ପରିସ୍ରାଗାର ପାଲଟିଛି ମୃଣ୍ମୟ ମୂର୍ତ୍ତିଙ୍କ ଗୋଦାମ ଘର, କାର୍ଯ୍ୟାନୁଷ୍ଠାନ ଦାବି
କେନ୍ଦୁଝର,୧୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାପାଳଙ୍କ କାଯର୍ୟାଳୟ ପରିସରରେ ଥିବା ଶୌଚାଳୟରେ ବିଶ୍ୱକର୍ମା ଓ ଗଣେଶ ପୂଜା ପାଇଁ ବାହାରୁ ମୃଣ୍ମୟ ମୂର୍ତ୍ତି ଆଣି ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କ କବ୍ଜାରେ ରହିଛି। ଉକ୍ତ ଅପରିଷ୍କାର ପରିସ୍ରାଗାରରେ ବାହାରୁ ଆଣିଥିବା ମୂର୍ତ୍ତିଗୁଡ଼ିକୁ ରଖିଥିବାରୁ…
ଏସିଆନ୍ ଗେମ୍ସ ୨୦୨୩: ମହିଳା-ପୁରୁଷ କ୍ରିକେଟ୍ ଟିମ୍ରେ ପରିବର୍ତ୍ତନ
ନୂଆଦିଲ୍ଲୀ,୧୭।୯:ଏସିଆନ ଗେମ୍ସ ଲାଗି ପୁରୁଷ ଏବଂ ମହିଳା କ୍ରିକେଟ ଦଳରେ ଛୋଟ ପରିବର୍ତ୍ତନ କରିଛି ବିସିସିଆଇ। ସେପ୍ଟେମ୍ବର ୨୩ରୁ ଆୟୋଜିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଲାଗି ଉଭୟ ଟିମ୍ର ଗୋଟିଏ ଗୋଟିଏ ଖେଳାଳି ବଦଳିଛନ୍ତି। ପୁରୁଷ କ୍ରିକେଟ ଟିମ୍ରେ ଦ୍ରୁତ…
୪୩ ପାଇଲଟଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲା ଅକାଶା ଏୟାର
ନୂଆଦିଲ୍ଲୀ,୧୭।୯: ବେସରକାରୀ ବିମାନ କମ୍ପାନୀ ଅକାଶା ଏୟାର ଏହାର ୪୩ ପାଇଲଟ୍ଙ୍କ ବିରୋଧରେ କୋଟର୍ର୍ ଯିବାକୁ ନିଷ୍ପତ୍ତି ନେଇଛି। ନୋଟିସ ନ ଦେଇ କର୍ମଚାରୀମାନେ କମ୍ପାନୀ ଛାଡ଼ିଥିବାରୁ ବମ୍ବେ ହାଇକୋର୍ଟରେ ଏକ ଯାଚିକା ଦାୟର କରାଯାଇଛି। ଚୁକ୍ତି ଅନୁଯାୟୀ ନିର୍ଦ୍ଧାରିତ ୬…
ଇପିଏଫ୍ଓକୁ ସୁଧ ହାର ଘୋଷଣା ନ କରିବାକୁ ନିର୍ଦ୍ଦେଶ !
ନୂଆଦିଲ୍ଲୀ,୧୭।୯: ପ୍ରତି ଆର୍ଥିକ ବର୍ଷ ଲାଗି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍ଓ) ସୁଧ ହାର ନେଇ ଘୋଷଣା କରିଥାଏ। ହେଲେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ(ସିବିଟି) ମନ୍ତ୍ରଣାଳୟର ପୂର୍ବ ଅନୁମୋଦନ ବିନା ଆରମ୍ଭରୁ ଏହାକୁ ସର୍ବସାଧାରଣରେ ଘୋଷଣା…
ଭଉଣୀ ଗୀତାଙ୍କ ଶେଷଦର୍ଶନ କଲେ ନବୀନ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୭ା୯: ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ଶେଷଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଗୀତାଙ୍କ ଭାଇ ନବୀନ ପଟ୍ଟନାୟକ। ରବିବାର ଦିଲ୍ଲୀ ଯାଇ ଭଉଣୀ ଗୀତାଙ୍କ ଶେଷ ଦର୍ଶନ କରିଛନ୍ତି। ଭଉଣୀଙ୍କ ପରଲୋକରେ ଗଭୀର ମର୍ମାହତ ଥିବା ନବୀନ କହିଛନ୍ତି। ସୂଚନାଯୋଗ୍ୟ, ଗୀତା…
ଏସିଆ କପ୍ ଫାଇନାଲ୍: ଭାରତୀୟ ଦଳରେ ୫ ପରିବର୍ତ୍ତନ, ଓ୍ବାଶିଂଟନ୍ଙ୍କୁ ସୁଯୋଗ
କଲମ୍ବୋ,୧୭।୯: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପର ଫାଇନାଲ କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖୋଳଯାଉଛି। ଏଏସିଆ କପ ଫାଇନାଲରେ ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶାନାକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ଲେ -୧୧ରେ ଶାନାକା…
ଆସିବ ‘ଜବ୍ ଉଇ ମେଟ୍’ ସିକୁଏଲ, ପୁଣି ଏକାଠି ନଜର ଆସିବେ ଶାହିଦ-କରିନା !
ବମ୍ବେ: ଇମ୍ତିଆଜ ଅଲ୍ଲିଙ୍କ ଚଳଚ୍ଚିତ୍ର ‘ଜବ ଉଇ ମେଟ୍’ ବଲିଉଡର ସୁପରହିଟ୍ ଫିଲ୍ମ ମଧ୍ୟରୁ ଅନ୍ୟତମ। ଏଥିରେ ଶାହିଦ କପୁର ଏବଂ କରିନା କପୁରଙ୍କ ଯୋଡ଼ି ଜବରଦସ୍ତ ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟ ଜିତିଥିଲା। ବିଶେଷକରି ‘ଗୀତ୍’ ଚରିତ୍ରକୁ ନେଇ ଆକାଶ…
ମୋଦିଙ୍କ ବିଜୟ ରଥକୁ ରୋକିବାକୁ କଂଗ୍ରେସ ଖେଳିବ ସଂରକ୍ଷଣର ମାଷ୍ଟରଷ୍ଟ୍ରୋକ
ହାଇଦ୍ରାବାଦ,୧୭।୯: ଆଗାମୀ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି(ଭାଜପା)ର ବିଜୟ ରଥକୁ ରୋକିବାକୁ କଂଗ୍ରେସ ପ୍ରସ୍ତୁତ ହୋଇଗଲାଣି। I.N.D.I.A ମେଣ୍ଟ ଗଠନ ପରେ କଂଗ୍ରେସ ବର୍ତ୍ତମାନ ଜାତି ସମୀକରଣ ସୃଷ୍ଟି କରିବାରେ ବ୍ୟସ୍ତ ଅଛି।…
ଟସ ଜିତିଲା ଶ୍ରୀଲଙ୍କା, ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…
କଲମ୍ବୋ,୧୭।୯ : ଏସିଆ କପ ଫାଇନାଲ ମ୍ୟାଚ ରବିବାର ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଭାରତ ଶ୍ରୀଲଙ୍କା ଟାଇଟଲ ହାସଲ କରିବାକୁ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…
କିମ୍ଙ୍କ ରୁଷିଆ ଗସ୍ତ ଶେଷ
ମସ୍କୋ,୧୭ା୯: ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ ରବିବାର ରୁଷିଆ ଗସ୍ତ ଶେଷ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିମ୍ ତାଙ୍କ ସଶସ୍ତ୍ର ଟ୍ରେନରେ ଫେରିଯାଇଛନ୍ତି। କିମ୍ ରୁଷିଆର ଛାଡ଼ିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଆର୍ଟୋମ-ପ୍ରାଇମୋରସ୍କି-୧ ଷ୍ଟେଶନରେ ଏକ…
ଦଳର ନେତାଙ୍କୁ ଅନୁଶାସନର ପାଠ ପଢାଇଲେ ଖାର୍ଗେ
ନୂଆଦିଲ୍ଲୀ,୧୭।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଦଳର ନେତାଙ୍କୁ ଅନୁଶାସନ ଏବଂ ଏକତା ପାଇଁ ଆହ୍ବାନ ଦେଇଛନ୍ତି। ବ୍ୟକ୍ତିଗତ ମତଭେଦଠାରୁ ଦୂରରେ ରହି କଂଗ୍ରେସର ସଫଳତାକୁ ପ୍ରାଧାନ୍ୟ ଦେବାକୁ ଏବଂ ଦଳର କିଛି କ୍ଷତି ନ କରିବାକୁ ସେ କହିଛନ୍ତି।…
ସ୍ଥିର ହେଲା ନଓ୍ବାଜ ଶରିଫଙ୍କ ପାକିସ୍ତାନ ଫେରିବା ତାରିଖ
ଇସଲାମାବାଦ,୧୭।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ସ୍ବଦେଶ ଫେରିବେ। ଏବେ ଏହାର ତାରିଖ ସ୍ଥିର ହୋଇଥିବା ଜଣାପଡିଛି। ନଓ୍ବାଜଙ୍କ ଭାଇ ଶେହବାଜ ଶରିଫ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଆସନ୍ତା…
Archives


