Home

୨୧ ଟିଡିପି ବିଧାୟକ ଗୃହବନ୍ଦୀ

ହାଇଦ୍ରାବାଦ,୧୨ା୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କୁ ଦୁର୍ନୀତି ମାମଲାରେ ସିଆଇଡି ଗିରଫ କରିବା ପରେ ଦଳର ସମସ୍ତ ୨୧ବିଧାୟକଙ୍କୁ ଗୃହବନ୍ଦୀ ରଖାଯାଇଛି। ଆନ୍ଧ୍ରର ବିଭିନ୍ନ ସହରରେ ଥିବା ସେମାନଙ୍କ ଘର ବାହାରେ ବ୍ୟାପକ ପୋଲିସ…

କାର୍ଯ୍ୟସୂଚୀକୁ ନେଇ ଅନ୍ଧାରରେ ଦେଶ

ନୂଆଦିଲ୍ଲୀ,୧୨ା୯: କେନ୍ଦ୍ର ସରକାର ଆସନ୍ତା ୧୮ରୁ ପାର୍ଲାମେଣ୍ଟର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ଅଧିବେଶନରେ କେଉଁସବୁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଉ ନାହଁି। ଏହି ଅଧିବେଶନରେ ଦେଶର ନାଁ ପରିବର୍ତ୍ତନ ନେଇ…

ଭାରତର ବୃହତ୍‌ ବିଜୟ

କଲମ୍ବୋ,୧୨।୯: ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ବର୍ଷା ବାଧାପ୍ରାପ୍ତ ସୁପର-୪ ମ୍ୟାଚରେ ଭାରତ ୨୨୮ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଦୁଇ ଦିନରେ ଶେଷ ହୋଇଥିବା ଏହି ମ୍ୟାଚରେ ଭାରତ ୫୦ ଓଭରରେ ୨ ଉଇକେଟ ହରାଇ ୩୫୬ ରନ…

ଦିଲ୍ଲୀ ସେବା ନିୟନ୍ତ୍ରଣ ଆଇନ ବିରୋଧରେ ପିଆଇଏଲ୍‌

ନୂଆଦିଲ୍ଲୀ,୧୨ା୯: ଦିଲ୍ଲୀ ସେବା ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆଣିଥିବା ଆଇନକୁ ଚ୍ୟାଲେଞ୍ଜ କରି ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ରେ ହସ୍ତକ୍ଷେପ କରିବାକୁ ସୋମବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଉକ୍ତ ଆଇନରେ ଜାତୀୟ ରାଜଧାନୀର ସେବା ନିୟନ୍ତ୍ରଣ କ୍ଷମତା ନିର୍ବାଚିତ…

ରୁଷିଆ ଗସ୍ତରେ କିମ ଜୋଙ୍ଗ ଉନ: ଅସ୍ତ୍ରଶସ୍ତ୍ର ଚୁକ୍ତି ସମ୍ପର୍କରେ ହେବ ଆଲୋଚନା

ପ୍ୟୋଙ୍ଗୟାଙ୍ଗ୍‌,୧୨।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ରୁଷିଆ ଗସ୍ତରେ ଯାଇଛନ୍ତି। ସେଠାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଅସ୍ତ୍ରଶସ୍ତ୍ର ଚୁକ୍ତି ସମ୍ପର୍କରେ ସେ ଆଲୋଚନା କରିବେ ବୋଲି ଜଣାପଡିଛି। କ୍ରେମଲିନ କିମ୍‌ଙ୍କ ଏହି ଗସ୍ତକୁ ନିଶ୍ଚିତ…

ମାନବାଧିକାର, ପ୍ରେସ୍‌ ସ୍ବାଧୀନତା ପ୍ରସଙ୍ଗ ଉଠାଇଥିଲେ ବାଇଡେନ୍‌

ହାନୋଇ,୧୨ା୯: ନୂଆଦିଲ୍ଲୀରେ ଜି୨୦ ସମିଟ୍‌ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭାରତ-ଆମେରିକା ସହଭାଗୀତାକୁ ମଜଭୁତ୍‌ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ବୋଲି ଭିଏଟ୍‌ନାମ ରାଜଧାନୀ ହାନୋଇଠାରେ ଖବରଦାତାମାନଙ୍କୁ କହିଛନ୍ତି। ଏଥିସହିତ ମାନବାଧିକାରକୁ ସମ୍ମାନ ଦେବା,…

ଭୟଙ୍କର ବନ୍ୟା-ଝଡ଼: ୨ ହଜାରରୁ ଅଧିକ ମୃତ୍ୟୁ, ଅନେକ ନିଖୋଜ

ଟ୍ରିପୋଲି,୧୧।୯: ଭୟଙ୍କର ଝଡ ଏବଂ ବନ୍ୟା ଆଫ୍ରିକୀୟ ଦେଶ ଲିବ୍ୟାରେ ଭୟଙ୍କର ବିନାଶ ଘଟାଇଛି। ଦେଶର ପୂର୍ବ ଉପକୂଳବର୍ତ୍ତୀ ସହରଗୁଡ଼ିକରେ ବନ୍ୟା ଯୋଗୁ ଦୁଇ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକ ନିଖୋଜ ଅଛନ୍ତି। ପୂର୍ବ…

ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା, ଉତ୍ତର ପ୍ରଦେଶରେ ୨୦ ମୃତ, ରେଡ ଆଲର୍ଟ ଜାରି

ନୂଆଦିଲ୍ଲୀ,୧୨।୯: ଉତ୍ତର-ପଶ୍ଚିମ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ, ବିହାର, ଝଡ଼ଖଣ୍ଡ ଏବଂ ଉତ୍ତର-ପୂର୍ବ ଏବଂ ଦକ୍ଷିଣ ଭାରତର ଅଧିକାଂଶ ଅଞ୍ଚଳରେ ସୋମବାର ପ୍ରବଳରୁ ପ୍ରବଳ ବର୍ଷା ହୋଇଥିଲା। ଉତ୍ତର ପ୍ରଦେଶରେ ଝଡ଼ ବର୍ଷା ରେକର୍ଡ କରାଯାଇଥିଲା। ଏହି ସମୟ ମଧ୍ୟରେ ବର୍ଷାରେ ବିଭିନ୍ନ…

ପାକିସ୍ତାନ ଆଗରେ ୩୫୭ ରନ୍‌ ଟାର୍ଗେଟ୍‌

କଲମ୍ବୋ,୧୧ା୯: କଲମ୍ବୋ ସ୍ଥିତ ଆର୍‌.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ସୋମବାର ରିଜର୍ଭ ଡେରେ ଖେଳାଯାଇଥିବା ଏସିଆ କପ୍‌ ସୁପର-୪ ମ୍ୟାଚ୍‌ରେ ବିରାଟ କୋହଲି ଏବଂ କେ.ଏଲ ରାହୁଲଙ୍କ ଦମ୍‌ଦାର ଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨ ଉଇକେଟ ହରାଇ ୩୫୬…

ଉଦ୍ଧବଙ୍କ ମନ୍ତବ୍ୟକୁ ନିନ୍ଦା କଲା ଭାଜପା

ନୂଆଦିଲ୍ଲୀ,୧୧।୯: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ରାମ ମନ୍ଦିର ଉପରେ ଦେଇଥିବା ମନ୍ତବ୍ୟକୁ ନିନ୍ଦା କରିଛି ଭାଜପା। ସୋମବାର ଭାଜପା ଏମ୍‌ପି ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ମୁଁ କେବଳ କହିବାକୁ ଚାହେଁ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ…

ପୁଣି ଭାରତ-ପାକିସ୍ତାନ ମ୍ୟାଚ୍‌ ଆରମ୍ଭ

କଲମ୍ବୋ,୧୧।୯: ଏସିଆ କପ୍‌ ସୁପର୍‌-୪ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ ରିଜର୍ଭ ଡେ’ରେ ପୁଣି ଆରମ୍ଭ ହୋଇଛି। ବର୍ଷା ଯୋଗୁ ରବିବାର ହେବା ସମୟରେ ଭାରତୀୟ ଦଳ ୨୪.୧ ଓଭରରେ ଦୁଇଟି ଉଇକେଟ୍‌ ହରାଇ ୧୪୭ ରନ ସଂଗ୍ରହ କରିଥିଲା। ଏହି…

ପାକିସ୍ତାନକୁ ବଡ଼ ଝଟ୍‌କା

କଲମ୍ବୋ,୧୧।୯: ୨୦୨୩ ଏସିଆ କପର ସୁପର-୪ ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଚାଲିଛି। ତେବେ ବର୍ଷା ହେତୁ ରବିବାର ଦିନ ଭାରତ-ପାକିସ୍ତାନ ମ୍ୟାଚ ଶେଷ ହୋଇପାରି ନ ଥିଲା। ଏହି ମ୍ୟାଚ ରିଜର୍ଭ ଡେ’ରେ ଖେଳାଯାଉଛି। ଆଜି ଦୁଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri