Home

ଗରିବ ମହିଳାଙ୍କ ଲୁଗା ଚିରିବା ଘଟଣାକୁ ରାଜନୈତିକ ଚଷମାରେ ଦେଖା ନ ଯାଉ: ଟିଏମସି ମନ୍ତ୍ରୀ…

କୋଲକାତା,୨୨।୭ : ପଶ୍ଚିମବଙ୍ଗର ଟିଏମସି ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରରେ ମହିଳା ଏବଂ ଶିଶୁ ବିକାଶ ତଥା ସାମାଜିକ କଲ୍ୟାଣ ମନ୍ତ୍ରୀ ଥିବା ଶଶି ପାଞ୍ଜା ରାଜ୍ୟର ମାଲଦା ଜିଲାର ଦୁଇଜଣ ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନା ନେଇ…

୧୬ ବିପଜ୍ଜନକ ହାଇଓ୍ବେ-ଏକ୍ସପ୍ରେସଓ୍ବେରେ ହେବ ଶୂନ ମୃତ୍ୟୁ କରିଡର: ଗଡକରୀ…

ନୂଆଦିଲ୍ଲୀ,୨୨।୭ : ଜାତୀୟ ରାଜଧାନୀ ଦିଲ୍ଲୀରେ ଉଚ୍ଚ ସ୍ତରୀୟ ସଡକ ସୁରକ୍ଷା କେନ୍ଦ୍ରର ଉଦଘାଟନ କରି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଦାବି କରିଛନ୍ତି ବର୍ତ୍ତମାନ ଦେଶର ରାସ୍ତାରେ ଦୁର୍ଘଟଣା ଯୋଗୁ ମୃତ୍ୟୁ ଘଟଣା ୫୦ ପ୍ରତିଶତ…

ସତ କହିବାର ଫଳ ମିଳିଲା: ରାଜେନ୍ଦ୍ର ସିଂ…

ଜୟପୁର,୨୨।୭ : ରାଜସ୍ଥାନର ଅଶୋକ ଗେହଲୋଟ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ମନ୍ତ୍ରୀ ପଦରୁ ବହିଷ୍କୃତ ହେବା ପରେ ରାଜେନ୍ଦ୍ର ସିଂ ଗୁଦ୍ଧ କହିଛନ୍ତି ସତ୍ୟ କହିବାର ଫଳ ସ୍ବରୂପ ତାଙ୍କୁ ଦଣ୍ଡ ଦିଆଯାଇଛି। ୨୧ ଜୁଲାଇ ୨୦୨୩ ରେ ରାଜସ୍ଥାନର ଗ୍ରାମ୍ୟ…

ସରକାରୀ ଚାକିରିରେ ନିଯୁକ୍ତି ଦେଲେ ଅବା ନ ଦେଲେ କଂଗ୍ରେସର ସମସ୍ୟା: ପ୍ରିୟଙ୍କାଙ୍କୁ ଶିବରାଜଙ୍କ ଜବାବ…

ଭୋପାଳ,୨୨।୭ : ସରକାରୀ ନିଯୁକ୍ତି ପ୍ରଦାନ କଲେ ଅବା ନ କଲେ ଉଭୟରେ କଂଗ୍ରେସର ସମସ୍ୟା। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଶିବରାଜଙ୍କ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ଏଭଳି କହି ନିଜର ପ୍ରତିକ୍ରିୟା ଦେଇଛନ୍ତିି।…

ଏହି ସ୍କୁଲରେ ସବୁ ଛାତ୍ରୀଛାତ୍ର ଦେଖିବାକୁ ଏକାପରି, ଜଣେ ଭୁଲ କଲେ ଆଉ ଜଣଙ୍କୁ ମିଳେ ଦଣ୍ଡ

କୁହାଯାଏ, ଏହି ଦୁନିଆରେ ସମାନ ଚେହେରାର ଅନେକ ଲୋକ ଅଛନ୍ତି, ଏହା ଟିକେ ଅଜବ ଲାଗୁଥିଲେ ମଧ୍ୟ ସତ। ଯଦି ବିଶ୍ୱାସ ହେଉନି ତେବେ ଆଜି ଏମିତି କିଛି ଫଟୋ ଶେୟାର କରିବୁ ଯାହା ଦେଖିଲେ ଆପଣ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିବେ।…

ତାଇଓ୍ବାନ ସମରାଭ୍ୟାସର ଜବାବ: ୩୭ ଫାଇଟର ଜେଟ୍‌-ଯୁଦ୍ଧପୋତ ପଠାଇଲା ଚାଇନା…

ବେଜିଂ/ତାଇପେ,୨୨।୭ : ତାଇଓ୍ବାନ ସେନାର ସମରାଭ୍ୟାସ ଏବଂ ପ୍ରସ୍ତୁତିର ଜବାବ ଦେଇଛି ଚାଇନା ନିଜର ଶକ୍ତି ପ୍ରଦର୍ଶନ କରି ଚାଇନା ୩୭ ଫାଇଟର ଜେଟ୍‌ ଏବଂ ଯୁଦ୍ଧପୋତ ତାଇୱାନ ଆଡକୁ ପଠାଇଛି। ତାଇଓ୍ବାନ ସ୍ବୟଂଶାସିତ ଅଞ୍ଚଳର ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ଏହି…

ବାଗ୍‌ଦାଦର ଗ୍ରୀନ୍‌ ଜୋନ୍‌ରେ ଆକ୍ରମଣ ଉଦ୍ୟମ

ବାଗ୍‌ଦାଦ,୨୨ା୭: ଡେନମାର୍କରେ କୁରାନ ଏବଂ ଇରାକ ପତାକା ଜାଳିବା ପ୍ରତିବାଦରେ ବାଗ୍‌ଦାଦ୍‌ର ଗ୍ରୀନ ଜୋନ୍‌ ଉପରେ ଆକ୍ରମଣ ଉଦ୍ୟମ କରିଛନ୍ତି ବିକ୍ଷୋଭକାରୀ। ଶନିବାର ପୂର୍ବାହ୍ନରେ ଶହ ଶହ ବିକ୍ଷୋଭକାରୀ ବାଗ୍‌ଦାଦ୍‌ର ଇରାକର ଦୂତାବାସ ଥିବା ଗ୍ରୀନ ଜୋନ୍‌ ଉପରେ ଆକ୍ରମଣ କରିବାକୁ…

ପାକିସ୍ତାନକୁ ତାଲିବାନର ପରାମର୍ଶ ଟିଟିପି ସହିତ ଶାନ୍ତିବାର୍ତ୍ତା ଜାରି ରହୁ…

ଇସଲାମାବାଦ,୨୨।୭ : ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ସହିତ ଆଫଗାନିସ୍ତାନ ତାଲିବାନ ପାକିସ୍ତାନ ସରକାରଙ୍କୁ ଆଉ ଏକ ରାଉଣ୍ଡ ଆଲୋଚନା ଆରମ୍ଭ କରିବାକୁ ପରାମର୍ଶ ଦେଇଛି। କାବୁଲର ଜଣେ ବରିଷ୍ଠ ନେତା ଇସଲାମାବାଦକୁ କହିଛନ୍ତି ଏହା ଯୁଦ୍ଧ ଅପେକ୍ଷା…

ଗାନ୍ଧୀ-ଜୟପ୍ରକାଶଙ୍କ ଐତିହ୍ୟ ସର୍ବ ସେବା ସଂଘ ଭାଙ୍ଗିବାକୁ ପହଞ୍ଚିଲା ପ୍ରଶାସନ: ବହୁ ଗାନ୍ଧୀବାଦୀ ନେତା ହାଜତରେ …

ବାରାଣସୀ,୨୨।୭ : ଉତ୍ତରପ୍ରଦେଶର ବାରାଣସୀର ରାଜଘାଟରେ ଅବସ୍ଥିତ ସର୍ବ ସେବା ସଂଘ ଭବନର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ଶନିବାର ସକାଳେ ପ୍ରଶାସନିକ କାର୍ଯ୍ୟ ଆରମ୍ଭ ହୋଇଥିଲା। କୋଠା ଖାଲି କରିବାକୁ ପ୍ରଶାସନିକ ଦଳ ସହିତ ଅନେକ ପୋଲିସ ଫୋର୍ସ…

କମେଡି ବାଦଶାହ ଚାର୍ଲି ଚାପଲିନଙ୍କ ଝିଅଙ୍କ ମୃତ୍ୟୁ

ଲୋକପ୍ରିୟ କଳାକାର ଏବଂ କମେଡିର ବାଦଶାହ ଚାର୍ଲି ଚାପଲିନ୍‌ଙ୍କ ନାଁ ତ ଶୁଣିଥିବେ। ହସେଇ ହସେଇ ବେଦମ କରୁଥିବା ଏହି କଳାକାର ଦର୍ଶକଙ୍କ ମନ କିଣି ନେଇଥିଲେ। ଜୀବନରେ ସବୁ ଅସୁବିଧା ଏବଂ ଯନ୍ତ୍ରଣାରେ ସେ ଲୋକଙ୍କୁ ହସାଇବାକୁ ଶିଖିଥିଲେ। ତେବେ…

କାଳିମେଘି ଗାଁରୁ ଚୋରି ଘଟଣା: ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଜବତ, ୪ ଗିରଫ

ବେଗୁନିଆପଡ଼ା,୨୨ା୭(ସୁଶାନ୍ତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଓ କୋଦଳା ଥାନା ଅନ୍ତର୍ଗତ କାଳିମେଘି ଗ୍ରାମର ଏକ ଚୋରି ମାମଲାରେ ଶନିବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କୋଦଳା ପୋଲିସ। ପୁରୁଷୋତ୍ତମପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଗଠିତ ଏକ ପୋଲିସ ଟିମ୍‌…

କୌଣସି ପ୍ରତ୍ୟକ୍ଷଦର୍ଶୀ ନ ଥିଲେ, ହତ୍ୟା ମାମଲାରେ ଅପରାଧର ଉଦ୍ଦେଶ୍ୟ ପ୍ରମାଣ କରିବା ଜରୁରୀ: ସୁପ୍ରିମ୍‌ କୋର୍ଟ…

ନୂଆଦିଲ୍ଲୀ,୨୨।୭ : ୨୦୦୮ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦୋଷରେ ଖଲାସ କରି କହିଛନ୍ତି ଯଦି ଘଟଣାର ପ୍ରତ୍ୟକ୍ଷଦର୍ଶୀ ନ ଥିବେ ତେବେ ଅପରାଧ କରିବାର ଉଦ୍ଦେଶ୍ୟ ପ୍ରମାଣ କରିବା ଆବଶ୍ୟକ। ଜଷ୍ଟିସ ବିକ୍ରମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri