Home

ମୋଦିଙ୍କୁ ଭେଟିବେ ଏନଡିଏ ନେତାଙ୍କ ୧୦ ଭିନ୍ନ ଭିନ୍ନ ଗ୍ରୁପ, ୨୦୨୪ ନିର୍ବାଚନକୁ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ,୨୦।୭: ବିରୋଧୀ ଦଳ ନେତାଙ୍କ ବୈଠକର ଠିକ ପରେ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱର ଏନଡିଏ ବୈଠକରେ ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ସମସ୍ତ ଦଳ…

ନକଲି ଗୋଡ଼ ଲଗାଇ ସ୍କୁଲ ଆସିଲେ କୁନି ଛାତ୍ରୀ, ଏମିତି ସ୍ବାଗତ କଲେ ସହପାଠୀ: ଦେଖନ୍ତୁ ହୃଦୟସ୍ପର୍ଶୀ ଭିଡିଓ…

ନିକଟରେ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳେ ଯେ, ଜଣେ କୁନି ଛାତ୍ରୀ ଗୋଟିଏ ଗୋଡ଼ ନ ଥିବାରୁ ନକଲି ଗୋଡ ଲଗାଇ ପ୍ରଥମଥର ସ୍କୁଲକୁ ଆସିଥିଲେ। ସେ ସ୍କୁଲରେ ପହଞ୍ଚିବା ମାତ୍ରେ…

‘ଷ୍ଟୁଡେଣ୍ଟ ଅଫ ଦ ଇୟର ୩’ରେ ଆଉ ଜଣେ ଷ୍ଟାର କିଡଙ୍କୁ ଲଞ୍ଚ କରିବେ କରଣ

ମୁମ୍ବାଇ: ବଲିଉଡର ଜଣାଶୁଣା ଫିଲ୍ମ ମେକର କରଣ ଜୋହର ତାଙ୍କର ହାଇସ୍କୁଲ କମେଡି ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ର ତୃତୀୟ ଭାଗ ଆଣିବାକୁ ଯାଉଛନ୍ତି। ପ୍ରଥମ ଭାଗରେ ସେ ଆଲିଆ ଭଟ୍ଟ, ବରୁଣ ଧଓ୍ବନ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଫିଲ୍ମ…

ବ୍ରିଜ୍‌ଭୂଷଣଙ୍କୁ ଆଶ୍ୱସ୍ତି: ମିଳିଲା ଜାମିନ

ନୂଆଦିଲ୍ଲୀ,୨୦।୭: ମହିଳା କୁସ୍ତିଯୋଦ୍ଧାଙ୍କୁ ନିର୍ଯାତନା ମାମଲାରେ ଭାଜପା ଏମ୍‌ପି ବ୍ରିଜଭୂଷଣ ଶରଣ ସିଂଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କୁ ୨୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ମିଳିଛି। ଜାମିନ ପ୍ରଦାନ ବେଳେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସର୍ତ୍ତ ରଖିଛନ୍ତି ଯେ, ବ୍ରିଜ…

ମଣିପୁର ଘଟଣାକୁ ନେଇ ବିରୋଧୀଙ୍କୁ ଭାଜପା କହିଲା, କ’ଣ ଚାହୁଁଛନ୍ତି…

ନୂଆଦିଲ୍ଲୀ,୨୦।୭: ମଣିପୁରରେ ଦୁଇ ମହିଳାଙ୍କ ସହ ଘଟିଥିବା ଲଜ୍ୟାଜନକ ଘଟଣାକୁ ନେଇ କଂଗ୍ରେସ ସମେତ ପ୍ରାୟ ସମସ୍ତ ବିରୋଧୀ ଦଳ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ପାର୍ଲାମେଣ୍ଟରେ ବୟାନ ଦେବାକୁ ଦାବି…

ଅଭିନେତା ନାସିରୁଦ୍ଦିନ ଶାହାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ୍‌ ଅଭିନେତା ନାସିରୁଦ୍ଦିନ ଶାହା ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ କେବଳ ଭଲ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ବୋଲ୍ଡ ଏବଂ ଚମତ୍କାର ଶୈଳୀ ପାଇଁ ମଧ୍ୟ ଜଣାଶୁଣା। ସେ ଯେକୌଣସି ପ୍ରସଙ୍ଗ ହେଉ ନାସିର ବିନା…

ସନ୍ନି ଲିଓନିଙ୍କ ନାଁକୁ ପସନ୍ଦ କରୁ ନ ଥିଲେ ତାଙ୍କ ମା’, କାରଣ ଜାଣିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ଅଧିକାଂଶ ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକ କଥା ପ୍ରକାଶ କରୁଥିବା ଜାଣିବାକୁ ମିଳେ। ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କ ଷ୍ଟେଜ୍‌ ନାଁ ବିଷୟରେ ପ୍ରକାଶ କରିଛନ୍ତି। ୨୦୧୧ରେ ସନ୍ନିଙ୍କୁ…

ଭାରତକୁ ଚେତାବନୀ ଦେଲେ ପାକିସ୍ତାନର ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ,୨୦।୭: ଏସିଆ କପ ୨୦୨୩ କାର୍ଯ୍ୟସୂଚୀ ଅଫିସିଆଲ ଘୋଷଣା ହେବା ପରେ ସମସ୍ତ କ୍ରିକେଟ ପ୍ରେମୀ ସେପ୍ଟେମ୍ବର ୨କୁ ଅପେକ୍ଷା କରିଛନ୍ତି। ଏହି ଦିନ ଭାରତ ଏବଂ ପାକିସ୍ତାନର ଦଳ କାଣ୍ଡି ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ। ୨୦୧୯ ଦିନିକିଆ ବିଶ୍ୱକପ ପରେ…

ରାୟଗଡ଼ ଭୂସ୍ଖଳନକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହ କଥା ହେଲେ ଶାହା, ଏବେ ପର୍ଯ୍ୟନ୍ତ ୧୩ ମୃତ, ଦବି ହୋଇ ରହିଛନ୍ତି ୧୦୦ରୁ ଊର୍ଦ୍ଧ୍ୱ

ମୁମ୍ବାଇ,୨୦।୭: ମହାରାଷ୍ଟ୍ର ରାୟଗଡ଼ ଜିଲାର ଏକ ଗାଁରେ ଭୂସ୍ଖଳନ ଯୋଗୁ ବଡ ଧରଣର ଦୁର୍ଘଟଣା ହୋଇଛି। ଏଥିରେ ଏବେ ପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ପୋତି ହୋଇ ପଡିଥିବା ଅନୁମାନ କରାଯାଉଛି। ଏବେ ପର୍ଯ୍ୟନ୍ତ ୭୦…

ପୋଖରୀରେ ବୁଡ଼ି ଅଙ୍ଗନଓ୍ବାଡି ଶିଶୁ ମୃତ, ଜଣେ ଗୁରୁତର

ଠାକୁରମୁଣ୍ଡା,୨୦ା୭(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ କେଶଡ଼ିହା ପଞ୍ଚାୟତ ଖେଡ଼ିଆପୋଷି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅଙ୍ଗନଓ୍ବାଡିରୁ ଛୁଟି ହୋଇ ଘରକୁ ଫେରୁଥିବା ସମୟରେ ପୋଖରୀରେ ବୁଡ଼ି ଯାଇ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ…

ହଠାତ୍‌ ବେଜିଂ ପହଞ୍ଚି ଜିନପିଙ୍ଗଙ୍କ ସହ ସାକ୍ଷାତ୍‌ କଲେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ

ବେଜିଂ,୨୦।୭: ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ବେଜିଂରେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ହେନରି କିସିଂଜରଙ୍କୁ ସାକ୍ଷାତ୍‌ କରିଛନ୍ତି। ଆମେରିକାର ଜଳବାୟୁ ଦୂତ ଜନ କେରିଙ୍କର ଚାଇନାରେ କାର୍ଯ୍ୟକାଳ ଶେଷ ହେବା ପରେ ଚାଇନା ରାଷ୍ଟ୍ରପତି ଓ ଆମେରିକାର ପୂର୍ବତନ ବୈଦେଶିକ…

୫୦୦ତମ ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ଅଭିନନ୍ଦନ ଜଣାଇଲା ବିସିସିଆଇ

ନୂଆଦିଲ୍ଲୀ,୨୦।୭: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମାଧ୍ୟମରେ ସେ ତାଙ୍କ କ୍ୟାରିୟରର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଜିଠାରୁ ତ୍ରିନିଦାଦରେ ଖେଳାଯିବ। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri