Home

କବି ବିନୋଦ ଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଅନୁମତିରେ ବିଳମ୍ବ

ସୁନ୍ଦରଗଡ,୨୧ା୮(ଜୟ ନାରାୟଣ ମେଣ୍ଡୁଳି): ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରସିଦ୍ଧ କାବ୍ୟ ସ୍ରଷ୍ଟା ତଥା କାଳଜୟୀ ଗ୍ରାମପଥ ଓ ସରୀସୃପ କବିତାର କବି ବିନୋଦ ଚନ୍ଦ୍ର ନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଶିକ୍ଷା ବିଭାଗର ଅନୁମତି ପ୍ରଦାନରେ ଅହେତୁକ ବିଳମ୍ବ ଯୋଗୁ ସାହିତ୍ୟ…

ଏସିଆ କପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୧।୮: ୨୦୨୩ ଏସୀୟ କପ୍‌ ପାଇଁ ଭାରତୀୟ ଦଳ ସୋମବାର ଘୋଷଣା କରାଯାଇଛି। ଦଳରେ ୧୭ ଜଣଙ୍କ ଚୟନ କରାଯାଇଛି। ଏସିଆ କପ ୩୦ ଅଗଷ୍ଟରୁ ଖେଳାଯିବ। ୨୦୨୩ ଏସିଆ କପ ପାଇଁ ଭାରତୀୟ ଦଳ – ରୋହିତ ଶର୍ମା (ଅଧିନାୟକ),…

‘ନୀତିଶ କୁମାରଙ୍କ ନାଁ ବି ବଦଳିଯିବ’

ପାଟନା,୨୧।୮: ପାଟନାରେ ଏକ ପାର୍କର ନାମ ପରିବର୍ତ୍ତନ କରିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ। ଏହାକୁ ରାଜନୀତି ସରଗରମ ହୋଇଛି। କଙ୍କଡବାଗରେ ଅବସ୍ଥିତ ଏକ ପାର୍କର ନାମ ପୂର୍ବରୁ କୋକନଟ୍‌ ପାର୍କ ଥିଲା କିନ୍ତୁ ଅଟଳ…

ଭଙ୍ଗାଘରେ ୭ ପ୍ରାଣୀ କୁଟୁମ୍ବ

ସମ୍ବଲପୁର,୨୧ା୮(ବି.ଶଙ୍କର): ଲଗାତର ବର୍ଷା ଯୋଗୁ ସମ୍ବଲପୁର ମହନଗର ନିଗମ ଅନ୍ତର୍ଗତ ବଡବଜାର ସାହେବ ବଙ୍ଗଲାର ଏକ ଘର ଶନିବାର ପୂର୍ବାହ୍ନ ୯ ଟା ସମୟରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଉକ୍ତ ଘରେ ଫକୀର ମୋହନ ମିଶ୍ର, ପୁଅ, ସ୍ତ୍ରୀ, ବିଧବା ଝିଅ ଉମା…

ସହରାଞ୍ଚଳ ବସ୍ତି ସମସ୍ୟାକୁ ଅଣଦେଖା

ରାଉରକେଲା,୨୧ା୮(ଦିନେଶ ମିଶ୍ର): ସ୍ମାର୍ଟସିଟି ରାଉରକେଲାରେ ଯେପରି ଦିନକୁ ଦିନ ବିକାଶମୂଳକ କାମ ଆଗେଇ ଚାଲିଛି ସେହି ପରିମାଣରେ ସହରାଞ୍ଚଳ ବସ୍ତି ଅଞ୍ଚଳରେ ହେଉନାହିଁ। ରାଉରକେଲା ସହର ଆଖାପାଖରେ ୧୮୦ରୁ ଊର୍ଦ୍ଧ୍ୱ ବସ୍ତି ଗଢ଼ି ଉଠିଥିବାବେଳେ ବାସନ୍ତୀ କଲୋନୀ ଖଟାଲ ବସ୍ତି ସମସ୍ୟାକୁ…

ପୂଜା ସାମଗ୍ରୀ ଗୋଦାମରେ ଅଗ୍ନିକାଣ୍ଡ: ଜଳିଗଲା ୧୦ ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ବଡ଼ବଜାର ଥାନା ଅନ୍ତର୍ଗତ ବଡ଼ବଜାର ଛକରେ ଥିବା ଦେବ ଦର୍ଶନ ପୂଜା ଭଣ୍ଡାର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ପୂଜା ସାମଗ୍ରୀ ପୋଡ଼ି ଜଳିଯାଇଛି। ଖବର ପାଇ ବ୍ରହ୍ମପୁର…

ନା ପାସପୋର୍ଟ, ନା ପାଖରେ ଟିକଟ ପାଇଁ ଟଙ୍କା, ଲିବିୟାରେ ଫସି ରହିଥିବା ୧୭ ଭାରତୀୟ ଫେରିଲେ ସ୍ବଦେଶ…

ନୂଆଦିଲ୍ଲୀ,୨୧।୮ : ଲିବିୟାରେ ଏକ ସଶସ୍ତ୍ର ଗୋଷ୍ଠୀ ଦ୍ୱାରା ବନ୍ଦୀ ହୋଇଥିବା ୧୭ ଜଣ ଭାରତୀୟ ନାଗରିକଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ନିରନ୍ତର ଉଦ୍ୟମ ପରେ ଭାରତକୁ ଫେରାଇ ଅଣାଯାଇଛି। ପଞ୍ଜାବ ଏବଂ ହରିୟାଣାରେ ରହୁଥିବା ଭାରତୀୟ ନାଗରିକମାନେ ଦିଲ୍ଲୀରେ ପହଞ୍ଚିଛନ୍ତି।…

ଇମୋଶନାଲ ରୋଲରୁ ନିଜକୁ ଦୂରେଇ ରଖିବାକୁ ଚାହାନ୍ତି ଜାହ୍ନବୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଷ୍ଟାର କିଡ ଜାହ୍ନବୀ କପୁର ବରୁଣ ଧଓ୍ବନଙ୍କ ସହ ମୁଭି ବବାଲରେ ଜବରଦସ୍ତ ପରଫରମାନ୍ସ ଦେଇଛନ୍ତି। ଅଭିନେତ୍ରୀ ମୁଭି ‘ଧଡକ’ ଜରିଆରେ ବଲିଉଡରେ ଏକ ସାନଦାର ଡେବ୍ୟୁ କରିଥିଲେ।ଅଭିନେତ୍ରୀ ମୁଭି ‘ଧଡକ’ ଜରିଆରେ ବଲିଉଡରେ ଏକ…

ବଳାତ୍କାର ପୀଡ଼ିତା କରିପାରିବେ ଗର୍ଭପାତ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୧।୮ : ସୋମବାର ସୁପ୍ରିମକୋର୍ଟ ୨୭ ସପ୍ତାହରୁ ଅଧିକ ସମୟ ଭ୍ରୁଣର ଗର୍ଭପାତ କରାଇବାକୁ ଜଣେ ବଳାତ୍କାର ପୀଡିତାଙ୍କୁ ଅନୁମତି ଦେଇଛନ୍ତି। କୋର୍ଟ କହିଛନ୍ତି ବିବାହ ପୂର୍ବରୁ ଗର୍ଭବତୀ ହେବା ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।…

ସିଡବ୍ଲୁସି: ୬ ଓବିସି, ୯ ଏସସି କ’ଣ ବାର୍ତ୍ତା ଦେଉଛି କଂଗ୍ରେସ କାର୍ଯ୍ୟ କମିଟି

ନୂଆଦିଲ୍ଲୀ,୨୧।୮: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ କଂଗ୍ରେସ ପ୍ରଥମେ ତା’ର ଟିମରେ ଅଦଳବଦଳ କରିଛି ଓ ଏହାକୁ ବଢାଇଛି। ନିର୍ବାଚନ ରଣନୀତି ସମ୍ବନ୍ଧରେ ସମସ୍ତ ପ୍ରକାର ନିଷ୍ପତ୍ତି ନେଉଥିବା କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ରେ ସମସ୍ତ ପ୍ରକାର ସମୀକରଣର…

କଂଗ୍ରେସ ଭଳି ଭାଜପାରେ ନାହିଁ ଗୋଷ୍ଠୀକନ୍ଦଳ: ଟିକେଟ ବଣ୍ଟନ ନେଇ କହିଲେ ଜ୍ୟୋତିରାଦିତ୍ୟ…

ଭୋପାଳ,୨୧।୮ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିବାବେଳେ ଭାଜପା ବିଜୟର କାରକ ଗୁଡ଼ିକୁ ବିଚାର କରିଥାଏ। ଅପରପକ୍ଷରେ…

ଗୁଜରାଟ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ କଡା ଟିପ୍ପଣୀ

ନୂଆଦିଲ୍ଲୀ,୨୧।୮: ଗୁଜରାଟ ହାଇକୋର୍ଟଙ୍କ ସଂପର୍କରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏକ ତୀବ୍ର ମନ୍ତବ୍ୟ ଦିଆଯାଇଛି, ଯେଉଁଥିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୌଣସି ଅଦାଲତ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆଦେଶ ଦିଅନ୍ତି, ତେବେ ଏହା ସାମ୍ବିଧାନିକ ସିଦ୍ଧାନ୍ତର ବିରୋଧୀ ଅଟେ। ଗୁଜୁରାଟ ହାଇକୋର୍ଟଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri