ଏଆକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା
ନୂଆଦିଲ୍ଲୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜି -୨୦ ଡିଜିଟାଲ ଅର୍ଥ ମନ୍ତ୍ରୀଙ୍କ ବୈଠକକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଏଆଇ-ସଂଚାଳିତ ଭାଷା ଅନୁବାଦ ପ୍ଲାଟଫର୍ମ ‘ଭାଷିଣୀ’ର…
ସଂସଦୀୟ କମିଟିକୁ ପଠାଗଲା ଆପରାଧିକ ଆଇନ ବିଲ୍
ନୂଆଦିଲ୍ଲୀ,୧୯।୮: ଭାରତୀୟ ପେନାଲ କୋଡ (ଆଇପିସି), ଦଣ୍ଡ ପ୍ରକ୍ରିୟା ସଂହିତା (ସିଆରପିସି) ଏବଂ ସାକ୍ଷ୍ୟ ଅଧିନିୟମ (ଇଏ) ପରିବର୍ତ୍ତନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ବିଲ୍ ଆଗତ କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଏହି ତିନୋଟି ବିଲ…
ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟକା
ଓ୍ବାଶିଂଟନ୍,୧୯।୮: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ବଢିବାରେ ଲାଗିଛି। ଟ୍ରମ୍ପ ନିର୍ବାଚନ ଫଳାଫଳ ମାମଲାରେ ଫୁଲଟନ କାଉଣ୍ଟି ଜେଲରେ ଆସନ୍ତା ସପ୍ତାହରେ ଆତ୍ମସମର୍ପଣ କରିପାରନ୍ତି। ରାଜ୍ୟରେ ୨୦୨୦ ନିର୍ବାଚନରେ ତାଙ୍କ ପରାଜୟକୁ ବେଆଇନ ଭାବେ ପ୍ରତ୍ୟାହାର କରିବାକୁ ଷଡଯନ୍ତ୍ର…
ଖବରଦାତାଙ୍କ ହତ୍ୟା ମାମଲାରେ ୪ ଅଭିଯୁକ୍ତ ଗିରଫ
ପାଟନା,୧୯।୮: ବିହାର ଅରାରିଆ ଜିଲାରେ ଶୁକ୍ରବାର ଜଣେ ଖବରଦାତାଙ୍କୁ ଗୁଳିକରି ହତ୍ୟା କରାଯାଇଛି।ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ତ୍ତମାନ ଏହି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ପ୍ରସଙ୍ଗରେ ରାଜ୍ୟର ଏସ୍ପି ପୂର୍ବାହ୍ନ ୧୧ଟାରେ ଏକ ଖବରଦାତା…
ସାତ ଶିଶୁଙ୍କୁ ହତ୍ୟା କରିଥିବା ନର୍ସଙ୍କୁ ଧରାଇବାରେ ଭାରତୀୟ ମୂଳ ବାସିନ୍ଦା ଡାକ୍ତରଙ୍କର ରହିଛି ମୁଖ୍ୟ ଭୂମିକା
ଲଣ୍ଡନ,୧୯।୮: ବ୍ରିଟେନରେ ଜନ୍ମିତ ଭାରତୀୟ ମୂଳବାସିନ୍ଦା ଡାକ୍ତର ରବି ଜୟରାମ ୭ଜଣ ଶିଶୁଙ୍କୁ ହତ୍ୟା କରିଥିବା ନର୍ସଙ୍କୁ ଧରାଇଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଡକ୍ଟର ରବି ଜୟରାମ ପ୍ରଥମେ ହତ୍ୟାକାରୀ ନର୍ସଙ୍କ ଉପରେ ସନ୍ଦେହ ସୃଷ୍ଟି କରି ଉଚ୍ଚ କର୍ତ୍ତୃପକ୍ଷଙ୍କ…
ରାଜସ୍ଥାନ ନିର୍ବାଚନ: ଭାଜପାର ୪୫ ବିଧାୟକଙ୍କର କଟିବ ଟିକେଟ, ୫୦ରୁ ଅଧିକ ନୂଆ ପ୍ରାର୍ଥୀ ଦେବ କଂଗ୍ରେସ
ଜୟପୁର,୧୯।୮: ରାଜସ୍ଥାନରେ ଏଥର କଂଗ୍ରେସ ଭାଜପାର ଗୁଜରାଟ ମଡେଲରେ ନିର୍ବାଚନ ଲଢିବାକୁ ଯୋଜନା କରୁଛି। ଏହା ଅଧୀନରେ କଂଗ୍ରେସ ଅଧଡଜନ ମନ୍ତ୍ରୀଙ୍କ ସମେତ ୪୦ ରୁ ୪୫ ବିଧାୟକଙ୍କ ପାଇଁ ଟିକେଟ କାଟିବାକୁ ପ୍ରସ୍ତୁତ ହେଉଛି। ୫୦ରୁ ଅଧିକ ଆସନରେ ନୂଆ…
ଭାରତ ତୈଳ କ୍ରୟ କରିବା କମ କରିବାରୁ ଉତ୍ପାଦନ କମାଇ ଦାମ ବଢାଇଲା ରୁଷିଆ
ମସ୍କୋ,୧୯।୮: ଯେତେବେଳେ ଭାରତ ରୁଷିଆରୁ ତେଲ କିଣିବା ଆରମ୍ଭ କଲା, ସେତେବେଳେ ବ୍ୟାରେଲ ପିଛା ପ୍ରାୟ ୧୩ଡଲାର ରିହାତି ମିଳୁଥିଲା। ଅଗଷ୍ଟରେ ଏହା ବ୍ୟାରେଲ ପିଛା ୪ଡଲାରକୁ ଖସି ଆସିଥିଲା, ଏହା ପରେ ଭାରତ ରୁଷରୁ ତେଲ କିଣିବା ହ୍ରାସ କରିଥିଲା।…
ଖବରଦାତାଙ୍କ ହତ୍ୟା ଘଟଣାକୁ ନେଇ ନୀତୀଶଙ୍କୁ ଟାର୍ଗେଟ କଲେ ସୁଶୀଲ ମୋଦି
ପାଟନା,୧୯।୮: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ସୁଶୀଲ କୁମାର ମୋଦି ସାମରିଆପୁରର ଅରରିଆରେ ଖବରଦାତା ତଥା ଇନ୍ସପେକ୍ଟରଙ୍କ ହତ୍ୟା ଘଟଣାକୁ ଦୃଢ ନିନ୍ଦା କରିବା ସହ ଶୁକ୍ରବାର କହିଛନ୍ତି ସରକାର ଅପରାଧୀଙ୍କ ନିକଟରେ ସରକାର ଆତ୍ମସମର୍ପଣ କରିଛନ୍ତି। କ୍ଷମତାରେ…
ଜିଓ-ନେଟ୍ଫ୍ଲିକ୍ସ ପ୍ରିପେଡ୍ ପ୍ଲାନ୍
ଭୁବନେଶ୍ୱର,୧୯।୮: ରିଲାଏନ୍ସ ଜିଓ ପକ୍ଷରୁ ନିକଟରେ ନେଟ୍ଫ୍ଲିକ୍ସ ସବ୍ସ୍କ୍ରିପ୍ସନ୍ ଥିବା ୨ଟି ନୂଆ ଜିଓ-ନେଟ୍ଫ୍ଲିକ୍ସ ପ୍ରିପେଡ୍ ପ୍ଲାନ୍ର ଶୁଭାରମ୍ଭ କରାଯାଇଛି। ୧୦୯୯ ଟଙ୍କିଆ ପ୍ଲାନ୍ରେ ଗ୍ରାହକମାନଙ୍କୁ ଦୈନିକ ୨ଜିବି ହାଇ ସ୍ପିଡ୍ ଡାଟା ମିଳୁଥିବାବେଳେ ୧୪୯୯ଟଙ୍କିଆ ପ୍ଲାନ୍ରେ ପ୍ରତିଦିନ ୩ଜିବି ହାଇ…
ଅକ୍ଟୋବରରେ ‘ଫିଜିକ୍ସ ଓ୍ବାଲ୍’ର ବୃତ୍ତି ପରୀକ୍ଷା
ଭୁବନେଶ୍ୱର,୧୯।୮: ଦେଶର ପ୍ରମୁଖ ଘରୋଇ ୟୁନିକର୍ନ ଇ-ଟେକ୍ କମ୍ପାନୀ ତଥା କୋଚିଂ ସେଣ୍ଟର ‘ଫିଜିକ୍ସ ଓ୍ବାଲ୍’ (ପିଡବ୍ଲ୍ୟୁ)ର ବହୁ ପ୍ରତୀକ୍ଷିତ ପ୍ରବେଶିକା ପରୀକ୍ଷା ‘ପିଡବ୍ଲ୍ୟୁଏନ୍ଏସ୍ଏଟି-୨୦୨୩’ (ଫିଜିକ୍ସ ଓ୍ବାଲ୍ ନ୍ୟାଶନାଲ ସ୍କଲାରଶିପ କମ୍ ଆଡମିଶନ ଟେଷ୍ଟ) ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ…
ଏନ୍ଏମ୍ଡିସି ଷ୍ଟିଲ୍ ପ୍ଲାଣ୍ଟ ବ୍ଲାଷ୍ଟ ଫର୍ନେସ ଲୋକାର୍ପିତ
ଭୁବନେଶ୍ୱର,୧୯।୮: ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ (ଏନ୍ଏମ୍ଡିସି)ର ପ୍ରମୁଖ ସଂସ୍ଥାନ ଏନ୍ଏମ୍ଡିସି ଷ୍ଟିଲ୍ ପ୍ଲାଣ୍ଟର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ବ୍ଲାଷ୍ଟ ଫର୍ନେସ ନିକଟରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଛତିଶଗଡ଼ର ନଗରନାରଠାରେ ଦେଶର ୨ୟ ସର୍ବବୃହତ ବ୍ଲାଷ୍ଟ…
ବଜାରରେ ମର୍ସିଡିଜ୍-ବେଞ୍ଜ୍ର ନୂଆ ଜିଏଲ୍ସି
ଭୁବନେଶ୍ୱର,୧୯।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ (ଲକ୍ଜୁରି) କାର୍ ନିର୍ମାତା ମର୍ସିଡିଜ୍-ବେଞ୍ଜ ଇଣ୍ଡିଆର ବହୁ ପ୍ରତୀକ୍ଷିତ ମିଡ୍-ସାଇଜ୍ ଏସ୍ୟୁଭି ‘ଜିଏଲ୍ସି’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଟି ଆଣ୍ଡ ଟି ମୋଟର୍ସ ପକ୍ଷରୁ…
Archives


