Home

‘ଜି-୨୦ ଭିତରେ ଏଲଜିଙ୍କୁ ଘୋଡାଇ ଦିଆଯାଉଛି’, ଜମ୍ମୁ-କଶ୍ମୀର ଉପରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀଙ୍କ ଉପରେ କଂଗ୍ରେସର ବଡ ଅଭିଯୋଗ

ନୂଆଦିଲ୍ଲୀ,୧୧।୯: ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏବଂ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ଶେଖଓ୍ବତଙ୍କ ବିରୋଧରେ କଂଗ୍ରେସ ବଡ ଅଭିଯୋଗ ଆଣିଛି। କଂଗ୍ରେସ ମୁଖପାତ୍ର ପୱନ ଖେଡା କହିଛନ୍ତି ଯେ ଜି ୨୦ ନାମରେ ଏଲଜି ୪୨୦ଙ୍କୁ ଲୁଚାଇ ଦିଆଯାଉଛି।…

ନୀତୀଶ ଭାରି ଚତୁର, ତାଙ୍କର ନିଜସ୍ବ ରଣନୀତି ରହିଛି: ପିକେ…

ପାଟନା,୧୧।୯ : ଜି-୨୦ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଭୋଜିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ପହଞ୍ଚିଥିଲେ। ଏଭଳି ପରିସ୍ଥିତିରେ ପ୍ରଶାନ୍ତ କିଶୋର (ପିକେ)ନୀତୀଶଙ୍କୁ କଡ଼ା ସମାଲୋଚନା କରିଛନ୍ତି…

୫ଶହ ଟଙ୍କିଆ ନକଲି ନୋଟ

ଅମରପାଲି,୧୧ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ଅଞ୍ଚଳରେ ନକଲି ୫ ଶହ ଟଙ୍କିଆ ନୋଟ ଦେଖିବାକୁ ମିଳିଛି। ଉକ୍ତ ଥାନା ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ ଟେଭାପଦର ଗ୍ରାମରେ ଜଣେ ଦୋକାନୀଙ୍କୁ ଜଣେ ଅଜଣା ବ୍ୟକ୍ତି ତିନୋଟି…

ଫାଟ ମରାମତି, ମୋରମ ପକାଇ ଲୁଚାଇବା ଉଦ୍ୟମ

ଲୋଇସିଂହା, ୧୧।୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ମିଶନ ଶକ୍ତି ଭବନ କାର୍ଯ୍ୟକ୍ଷମ ହୋଇନାହିଁ। ହେଲେ କାର୍ଯ୍ୟାଳୟ ବ୍ୟବହାର ପୂର୍ବରୁ କାନ୍ଥ ଚାରିପଟେ ଫାଟ ସୃଷ୍ଟି ହୋଇଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ କୋଠାର ଏପରି ଦୂରାବସ୍ଥାକୁ ଦେଖିଲା ପରେ…

ଡେଲିଭରୀର ୫ ମାସ ପରେ ପୁଣି ଗର୍ଭବତୀ ହେଲେ ଅରମାନ ମଲିକଙ୍କ ଦ୍ୱିତୀୟ ସ୍ତ୍ରୀ, ପଞ୍ଚମ ଥର ପାଇଁ ହେବେ ବାପା…

ମୁମ୍ବାଇ : ଖୁସି ପୁଣି ଥରେ ପ୍ରସିଦ୍ଧ ୟୁଟ୍ୟୁବର୍‌ ଏବଂ ଅଭିନେତା ଅରମାନ ମଲିକଙ୍କ ଜୀବନରେ ଆସିବାକୁ ଯାଉଛି। ପଞ୍ଚମ ଥର ପାଇଁ ଅରମାନ ମଲିକ ପିତା ହେବାକୁ ଯାଉଛନ୍ତି। ଅରମାନ ମଲିକଙ୍କ ଦ୍ୱିତୀୟ ସ୍ତ୍ରୀ କ୍ରିତିକା ମଲିକ ଦ୍ୱିତୀୟ ଥର…

ତେଲନଦୀ ଘାଟରୁ ଚାଲିଛି ଅବାଧ ବାଲି ଚାଲାଣ

ଘଣ୍ଟାପଡ଼ା,୧୧।୯(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ତେଲନଦୀ ଘାଟରୁ ବାଲି ଚାଲାଣ ଅବାଧରେ ଚାଲିଛି। ବେଆଇନ ବାଲି ଚାଲାଣ ଯୋଗୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ହେଉଥିବା ବେଳେ ପ୍ରଶାସନ ଲୋକ ଦେଖାଣିଆ ଚଢାଉ କରିବା…

ପାରାଦୀପରେ ମାଛ ମଡ଼କ, ପାଣିର ନମୁନା ସଂଗ୍ରହ ସଂଗ୍ରହ କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ପାରାଦୀପ,୧୧ା୯(ଶରତ ରାଉତ): ପାରାଦୀପ ବନ୍ଦର ସହର ଚତୁଃପାଶର୍‌ବରେ ଥିବା କପିଳଯୋର, କଂସାରୀପାଟିଆ ମତ୍ସ୍ୟଡିଆ ନଦୀ, ଷଣ୍ଢକୁଦ ପାଖ ନଦୀରେ ସୋମବାର ବିପୁଳ ପରିମାଣର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଏତେ ମାତ୍ରାରେ ମାଛ ମଡ଼କ ଯୋଗୁ ନଦୀର ପାଣି ନୀଳ…

ଓପି ରାଜଭର, ସଞ୍ଜୟ ନିଷାଦଙ୍କୁ ବହୁରୂପି ବୋଲି କହିଲେ ଶିବପାଲ ଯାଦବ

ଲକ୍ଷ୍ନୌ,୧୧।୯: ସମାଜବାଦୀ ପାର୍ଟିିର ମହାସଚିବ ଶିବପାଲ ସିଂହ ଯାଦବ କହିଛନ୍ତି ଓମ ପ୍ରକାଶ ରାଜଭର ଓ ସଞ୍ଜୟ ସିଂହ ନିଷାଦ ହେଉଛନ୍ତି ବହୁରୂପି। ତାଙ୍କ ସମ୍ପର୍କରେ ସାରା ରାଜ୍ୟ ଜାଣିଛି। ସେ ଏନଡିଏ ପାଇଁ ପ୍ରଚାର କରିବାରୁ ଆମକୁ ବା ସମାଜବାଦୀ…

ରାମମନ୍ଦିର ଉଦଘାଟନ ସମୟରେ ହୋଇପାରେ ଗୋଧ୍ରା ଭଳି କାଣ୍ଡ: ଉଦ୍ଧବଙ୍କ ଆଶଙ୍କା…

ମୁମ୍ବାଇ,୧୧।୯ : ଅନେକ ଦଶନ୍ଧି ଧରି ଚାଲିଥିବା ଆଇନଗତ ଯୁଦ୍ଧ ପରେ ସୁପ୍ରିମକୋର୍ଟ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ସପକ୍ଷରେ ଏହି ରାୟ ଦେଇଥିଲେ, ଯେହେତୁ ଏହି ମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଆସିଛି। ଇସଲାମିକ ଷ୍ଟେଟ (ଆଇଏସ), ଅଲ କାଏଦା ଭଳି…

ତାଳଚେର ରୋଡ୍‌ରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଢେଙ୍କାନାଳ,୧୧ା୯(ରତନ ନାୟାର): ପୁରୀରୁ ଢେଙ୍କାନାଳ ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ ପରୀକ୍ଷାମୂଳକ ଭାବେ ସୋମବାର ତାଳଚେର ରୋଡ୍‌ ପର୍ଯ୍ୟନ୍ତ ଗଡ଼ିଛି। ପୁରୀରୁ ଏହି ଟ୍ରେନ ଟି ଆଗାମି ଦିନରେ ରାଉରକେଲା ଅଭିମୁଖେ ଚାଲିବ ବୋଲି ଜଣାପଡିଛି। ପରୀକ୍ଷାମୂଳକ ଭାବେ ଏହି…

୨୨୨୭ ଭୂମିହୀନ ପରିବାରକୁ ମିଳିଛି ଏଲ୍‌ଆର୍‌ସି

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): ରାଜ୍ୟ ସରକାର ସହରାଞ୍ଚଳରେ ବାସ କରୁଥିବା ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜାଗା ଦେବା ପାଇଁ ଗତ ୨୦୧୮ରେ ଜାଗା ମିଶନ ଯୋଜନା ଆରମ୍ଭ କରିଥିଲେ। ଏଥିରେ ଗୋଟିଏ ପରିବାରକୁ ୩୮୩ ସ୍କୁଏର ଫୁଟ୍‌ ସ୍ଥାନ ପାଇଁ ଭୂମି ଅଧିକାର…

ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଭିନ୍ନକ୍ଷମ

ବାଲିଶଙ୍କରା,୧୧ା୯( ହ୍ରୁଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ କଲେଜପଡ଼ାର ଭିନ୍ନକ୍ଷମ ରାଜେଶ ବାର୍ଲା ଦୁଃଖ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନ ଥିବାରୁ ଦୀର୍ଘ ବର୍ଷ ଧରି ଭଙ୍ଗା ଘରେ ରହିଆସୁଛନ୍ତି। ସେ ଜନ୍ମରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri