ରାଘବ ଚଢା ନା ସନ୍ଦୀପ ପାଠକ… କିଏ AAP ଛାଡିବା ପରେ କେଜରିଓ୍ବାଲଙ୍କୁ ଲାଗିଲା ବଡ଼ ଝଟକା? ଜାଣନ୍ତୁ…
ନୂଆଦିଲ୍ଲୀ,୨୫।୪: ସାତ ଜଣ ରାଜ୍ୟ ସଭା ଏମପିଙ୍କ ଏକକାଳୀନ ବିଦାୟ ସହିତ ଆମ ଆଦମୀ ପାର୍ଟି (AAP) ଏକ ବଡ଼ ଧକ୍କା ପାଇଛି; ତଥାପି, ଦଳ ଭିତରେ ସବୁଠାରୁ ଅଧିକ ଆଲୋଚନା ସୃଷ୍ଟି କରୁଥିବା ନାମ ହେଉଛି ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି…
ମହିଳାଙ୍କ ଉପରେ ବୃଦ୍ଧି ପାଉଛି ଅତ୍ୟାଚାର, ସୁରକ୍ଷା ଦାବିରେ…
କୋରାପୁଟ,୨୫ା୪(ଅମିତାଭ ବେହେରା): ମହିଳାଙ୍କ ଉପରେ ବୃଦ୍ଧି ପାଉଥିବା ଅତ୍ୟାଚାର ଓ ଅସୁରକ୍ଷିତ ପ୍ରତିବାଦରେ କୋରାପୁଟ ସହରରେ ଏକ ବିଶାଳ ଜନ-ଆକ୍ରୋଶ ରାଲି ଆୟୋଜିତ ହୋଇଛି। କୋରାପୁଟସ୍ଥିତ ଟାଉନହଲଠାରୁ ବିଭିନ୍ନ ସଂଗଠନର ଶତାଧିକ ମହିଳା ଏଥିରେ ଯୋଗଦେଇ ହାତରେ ପ୍ଲାକାର୍ଡ ଧରି ନାରୀ…
କାହିଁକି ଭାଜପା ହାତ ଧରିଲେ ସ୍ବାତୀ? କହିଲେ ଅସଲ କାରଣ, କେଜରିଓ୍ବାଲଙ୍କ ଉପରେ ଲଗାଇଲେ ବଡ଼ ଅଭିଯୋଗ
ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟି (AAP)ର ଜଣେ ବରିଷ୍ଠ ନେତ୍ରୀ ଏବଂ ରାଜ୍ୟ ସଭାର ଏମପି ସ୍ବାତୀ ମାଲିୱାଲ ୨୪ ଏପ୍ରିଲ ୨୦୨୬ରେ ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟି (BJP)ରେ ଯୋଗ ଦେଇଥିଲେ। ଆମ ଆଦମୀ ପାର୍ଟିକୁ ଏହି…
୨୮ ଦିନିଆ ଶସ୍ତା ଗେମିଂ ପ୍ଲାନ ଲଞ୍ଚ କଲା Jio, ୬୧GB ଡାଟା ସହିତ ମାଗଣା OTT
ନୂଆଦିଲ୍ଲୀ,୨୫।୪: ଜିଓ ପୁଣି ଥରେ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଇଁ ଏକ ସୁଲଭ ଯୋଜନା ଲଞ୍ଚ କରିଛି । ଜିଓର ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ ସ୍ୱତନ୍ତ୍ର ଭାବରେ ଯୁବପିଢ଼ିଙ୍କ ପାଇଁ ଲଞ୍ଚ କରାଯାଇଛି । କମ୍ପାନୀ ଏହି ପ୍ଲାନକୁ ୟୁଥ…
ଦେବଗଡ଼ରେ ବିକାଶମୂଳକ ଭିତ୍ତିଭୂମି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଧର୍ମେନ୍ଦ୍ର
ଦେବଗଡ଼,୨୫ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଗସ୍ତରେ ଆସି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାରତ ସରକାର ତଥା ସମ୍ବଲପୁର ଲୋକ ସଭା ଏମ୍ପି ଧର୍ମେନ୍ଦ୍ର ପ୍ରଧାନ, ଗ୍ରାମ୍ୟଉନ୍ନୟନ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ବିଧାୟକ ରୋମାଞ୍ଚ ରଞ୍ଜନ ବିଶାଳ ଶନିବାର ନୂତନ କେନ୍ଦ୍ରୀୟ ବିଦ୍ୟାଳୟ,…
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବି କଲେ ବିଜେଡି ପ୍ରତିନିଧି, ବଲାଙ୍ଗୀର ବିଧାୟକ…
ବଲାଙ୍ଗୀର,୨୫।୪( ସୁନିଲ କୁମାର ମହାନ୍ତି): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ଥାନୀୟ ସର୍କିଟ ହାଉସ ଠାରେ ଭେଟି ବିଜେଡି ପ୍ରତିନିଧି ଦଳ ବଲାଙ୍ଗୀରର ବିଭିନ୍ନ ନ୍ୟାର୍ଯ୍ୟ ଦାବି ସମ୍ପର୍କରେ ଜଣାଇଥିଲେ । ବିଧାୟକ କଲିକେଶ ନାରାୟଣ ସିଂଦେଓଙ୍କ ନିର୍ଦ୍ଦେଶରେ ଏହି…
ବିନା ଲିଜ୍ରେ ଚାଲିଛି ପଥର କ୍ରଶର: କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି ପ୍ରଶାସନ
ନୂଆପଡ଼ା,୨୫।୪(ମକାରୁ ବେମାଲ):ବଣପାହାଡଘେରା ନୂଆପଡ଼ା ଜିଲାରେ ଲଘୁ ଖଣିଜ ଦ୍ରବ୍ୟର ସମ୍ଭାର ଭରି ରହିଛି। ଏଥିରୁ ଜିଲା ପ୍ରଶାସନ ଭଲ ରାଜସ୍ବ ମଧ୍ୟ ଆଦାୟ କରେ। ଲଘୁ ଖଣିଜ ଦ୍ରବ୍ୟ ମଧ୍ୟରେ ନୂଆପଡ଼ା ଜିଲାରେ ଅନେକ ପଥର କ୍ରଶର ସ୍ଥାପନ କରାଯାଇଛି। ପଥର…
ମୋଦିଙ୍କ ପାଖରେ ମଞ୍ଚ ଉପରେ ବସିଥିବା ମହିଳା କିଏ? ଯାହାଙ୍କ ମଥାରେ ହାତ ବୁଲାଇ ଦେବାରୁ କାନ୍ଦି ପକାଇଲେ…
କୋଲକାତା,୨୫।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଣିହାଟିରେ ଆୟୋଜିତ ସାଧାରଣ ସଭାରେ ଏକ ଗଭୀର ଭାବପ୍ରବଣ ମୁହୂର୍ତ୍ତ ପ୍ରକାଶ ପାଇଛି। ରାଲିରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ମଞ୍ଚ ଉପରେ ଜଣେ ମହିଳା ବସିଥିବାର ଦେଖାଗଲା। ତାଙ୍କ ମୁହଁକୁ…
ହୁଗୁଳିରେ ଫଟୋ ସୁଟ କଲେ ମୋଦି, ଏବେ କ୍ଲାସ ନେଉଛନ୍ତି ଦିଦି
କୋଲକାତା,୨୫।୪: ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡଙ୍ଗା ଯାତ୍ରା ସମ୍ପର୍କରେ ମମତା ବାନାର୍ଜୀ ବଡ଼ ଟାର୍ଗେଟ କରିଛନ୍ତି। ପ୍ରାସଙ୍ଗିକ ପ୍ରଶ୍ନ ଉଠାଇ ସେ ମନ୍ତବ୍ୟ ଦେଇଛନ୍ତି, ‘ଆମର ଗଙ୍ଗା ପବିତ୍ର; ସେଥିପାଇଁ ପ୍ରଧାନମନ୍ତ୍ରୀ ଡଙ୍ଗା ଯାତ୍ରାର ମଜା ନେଇପାରିଲେ। ସେ କ’ଣ…
ପତୋରା ଡ୍ୟାମ୍ରୁ ଜଳଯୋଗାଣ ବାଧାପ୍ରାପ୍ତ: ସହରକୁ ମିଳୁନି ପାଣି
ନୂଆପଡ଼ା,୨୫।୪ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଥିବା ପତୋରା ଡ୍ୟାମରୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଜିଲାର ୨ପ୍ରମୁଖ ସହର ଖରିଆରରୋଡ ଓ ନୂଆପଡ଼ାରେ ପାନୀୟଜଳ ସମସ୍ୟା ଦେଖାଦେଇଛି। ଉଭୟ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜଳସଙ୍କଟ ଦେଖାଦେଇଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।…
ସରକାରୀ ଅର୍ଥ ହରିଲୁଟ୍ ମାମଲା: ଦୁଇ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ ପରେ ମିଳିଲା ଏହି ଦଣ୍ଡ
ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକର ଦୁଇଜଣ ପୂର୍ବତନ ଯନ୍ତ୍ରୀ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାନେଶ୍ୱର ବ୍ଲକର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ସଦାନନ୍ଦ ପ୍ରଧାନ ଏବଂ ବର୍ତ୍ତମାନ ନୟାଗଡ଼ ଜିଲା ଦଶପଲାସ୍ଥିତ ବୃତାଙ୍ଗ ଜଳସେଚନ ପ୍ରକଳ୍ପର…
୪ ଛୁଆ ଜନ୍ମ କର, ଜଣଙ୍କୁ RSSର ସ୍ବୟଂସେବକ କର: ଧୀରେନ୍ଦ୍ର ଶାସ୍ତ୍ରୀ
ମୁମ୍ବାଇ,୨୫।୪: ନାଗପୁରରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ, ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ତାଙ୍କ ଭାଷଣରେ ଲୋକମାନଙ୍କୁ ଚାରୋଟି ସନ୍ତାନ ଜନ୍ମ କରିବାକୁ କହିଥିଲେ । ସେମାନଙ୍କ ମଧ୍ୟରୁ ଜଣକୁ ସଂଘର ସ୍ୱୟଂସେବକ କରିବା ପାଇଁ ପରାମର୍ଶ ଦେଇଥିଲେ । ସେ ଏକ…
Archives


