ଆସନ୍ତାବର୍ଷ ପୁଣି ଆସିବି: ଲାଲକିଲାରୁ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୯୦ ମିନିଟରୁ ଅଧିକ ସମୟ ଦେଇଥିବା ସମ୍ବୋଧନରେ ପ୍ରଧାନମନ୍ତ୍ରୀ ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ଏବଂ ମଣିପୁର ବିଷୟରେ କହିଛନ୍ତି। ଏଥିସହିତ ରାଜନୈତିକ ବିରୋଧୀଙ୍କୁ…
ସଚିନ କି କୋହଲି ନୁହେଁ, ଏହି କ୍ରିକେଟର୍ଙ୍କୁ ପସନ୍ଦ କରନ୍ତି ସ୍ମୃତି ଇରାନୀ
ନୂଆଦିଲ୍ଲୀ,୧୫।୮: କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସ୍ମୃତି ଇରାନୀ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ତାଙ୍କ ପ୍ରିୟ କ୍ରିକେଟର ଭାବରେ ବାଛିଛନ୍ତି। ଇନଷ୍ଟାଗ୍ରାମରେ ଏକ ପ୍ରଶ୍ନ-ଉତ୍ତର ଅଧିବେଶନରେ ସେ ଏହା ପ୍ରକାଶ କରିଛନ୍ତି। ପୂର୍ବତନ ଟିଭି ଅଭିନେତ୍ରୀ ସ୍ମୃତି ଇରାନୀ…
ନିଜର ସ୍ବାର୍ଥକୁ ବଳିଦେଇ ସର୍ବାଙ୍ଗୀନ ଉନ୍ନତି ପାଇଁ ସଂକଳ୍ପ ନେବା ଆବଶ୍ୟକ: ମନ୍ତ୍ରୀ ଅତନୁ ସବ୍ୟସାଚୀ
ରାୟଗଡା,୧୫।୮(ଭାଗ୍ୟଶ୍ରୀ ମିଶ୍ର): ୭୭ତମ ସ୍ବାଧୀନତା ଦିବସ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ମଙ୍ଗଳବାର ପାଳିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ଉଚ୍ଚ ଶିକ୍ଷା ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ମୁଖ୍ୟ ଅତିଥି ଭାବେ…
ଅର୍ଥନୀତିରେ ଓଡ଼ିଶା ସମୃଦ୍ଧ ହୋଇଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୮: ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ପ୍ରଥମେ ସ୍ବାଧୀନତା ସଂଗ୍ରାମୀ ଏବଂ ଶହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତର ସ୍ବାଧୀନତା…
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ: ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୮: ଆଜି ସମଗ୍ର ଦେଶ ୭୭ତମ ସ୍ବାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛି। ସ୍ବାଧୀନତା ଦିବସ ଅବସରରେ ରାଜ୍ୟରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ରାଜଧାନୀର ୟୁନିଟ-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ…
ବିଶ୍ୱକପ୍ ପାଇଁ ଅବସର ନିଷ୍ପତ୍ତି ବଦଳାଇ ପାରନ୍ତି ଏହି କ୍ରିକେଟର୍
ଲଣ୍ଡନ,୧୫।୮: ଗତ ବର୍ଷ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ଦିନିକିଆ ଫର୍ମାଟକୁ ବିଦାୟ ନେଇଥିଲେ। କିନ୍ତୁ ବର୍ତ୍ତମାନ ସେ ତାଙ୍କ ନିଷ୍ପତ୍ତି ସହିତ ୟୁଟର୍ନ ନେବେ ବୋଲି ଚର୍ଚ୍ଚା ହେଉଛି। ଚଳିତ ବର୍ଷ ଦିନିକିଆ ବିଶ୍ୱକପ ଭାରତୀୟ ମାଟିରେ…
୭୭ ତମ ସ୍ବାଧିନତା ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଲା ଆମେରିକା
ଓ୍ବାଶିଂଟନ,୧୫।୮: ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ସମସ୍ତ ଭାରତୀୟଙ୍କୁ ୭୭ତମ ସ୍ବାଧିନତା ଦିବସ ଅଭସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଖୋଲା, ସମୃଦ୍ଧ, ନିରାପଦ, ସ୍ଥିର ଏବଂ ସ୍ଥାୟୀ ବିଶ୍ୱ ପାଇଁ ଉଭୟ ଦେଶ ମିଳିତ ଭାବରେ କାର୍ଯ୍ୟ…
‘୧୦୦୦ବର୍ଷର ଦାସତ୍ୱ, ଭବିଷ୍ୟତର ଭବ୍ୟ ଭାରତ ମଧ୍ୟରେ ଠିଆ ହୋଇଛି ଦେଶ’: ମୋଦି
ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ହଜିଯାଇଥିବା ଐତିହ୍ୟ ଏବଂ ସମୃଦ୍ଧ ସମୃଦ୍ଧତାକୁ ପୁନରୁଦ୍ଧାର କରିବା ଏବଂ ଆଗାମୀ ଏକ ହଜାର ବର୍ଷ ପାଇଁ ଦିଗ ନିର୍ଦ୍ଧାରଣ କରିବା। ବୁଧବାର ଅଗଷ୍ଟ ୧୫ରେ…
ପ୍ରଥମଥର ଏସିଆ କପ୍ ଖେଳିବ ନେପାଳ: ଘୋଷଣା କଲା ଦଳ
କାଠମାଣ୍ଡୁ,୧୫।୮: ପାକିସ୍ତାନ ଏବଂ ବାଂଲାଦେଶ ପରେ ନେପାଳ ମଧ୍ୟ ଏସିଆ କପ ୨୦୨୩ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି। ପ୍ରଥମ ଥର ପାଇଁ ନେପାଳ ଏସିଆ କପରେ ଖେଳୁଥିବା ଦେଖିବାକୁ ମିଳିବ। ରୋହିତ ପାଉଡେଲ ଦଳର ଅଧିନାୟକତ୍ୱ ପରିଚାଳନା…
ଦେଶକୁ କ୍ଷମା ମାଗୁ କଂଗ୍ରେସ, ନଚେତ୍ ଲୋକେ ଦେବେ କଡ଼ା ଜବାବ: ଅନୁରାଗ ଠାକୁର
ନୂଆଦିଲ୍ଲୀ,୧୫।୮: ଭାରତୀୟ ଜନତା ପାର୍ଟି (ଭାଜପା) କୁ ଭୋଟ ଦେଇଥିବା ଲୋକଙ୍କୁ ରାକ୍ଷସ ବୋଲି କହିଥିଲେ କଂଗ୍ରେସ ନେତା ରଣଦୀପ ସୁରଜଓ୍ବୋଲା। ଏହାକୁ ନେଇ ଭାଜପା କଂଗ୍ରେସ ଉପରେ ବର୍ଷିଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏଭଳି ମନ୍ତବ୍ୟ ପାଇଁ କଂଗ୍ରେସକୁ…
ଆଫଗାନିସ୍ତାନରେ ତାଲିବାନ ସରକାରକୁ ପୂରଣ ହେଲା ଦୁଇ ବର୍ଷ
କାବୁଲ,୧୫।୮: ଆଫଗାନିସ୍ତାନରେ ତାଲିବାନ ସରକାରକୁ ୨ ବର୍ଷ ପୂରଣ ହୋଇଛି। ୧୫ ଅଗଷ୍ଟ, ୨୦୨୧ରେ ତାଲିବାନ କାବୁଲ ଉପରେ କବଜା କରି ନିଜର ସରକାର ଗଠନ କରିଥିବା ଘୋଷଣା କରିଥିଲା। ଆଫଗାନିସ୍ତାନ ଇତିହାସରେ ଏହି ତାରିଖ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ, ଦୁଇ…
ଆଗୁଆ ନିର୍ବାଚନ ନେଇ ବଢୁଛି ଚର୍ଚ୍ଚା
ଭୁବନେଶ୍ୱର, ୧୫।୮(ବ୍ୟୁରୋ):ରାଜ୍ୟ ରାଜନୀତିରେ କିଛିଦିନ ହେବ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି। ନିକଟରେ ଓଡିଶା ଗସ୍ତରେ ଆସିଥିବା ଏକାଧିକ ନ୍ଦେ୍ନ୍ଦ୍ରମନ୍ତ୍ରୀ ଏହି ମେଣ୍ଟ ହେବା ନେଇ ଚାଲିଥିବା ଚର୍ଚ୍ଚାକୁ ବାରମ୍ବାର ଖଣ୍ଡନ…
Archives


