Home

ଲଘୁଚାପ ବର୍ଷା ପରେ ଆରମ୍ଭ ହେଲା ଧାନରୁଆ

ପାଣିକୋଇଲି,୨୧ା୭(ବିକାଶ ମଲ୍ଲିକ): ମୌସୁମୀ ବର୍ଷାର ଅନିୟମିତତା ଯୋଗୁ ଚାଷ କାର୍ଯ୍ୟ ବିଳମ୍ବ ହୋଇଛି। ଯେଉଁମାନେ ମୌସୁମୀ ବର୍ଷକୁ ଅପେକ୍ଷା ନ କରି ପାଣିମଡ଼ାଇ ଧାନ ତଳି ପକାଇଥିଲେ ଲଘୁଚାପ ବର୍ଷ ହେବା ପରେ ସେମାନେ ତଳି ରୁଆ କାମ ଆରମ୍ଭ କରିଛନ୍ତି।…

ଶତକ ନିକଟତର କୋହଲି

ପୋର୍ଟ ଅଫ୍‌ ସ୍ପେନ୍‌, ୨୧ା୭: ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମ୍ୟାଚ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏଥିରେ ଘରୋଇ ଦଳ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନ ଖେଲ ଶେଷ ହେବା…

୧୫ ମିନିଟ୍‌ରେ ୩ଥର ଥରିଲା ଜୟପୁର

ଜୟପୁର,୨୧।୭: ରାଜସ୍ଥାନର ରାଜଧାନୀ ଜୟପୁରରେ ଶୁକ୍ରବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ଜୟପୁରରେ ଭୋର ୪.୦୯ ରୁ ୪.୨୫ ମଧ୍ୟରେ ତିନି ଥର ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ଲୋକମାନେ ଭୟରେ ଘରୁ ବାହାରି ରାସ୍ତାରେ ଆସିଥିଲେ। ଭୂକମ୍ପର କେନ୍ଦ୍ରସ୍ଥଳକୁ…

ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ଏପର୍ଯ୍ୟନ୍ତ ୪ ଗିରଫ

ଇମ୍ଫାଲ,୨୧।୭: ମଣିପୁରରେ ମହିଳାମାନଙ୍କୁ ଉଲଗ୍ନ କରି ପରେଡ କରାଯିବା ଘଟଣା ସମଗ୍ର ଦେଶକୁ ଲଜ୍ଜାଜନକ କରିଛି। ଏହି ଘଟଣା ମେ ୪ରେ ଘଟିଥିଲା। ଯାହାର ଭିଡିଓ ଜୁଲାଇ ୧୯ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ମଣିପୁର ସରକାର ଏବଂ…

ଏଠାରେ ବିବାହ ସମୟରେ ମାଛ ଭସାନ୍ତି ବରକନ୍ୟା, କାରଣ ଜାଣିଲେ…

ହିଂସା ପାଇଁ ମଣିପୁର ବେଶ୍‌ ଚର୍ଚ୍ଚାରେ ରହିଛି। ନିକଟରେ ସେଠାରୁ ଭାଇରାଲ ହେଉଥିବା ଏକ ଭୟାନକ ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁଥିରେ ଅନେକ ପୁରୁଷ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଉଛନ୍ତି। ଏହି କାରଣରୁ ବିଶ୍ୱ…

ଶରଦଙ୍କୁ ବଡ଼ ଝଟକା, ୭ ବିଧାୟକ ଅଜିତଙ୍କୁ କଲେ ସମର୍ଥନ

ମୁମ୍ବାଇ,୨୦।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଅଜିତ ପାୱାରଙ୍କ ନେତୃତ୍ୱରେ ହୋଇଥିବା ବିଦ୍ରୋହ ପରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଦଳର ମୁଖ୍ୟ ଶରଦ ପାୱାର ଦଳ ଉପରେ ନିଜର ଦାବି କରୁଛନ୍ତି। ଏହି ସମୟରେ…

ମାନହାନି ମାମଲା: ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଶୁକ୍ରବାର ଶୁଣାଣି କରିବେ ଏସ୍‌ସି

ନୂଆଦିଲ୍ଲୀ,୨୦।୭: ମୋଦି ଉପନାମ ସହ ଜଡିତ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିବେ। ଜଷ୍ଟିସ ବି.ଆର ଗବଇ ଏବଂ ପ୍ରଶାନ୍ତ କୁମାର ମିଶ୍ରା ଶୁଣାଣି ବେଞ୍ଚରେ ରହିବେ। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ…

