ହନିଟ୍ରାପ ମାମଲାରେ ଅଭିଯୁକ୍ତ ଡିଆରଡିଓ ବୈଜ୍ଞାନିକଙ୍କ କୌଣିସି ଟେଷ୍ଟରେ ସହମତି ଲୋଡା ନାହିଁ
ମୁମ୍ବାଇ,୨।୭: ଡିଆରଡିଓ ବୈଜ୍ଞାନିକ ହନିଟ୍ରାପ ମାମଲାରେ ମହାରାଷ୍ଟ୍ର ଏଟିଏସ ପୁଣେ କୋର୍ଟଙ୍କୁ କହିଛନ୍ତି, ଭଏସ ଟେଷ୍ଟ ଏବଂ ମାନସିକ ବିଶ୍ଳେଷଣ ପରୀକ୍ଷା ପାଇଁ ବୈଜ୍ଞାନିକଙ୍କ ସହମତି ଆବଶ୍ୟକ ନାହିଁ।
ରାଜସ୍ଥାନର ସ୍ବାଭିମାନକୁ ଆଘାତ ଦେଇଛନ୍ତି ମୋଦି: ଗେହଲୋଟ
ଜୟପୁର,୨୨।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲୋଟ ଶନିବାର ରାଜଧାନୀ ଜୟପୁରରେ ଏକ ପ୍ରେସ କନଫରେନ୍ସ କରିଛନ୍ତି। ଏହି ସମୟରେ ସେ ମଣିପୁର ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି କି…
ଫଓ୍ବାଦ ଚୌଧୁରିଙ୍କ ଜ୍ଞାନକୁ ନେଇ ପ୍ରଶ୍ନ ଉଠାଇଲେ ପାକିସ୍ତାନୀ ହିନ୍ଦୁ
ଇସଲାମାବାଦ,୨୨।୭: ଭାରତ ଓ ପାକିସ୍ତାନରକୁ ଏକା ସାଙ୍ଗରେ ସ୍ବାଧିନତା ମିଳିଛି ସତ। ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇ ପଡୁଛି କି ଭାରତ ସବୁ କ୍ଷେତ୍ରରେ ପାକିସ୍ତାନଠାରୁ ବହୁ ଆଗରେ ରହିଛି। ନିକଟରେ ଭାରତ-ପାକିସ୍ତାନ ସ୍ଥିତିକୁ ନେଇ…
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ରଦ୍ଦ ହେବ ବିଧାୟକ ପଦ! ହାଇକୋର୍ଟରେ ଯାଚିକା ଦାଖଲ
ବେଙ୍ଗାଲୁରୁ,୨୨।୭: ୫ପଏଣ୍ଟର ଗ୍ୟାରେଣ୍ଟି କାର୍ଡ ବାଣ୍ଟି ଅଡୁଆରେ କର୍ନାଟକ ସରକାର। ଚଳିତ କର୍ନାଟକ ନିର୍ବାଚନରେ ଭୋଟ ହାତେଇବା ପାଇଁ ଭୋଟରଙ୍କୁ ୫ଟି ଗ୍ୟାରେଣ୍ଟି ପୂରଣ କରିବେ କହିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଡି.କେ ଶିବକୁମାର। ସରକାର ଗଠନ ପରେ ଦେଇଥିବା…
ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିଧାନସଭାରେ ପାରିତ ହେଲା ନିନ୍ଦା ପ୍ରସ୍ତାବ
ପଣଜୀ,୨୨।୭: ଗୁଜରାଟ ଦଙ୍ଗା ଉପରେ ବିବିିସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିଲା। ଯାହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇ ଉଠିଥିଲା। ତେବେ ଏହି ଡକ୍ୟୁମେଣ୍ଟାରୀ ବିରୋଧରେ ଗୋଆ ବିଧାନସଭାରେ ଏକ ନିନ୍ଦା ପ୍ରସ୍ତାବ ପାରିତ…
ମହିଳା ଅତ୍ୟାଚାର ନେଇ କଂଗ୍ରେସକୁ ଟାର୍ଗେଟ କଲେ ସ୍ମୃତି ଇରାନୀ
ନୂଆଦିଲ୍ଲୀ,୨୨।୭: ମଣିପୁରରେ ଘଟିଥିବା ଅମାନବୀୟ ଘଟଣାର ଭିଡିଓ ଭାଇରାଲ ହେବା ପରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦୀର୍ଘ ୭୫ଦିନ ହେବ ମଣିପୁର ଜଳୁଛି। ୭୪ଦିନର ଅନ୍ତରାଳେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ୩୪ସେକେଣ୍ଡ ପାଇଁ ଦୁଃଖ ପ୍ରକାଶ କରିଥିଲେ। ତେବେ…
ସାମନାରେ ଭାଜପାକୁ ଟାର୍ଗେଟ, ଶିବସେନା କହିଲା ଏବେ କଶ୍ମୀର ଫାଇଲ୍ସ ଭଳି ଭାଜପା ଦେଖିବ ମଣିପୁର ଫାଇଲ୍ସ
ମୁମ୍ବାଇ,୨୨।୭: ମଣିପୁର ହିଂସାକୁ ନେଇ ଉଦ୍ଧବ ଗ୍ରୁପର ଶିବସେନା ତା’ର ମୁଖପତ୍ର ସାମନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି। ମଣିପୁର ଘଟଣାକୁ ନେଇ ମୋଦି ଚୁପ ରହିଥିବା ବେଳେ ସାମନାରେ ପ୍ରଶ୍ନ କରାଯାଇଛି ଯେ ମୋଦି ବୋଧହୁଏ ଚାହୁଁଛନ୍ତି ‘ଦ…
ଏକ୍ସରସାଇଜ୍ କରୁଥିବା ବେଳେ ଜିମ୍ରେ ଫିଟନେସ୍ ଇନଫ୍ଲୁଏନସର୍ଙ୍କ ମୃତ୍ୟୁ
ବାଲି,୨୨।୭: ଇଣ୍ଡୋନେସିଆର ବାଲିରେ ଜଣେ ଫିଟନେସ୍ ଇନଫ୍ଲୁଏନ୍ସଙ୍କର ଜିମ୍ରେ ଏକ୍ସରସାଇଜ୍ କରିବା ସମୟରେ ମୃତ୍ୟୁ ଘଟିଛି। ୩୩ ବର୍ଷିୟ ଇଣ୍ଡୋନେସିଆର ଫିଟନେସ ଇନଫ୍ଲୁଏନ୍ସର ଜଷ୍ଟିନ ଭିକି ଜିମ୍ରେ ୨୧୦କି.ଗ୍ରା.ର ବାରବେଲ ଉଠାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ତାଙ୍କ ବେକ ଭାଙ୍ଗି…
୭୦ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୦ ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ଦେଶର ୪୪ ଟି ସ୍ଥାନରେ ରୋଜଗାର ମେଳା ଆୟୋଜନ କରାଯାଇଥିଲା। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି…
ବିଟ୍ରେନରେ ୟୁକ୍ରେନୀୟ ରାଜଦୂତଙ୍କୁ ପଦରୁ ବହିଷ୍କାର କଲେ ଜେଲେନସ୍କି
କିଭ୍,୨୨।୭: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବ୍ରିଟେନରେ ୟୁକ୍ରେନୀୟ ରାଷ୍ଟ୍ରଦୂତ ଭାଡିମ ପ୍ରିଷ୍ଟାଇକୋଙ୍କୁ ତାଙ୍କ ପଦରୁ ବହିଷ୍କାର କରିଛନ୍ତି। କୁହାଯାଉଛି କି, କିଛି ଦିନ ପୂର୍ବରୁ ପ୍ରିଷ୍ଟିଇକୋ ଜେଲେନସ୍କିଙ୍କୁ ସର୍ବସାଧାରଣରେ ସମାଲୋଚନା କରିଥିଲେ। ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରରୁ ସୂଚନା ମିଳିଛି। ନୋଟିସ୍ରେ କୁହାଯାଇଛି…
ବିରୋଧୀଙ୍କ ଯୋଗୁ ଇସ୍ରାଏଲ ଗଣତନ୍ତ୍ର ବିପଦରେ ଅଛି: ପ୍ରଧାନମନ୍ତ୍ରୀ ନେତାନ୍ୟାହୁ
ଜେରୁଜାଲେମ,୨୨।୭: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଜୁଲାଇ ୨୦ତାରିଖରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ନ୍ୟାୟିକ ସଂସ୍କାର ଯୋଜନା ନେଇ ସେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଲୋକତନ୍ତ୍ରରେ ସେନା ସରକାରଙ୍କ ଅଧିନରେ ରହିଥାଏ। ଏବଂ ଦେଶର ପ୍ରତିଟି ବିପଦରେ ମତ ରଖିବା…
ଶକ୍ତି ସୁରକ୍ଷାକୁ ପ୍ରୋତ୍ସାହିତ କରିବାକୁ ଆମକୁ କାମ କରିବାକୁ ପଡିବ: ମୋଦି
ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୋଆରେ ଜି-୨୦ ଶକ୍ତି ମନ୍ତ୍ରୀଙ୍କ ବୈଠକକୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି କି ଦେଶରେ ଆମେ ଗତ ୯ ବର୍ଷରେ ୧୯୦ ମିଲିୟନରୁ ଅଧିକ ପରିବାରକୁ ଏଲପିଜି…
Archives


