Home

ପୃଥିବୀ ଓ ଜୀବଜଗତର ଭବିଷ୍ୟତ

ସୌର ଜଗତରେ ଥିବା ଗ୍ରହମାନଙ୍କ ମଧ୍ୟରୁ ପୃଥିବୀ ଗୋଟିଏ, ଯେଉଁଠି ଜୀବଜଗତ ବଞ୍ଚତ୍ ରହିବା ପାଇଁ ଅନୁକୂଳ। ଏହାର ମାଟି, ପାଣି, ପବନରେ ପାଳନ ପୋଷଣ ପାଇଁ ଖାଦ୍ୟ ଓ ଆବଶ୍ୟକ ବସ୍ତୁ ମହଜୁଦ ରହିଅଛି, ଯାହା ତାହାର ପାଇଁ ସାମ୍ୟ।…

ଫାଟ ଲୁଚାଇବାକୁ ସିମେଣ୍ଟ ଲେପ

ବୁଗୁଡ଼ା,୧୨ା୬(ଡି.ଏନ.ଏ.): ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଥିବା ବେଳେ ତାହା ଶେଷ ହେବା ପୂର୍ବରୁ କାନ୍ଥ ଫାଟି ଆଁ କରିବା ଏବଂ ତାହାକୁ ଲୁଚାଇବାକୁ ଯାଇ ସିମେଣ୍ଟ ଲେପ ଦିଆଯିବା ଘଟଣାକୁ ନେଇ…

ପ୍ରସ୍ତାବରେ ଅଟକିଛି ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା

ଛତ୍ରପୁର,୧୨ା୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ଏନଏସି ୧୯୫୫ରେ ଗଠନ ହୋଇଥିଲା। ତେବେ ଏହାକୁ ମ୍ୟୁନିସିପାଲିଟି ମାନ୍ୟତା ଦେବାରେ ରାଜ୍ୟ ସରକାର ଅହେତୁକ ବିଳମ୍ବ କରିଚାଲିଛନ୍ତି। ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଛତ୍ରପୁର ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଖୁବ୍‌ଶୀଘ୍ର…

ଖାଲଖମାରେ ଭର୍ତ୍ତି ବିଜିପୁର ଟ୍ୟାଙ୍କ ରୋଡ

ବ୍ରହ୍ମପୁର ଅଫିସ,୧୨ା୬: ବ୍ରହ୍ମପୁର ସହରରେ ରାସ୍ତାର ଉନ୍ନତିକରଣ ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପଦକ୍ଷେପ ଗ୍ରହଣ କରୁଛି। ସୁବାରାଓ ଛକଠାରୁ ସେଣ୍ଟ ଭିନସେଣ୍ଟ୍‌ ସ୍କୁଲ ଛକ ଓ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଛକ, ଅନ୍ନପୂର୍ଣ୍ଣା ମାର୍କେଟଠାରୁ ଭିଶାଲ ମେଗା…

୧୫୦ ପରିବାର ପିଇବା ପାଣିରୁ ବଞ୍ଚିତ

ବ୍ରହ୍ମପୁର ଅଫିସ,୧୨ା୬: ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ବର୍ତ୍ତମାନ ବିଭିନ୍ନ ୱାର୍ଡରେ ଡ୍ରେନ କାର୍ଯ୍ୟ ଜାରି ରହିଛି। ପ୍ରତି ୱାର୍ଡରେ ସାହି ଗୁଡିକରେ ଘର ସମ୍ମୁଖରେ ଡ୍ରେନ କାର୍ଯ୍ୟ ନିମନ୍ତେ ରାସ୍ତା ଖୋଳାଯାଉଛି। ସହରର ଅନେକ ସାହିରେ ଡ୍ରେନ କାର୍ଯ୍ୟ…

କୋଓ୍ବିନ ପ୍ଲାଟଫର୍ମରୁ ଲିକ୍‌ ହୋଇଛି ଆଧାର ତଥ୍ୟ: ଟିଏମସି…

କୋଲକାତା,୧୨।୬ : ସୋସିଆଲ ମିଡିଆ ଆପ୍ଲିକେଶନ ଟେଲିଗ୍ରାମରେ ଉପଲବ୍ଧ କୋଭିଡ -୧୯ ଟିକାକରଣ ଟ୍ରାକିଂ ପ୍ଲାଟଫର୍ମ କୋୱିନ ମାଧ୍ୟମରେ ଆଧାର ତଥ୍ୟ ଲିକ୍‌ ହୋଇଛି। ବରିଷ୍ଠ ରାଜନୈତିକ ନେତାଙ୍କ ବିବରଣୀ ଚୋରି କରାଯାଇଛି ବୋଲି ଟିଏମସି ସୋମବାର ଅଭିଯୋଗ କରିଛି। ଟିଏମସି…

