Home

ହାସ୍ୟ ଅଭିନେତା ରାଜ ଶର୍ମାଙ୍କ ପରଲୋକ, ୫୦ ବର୍ଷ ବୟସରେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୨୫।୪: ଡାଲାସ୍‌ର ପ୍ରସିଦ୍ଧ ହାସ୍ୟାଭିନେତା ରାଜ ଶର୍ମାଙ୍କ ଦେହାନ୍ତ ହୋଇଯାଇଛି । ୫୦ ବର୍ଷ ବୟସରେ ୨୪ ଏପ୍ରିଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବର୍ତ୍ତମାନ, ଅଭିନେତା-ହାସ୍ୟାଭିନେତା ବୀର ଦାସ ଇନଷ୍ଟାଗ୍ରାମ୍‌ରେ ଏକ ଭାବପ୍ରବଣ ନୋଟ୍ ସେୟାର କରିଛନ୍ତି,…

ରାଘବଙ୍କ ଠାରୁ ଏତେ ଗୁଣା ଅଧିକ ଧନୀ ପତ୍ନୀ ପରିଣୀତି, ଜାଣନ୍ତୁ ଏମାନଙ୍କ ନେଟ ଓ୍ବର୍ଥ

ନୂଆଦିଲ୍ଲୀ,୨୫।୪: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ତାଙ୍କ ସ୍ବାମୀ ରାଘବ ଚଢା ବର୍ତ୍ତମାନ ଖବରର ଶିରୋନାମାରେ ଅଛନ୍ତି। ପ୍ରକୃତରେ, ତାଙ୍କ ରାଜନୈତିକ କ୍ୟାରିୟରରେ ଏକ ବଡ଼ ପଦକ୍ଷେପ ନେଇ, ରାଘବ ଚଢା ଆମ ଆଦମୀ ପାର୍ଟି (AAP) ଛାଡି ଭାରତୀୟ…

ରାଘବଙ୍କ ଅଡୁଆ ବଢାଇ ପାରନ୍ତି କେଜରିଓ୍ବାଲ-ସିସୋଡିଆ

ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟି (ଏଏପି)ର ଦୁଇ-ତୃତୀୟାଂଶ ରାଜ୍ୟ ସଭା ଏମପି ରାଘବ ଚଢାଙ୍କ ସମେତ ଦଳ ଛାଡି ଭାଜପାରେ ଯୋଗଦେବାକୁ ଯାଉଛନ୍ତି ବୋଲି ଦାବି ହେବା ପରେ ରାଜନୈତିକ ପରିବେଶ ଉଷ୍ମ ହୋଇଛି। ଏହି ସଙ୍କଟ ମଧ୍ୟରେ, ଆମ ଆଦମୀ…

ଦୀର୍ଘ ୧୬ ବର୍ଷ ପରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲା +୨, ଅଞ୍ଚଳରେ ଖେଳିଗଲା ଆନନ୍ଦ

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ୨୦୧୦ରେ ଖୋଲିଥିଲା। ଦୀର୍ଘ ୧୬ ବର୍ଷ ପରେ ଚଳିତ ଶିକ୍ଷାବର୍ଷଠାରୁ ଯୁକ୍ତ ୨ ପ୍ରଥମ ବର୍ଷ ବିଜ୍ଞାନ ପାଇଁ ନାମଲେଖା ଚାଲିଛି। ପ୍ରଥମ ପର୍ଯାୟରେ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ରଙ୍କୁ ମେରିଟ୍‌ ତାଲିକା…

ହାର୍ଦ୍ଦିକଙ୍କ ଏକ୍ସ ଓ୍ବାଇଫ ନା ନୂଆ ଗର୍ଲଫ୍ରେଣ୍ଡ କିଏ ଅଧିକ ଧନୀ? ଜାଣନ୍ତୁ ଏମାନଙ୍କ ସମ୍ପତ୍ତିର ମୂଲ୍ୟ

ନୂଆଦିଲ୍ଲୀ,୨୫।୪: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଜୀବନଶୈଳୀ ଏବଂ ସମ୍ପର୍କ ପାଇଁ ପ୍ରାୟତଃ ଶିରୋନାମାରେ ଅଛନ୍ତି। ହାର୍ଦ୍ଦିକ ବର୍ତ୍ତମାନ ଲୋକପ୍ରିୟ ମଡେଲ ମାହିକା ଶର୍ମାଙ୍କୁ ଡେଟ କରୁଛନ୍ତି। ଏହି ଦମ୍ପତି ପ୍ରାୟତଃ ଏକାଠି ଦେଖାଯାଆନ୍ତି ଏବଂ ନିୟମିତ ଭାବରେ ପରସ୍ପର…

ଜଳିଗଲା ଲଙ୍କାଗଡ଼ ଜଙ୍ଗଲ, ଚାରିଆଡ଼େ ଧୂଆଁମୟ

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କୁଲାଡ଼ ବିଟ୍‌ ଅଧୀନରେ ଥିବା ବାରୁଡ଼ା ଲଙ୍କାଗଡ଼ ପାହାଡ଼ରେ ଥିବା ଜଙ୍ଗଲ ଶୁକ୍ରବାର ରାତିରେ ଜଳିଯାଇଛି। ଫଳରେ ଉକ୍ତ ଜଙ୍ଗଲରେ ଥିବା ଅଧିକାଂଶ ବାଉଁଶ ସମେତ ଅନ୍ୟାନ୍ୟ ଗଛ ନଷ୍ଟ…

ଟ୍ରମ୍ପଙ୍କୁ ଭେଟିବେ ମୋଦି, ଯୁଦ୍ଧକୁ ନେଇ ହୋଇପାରେ ବଡ଼ ଆଲୋଚନା!

ନୂଆଦିଲ୍ଲୀ,୨୫।୪: ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ବୈଠକ ହେବାର ସମ୍ଭାବନା ଅଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଟ୍ରମ୍ପ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଫ୍ରାନ୍ସ ଯିବେ।…

କୋହଲିଙ୍କ ବିରାଟ ଛକା ଦେଖି ଷ୍ଟାଡିୟମରେ ଏମିତି ନାଚି ଉଠିଲେ ଅନୁଷ୍କା ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୫।୪: ଗତ ଶୁକ୍ରବାର, IPL 2026 ର ୩୪ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ବେଙ୍ଗାଲୁରୁ ନିଜ ଘରୋଇ ଗ୍ରାଉଣ୍ଡରେ ୫ ୱିକେଟରେ ବିଜୟ ହାସଲ କରିଥିଲା। ବିରାଟ କୋହଲି ଦଳକୁ…

ଟାଇମ୍ସ ହାୟର ଏଜୁକେଶନ ଏସିଆ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌: ଏସିଆର ୧୬୯, ଦେଶରେ ୬ଷ୍ଠ ସ୍ଥାନରେ କିଟ୍‌

ଭୁବନେଶ୍ୱର,୨୫ା୪(ଅନୁରାଧା ମହାରଣା):ଚଳିତବର୍ଷ ଦି ଟାଇମ୍ସ ହାୟର ଏଜୁକେଶନ ଏସିଆ ୟୁନିଭର୍ସିଟି ର଼୍ୟାଙ୍କିଂ ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ଏହି ବିଶ୍ୱସ୍ତରୀୟ ର଼୍ୟାଙ୍କିଂରେ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଏବର୍ଷ କିଟ୍‌ ବିଶ୍ୱବିଦ୍ୟାଳୟ ଅଧିକ ଉନ୍ନତ ପ୍ରଦର୍ଶନ କରିଛି। କିଟ୍‌ ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ…

ଏପ୍ରିଲ ୩୦ ସନ୍ଧ୍ୟାରୁ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ: ୨ ମାସ ଠପ୍‌ ପଡିବ…

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ୩୦ ତାରିଖ ସନ୍ଧ୍ୟା ୫ଟାରୁ ବରଗଡ଼ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ ରହିବ। ସେହିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଆସନ୍ତା ମେ ମାସ ୧ତାରିଖରୁ ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ…

ମେ ୧୧ରୁ ବରଗଡ଼ରେ ରବି ଧାନକିଣା: ଜିଲାର ୧୮୩ ମଣ୍ଡିରେ…

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆସନ୍ତା ମେ ୧୧ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଏଥର ଜିଲାର ୧୮୩ ମଣ୍ଡିରେ ଧାନ କିଣାବିକା ହେବ। ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମଣ୍ଡିଗୁଡ଼ିକରେ ଧାନ ସଂଗୃହୀତ ହେବ। ବିଗତବର୍ଷ ଭଳି ଏଥର…

ଜମି ବିବାଦକୁ ନେଇ ଶ୍ୱଶୁର-ଜ୍ୱାଇଁଙ୍କୁ ହତ୍ୟା! ଟ୍ରେନ ଭିତରେ ମାରିଫିଙ୍ଗିଦେଲେ ଥିବା ସନ୍ଦେହ

କେସିଙ୍ଗା,୨୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କିକିଆ ଗ୍ରାମର ଜଣେ ବ୍ୟକ୍ତି ନିଜ ଶ୍ୱଶୁରଙ୍କୁ ବିଶାଖାପାଟଣା ଚିକିତ୍ସା ପାଇଁ ଯାଇଥିଲେ। ଚିକିତ୍ସା ପରେ ନିଜ ଘରକୁ ଟ୍ରେନ୍‌ରେ ଫେରୁଥିବା ସମୟରେ ଅଧବାଟରେ ଶଶୁର ଓ ଜ୍ବାଇଁଙ୍କ ମୃତ୍ୟୁ ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri