Home

୫ ଦିନ ପରେ ମିଳିଲା ନିଖୋଜ ଅଶୋକଙ୍କ ମୃତଦେହ

ରାୟଗଡ଼ା,୨୫ା୯(ଆଶିଷ ରଞ୍ଜନ ପଣ୍ଡା): ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ସହର ଉପକଣ୍ଠ ନାଗାବଳୀ ନଦୀରେ ଭାସି ନିଖୋଜ ହୋଇଯାଇଥିଲେ ମାଙ୍କ ବସ୍ତିର ଶ୍ରୀନିବାସ ଦିଲେଶ୍ୱର ରାଓଙ୍କ ପୁଅ ଶ୍ରୀନିବାସ ଅଶୋକ କୁମାର(୩୨)। ଏହାପରେ ୫ ଦିନ ବିତିଯାଇଥିଲେ ମଧ୍ୟ ଅଶୋକଙ୍କ…

ଆକାଶ ମାର୍ଗରୁ ସୂର୍ଯ୍ୟାସ୍ତ, ମେଘ ଭିତରେ ଯେମିତି ଜଳେ ନିଆଁ, ଭିଡିଓ ଦେଖିଲେ…

ଆପଣ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିଥିବେ ନିଶ୍ଚିତ। ବେଳେବେଳେ ଏହି ଭିଡିଓଗୁଡିକ କେବଳ ମଜା ପାଇଁ ହୋଇଥାଏ ଏବଂ ବେଳେବେଳେ ଆମେ ଏପରି କିଛି ଦେଖିବାକୁ କିମ୍ବା ଶୁଣିବାକୁ ପାଇଥାଉ ଯାହା ପୂର୍ବରୁ ଆମ ଜ୍ଞାନରେ ନ ଥିଲା।…

ଥାଇଲାଣ୍ଡକୁ ଆସିଲେ ଚାଇନା ପର୍ଯ୍ୟଟକ

ବ୍ୟାଙ୍କକ୍‌,୨୫ା୯: ଚାଇନାରୁ ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଥାଇ ସରକାର ଭିଜା ମୁକ୍ତ ପ୍ରବେଶ କାର୍ଯ୍ୟକ୍ରମ ଚଳାଉଛନ୍ତି। ଏକ ନୂତନ ଭିଜାମୁକ୍ତ ପ୍ରବେଶ କାର୍ଯ୍ୟକ୍ରମ ଅଧୀନରେ ସୋମବାର ବ୍ୟାଙ୍କକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶତାଧିକ ଚାଇନା ପର୍ଯ୍ୟଟକଙ୍କୁ ସ୍ବାଗତ କରାଯାଇଛି। ଜଣେ ଅଧିକାରୀ…

ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଦଳ

କଲମ୍ବୋ,୨୫।୯: ଏସିଆନ ଗେମ୍ସ ୨୦୨୩ରେ ମହିଳା କ୍ରିକେଟ ଇଭେଣ୍ଟର ସ୍ବର୍ଣ୍ଣ ପଦକ ମୁକାବିଲାରେ ଭାରତୀୟ ମହିଳା ଦଳର ଶ୍ରୀଲଙ୍କା ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୨୯ ଓଭରରେ ୭…

ଟ୍ରମ୍ପ-ବାଇଡେନଙ୍କ ମଧ୍ୟରେ ହେବ ଜୋର୍‌ଦାର ଲଢ଼େଇ

ଓ୍ବାଶିଂଟନ,୨୫ା୯: ଆସନ୍ତାବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। କୁହାଯାଉଛି, ଏଥର ମଧ୍ୟ ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ଏହି ସମୟରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ…

ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଅଶ୍ୱିନ

ଇନ୍ଦୋର,୨୫।୯: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଚମତ୍କାର ପ୍ରଦର୍ଶନ କରି ସିରିଜ୍‌ ହାତେଇଛି। ବ୍ୟାଟ୍ସମ୍ୟାନଙ୍କ ସହ ଟିମ ଇଣ୍ଡିଆର ଏହି ବିଜୟରେ ବୋଲରମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୭ ଓଭରରେ ୪୧ ରନ ଦେଇ ୩ ଉଇକେଟ…

ମହିଳା ସଂରକ୍ଷଣ ବିଲ୍‌କୁ ବାଧ୍ୟ ହୋଇ ସମର୍ଥନ କରିଛି ‘ଇଣ୍ଡିଆ’: ପ୍ରଧାନମନ୍ତ୍ରୀ

ଭୋପାଳ,୨୫।୯: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଭୋପାଳରେ ଜମ୍ବୁରୀ ମଇଦାନରେ ଭାରତୀୟ ଜନତା ପାର୍ଟି କର୍ମୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ଇଣ୍ଡିଆକୁ ଟାର୍ଗେଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ସଂସଦରେ ମହିଳା ସଂରକ୍ଷଣ ପାଇଁ ଆଣାଯାଇଥିବା ନାରୀଶକ୍ତି…

ଓଓ୍ବାଇସିଙ୍କୁ ସଞ୍ଜୟ ରାଉତଙ୍କ ଉପଦେଶ: ରାହୁଲ ନୁହେଁ ମୋଦିଙ୍କୁ ଚ୍ୟାଲେଞ୍ଜ୍‌ ଦିଅ

ନୂଆଦିଲ୍ଲୀ,୨୫।୯: ଆସନ୍ତା ଲୋକ ସଭା ନିର୍ବାଚନରେ ହାଇଦ୍ରାବାଦରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଥିଲେ। ସେ ରାହୁଲଙ୍କୁ ଆଗାମୀ ଲୋକ ସଭା ନିର୍ବାଚନରେ ୱାୟାନାଡରୁ ନୁହେଁ…

୭୦୦ ଫୁଟ ତଳୁ ମିଳିଲା କ୍ଷୀରରେ ଭରା ରହସ୍ୟମୟ ପୋଖରୀ

ଆମେରିକାର ନିଉ ମେକ୍ସିକୋ ରାଜ୍ୟରେ କ୍ଷୀରରେ ପରିପୂର୍ଣ୍ଣ ଏକ ରହସ୍ୟମୟ ପୋଖରୀ ଦେଖିବାକୁ ମିଳିଛି। ଯାହା କାର୍ଲସବାଡ୍‌ ଗୁମ୍ଫାରୁ ୭୦୦ ଫୁଟ ତଳେ ଲେଚୁଗୁଏଲା ଗୁମ୍ଫା ଭିତରୁ ଆବିଷ୍କୃତ ହୋଇଛି। ଏହା ଦୁନିଆର ସବୁଠାରୁ ବଡ଼ ଏବଂ ଗଭୀର ଜଣାଶୁଣା ଗୁମ୍ଫା…

ବିବାହ ଫଟୋ ଶେୟାର କଲେ ରାଗନୀତି

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କରିଥିଲେ। ପ୍ରଶଂସକମାନେ ରାଗନୀତିଙ୍କ ବିବାହ ଫଟୋକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ସୋମବାର ସକାଳେ ଏହି ନବ ବିବାହିତ ଦମ୍ପତି ଶେଷରେ ସେମାନଙ୍କର ଡ୍ରିମ୍‌ ଓ୍ବେଡିଂର ପ୍ରଥମ…

ପଞ୍ଚଭୂତରେ ବିଲୀନ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର

ଭୁବନେଶ୍ୱର,୨୫ା୯(ଅସମାପିକା ସାହୁ): ଚିତ୍ରକଳା ଜଗତ ପାଇଁ ସୋମବାର ହେଉଛି ଏକ ଦୁଃଖଦ ଦିବସ। ପଞ୍ଚମହାଭୂତରେ ଲୀନ ହୋଇଛନ୍ତି ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର। ସ୍ବାଧୀନତା ପୂର୍ବ ଅର୍ଥାତ୍‌ ୧୯୪୦ରେ ବର୍ତ୍ତମାନର ସୁବର୍ଣ୍ଣପୁର ଜିଲାରେ ଜନ୍ମଗ୍ରହଣ କରିଥିଲେ ପଦ୍ମନାଭ। ହାଇସ୍କୁଲ ଶିକ୍ଷା…

ଅନଶନରେ ବସିଲେ ଜେଲ୍‌ କର୍ମଚାରୀ

ଭଦ୍ରକ,୨୫ା୯(ସନାତନ ରାଉତ): ଜେଲ୍‌ କର୍ମଚାରୀମାନେ ସେମାନଙ୍କର ପ୍ରମୁଖ ଦାବି ପୂରଣ ପାଇଁ କଳା ବ୍ୟାଜ୍‌ ପରିଧାନ ପରେ ସୋମବାରଠାରୁ ଜେଲ୍‌ ଆଗରେ ଅନଶନରେ ବସିଛନ୍ତି। ସେମାନଙ୍କର ପଦୋନ୍ନତି, ଖାଦ୍ୟ ଭତ୍ତା ୧୪୦୦ ଶହ ଟଙ୍କାକୁ ବୃଦ୍ଧି, ବେତନ ବୃଦ୍ଧି ଆଦି ଦାବିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?