Home

ଲାଇମ ଲାଇଟ୍‌ରୁ ଦୂରରେ ରୁହନ୍ତି ବଲିଉଡର ଏହି ସେଲିବ୍ରେଟିଙ୍କ ଭାଇ ଭଉଣୀ

ମୁମ୍ବାଇ: ବନ୍ଧୁତ ପରେ ବି ଦୁନିଆର ସ୍ବଚ୍ଛ ସମ୍ପର୍କ ଭିତରୁ ଅନ୍ୟତମ ଭାଇ ଭଉଣୀର ସେହି ଅତୁଟ ବନ୍ଧନ। ଏହାକୁ ବାନ୍ଧି ରଖିହୁଏନା ଖଣ୍ଡିଏ ସୂତାରେ। ଜାକଜକମର କାରୁକାର୍ଯ୍ୟ, ଷ୍ଟୋନ, ପଥର, ମାଳି ବି ଫିକା ପଡେ ଏଇ ସମ୍ପର୍କକୁ ବାନ୍ଧି…

ରକ୍ଷାବନ୍ଧନରେ ‘ଗଦର ୨’ ନିର୍ମାତାଙ୍କ ସ୍ବତନ୍ତ୍ର ଅଫର: ୨ ଟିକେଟ କିଣିଲେ ୨ ମାଗଣା

ବମ୍ବେ: ବ୍ୟବସାୟରେ ଲଗାତାର ଭାବେ ନୂଆ କୀର୍ତ୍ତିମାନ ରଚୁଛି ଅଭିନେତା ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର ୨’। ଦର୍ଶକଙ୍କୁ ପସନ୍ଦ ଆସୁଥିବାରୁ ଏହା ରିଲିଜପରଠାରୁ ଓ୍ବାର, ଦଙ୍ଗଲ ଭଳି ଅନେକ ସୁପରହିଟ୍‌ ଫିଲ୍ମକୁ ପଛରେ ପକାଇଛି। ଏବେ ଏହାର ରୋଜଗାରକୁ ଆହୁରି…

ଗୋରା ରଙ୍ଗ ଯୋଗୁ ମିଳେନି କାମ, କହିଲେ ବଲିଉଡର ଏହି ଅଭିନେତ୍ରୀ

ମୁମ୍ବାଇ: ‘ୟେ ଜୱାନୀ ହେ ଦିୱାନୀ’, ‘ଜିନ୍ଦେଗି ନା ମିଲେଗା ଦୋବାରା’, ‘ଦେବ ଡି’ ଭଳି ବଲିଉଡ ଫିଲ୍ମରେ ନିଜର ଜଲଓ୍ବା ଦେଖାଇ ସାରିଛନ୍ତି ଅଭିନେତ୍ରୀ କାଲକି କୋଇଚ୍ଲିନ। ସେ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କାରଣ ସେ ଚାରି ବର୍ଷ…

ପାକିସ୍ତାନ ବିପକ୍ଷରେ ଖେଳିବେ ନାହିଁ କେ ଏଲ୍‌ ରାହୁଲ, ଆୟର ସମ୍ପୂର୍ଣ୍ଣ ଫିଟ୍‌

ନୂଆଦିଲ୍ଲୀ,୨୯।୮: ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏସିଆ କପ୍‌ ୨୦୨୩। ଏହି ଟୁର୍ନାମେଣ୍ଟରେ ଭାରତ ୨ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌, ନେପାଳ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍‌ ଖେଳିବ। ଏହି ଦୁଇ ମ୍ୟାଚ୍‌ ପାଇଁ କେ ଏଲ୍‌ ରାହୁଲ ଉପଲବ୍ଧ…

ବ୍ୟବସାୟୀଙ୍କ ପ୍ରେମରେ ରିୟା

ବମ୍ବେ: ଡେଟିଂ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଜେଲରୁ ମୁକୁଳିବା ପରେ ଏବେ ଚର୍ଚ୍ଚିତ ଶୋ’ ରୋଡିଜ୍‌ରେ ଗ୍ୟାଙ୍ଗ ଲିଡର୍‌ ଭାବେ ନଜର ଆସୁଛନ୍ତି ରିୟା। ଏହାକୁ ନେଇ ସେ ଖବରରେ ରହୁଥିବା ବେଳେ ଏବେ ଜଣେ ବ୍ୟବସାୟୀଙ୍କୁ…

ଚନ୍ଦ୍ରପୃଷ୍ଠରୁ ‘ପ୍ରଜ୍ଞାନର’ ମେସେଜ, “ନମସ୍କାର ପୃଥିବୀବାସୀ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରାୟାନ ୩ ର ସଦ୍ୟତମ ସୂଚନା ଟ୍ବିଟର ହ୍ୟାଣ୍ଡେଲରେ ଶେୟାର କରିଛି। ପୃଥିବୀବାସୀଙ୍କ ପାଇଁ ପ୍ରଜ୍ଞାନ ରୋଭରର ମେସେଜ ପଠାଇଛି। ଯାହାକୁ ଇସ୍ରୋ ଏକ୍ସ(ଟ୍ବିଟର)ରେ ପୋଷ୍ଟ କରିଛି। ପ୍ରଜ୍ଞାନ କହିଛି, ନମସ୍କାର ପୃଥିବୀବାସୀ!…

ପରିବେଶରେ ହୋଇଥିବା କ୍ଷତି ପୂରଣ ହୋଇପାରିବ ନାହିଁ : ଜିଏମ ସୋରିଷ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୨୯।୮ : ଜିଏମ ସୋରିଷର ବ୍ୟବସାୟିକ ଚାଷ ଉପରେ ସ୍ଥିତି ବଜାୟ ରଖିବା ପାଇଁ ଦିଆଯାଇଥିବା ‘ମୌଖିକ ଶପଥ’ ପ୍ରତ୍ୟାହାର ପାଇଁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି ସ୍ଥଗିତ ରଖିଛନ୍ତି। ବର୍ତ୍ତମାନ ଏହି ଆବେଦନ ଉପରେ ୨୬ସେପ୍ଟେମ୍ବରରେ ଶୁଣାଣି…

ପଶ୍ଚିମବଙ୍ଗର ଇତିହାସକୁ ବଦଳାଇବାକୁ ଚେଷ୍ଟା କରୁଛି ଭାଜପା: ମମତା…

କୋଲକାତା,୨୯।୮ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଅଭିଯୋଗ କରିଛନ୍ତି ଭାଜପା ରାଜ୍ୟର ଇତିହାସକୁ ବଦଳାଇବାକୁ ଚେଷ୍ଟା କରୁଛି ଏବଂ ଯଦି ଏହାକୁ ବିରୋଧ ନ ହୁଏ ତେବେ ଜୁନ ୨୦ ରାଜ୍ୟର ପ୍ରତିଷ୍ଠା ଦିବସ ଭାବରେ ପାଳନ ହେବ।…

ଭାରତରୁ ୯କୋଟି ଅଣ୍ଡା ଆମଦାନୀ କରିବ ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୯।୮: ଦେଶର ପରିବର୍ତ୍ତନଶୀଳ ମୂଲ୍ୟକୁ ପ୍ରତିହତ କରିବା ଏବଂ ଗ୍ରାହକଙ୍କ ପାଇଁ ସୁଲଭ ମୂଲ୍ୟରେ ଅଣ୍ଡା ଯୋଗାଇବା ନେଇ ଭାରତରୁ ୯.୨୧କୋଟି ଅଣ୍ଡା ଆମଦାନୀ କରିବ ଶ୍ରୀଲଙ୍କା। ଶ୍ରୀଲଙ୍କା ସରକାରଙ୍କ କ୍ୟାବିନେଟ ମୁଖପାତ୍ର ବାନ୍ଦୁଲା ଗୁନାୱାର୍ଡେନେ କହିଛନ୍ତି, କ୍ୟାବିନେଟ ବୈଠକରେ ଏନେଇ…

ବର୍ଷକରେ ୨୭ ପ୍ରତିଶତ ମହଙ୍ଗା ହେଲାଣି ହରଡ଼ ଡାଲି…

ନୂଆଦିଲ୍ଲୀ,୨୯।୮ : ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଡାଲିର ମୂଲ୍ୟ ହ୍ରାସ ହେବାର ନାମ ନେଉନାହିଁ। ବିଶେଷକରି ହରଡ଼ ଡାଲିର ମୂଲ୍ୟରେ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ଗତ ଏକ ବର୍ଷ ମଧ୍ୟରେ ହରଡ଼ ଡାଲି ୨୭ ପ୍ରତିଶତ ମହଙ୍ଗା ହୋଇଛି।…

ଜମ୍ମୁ କଶ୍ମୀରରେ ମିଳିଲା ‘ପେନ ପିସ୍ତଲ’, ଆଲର୍ଟ ଜାରି

ଶ୍ରୀନଗର,୨୯।୮: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କରିବା ସେମାନଙ୍କୁ ବିପଜ୍ଜନକ ଅସ୍ତ୍ର ଯୋଗାଉଛି ପାକିସ୍ତାନ। କଶ୍ମୀରର ବାନ୍ଦିପୋରାରେ ଏକ ’ପେନ ପିସ୍ତଲ’ ମିଳିଥିବା ନେଇ ପୋଲିସ ଆଲର୍ଟ ଜାରି କରିଛି। ଦୀର୍ଘ ୨୧ବର୍ଷ ପରେ ଜମ୍ମୁ କଶ୍ମୀରରେ ଏପରି ମାରଣାସ୍ତ୍ର ଦେଖିବାକୁ…

ନିର୍ବାଚନ ପାଇଁ ଭାଜପା ଆରମ୍ଭ କଲା ଉପହାର ବାଣ୍ଟିବା: ଖାର୍ଗେ…

ନୂଆଦିଲ୍ଲୀ,୨୯।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୦୦ଟଙ୍କା ହ୍ରାସ କରିବାକୁ ମଙ୍ଗଳବାର ନିଷ୍ପତ୍ତି ନିଆଯାଇଛି। ଏହାକୁ ନିର୍ବାଚନ ସହ ଯୋଡି କଂଗ୍ରେସ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri