ଲଭଲିନାଙ୍କୁ ରୌପ୍ୟ ପଦକ
ହାଙ୍ଗଝୋ,୪।୧୦: ୨୦୨୩ ଏସିଆନ୍ ଗେମ୍ସରେ ଆଜି ଭାରତ ୫ଟି ପଦକ ପାଇଛି। ମହିଳା ୭୫ କିଲୋଗ୍ରାମ ଓଜନ ବର୍ଗରେ ଲଭଲିନା ବୋର୍ଗୋହେନ ରୌପ୍ୟ ପଦକ ଜିତିଥିଲେ। ଲଭଲିନା ଫାଇନାଲ ମ୍ୟାଚରେ ହାରିଯାଇଥିଲେ। ପରେ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଏହାସହ…
ଭାଜପା କ୍ଷମତାକୁ ଆସିବା ପରେ ମଣିପୁର ସ୍ଥିତି ହୋଇଛି ଖରାପ…
ନୂଆଦିଲ୍ଲୀ,୪।୧୦ : ମଣିପୁରର ଅବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତା ଉପରେ କଂଗ୍ରେସ ପୁଣି ଥରେ ପ୍ରଶ୍ନ କରିଛି। ଦଳ ଅଭିଯୋଗ କରିଛି ଏହା ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏପରି ରାଜ୍ୟ କିମ୍ବା ଏହାର ଲୋକମାନଙ୍କୁ ଅଣଦେଖା କରିନାହାଁନ୍ତି। କଂଗ୍ରେସ…
ଗୁରୁ ରନ୍ଧାଓ୍ବାଙ୍କୁ ଡେଟ୍ କରୁଛନ୍ତି ଶେହନାଜ !
ବିଗ୍ବସ୍ରୁ ରାତାରାତି ଷ୍ଟାର ପାଲଟିଯାଇଛନ୍ତି ଶେହନାଜ ଗିଲ। ମ୍ୟୁଜିକ୍ ଭିଡିଓ, ମଡେଲିଂ ପରେ ଶେହନାଜ ଏବେ ଅଭିନୟଜଗତରେ ପାଦ ଥାପିଛନ୍ତି। ‘ଥ୍ୟାଙ୍କ ୟୁ ଫର କମିଂ’ ଜରିଆରେ ସେ ବଲିଉଡ ଡେବ୍ୟୁ କରିବାକୁ ଥିବା ବେଳେ ଏବେ ସେ ଏହାର ପ୍ରମୋଶନରେ…
କେଜ୍ରିଓ୍ବାଲ୍ଙ୍କ ତତ୍ତ୍ୱାବଧାନରେ ମଦ ଦୁର୍ନୀତି ହୋଇଛି: ଗୌରବ ଭାଟ୍ଟିଆ
ନୂଆଦିଲ୍ଲୀ,୪।୧୦: ଆମ ଆଦ୍ମୀ ପାର୍ଟୀ(ଏଏପି) ନେତା ସଞ୍ଜୟ ସିଂ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢାଉ କରିଛି। ଏହି ଚଢାଉ ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ରହିଛି। ଭାଜପା ଏହି ଚଢାଉକୁ ନେଇ ମତ ରଖିଛି। ଭାଜପା ପ୍ରବକ୍ତା ଗୌରବ ଭାଟ୍ଟିଆ…
ଅଡୁଆରେ ମାରୁତି ସୁଜୁକି, ଆୟକର ବିଭାଗ ପଠାଇଲା ୨୧୬୦ କୋଟି ଟଙ୍କାର ବକେୟା ଦେବାର ନୋଟିସ୍
ନୂଆଦିଲ୍ଲୀ,୪।୧୦: ଦେଶର ସବୁଠାରୁ ବଡ଼ କାର୍ ନିର୍ମାତା କମ୍ପାନୀ ମାରୁତି ସୁଜୁକିକୁ ଆୟକର ବିଭାଗ ଟିକସ ନୋଟିସ୍ ପଠାଇଛି। ୨,୧୬୦ କୋଟି ଟଙ୍କାର ବକେୟା ରାଶି ଦେବା ଲାଗି ବିଭାଗ ପକ୍ଷରୁ ନୋଟିସ୍ କରାଯାଇଥିବା କମ୍ପାନୀ କହିଛି। ଏହି ମାମଲା ୨୦୧୯-୨୦…
ବିବାହ ପୂର୍ବରୁ ଏଠାରେ ସନ୍ତାନ ଜନ୍ମ କରିବା ରହିଛି ପରମ୍ପରା, କାରଣ ଜାଣିଲେ…
ଦିଲ୍ଲୀ, ମୁମ୍ବାଇ ଭଳି ବଡ଼ ସହରରେ ଯୁବତୀ/ଯୁବକମାନେ ବିବାହ ପୂର୍ବରୁ ଗୋଟିଏ ଘରେ ପରସ୍ପର ସହ ରହିବା ଏକ ସାଧାରଣ କଥା ହୋଇଗଲାଣି। ଏହାକୁ ଲିଭ୍ ଇନ୍ ରିଲେସନ୍ଶିପ୍ କୁହାଯାଏ। ତଥାପି ଛୋଟ ସହରଗୁଡିକରେ ଏହା ଏକ ପାପ ଭାବରେ ଦେଖାଯାଏ।…
ବିହାରରେ ନ୍ୟାୟିକ ବ୍ୟବସ୍ଥାରେ ମିଳିବ ୧୦ପ୍ରତିଶତ ସଂରକ୍ଷଣ: ନୀତୀଶ
ପାଟନା,୪।୧୦: ବିହାରରେ ନୀତୀଶଙ୍କ ସରକାର ସଂରକ୍ଷଣକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି। ନ୍ୟାୟିକ ସେବା ଏବଂ ଶିକ୍ଷାନୁଷ୍ଠାନରେ ଯୋଗ ଦେଉଥିବା ଅର୍ଥନୈତିକ ଦୁର୍ବଳ ବିଭାଗ(ଇଡବ୍ଲୁଏସ)ର ଲୋକମାନେ ବର୍ତ୍ତମାନ ୧୦ ପ୍ରତିଶତ ସଂରକ୍ଷଣର ଲାଭ ପାଇବେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ…
ଏକଦା ସାଇକେଲ ପଙ୍କଚର ମାରୁଥିବା ବରୁଣ ଏବେ ଆଇଏଏସ୍ ଅଫିସର, ୟୁପିଏସ୍ସିରେ ମିଳିଲା ୩୨ ର଼୍ୟାଙ୍କ…
କଠିନ ପରିଶ୍ରମ ସଫଳତାର ଚାବିକାଠି। ଏହି ଧାଡିଟି ଆଇଏଏସ୍ ବରୁଣା ବରନଓ୍ବାଲଙ୍କ ଉପରେ ପ୍ରଯୁଜ୍ୟ ବୋଲି କହିପାରିବା। କାରଣ ପିଲାଦିନେ ସେ ନିଜ ବାପାଙ୍କୁ ହରାଇଥିଲେ। ପରିବାରର ବୋଝ ଉପରେ ପଡ଼ିବା ପରେ ସେ ବାପାଙ୍କ ସାଇକେଲ ପଙ୍କଚର ମାରିବା ଦୋକାନରେ…
କଂଗ୍ରେସକୁ ଭୋଟ ଦେବା ଅର୍ଥ ପାକିସ୍ତାନକୁ ସମର୍ଥନ କରିବା: କୈଳାଶ ବିଜୟବର୍ଗୀୟ
ଭୋପାଳ,୪।୧୦: ମଧ୍ୟପ୍ରଦେଶର ଇନ୍ଦୋର ବିଧାନସଭା ଆସନରୁ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଥିବା ଭାଜପା ପ୍ରାର୍ଥୀ କୈଳାଶ ବିଜୟବର୍ଗୀୟ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ତୁଷ୍ଟୀକରଣ ରାଜନୀତି କରୁଛି। ତେଣୁ ତାକୁ ଭୋଟ ଦେବା ଅର୍ଥ ପାକିସ୍ତାନକୁ ସମର୍ଥନ କରିବା ବୋଲି କୈଳାଶ…
୧୬ ହଜାର କୋଟି ଟଙ୍କା ମୂଲ୍ୟର କମ୍ପାନୀ ୭୪ ଟଙ୍କାରେ ବିକ୍ରି: ଗୋଟିଏ ଟୁଇଟ କଲା ସର୍ବସ୍ବାନ୍ତ…
ଦୁବାଇ,୪।୧୦ : ହଜାର ହଜାର କୋଟି ଟଙ୍କା ସମ୍ପତ୍ତି ଥିବା ବ୍ୟକ୍ତି ରାତାରାତି ଅରବପତିରୁ ରାସ୍ତାରେ ପହଞ୍ଚିବା ବିଶ୍ୱାସ କରିବା ଟିକେ କଷ୍ଟକର। ତେବେ ବିଆର ଶେଟ୍ଟି (ବାଭାଗୁଥୁ ରଘୁରାମ ଶେଟ୍ଟି)ଙ୍କ କ୍ଷେତ୍ରରେ ଏହା ଘଟିଥିଲା। ଯିଏ କି ଏକଦା କୋଟିପତି…
ଠିକା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ,ବିଦ୍ୟୁତ ସେବା ଠପ୍ ହେବା ଆଶଙ୍କା
ଛତ୍ରପୁର,୪।୧୦(ସନ୍ତୋଷ ପାଢ଼ୀ): ଛତ୍ରପୁର ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଡିଭିଜନ ଅଧୀନରେ କାର୍ଯ୍ୟରତ ୩୦୦ରୁ ଉର୍ଦ୍ଧ ଠିକା କର୍ମଚାରୀ ବୁଧବାର ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଫଳରେ ବିଦ୍ୟୁତ ବିଭାଗରେ ଅଚଳାବସ୍ଥା ଦେଖାଯିବା ସହ ବିଦ୍ୟୁତ ସେବା ଠପ୍ ହେବା…
ଏହି ଦିନ ରିଲିଜ୍ ହେବ ଟାଇଗର-୩ର ଧମାକାଦାର ଟ୍ରେଲର
ବହୁପ୍ରତୀକ୍ଷିତ ଫିଲ୍ମ ଟାଇଗର-୩ର ଧମାକାଦାର ଟ୍ରେଲର ରିଲିଜ୍ ହୋଇଛି। ସଲମାନ ଖାନଙ୍କ ଏହି ଫିଲ୍ମକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଆସନ୍ତ ୧୬ରେ ଫିଲ୍ମର ଟ୍ରେଲର ରିଲିଜ୍ ହେବ ବୋଲି…

