ପୂର୍ବରୁ ଗରିବ ଭୋକରେ ମରୁଥିଲେ, ଏବେ ଖାଇ ଖାଇ ମରୁଛନ୍ତି: ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ…
ଲକ୍ଷ୍ନୌ,୧୭।୬ : ଗତ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସଫଳତା ସମ୍ପର୍କରେ କହିବାକୁ ସେହୋରକୁ ଆସିଥିବା ଉତ୍ତରପ୍ରଦେଶର ଭାଜପା ଏମପି ରାମଶଙ୍କର କଠେରିଆ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ ଖବରଦାତାଙ୍କୁ କହିଛନ୍ତି ୨୦୧୪ ପୂର୍ବରୁ ଗରିବମାନେ…
ଇରାନ-ସାଉଦି ଆରବ ସମ୍ପର୍କ ସୁଧୁରୁଛି
ତେହରାନ,୧୭ା୬: ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ ଫରହାନ ଶନିବାର ତେହେରାନରେ ପହଞ୍ଚିଛନ୍ତି। ଇରାନ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ଯେ, ସାଉଦି ଆରବର ବୈଦେଶିକ ମନ୍ତ୍ରୀ ୭ ବର୍ଷ ପରେ ପ୍ରଥମଥର ପାଇଁ ଇରାନ ଗସ୍ତ କରିଛନ୍ତି। ଫୈସଲ…
ନୂଆପଡ଼ାରେ ଟ୍ରମା କେୟାର ସେଣ୍ଟର ପାଇଁ ୭୫.୭୦ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର,୧୭ା୬(ଅସମାପିକା ସାହୁ): ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଧୁନିକ ଟ୍ରମା କେୟାର ସେଣ୍ଟର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୭୫.୭୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରକଳ୍ପର ଖର୍ଚ୍ଚ ଆକଳନକୁ ପ୍ରଶାସନିକ ଅନୁମୋଦନ ଦେଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ…
ଦୁଇଭାଇଙ୍କୁ ବିବାହ କରି ୪ ଦିନରେ ସବୁ ଲୁଟିନେଲେ ଦୁଇ କନ୍ୟା
ଭୋପାଳ,୧୭ା୬: ମଧ୍ୟପ୍ରଦେଶର ଗ୍ବାଲିଅର୍ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଜାଣିବାକୁ ମିଳିଛି। ଉତ୍ତରପ୍ରଦେଶର ଦୁଇ ଲୁଟେରା କନ୍ୟା ଗ୍ବାଲିଅରର ଦୁଇ ଭାଇଙ୍କୁ ବିବାହ କରିଥିଲେ। ୩ ଲକ୍ଷ ଟଙ୍କାର ସୁନାଗହଣା ଏବଂ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ମାତ୍ର ୪…
ବୁଧବାରଠାରୁ ନିଖୋଜ ଥିଲେ, ଆଜି ମିଳିଲା ମୃତଦେହ
ବଡ଼ବିଲ,୧୭ା୬(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ି ପୋଲିସ ଶନିବାର ବରପଦା ଗ୍ରାମସ୍ଥିତ ଏକ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ହେଲେ ଭୂୟାଁ ବରପଦା ଅଞ୍ଚଳର ଅନାମ ନାଏକ(୬୦)। ଗତ ବୁଧବାରଠାରୁ ଅନାମ ନିଖୋଜ ରହିଥିଲା ବେଳେ…
୨୦ ଦେଶର ବେଆଇନ ପ୍ରବାସୀଙ୍କ ବିରୋଧରେ ସୁନକଙ୍କ ଅଭିଯାନ: ୧୦୫ ଲୋକ ଗିରଫ…
ଲଣ୍ଡନ,୧୭।୬ : ବ୍ରିଟେନର ଗୃହ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବେଆଇନ ପ୍ରବାସୀ ଭାରତୀୟଙ୍କୁ ଟାାର୍ଗେଟ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଭାଗ ନେଇଥିଲେ। ଦେଶବ୍ୟାପୀ ସର୍ଚ୍ଚ ଅପରେଶନରେ ୨୦ ଟି ଦେଶରୁ ୧୦୫ଜଣ ବିଦେଶୀ ନାଗରିକଙ୍କୁ…
ଧର୍ମର ମାର୍କେଟିଙ୍ଗ କରି କଂଗ୍ରେସକୁ ବଦନାମ କରିବାକୁ ଚାହୁଁଛି ଭାଜପା: ଗେହଲୋଟ…
ଜୟପୁର,୧୭।୬ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି ଭାଜପା ଧର୍ମ ନାମରେ ରାଜନୀତି କରୁଛି। ଜାତି ଓ ଧର୍ମକୁ ବ୍ୟବହାର କରି ମାର୍କେଟିଂ ଦ୍ୱାରା କଂଗ୍ରେସକୁ ବଦନାମ କରିବାକୁ ଚେଷ୍ଟା କରାଯାଇଛି, କିନ୍ତୁ ବର୍ତ୍ତମାନ ଲୋକମାନେ ସେମାନଙ୍କ ମନଗଢ଼ା କାହାଣୀକୁ…
‘ଆଦିପୁରୁଷ’ର ସୀତା ଭୂମିକା ପାଇଁ ପ୍ରଥମେ ଏହି ଅଭିନେତ୍ରୀଙ୍କୁ କରାଯାଇଥିଲା ଚୟନ
ମୁମ୍ବାଇ: ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାରଠାରୁ ପ୍ରେକ୍ଷାଳୟରେ ରିଲିଜ ହୋଇସାରିଛି। ତେବେ ଏହି ଫିଲ୍ମକୁ ନେଇ ନାନା ଆଲୋଚନା ହେଉଛି। ଫିଲ୍ମରେ ବାହୁବଳୀ ପ୍ରଭାସ ରାମ ଭୂମିକାରେ ଅଭିନୟ କରିଥିବା ବେଳେ ସାଉଥ୍ ଅଭିନେତ୍ରୀ କ୍ରିତି ସାନନ…
‘ନେତାଜୀ ବଞ୍ଚିଥିଲେ ଭାରତ କେବେ ବିଭାଜିତ ହୋଇ ନ ଥାଆନ୍ତା’,ଏନଏସଏ ଅଜିତ ଡୋଭାଲ କହିଲେ ଜିନ୍ନା ବି…
ନୂଆଦିଲ୍ଲୀ,୧୭।୬: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ)ଅଜିତ ଡୋଭାଲ ଶନିବାର ଦିଲ୍ଲୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେମୋରିଆଲରେ ପ୍ରଥମ ସ୍ପିଚ ଦେଇଛନ୍ତି। ଏହି ସମୟରେ ସେ ଦେଶର ବିଭାଜନ ଓ ନେତାଜୀଙ୍କ ବ୍ୟକ୍ତିତ୍ୱକୁ ନେଇ ବଡ କଥା କହିଛନ୍ତି। ଏନଏଏସ କହିଛନ୍ତି, ‘ଯଦି…
ଭାରତ ପାଲଟିଛି ବିଶ୍ୱସ୍ତରୀୟ ମହାକାଶ ଶକ୍ତି: ନାସା…
ଓ୍ବାଶିଂଟନ,୧୭।୬ : ଆମେରିକାର ସ୍ପେସ ଏଜେନ୍ସି ନାସାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ବିଶ୍ୱ ଶକ୍ତି ଏବଂ ମହାକାଶକୁ ମୁକ୍ତ ପ୍ରବେଶ କରୁଥିବା ଦେଶ ମଧ୍ୟରୁ ଭାରତ ଅନ୍ୟତମ ଏବଂ ଏହା ଆର୍ଟେମିସ ଚୁକ୍ତିନାମାର ଏକ ଅଂଶ ହେବା ଆବଶ୍ୟକ। ସେ…
ସମସ୍ତଙ୍କୁ ଖାଇବା ପାଇଁ ଦେବାକୁ କହି ବିଲ୍ ଦେଲେନି ଟ୍ରମ୍ପ
ଓ୍ବାଶିଂଟନ,୧୭ା୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋପନୀୟ ତଥ୍ୟକୁ ନେଇ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ଟ୍ରମ୍ପ ଫ୍ଲୋରିଡାର ମିଆମିରେ କୋର୍ଟରେ ହାଜର ହୋଇଥିଲେ। ଟ୍ରମ୍ପ କୋର୍ଟରେ ହାଜର ହେବା ପରେ ଲିଟିଲ ହାଭାନାର ଏକ କ୍ୟୁବା ରେଷ୍ଟୁରାଣ୍ଟରେ ଅଟକି ଯାଇଥିଲେ।…
ଉଗାଣ୍ଡା ସ୍କୁଲରେ ଆଇଏସ ଆତଙ୍କବାଦୀଙ୍କ ଆକ୍ରମଣ, ଗୁଳିରେ ଅତିକମରେ ୪୧ ମୃତ
କାମ୍ପାଲା,୧୭।୬: ଆଫ୍ରିକାର ଦେଶ ଉଗାଣ୍ଡାର ପଶ୍ଚିମରେ ଥିବା ଏକ ସ୍କୁଲରେ ଆଇଏସ ସହ ଜଡିତ ବନ୍ଧୁକଧାରୀ ଗୁଳି କରିବାରୁ ଅତିକମରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ୧୬ ଜୁନ ବିଳମ୍ବିତ ରାତିରେ ଘଟିଛି। ଉଗାଣ୍ଡା ପୋଲିସ…
Archives