ମହାକାଶରେ ଆଉ ଏକ ପାଦ ଆଗେଇବାକୁ ପ୍ରସ୍ତୁତ ଇସ୍ରୋ, ମିଶନ ଗଗନାୟନର ଏସଏମପିଏସର ସଫଳ ପରୀକ୍ଷଣ

ବେଙ୍ଗାଲୁରୁ,୨୦।୭: ଚନ୍ଦ୍ରୟାନ -୩ ର ସଫଳ ଉତକ୍ଷେପଣ ପରେ ଇସ୍ରୋ ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନାୟନ-୨ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ(ଇସ୍ରୋ) ଗଗନାୟନ ସର୍ଭିସ ମଡ୍ୟୁଲ ପ୍ରପୁଲସନ ସିଷ୍ଟମ (ଏସଏମପିଏସ)କୁ ସଫଳତାର…

ହଂକଂରେ ସିଗାରେଟ ପିଉଥିବା ଲୋକଙ୍କ ବିରୋଧରେ ପୋଲିସ ନୁହେଁ, ଜନତା ନେବେ ଆକ୍ସନ

ଭିକ୍ଟୋରିଆ,୨୦।୭: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଅନୁଯାୟୀ, ପ୍ରତିବର୍ଷ ସାରା ବିଶ୍ୱରେ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ତମାଖୁ ଯୋଗୁ ହେଉଛି। ଏଥିମଧ୍ୟରୁ ୨୦ ଲକ୍ଷଙ୍କ ଜୀବନ ହୃଦରୋଗ ଯୋଗୁ ଯାଉଛି। ତେବେ ବିଶ୍ୱର ପ୍ରତ୍ୟେକ କୋଣରେ ସିଗାରେଟ ଟାଣୁଥିବା ଲୋକ ରହିଛନ୍ତି।…

ଦେଶର ଇତିହାସରେ ଏକ କଳା ଅଧ୍ୟାୟ ଯୋଡି ହୋଇଗଲା: ସୋରେନ

ରାଞ୍ଚି,୨୦।୭: ମଣିପୁରରେ ମହିଳାଙ୍କ ସହ ହୋଇଥିବା ବର୍ବରତାକୁ ନେଇ ସାରା ଦେଶରେ କ୍ରୋଧ ପ୍ରକାଶ ପାଇଛି। ଏହାର ଭିଡିଓ ଭାଇରାଲ ହେବା ପରେ ପ୍ରତ୍ୟେକ ବ୍ୟକ୍ତି ଏହି ଘଟଣାର ନିନ୍ଦା କରୁଛନ୍ତି। ଏହି ଘଟଣାକୁ ଦେଶର ସମସ୍ତେ ନିନ୍ଦା କରୁଛନ୍ତି। ଏଥି…

‘ଏହା ଜଣେ ଦୁର୍ବଳ ନେତାଙ୍କ ସଙ୍କେତ’…, ମଣିପୁର ହିଂସାକୁ ନେଇ ବର୍ଷିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ସଂଯୋଜକ ଅରବିନ୍ଦ କେଜରିଓ୍ବାଲ ମଣିପୁର ହିଂସା ଓ ସେଠାରେ ମହିଳାଙ୍କ ସହ ହୋଇଥିବା ବର୍ବରତା ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଗଣମାଧ୍ୟମ ସହ କଥାହୋଇ ମୁଖ୍ୟମନ୍ତ୍ରୀ କେଜରିୱାଲ…

ରାଜସ୍ଥାନରେ କଂଗ୍ରେସ ପ୍ରଦେଶ ନିର୍ବାଚନ କମିଟି ଗଠିତ, ଗେହଲଟ, ପାଇଲଟ ସାମିଲ

ଜୟପୁର,୨୦।୭: ରାଜସ୍ଥାନରେ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ତା’ର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦେଖି କଂଗ୍ରେସ ପ୍ରଦେଶ ନିର୍ବାଚନ କମିଟି ଗଠନ କରାଯାଇଛି। ଗୁରୁବାର ଏହା ଘୋଷଣା କରାଯାଇଛି। ଏଥିରେ ଉଭୟ ଅଶୋକ ଗେହଲଟ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri