି ରହିଛି ମହିଳା ଫୁଟବଲ ବିଶ୍ୱକପ…
ବିଏସ୍କେଓ୍ବାଇରେ ଅନ୍ତର୍ଭୁକ୍ତ ହୋଇ ଚିକିତ୍ସା ହେଲେ ସନ୍ଦୀପ
ଭୁବନେଶ୍ୱର,୧୮ା୮(ଅସମାପିକା ସାହୁ): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ନୂଆ ସୁଙ୍ଗୁଡ଼ା ଗ୍ରାମର ସନ୍ଦୀପ ଜେନାଙ୍କ ଅସୁସ୍ଥତା କଥା ଗଣମାଧ୍ୟମରୁ ଜାଣିବା ମାତ୍ରେ ରାଜ୍ୟ ବି.ଏସ୍.କେ.ଓ୍ବାଇ. ଟିମ୍ ପକ୍ଷରୁ ତାଙ୍କର ଚିକିତ୍ସା ସହାୟତା ନିମନ୍ତେ ତ୍ୱରିତ ପଦକ୍ଷେପ ନିଆଯାଇଥିଲା। ଇତିମଧ୍ୟରେ ତାଙ୍କ…
ପଶ୍ଚିମବଙ୍ଗର ଧୁପଗୁରି ଉପ-ନିର୍ବାଚନ ପାଇଁ ଭାଜପା ଜାରି କଲା ୪୦ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା
କୋଲକତା,୧୮।୮: ପଶ୍ଚିମବଙ୍ଗର ଧୁପଗୁରି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ଭାଜପା। ଦଳ ୪୦ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ରାଜ୍ୟ ଭାଜପା ସଭାପତି ଏବଂ ଚାରିଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। କେନ୍ଦ୍ରୀୟ…
ଏଏପିକୁ ଆମେ ଭରସା କରିପାରିବୁ ନାହିଁ: ସନ୍ଦୀପ ଦୀକ୍ଷିତ
ନୂଆଦିଲ୍ଲୀ,୧୮।୮: ଦିଲ୍ଲୀର ୭ଟି ଲୋକ ସଭା ଆସନରେ ଆମ ଆଦମୀ ପାର୍ଟି (ଏଏପି) ସହିତ ମିଳିତ ମେଣ୍ଟ କରିବାକୁ ନେଇ କଂଗ୍ରେସ ଚିନ୍ତାରେ ଅଛି। ଏଏପି ସହ ମେଣ୍ଟ କରିବ ନ ଏକୁଟିଆ ଲଢିବ ସେନେଇ କଂଗ୍ରେସ ଏବେ ଅଡ଼ୁଆ ସ୍ଥିତିରେ…
ସ୍ତ୍ରୀଙ୍କୁ ରାଣୀ କରି ରଖିଥାନ୍ତି ଏହି ୪ ରାଶିର ପୁଅ; ଭାଗ୍ୟରେ ଥିଲେ…
ବିବାହକୁ ନେଇ ସମସ୍ତଙ୍କ ମନରେ ଭିନ୍ନ ଭିନ୍ନ ସ୍ବପ୍ନ ଥାଏ। ସବୁ ଝିଅ ଚାହାନ୍ତି ତାଙ୍କୁ ସବୁଠାରୁ ଅଧିକ ଭଲପାଉଥିବା ସ୍ବାମୀ ମିଳୁ। ତାଙ୍କ କଥାକୁ ସମ୍ମାନ ଦେବା ସହ ସବୁ ଇଚ୍ଛାକୁ ପୂରଣ କରୁ। ଏଭଳି ସ୍ବାମୀ ପାଇବା ସମସ୍ତଙ୍କ…
ମିଷ୍ଟ୍ରି ଗର୍ଲଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ଉର୍ଫି !
ବମ୍ବେ: ପୋଷାକ ନୁହେଁ ବରଂ ଚୁମ୍ବନ କରି ଚର୍ଚ୍ଚାରେ ସୋସିଆଲ ମିଡିଆ ସେନସେଶନ ତଥା ଅଭିନେତ୍ରୀ ଉର୍ଫି ଜାଭେଦ। ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ। ପୋଷ୍ଟରେ ସେ ଜଣେ ମିଷ୍ଟ୍ରି ଗର୍ଲଙ୍କୁ ଚୁମ୍ବନ କରୁଥିବା ନଜର ଆସିଥିଲା। ଏହି…
Archives


