Home

ଘରୋଇ କଳିରୁ ସ୍ବାମୀଙ୍କୁ ମାରିଲା ସ୍ତ୍ରୀ

କେନ୍ଦୁଝର,୧୦।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ) ଘରୋଇ କଳିରୁ ଏକ ଲୋମ ହର୍ଷଣକାରୀ ଘଟଣା କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କୋଡିପସା ଗ୍ରାମର ଜୁଆଙ୍ଗ ସାହିରେ ଘଟିଛି । ଗ୍ରାମର ସୁନୀତା ଜୁଆଙ୍ଗ ତାର ସ୍ବାମୀ ଟୁରାଙ୍କୁ ଶାବଳରେ ପିଟି ଥିବା ନିଜେ…

କଶ୍ମୀରକୁ ଭାରତରୁ ବିଚ୍ଛିନ୍ନ ନେଇ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ନେଇ ଅରୁନ୍ଧତୀ ରାୟଙ୍କ ବିରୋଧ ଚାଲିବ ମାମଲା, ଏଲଜିଙ୍କ ଅନୁମୋଦନ…

ନୂଆଦିଲ୍ଲୀ,୧୦।୧୦ : ଦେଶର ରାଜଧାନୀ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ମଙ୍ଗଳବାର ଲେଖିକା ଅରୁନ୍ଧତୀ ରାୟ ଏବଂ କଶ୍ମୀର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଶେଖ ସୌକତ ହୁସେନଙ୍କ ବିରୋଧ ହୋଇଥିବା ଅଭିଯୋଗକୁ ଅନୁମୋଦନ କରିଛନ୍ତି। ୨୦୧୦ ରେ ଦିଲ୍ଲୀରେ ଏକ ସେମିନାରରେ…

ଭାରତରେ ହମାସ ଭଳି ଆକ୍ରମଣ ଧମକ, ପଞ୍ଜାବ ଛାଡିବାକୁ କହିଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ…

ନୂଆଦିଲ୍ଲୀ,୧୦।୧୦ : ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁଙ୍କର ଏକ ନୂଆ ଭିଡିଓ ଅନଲାଇନରେ ପ୍ରକାଶ ପାଇଛି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରୁ ଶିକ୍ଷା ଗ୍ରହଣ କରିବାକୁ ଧମକ ଦେଇଛନ୍ତି, ଯାହାଫଳରେ ଭାରତରେ ଏହିପରି ଆକ୍ରମଣ ଘଟିବ…

ମହଙ୍ଗା ପଡିଲା ଛେଳି ଚୋରି : କଙ୍ଗାରୁ କୋର୍ଟରେ ଛେଚା ଖାଇଲେ ଦୁଇ ଯୁବକ

ମୋରଡା,୧୦।୧୦(ସ୍ମାରକ ମାଜୀ): ମହଙ୍ଗା ପଡିଲା ଛେଳି ଚୋରି। ଛେଳି ଚୋରି ଅଭିଯୋଗରେ କଙ୍ଗାରୁ କୋର୍ଟରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ଧୁମ ମାଡ଼ ଖାଇଲେ ଚୋର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ମୋରଡା ଥାନା ଅଧୀନ ଧଡ଼ାସାହି ପଞ୍ଚାୟତର…

୨୬ରୁ ପରବ ମହୋତ୍ସବ

କୋରାପୁଟ, ୧୦।୧୦(ଅମିତାଭ ବେହେରା) ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋସତ୍ବ ପରବ ୨୦୨୩ ଚଳିତମାସ ୨୬ ତାରିଖରେ କୋରାପୁଟ ଜିଲାର ବୋରିଗୁମ୍ମାର ଭୈରବ ମନ୍ଦିରରୁ ଶୁଭାରମ୍ଭ ହେବ। ଏଥିସହ ନଭେମ୍ବର ମାସ ୨୫,୨୬ ଓ ୨୭ ତାରିଖ ୩ଦିନ ବ୍ୟାପି କୋରାପୁଟ ସରକାରୀ…

ବାଂଲାଦେଶକୁ ୧୩୭ ରନରେ ପରାଜିତ କଲା ଇଂଲଣ୍ଡ…

ଧରମଶାଲା,୧୦।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ସପ୍ତମ ମ୍ୟାଚ ଧରମଶାଲାର ହିମଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଇଥିଲା। ଇଂଲଣ୍ଡ ବାଂଲାଦେଶକୁ ୧୩୭ ରନରେ ପରାଜିତ କରିଛି। ମ୍ୟାଚରେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସ ଟସ ଜିତି ପ୍ରଥମେ ବୋଲିଂ…

ଜୟପୁରରେ ରାହୁଲଙ୍କୁ ପଚାରିଲେ ଛାତ୍ରୀ କାହିଁକି ବିବାହ କରିନାହଁ?…

ଜୟପୁର,୧୦।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜୟପୁରର ମହାରାଣୀ କଲେଜର ଛାତ୍ରୀଙ୍କୁ ଭେଟିଥିଲେ। ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଜନଗଣନା, ସ୍ବାଧୀନତା ସଂଗ୍ରାମରେ ମହିଳାଙ୍କ ଭୂମିକା, ଆର୍ଥିକ ସ୍ବାଧୀନତାର ଆବଶ୍ୟକତା ଭଳି ପ୍ରସଙ୍ଗରେ ଖୋଲାଖୋଲି ଭାବେ କହିଥିଲେ। ରାହୁଲ ଗାନ୍ଧୀ…

୨୫ଟି ପୌରସଂସ୍ଥାରେ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ‘ମୁକ୍ତା ସଫ୍ଟ ୧.୦’

ଭୁବନେଶ୍ୱର,୧୦।୧୦(ଅସମାପିକା ସାହୁ): ସହରାଞ୍ଚଳର ଗରିବ ଅଧିବାସୀଙ୍କ ଜୀବିକା ସୁରକ୍ଷା ନିମନ୍ତେ ଗୋଷ୍ଠୀ ଦାରା ସଞ୍ଚାଳିତ ତଥା ସମାଜର ସାଧାରଣ ସ୍ତରରୁ ଯୋଜନା ପ୍ରସ୍ତୁତ କରୁଥିବା ‘ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ମୁକ୍ତା’ ଓ ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ରୂପେ ଆଦୃତ ହୋଇଛି।…

ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୩୪୫ ରନ…

ହାଇଦ୍ରାବାଦ,୧୦।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ଅଷ୍ଟମ ମ୍ୟାଚ ହାଇଦ୍ରାବାଦର ରାଜୀବଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଶ୍ରୀଲଙ୍କା ଅଧିନାୟକ ଦାଶୁନ ଶାନାକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ଦଳ ଅଧିନାୟକ ବାବର ଆଜମଙ୍କ ନେତୃତ୍ୱରେ…

ଭାଜପା ନିଶ୍ଚିତ କରୁ କେତେ ଆସନ ବ୍ୟବଧାନରେ ପରାଜିତ ହେବ: କମଲନାଥ…

ଭୋପାଳ,୧୦।୧୦ : ମଧ୍ୟପ୍ରଦେଶ ଏବଂ ଅନ୍ୟ ଚାରିଟି ରାଜ୍ୟରେ ନିର୍ବାଚନ ଆୟୋଗ ଭୋଟ ସୂଚୀ ଘୋଷଣା କରିବାର ଗୋଟିଏ ଦିନ ପରେ ଆସନ୍ତା ବିଧାନସଭା ନିର୍ବାଚନରେ ଶାସକ ଭାଜପାର ପରାଜୟ ନିଶ୍ଚିତ ବୋଲି କଂଗ୍ରେସ କହିଛି। ଦଳର ନେତା ତଥା ପୂର୍ବତନ…

ଜଙ୍ଗଲି କନ୍ଦାରୁ ହୋଇପାରିବ ସୁସ୍ବାଦୁ କୁକିଜ,ନମକିନ

କୋରାପୁଟ,୧୦।୧୦(ଅମିତାଭ ବେହେରା) କୋରାପୁଟ ଜିଲାର ଆଦିମ ଅଧିବାସୀମାନେ ବ୍ୟବହାର କରୁଥିବା ଜଙ୍ଗଲି କନ୍ଦାରୁ ଗୁଣାତ୍ମକ ଓ ସୁସ୍ବାଦୁ କୁକିଜ (ବିସ୍କୁଟ) ଓ ନମକିନ ହୋଇପାରିବ। ଏପରି ଗବେଷଣା କରି କହିଛନ୍ତି, କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ…

୨୦୨୪ ଆର୍ଥିକ ବର୍ଷ ପାଇଁ ଆଇଏମଏଫ ଭାରତର ଅଭିବୃଦ୍ଧି ଆକଳନକୁ ୬.୧ ପ୍ରତିଶତରୁ ୬.୩ ପ୍ରତିଶତକୁ ବୃଦ୍ଧି…

ନୂଆଦିଲ୍ଲୀ,୧୦।୧୦ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଙ୍ଗଳବାର ୨୦୨୪ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬.୧ ପ୍ରତିଶତ ରୁ ୬.୩ ପ୍ରତିଶତକୁ ବୃଦ୍ଧି କରିଛି, ଯାହା ଏପ୍ରିଲ-ଜୁନ ତ୍ରୟମାସରେ ଆଶା କରାଯାଉଥିବା ଆକଳନଅଧିକ ବୋଲି ଦର୍ଶାଇଛି। ଆଇଏମଏଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?