ଭାରତରେ ସି-୨୯୫ ବିମାନ ଉତ୍ପାଦନ ଏକ ଉଲ୍ଲେଖନୀୟ କାର୍ଯ୍ୟ ହେବ…
ମାଦ୍ରିଦ,୧୮।୯ : ସ୍ପେନରେ ଭାରତୀୟ ରାଷ୍ଟ୍ରଦୂତ ଦୀନେଶ ପଟ୍ଟନାୟକ କହିଛନ୍ତି ଦେଶରେ ୪୦ଟି ସି-୨୯୫ ବିମାନ ଉତ୍ପାଦନ ଏକ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ଏହା ଭାରତରେ ଏକ ବିଶ୍ୱ ସ୍ତରୀୟ ଏରୋସ୍ପେସ ଇକୋସିଷ୍ଟମ ସୃଷ୍ଟି କରିବ, ଯାହା ଭବିଷ୍ୟତରେ ଦେଶର…
ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ: କଙ୍ଗୋରେ ୧୭ ମୃତ…
କିନଶାସା,୧୮।୯ : ଉତ୍ତର-ପଶ୍ଚିମ କଙ୍ଗୋରେ ପ୍ରବଳ ବାଦଲ ପଟା ବର୍ଷା ଯୋଗୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଅଧିକାରୀମାନେ କହିଛନ୍ତି ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି। ଅନେକ ଘର ଭୁଶୁଡି ପଡିଛି ଏବଂ କିଛି ଲୋକ ଆବର୍ଜନା ତଳେ ଦବି ରହିଥିବାର…
ଦକ୍ଷିଣ ଆଫ୍ରିକାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨୦ ମୃତ…
ଜୋହାନ୍ସବର୍ଗ,୧୮।୯ : ଦକ୍ଷିଣ ଆଫ୍ରିକାରେ ଏକ ବଡ଼ ଦୁର୍ଘଟଣା ଘଟି ୨୦ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତ ବ୍ୟକ୍ତି ହେଉଛନ୍ତି ଖଣି କମ୍ପାନୀ ଡି ର୍ବିସର କର୍ମଚାରୀ। ବୈଦେଶିକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକାର ଉତ୍ତର ପ୍ରଦେଶର ଲିମ୍ପୋପୋର…
ଏସିସି କଲା ବଡ଼ ଘୋଷଣା: ଗ୍ରାଉଣ୍ଡ୍ସମ୍ୟାନ୍ ମାଲାମାଲ
ନୂଆଦିଲ୍ଲୀ,୧୭।୯: ଏସିଆ କପ ୨୦୨୩ରେ ଶ୍ରୀଲଙ୍କାର ଗ୍ରାଉଣ୍ଡ୍ସମ୍ୟାନ୍ମାନେ ଚର୍ଚ୍ଚାରେ ଅଛନ୍ତି। କ୍ରମାଗତ ମ୍ୟାଚ ଏବଂ ମ୍ୟାଚ ସମୟରେ ବର୍ଷା ମଧ୍ୟରେ ଗ୍ରାଉଣ୍ଡ୍ସମ୍ୟାନ୍ମାନେ ବହୁତ ପରିଶ୍ରମ କରିଥିଲେ। ଏହାର କାରଣ ହେଲା ବର୍ଷା ସତ୍ତ୍ୱେ ମ୍ୟାଚ ଜାରି ରହିଲା ଏବଂ ପ୍ରଶଂସକମାନେ କ୍ରିକେଟର…
କଂଗ୍ରେସରେ ହେଉଛି ନୂତନ ଶକ୍ତିର ସଂଚାର: ସଚିନ ପାଇଲଟ
ଜୟପୁର,୧୭।୯: ହାଇଦ୍ରାବାଦରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ଏକ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଧ୍ୟ ଅଂଶଗ୍ରହଣ କରିଥିଲେ। ବୈଠକ ପରେ ପାଇଲଟ କହିଛନ୍ତି ଯେ, ସିଡବ୍ଲ୍ୟୁସି ବୈଠକରେ ଦୁଇ ଦିନ ଧରି ଖୋଲା ପରିବେଶରେ…
କଂଗ୍ରେସକୁ ଟାର୍ଗେଟ୍ କଲେ ସ୍ମୃତି ଇରାନୀ
ନୂଆଦିଲ୍ଲୀ,୧୭।୯: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରବିବାର କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେଶର ନୂତନ ସଂସଦ ଭବନରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବାକୁ ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ,…
ଇତିହାସ ରଚିଲେ ସିରାଜ୍
କଲମ୍ବୋ,୧୭।୯: ଶ୍ରୀଲଙ୍କା ବିପକ୍ଷ ଏସିଆ କପ ୨୦୨୩ର ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ। ଏହି ମ୍ୟାଚରେ ଦ୍ୱିତୀୟ ଓଭରରେ ୪ଟି ଉଇକେଟ ନେଇ ସିରାଜ ଏକଦିବସୀୟ କ୍ରିକେଟରେ ୫୦ ଉଇକେଟ ପୂରଣ…
ଶ୍ରୀଲଙ୍କାର ୩ ଲଜ୍ଜାଜନକ ରେକର୍ଡ
କଲମ୍ବୋ,୧୭।୯: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଏସିଆ କପ ୨୦୨୩ର ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳର ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଦଳ ୧୫.୨ ଓଭରରେ ମାତ୍ର ୫୦ ରନ୍ରେ ସୀମିତ ରହିଥିଲା। ମହମ୍ମଦ ସିରାଜ୬…
ଭାରତ ହାତରେ ଏସିଆ କପ୍
କଲମ୍ବୋ,୧୭।୯: କଲମ୍ବୋସ୍ଥିତ ଆର୍.ପ୍ରେମଦାସା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ୨୦୨୩ ଏସିଆ କପ୍ ଫାଇନାରେ ଶ୍ରୀଲଙ୍କାକୁ ୧୦ ଉଇକେଟରେ ପରାସ୍ତ କରିଛି ଭାରତ। ଫଳରେ ଅଷ୍ଟମ ଥର ପାଇଁ ଏସିଆ କପ୍ ହାତେଇଛି ଭାରତ। ଫାଇନାଲ ମ୍ୟାଚ୍ରେ ଶ୍ରୀଲଙ୍କା ଅଧିନାୟକ ଦାସୁନ…
ଭାଜପା ଜାଲରେ ନ ଫସି, ଲୋକଙ୍କ ପ୍ରସଙ୍ଗକୁ ଫୋକସ କର, କଂଗ୍ରେସ ନେତାଙ୍କୁ ରାହୁଲଙ୍କ ଉପଦେଶ
ହାଇଦ୍ରାବାଦ,୧୭।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଦଳୀୟ ନେତାମାନଙ୍କୁ ଭାରତୀୟ ଜନତା ପାର୍ଟି (ଭାଜପା) ର ଜାଲରେ ନ ପଡ଼ିବା, ଲୋକଙ୍କ ସମସ୍ୟା ଉପରେ ଧ୍ୟାନ ଦେବା ଏବଂ ଆଦର୍ଶଗତ ଭାବରେ ସ୍ପଷ୍ଟ ରହିବାକୁ ପରାମର୍ଶ ଦେଇଛନ୍ତି। ହାଇଦ୍ରାବାଦରେ କଂଗ୍ରେସ…
କର୍ନାଟକରେ ୩ ଉପ ମୁଖ୍ୟମନ୍ତ୍ରୀ ପ୍ରଶ୍ନକୁ ନେଇ ସିଦ୍ଦାରାମାୟା କହିଲେ…
ବେଙ୍ଗାଲୁରୁ,୧୭।୯: କର୍ନାଟକରେ ଆଉ ତିନି ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବାର ଦାବି ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏକ ବଡ଼ ବୟାନ ଦେଇଛନ୍ତି। ରବିବାର ସେ କହିଛନ୍ତି ଯେ ହାଇକମାଣ୍ଡ ଏହା ଉପରେ ନିଷ୍ପତ୍ତି ନେବେ ଏବଂ ସେ ଏହାକୁ ଅନୁସରଣ କରିବେ।…
୨୦୨୪ରେ ଭାଜପାକୁ ହରାଇବା ମହାତ୍ମା ଗାନ୍ଧୀଙ୍କ ପାଇଁ ହେବ ଅସଲ ଶ୍ରଦ୍ଧାଞ୍ଜଳି: ଖାର୍ଗେ
ହାଇଦ୍ରାବାଦ,୧୭।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଆଗାମୀ ଆହ୍ବାନ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଗଣତନ୍ତ୍ର ପାଇଁ ଏହା ଏକ ଗୁରତ୍ୱପୂର୍ଣ୍ଣ ବିଷୟ ଏବଂ ଆମର ଲକ୍ଷ୍ୟ ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବା ଉଚିତ…
Archives


