ହତ୍ୟା ଅଭିଯୋଗରେ ଭାରତୀୟ ବଂଶୋଦ୍ଭବଙ୍କୁ ସିଙ୍ଗାପୁରରେ ମିଳିପାରେ ମୃତ୍ୟୁଦଣ୍ଡ
ସିଙ୍ଗାପୁର,୨୨।୮: ଭାରତୀୟ ବଂଶୋଦ୍ଭବ ଅସୱେନ ପଚନ ପିଲ୍ଲାଇ ସୁକୁମାରନଙ୍କୁ ମିଳିବ ମୃତ୍ୟୁଦଣ୍ଡ। ଦୁଇ ନାଗରିକଙ୍କ ହତ୍ୟା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ସିଙ୍ଗାପୁରର କନକର୍ଡ ହୋଟେଲ ଏବଂ ସପିଂ ମଲରେ ମୋହଦ ଇସ୍ରାଟ ଓ ମୋହଦ ଇସମାଇଲଙ୍କୁ ହତ୍ୟା କରିଥିବା ଅଭିଯୋଗ…
ସଡ଼କ ଦୁର୍ଘଟଣାରେ ଲାଗିବ ରୋକ, ସରକାର ଆରମ୍ଭ କଲେ ଭାରତ ଏନସିଏପି…
ନୂଆଦିଲ୍ଲୀ,୨୨।୮ : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ମଙ୍ଗଳବାର ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତ ନୂତନ କାର ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ଅର୍ଥାତ ଭାରତ ଏନସିଏପି ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସଡ଼କ ପରିବହନ ଏବଂ…
ପାକିସ୍ତାନର ସୁରକ୍ଷା ବାହିନୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ୬ଯବାନ ମୃତ
ଇସଲାମବାଦ,୨୨।୮: ପୁଣି ପାକିସ୍ତାନର ସୁରକ୍ଷା ବାହିନୀଙ୍କୁ ଆକ୍ରମଣ ଆତଙ୍କବାଦୀ। ତେହେରିକ-ଏ-ତାଲିବାନ ପାକିସ୍ଥାନ(ଟିଟିପି)ର ଆତଙ୍କବାଦୀମାନେ ପାକିସ୍ତାନର ଖେବର ପଖତୁନଖଓ୍ବାରେ ସୁରକ୍ଷା ବାହିନୀର ଏକ ଦଳ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୬ ପାକିସ୍ତାନୀ ଯବାନ ଓ ୪ ଜଣ ଆତଙ୍କବାଦୀ ନିହତ…
କଂଗ୍ରେସରେ ୧୨ ଜେଡିଏସ ବିଧାୟକ ସାମିଲ ହେବା ନେଇ ଚର୍ଚ୍ଚା…
ବେଙ୍ଗାଲୁରୁ,୨୨।୮ : ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କର୍ନାଟକ କଂଗ୍ରେସ ଜନତା ଦଳ (ଧର୍ମନିରପେକ୍ଷ) ର ଅନେକ ବିଧାୟକଙ୍କ ସହ ଯୋଗାଯୋଗରେ ଅଛି ଏବଂ ସେମାନଙ୍କୁ ଦଳକୁ ଆଣିବାକୁ ଯୋଜନା କରୁଛି। ଏକ ରିପୋର୍ଟ ଅନୁଯାୟୀ, ଅଯୋଗ୍ୟତା ଅବା ଉପନିର୍ବାଚନରୁ…
ଯେଉଁମାନଙ୍କୁ ଚୟନ ଦଳ ପସନ୍ଦ ନୁହେଁ ସେମାନେ ମ୍ୟାଚ ଦେଖନ୍ତୁ ନାହିଁ: ସୁନୀଲ ଗାଭାସ୍କର…
ନୂଆଦିଲ୍ଲୀ,୨୨।୮ : ଏସିଆ କପ ୨୦୨୩ ପାଇଁ ୧୭ ଜଣିଆ ଭାରତୀୟ ଦଳ ଚୟନ କରାଯାଇଛି। ସମ୍ମାନଜନକ ଟୁର୍ନାମେଣ୍ଟର ୧୬ ତମ ସିଜନରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ। ଏଥି ସହିତ ଉପ-ଅଧିନାୟକଙ୍କ ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କାନ୍ଧରେ…
ସ୍ବାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର,୨୨।୮(ଅସମାପିକା ସାହୁ): ବର୍ଷିୟାନ ସ୍ବାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବର୍ଗତ ଦାସ ଜଣେ ମହାନ ଦେଶଭକ୍ତ ଥିଲେ। ଦେଶମାତୃକାର ସେବା ସହ…
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ: ଭାରତର ଉଦ୍ୟମକୁ ଝଟକା, ଆମେରିକା କୋର୍ଟ ଅଭିଯୁକ୍ତ ତାହୱୁରଙ୍କ ପ୍ରତ୍ୟର୍ପଣକୁ କଲେ ସ୍ଥଗିତ…
ଓ୍ବାଶିଂଟନ,୨୨।୮ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନର ଆବେଦନକୁ ପ୍ରତ୍ୟାଖ୍ୟାନ କରି ମୂଳ ପାକିସ୍ତାନୀ କାନାଡାର ନାଗରିକ ବ୍ୟବସାୟୀ ତାହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ ଉପରେ ଆମେରିକାର କୋର୍ଟ ସ୍ଥଗିତାଦେଶ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ତାହୱୁର…
କଫ ସିରପ ବୋଝେଇ ୨ପିକ୍ଅପ ଭ୍ୟାନ ଜବତ: ଟମାଟର୍ ସସ, ଆଚାର ଆଳରେ ହେଉଥିଲା ଚାଲାଣ
ବରଗଡ,୨୨।୮(ପ୍ରେମାନନ୍ଦ ଖମାରୀ): ବରଗଡ ଟାଉନ ଥାନା ପୋଲିସ ବେଆଇନ ଭାବେ କଫ ସିରପ ପେଉଥିବା ୨ଟି ପିକଅପ ଭ୍ୟାନକୁ ଜବତ କରିଛି। ସହରକୁ ଚାଲାଣ ହେଉଥିବା ସମୟରେ ଏକ ହୋଟେଲ ସମ୍ମୁଖରୁ ପୋଲିସ ଅଭିଯୁକ୍ତଙ୍କୁ ଘେରାଉ କରିଛି। ସୂଚନାନୁସାରେ ଓଡି୧୭ଏଏ୪୬୯୯ ଓ…
କାନ୍ତାରା-୨ ନିର୍ମାଣ ଆରମ୍ଭ, ୨୦୨୪ ସେପ୍ଟେମ୍ବରରେ ହେବ ରିଲିଜ…
ମୁମ୍ବାଇ : କମ ବଜେଟ ଚଳଚ୍ଚିତ୍ର, ବଳିଷ୍ଠ କାହାଣୀ ଏବଂ ଉଲ୍ଲେଖନୀୟ ଚିତ୍ରଣ । ଏହିପରି କିଛି ଋଷଭ ଶେଟ୍ଟୀଙ୍କ ଫିଲ୍ମ କାନ୍ତାରା ବିଷୟରେ କୁହାଯାଇପାରେ। ଗତ ବର୍ଷ ଦକ୍ଷିଣରୁ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ରଟି କେବଳ ଦେଶରେ ନୁହେଁ, ବିଦେଶରେ…
ନାରାୟଣପାଟଣାରେ ମାଓବାଦୀ ପୋଷ୍ଟର
କୋରାପୁଟ,୨୨।୮(ଅମିତାଭ ବେହେରା) ନାରାୟଣପାଟଣାରେ ଲାଗିଛି ମାଓବାଦୀ ପୋଷ୍ଟର। ପୋଷ୍ଟର ଲଗାଇ ବହୁ ପ୍ରତୀକ୍ଷିତ ପ୍ରସ୍ତାବିତ ଚିନ୍ତାଗୁଡା ପ୍ରକଳ୍ପକୁ ବିରୋଧ କରିଛନ୍ତି ମାଓବାଦୀ। ସୂଚନାଯୋଗ୍ୟ, କୋରାପୁଟ ଜିଲାର ନାରାୟଣପାଟଣାରେ ଦୀର୍ଘ ବର୍ଷ ପରେ ମଙ୍ଗଳବାର ମାଓବାଦୀଙ୍କ ପୋଷ୍ଟର ମରାଯାଇଛି ା ନାରାୟଣପାଟଣା ବ୍ଲକର…
ମହିଳାମାନେ ଆଇନଗତ ଆତଙ୍କବାଦ ବିସ୍ତାର କରୁଛନ୍ତି: ହାଇକୋର୍ଟଙ୍କ କଠୋର ମନ୍ତବ୍ୟ…
କୋଲକତା,୨୨।୮ : କଲିକତା ହାଇକୋର୍ଟ କହିଛନ୍ତି ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୯୮-ଏ ର ଅପବ୍ୟବହାର କରି ମହିଳାମାନେ ଏକ ଉପାୟରେ ଆଇନଗତ ଆତଙ୍କବାଦ ବିସ୍ତାର କରିଛନ୍ତି। ଏହି ନିୟମ ଜଣେ ମହିଳାଙ୍କ ପ୍ରତି ତାଙ୍କ ସ୍ବାମୀ କିମ୍ବା…
୫ଟି ସଚିବଙ୍କ ଖୋର୍ଦ୍ଧା ଗସ୍ତ: ପାଇକଙ୍କ ଉନ୍ନତି ପାଇଁ ଗବେଷଣା ପ୍ରତିଷ୍ଠାନ, ଖୋର୍ଦ୍ଧାଗଡର ହେବ ପୁନରୁଦ୍ଧାର
ଖୋର୍ଦ୍ଧା,ବେଗୁନିଆ୨୨।୮(ପ୍ରଭାତପାଣିଗ୍ରାହୀ, ହରପ୍ରସନ୍ନ ପଣ୍ଡା) : ୫ଟି ସଚିବ ଭି କେ ପାଣ୍ଡିଆନ ଦୁଇ ଦିନିଆ ଖୋର୍ଦ୍ଧା ଜିଲା ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ବେଗୁନିଆ ବ୍ଲକ ଅନ୍ତର୍ଗତ ବେଗୁନିଆ ମିନି ଷ୍ଟାଡିୟମରେ ଆୟୋଜିତ ସମାବେଶରେ ଲୋକମାନଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଲୋକଙ୍କ…
Archives


