ଭାରତର ବୃହତ୍ ବିଜୟ ପରେ ଏମିତି କହିଲେ ରୋହିତ ଶର୍ମା
କଲମ୍ବୋ,୧୨।୯: ଏସିଆ କପ ୨୦୨୩ର ସୁପର-୪ରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଏହି ମ୍ୟାଚ୍ରେ ଟିମ ଇଣ୍ଡିଆ ୨୨୮ ରନ୍ରେ ଜିତିଛି। ପାକିସ୍ତାନ ବିପକ୍ଷ ଦିନିକିଆରେ ଭାରତର ସବୁଠାରୁ ବଡ ବିଜୟ। ଏହି ବିଜୟ ପରେ…
ମରକ୍କୋ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୨୮୦୦, ବିଭିନ୍ନ ଦେଶ ଦେଲା ସହାୟତା
ରବାତ,୧୨।୯: ଏକ ଭୟଙ୍କର ଭୂକମ୍ପର ଶିକାର ହୋଇଥିବା ଆଫ୍ରିକୀୟ ଦେଶ ମରକ୍କୋରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ବୃଦ୍ଧି ପାଇଛି। ସ୍ପେନ, କତାର, ବ୍ରିଟେନ, ଇସ୍ରାଏଲ ଏବଂ ୟୁଏଇର ଅଂଶଗ୍ରହଣରେ ଉଦ୍ଧାରକାରୀ ଦଳ ଦୁର୍ଗମ ଅଞ୍ଚଳରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଶୁକ୍ରବାର…
୩ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି-ରାହୁଲ
କଲମ୍ବୋ,୧୨।୯: ଏସିଆ କପ୍ ସୁପର-୪ ଏକ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୨୮ ରନ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି। ତେବେ ଏହାପୂର୍ବରୁ ବିରାଟ କୋହଲି ଏବଂ କେ.ଏଲ ରାହୁଲ…
ସ୍ପେଶାଲ ଟ୍ରେନ ଯୋଗେ ରୁଷିଆରେ ପହଞ୍ଚିଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ, ପୁଟିନଙ୍କ ସହ ହେବ ସିକ୍ରେଟ ମିଟିଂ
ସିଓଲ,୧୨।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିବାକୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ମଙ୍ଗଳବାର ସ୍ପେଶାଲ ଟ୍ରେନ ଯୋଗେ ରୁଷିଆରେ ପହଞ୍ଚିଛନ୍ତି। ଏକ ସଂକ୍ଷିପ୍ତ ବୈଠକରେ ଦକ୍ଷିଣ କୋରିଆ ସେନା ଏହି ସୂଚନା ଦେଇଛି।…
ଆଜିଠାରୁ ରାଷ୍ଟ୍ରପତିଙ୍କ ୨ ଦିନିଆ ଗୁଜରାଟ ଗସ୍ତ
ନୂଆଦିଲ୍ଲୀ,୧୨।୯: ସେପ୍ଟେମ୍ବର ୧୨ ଅର୍ଥାତ୍ ଆଜିଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ। ସରକାରୀ ବିବୃତ୍ତି ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ମଙ୍ଗଳବାର ସନ୍ଧ୍ୟାରେ ଗାନ୍ଧିନଗରରେ ପହଞ୍ଚିବେ। ପରଦିନ ଅର୍ଥାତ୍ ୧୩ ସେପ୍ଟେମ୍ବରରେ ସେ ନ୍ୟାଶ୍ନାଲ୍ ଇ-ବିଧାନ ଆପ୍ଲିକେଶନ୍…
ଫିଲ୍ମର ୩୦୦ ସଦସ୍ୟଙ୍କୁ ସୁନା କଏନ ଉପହାର
ମୁମ୍ବାଇ: ସିନେମା ଜଗତର ଲୋକପ୍ରିୟ ଅଭିନେତା ଭାବେ ରଜନୀକାନ୍ତ ବେଶ୍ ଜଣାଶୁଣା। ନିଜର ଅଭିନୟ ଜରିଆରେ ସେ ଏବେ କୋଟି କୋଟି ଲୋକଙ୍କ ହୃଦୟ ଜିଣି ପାରିଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ଜେଲର’କୁ ଦର୍ଶକଙ୍କ ବେଶ୍ ଲୋକପ୍ରିୟତା ମିଳିଛି। ତେବେ ‘ଜେଲର’…
ଛୁଟି କଟାଇବାକୁ ଯାଇ ହରାଇଲେ ଗୋଡ଼
ଏଡିନବର୍ଗ: ବେଳେବେଳେ ଏପରି ହୋଇଥାଏ କି ଦୁନିଆର ମଜା ଉଠାଇବାକୁ କୌଣସି ସ୍ଥାନକୁ ଯାଇଥିବାବେଳେ ସେଠାରୁ ଅନେକ ଯନ୍ତ୍ରଣା ନେଇ ଫେରିବାକୁ ପଡ଼ିଥାଏ। ଏପରି କିଛି ଜଣେ ମହିଳାଙ୍କ ସହିତ ହୋଇଛି। ମହିଳା ଜଣକ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ ହେଲେ ଫେରିବା…
ଜି-୨୦ର ସଫଳ ଆୟୋଜନକୁ ନେଇ ଭାରତକୁ ବିଶ୍ୱରେ ପ୍ରଶଂସା: ଆମେରିକା କହିଲା,ଏହା ଏକ ବଡ଼ ସଫଳତା
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୨।୯: ଜି-୨୦ ଶିଖର ସମ୍ମିଳନୀକୁ ସଫଳତାର ସହ ଆୟୋଜନକୁ ନେଇ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ଅଧିକାଂଶ ବିଶ୍ୱ ଗଣମାଧ୍ୟମ ଭାରତର ବଢୁଥିବା ଆଭିମୁଖ୍ୟକୁ ବିଶ୍ୱ ଦକ୍ଷିଣର ସ୍ବର ଭାବରେ ପ୍ରଶଂସା କରିଛନ୍ତି।…
ବସୁଧୈବ କୁଟୁମ୍ବକମ୍
ପୃଥିବୀ ଏକ ବଡ଼ ପରିବାର। ବସୁଧୈବ କୁଟୁମ୍ବକମ୍ ଆଧାରରେ ବିଭିନ୍ନ ଦେଶ-ଦେଶ ମଧ୍ୟରେ ସହଯୋଗ ଦ୍ୱାରା ବିକାଶ ସମ୍ଭବ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ-ଦକ୍ଷିଣ ସହଯୋଗ ପାଇଁ ମିଳିତ ଜାତିସଂଘ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୧୨ରେ ପାଳିତ ହୋଇଥାଏ। ପୂର୍ବରୁ…
ଟୟୋଟା ରୁମିଅନ୍ର ଅନାବରଣ
ଭୁବନେଶ୍ୱର,୧୨।୯: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟୟୋଟା କିର୍ଲୋସ୍କର ମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଟୟୋଟା ରୁମିଅନ୍’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଇସପିରିଟ ଟୟୋଟା (ଫିଲ୍ଡ…
ଫେମସ ଜର୍ନାଲରେ ପତଞ୍ଜଳିର ଗବେଷଣା
ଭୁବନେଶ୍ୱର,୧୨।୯: ପତଞ୍ଜଳି ଯୋଗପୀଠର ସାଧାରଣ ସମ୍ପାଦକ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ନେତ୍ୱତୃରେ ଅନେକ ନୂତନ ଗୁଣାତ୍ମକ ଔଷଧ ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ବିଶେଷ କରି ଜଡ଼ି ବୁଟି ସାମଗ୍ରୀ ଉପରେ ଗବେଷଣା କରି ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନ ଅନେକ…
ସୋନି ବ୍ରାଭିଆର ନୂତନ ଉତ୍ପାଦ
ଭୁବନେଶ୍ୱର,୧୨।୯: ସୋନି ଇଣ୍ଡିଆର ନୂତନ ଉତ୍ପାଦ ତଥା ବ୍ରାଭିଆ ଏକ୍ସଆର୍ ମାଷ୍ଟର ସିରିଜକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ନୂଆ ବ୍ରାଭିଆ ଏକ୍ସଆର୍ ମାଷ୍ଟର ସିରିଜ୍ ଏ୯୭ଏଲ୍ ଓଏଲ୍ଇଡି ୬୫ ଏବଂ ୫୫ ଇଞ୍ଚର ଦୁଇଟି ସ୍କ୍ରିନ୍ରେ ଉପଲବ୍ଧ। ଏପରିକି…
Archives