ଏମ୍‌କେସିଜିରେ ନାହିଁ ବର୍ନ କେୟାର୍‌ ୟୁନିଟ୍‌

ବ୍ରହ୍ମପୁର ଅଫିସ,୧୨ା୬: ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫରାଲ୍‌ ହସ୍ପିଟାଲ୍‌ ହେଉଛି ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ। ଏଠାକୁ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ଓ ପଡୋଶୀ ଆନ୍ଧ୍ରପ୍ରଦେଶର ଏଠାକୁ ରୋଗୀ ରେଫର୍‌ ହୋଇଆସିଥାନ୍ତି। ରୋଗୀଙ୍କୁ ଅତ୍ୟାଧୁନିକ ସେବା…

ହାତୀ ଉପଦ୍ରବ ବଢୁଛି

ଢେଙ୍କାନାଳ ଅଫିସ,୧୨।୬: ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ରୋକିବାରେ ବିଫଳ ହୋଇଛି ବନ ବିଭାଗ। ଏହାକୁ ନେଇ ଅସନ୍ତୋଷ ତୀବ୍ର ରୂପ ଧାରଣ କଲାଣି। ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟାର ସମାଧାନ ହେଉ ନ ଥିବାରୁ ଧନଜୀବନ ହାନି ବଢ଼ିବାରେ ଲାଗିଛି।…

୩ କି.ମି. ଜଙ୍ଗଲ ରାସ୍ତା ପିଚୁ ହେବ

ବଇଣ୍ଡା,୧୨।୬(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନ୍ତପଡ଼ାରୁ ମଇମୁରା ପଞ୍ଚାୟତକୁ ସଂଯୋଗ କରୁଥିବା ୧୧ କି.ମି. ଦୀର୍ଘ ତରଣ୍ଡା-କେଞ୍ଚୁଆନାଳି-ବିପ୍ରଡିହ ସଡ଼କର ଅବଶିଷ୍ଟ ୩ କି.ମି. ମାଟି ରାସ୍ତା ପିଚୁ ଢଳେଇ ହେବ। ଶନିବାର ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ…

ତିହିଡ଼ି ବଜାରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ

ତିହିଡ଼ି,୧୨ା୬ (ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ବଜାରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦିନେ ବର୍ଷା ହେଲେ ସପ୍ତାହକ ପର୍ଯ୍ୟନ୍ତ ପାଣି ଜମି ରହୁଛି।  ରାସ୍ତାର ଉଭୟପାର୍ଶ୍ୱରେ ବର୍ଷା ପାଣି ଜମି ରହିବା ଫଳରେ ଦୁର୍ଗନ୍ଧ ହେବା ସହ ପରିବେଶ ପ୍ରଦୂଷିତ…

ପାଣିଟାଙ୍କିରୁ ବାହାରୁଛି ବାଲି

ବୈଶିଙ୍ଗା,୧୨ା୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଚାଞ୍ଝିପଦା ପଞ୍ଚାୟତର କୁରାଢ଼ିକ ଗ୍ରାମରେ ୨୦୧୯ରୁ ବସୁଧା ଯୋଜନା ମାଧ୍ୟମରେ ନର୍ମିତ ୧ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ପାଣି ଟାଙ୍କି ସହିତ ୨ଟି ବୋରିଂ ଖୋଳା ଯାଇଥିଲା। ହେଲେ ଦୀର୍ଘ ଦିନ…

ଲଭ ଜିହାଦ ନେଇ ଇନ୍ଦ୍ରେଶ-ପଙ୍କଜା ମୁହାଁମୁହିଁ…

ଭୋପାଳ,୧୨।୬ : ଲଭ-ଜିହାଦ ପ୍ରସଙ୍ଗରେ ରାଜନୈତିକ ବିବାଦ ବଢ଼ିବାରେ ଲାଗିଛି। ଜବଲପୁରରେ ଭାଜପାର ରାଷ୍ଟ୍ରୀୟ ସଚିବ ପଙ୍କଜା ମୁଣ୍ଡେ ଲଭ ଜିହାଦ ସହ ଜଡିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ପ୍ରେମ ହେଉଛି ପ୍ରେମ। ଏହାକୁ ସମ୍ମାନ ଦେବା ଉଚିତ। ପ୍ରେମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri