Home

ପିଏମ ଧନ ଜନ ଯୋଜନା ଆକାଉଣ୍ଟ ସଂଖ୍ୟା ୫୦ କୋଟି ଟପିଲା, ଜମା ହୋଇଛି ୨ ଲକ୍ଷ କୋଟି…

ନୂଆଦିଲ୍ଲୀ,୨୧।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚାଭିଳାଷୀ ପଦକ୍ଷେପ ପ୍ରଧାନ ମନ୍ତ୍ର ଜନ ଧନ ଯୋଜନା’ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆର୍ଥିକ ଅନ୍ତର୍ଭୁକ୍ତିକୁ ଲକ୍ଷ୍ୟ ରଖିଥିବା ଏହି କାର୍ଯ୍ୟକ୍ରମରେ ଜନ ଧନ ଆକାଉଣ୍ଟ ଖୋଲିବା ଏବଂ ସେଥିରେ…

‘ସିବିଆଇ ଅସନ୍ତୁଷ୍ଟ କେବଳ ଏହି କାରଣ ପାଇଁ କରିପାରିବେ ନାହିଁ ଜାମିନର ବିରୋଧ’, କୋର୍ଟରେ କହିଲେ ଲାଲୁ

ପାଟନା,୨୧।୮: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସୋମବାର କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ)ର ସେହି ଆବେଦନର ବିରୋଧ କରିଛନ୍ତି, ଯେଉଁଥିରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜଡିତ ଡୋରଂଡା କୋଷାଗାର ମାମଲାରେ ତାଙ୍କୁ ଦିଆଯାଇଥିବା…

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ କାର ଉପରେ ଓଲଟିଲା କଣ୍ଟେନର, ୨ ମୃତ ଅନେକେ ଆହତ

ମୁମ୍ବାଇ,୨୧।୮: ମହାରାଷ୍ଟ୍ରରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ସୂଚନାଯୋଗ୍ୟ, ଏଠାରେ ଦୁଇଟି ଅଲଗା ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ପ୍ରଥମ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି। ଯେତେବେଳେ କି, ଦ୍ୱିତୀୟ…

କଂଗ୍ରେସ କ୍ଷମତାକୁ ଆସିଲେ, ମଧ୍ୟସ୍ଥି ରାଜ ଫେରାଇ ଆଣିବ: ତେଲେଙ୍ଗାନା ସିଏମ କେସିଆର…

ନୂଆଦିଲ୍ଲୀ,୨୧।୮ : ବିରୋଧୀ କଂଗ୍ରେସକୁ କଡ଼ା ସମାଲୋଚନା କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ଯଦି କଂଗ୍ରେସ ଦଳ କ୍ଷମତାକୁ ଆସେ ତେବେ ଏହା ସରକାରୀ କାର୍ଯ୍ୟାଳୟରେ ମଧ୍ୟସ୍ଥି ରାଜ ଫେରାଇ ଆଣିବ। ସୂର୍ଯ୍ୟପେଟରେ ଏକ ସମାବେଶକୁ ସମ୍ବୋଧିତ…

ପାକିସ୍ତାନୀ ଚୋରା ଚାଲାଣକାରୀ, ବିଏସଏଫ ମଧ୍ୟରେ ଫାୟାରିଂ, ୨୯ କିଲୋ ହେରୋଇନ ସହ ୨ ଗିରଫ

ଫିରୋଜପୁର,୨୧।୮: ପଡୋଶୀ ଦେଶ ପାକିସ୍ଥାନରୁ କ୍ରମାଗତ ଭାବରେ ଡ୍ରଗ୍ସ ସାମଗ୍ରୀ ଭାରତକୁ ପଠାଯାଉଛି। ପଞ୍ଜାବର ଫେରୋଜପୁରର ଭାରତ-ପାକ ସୀମାରେ ଡ୍ରଗ୍ସ ଚୋରା ଚାଲାଣକାରୀ ଏବଂ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ବିଏସଏଫ ପାକିସ୍ତାନର…

ମଣିପୁର ହିଂସା ରିପୋର୍ଟ ସୁପ୍ରିମ୍‌କୋର୍ଟରେ ଦାଖଲ, ସୋଲିସିଟର ଜେନେରାଲଙ୍କୁ ଜବାବ ତଲବ…

ନୂଆଦିଲ୍ଲୀ,୨୧।୮ : ଅବସରପ୍ରାପ୍ତ ଜଷ୍ଟିସ ଗୀତା ମିତ୍ତଲ ମଣିପୁର ହିଂସା ସମ୍ପର୍କରେ ତାଙ୍କ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଜଷ୍ଟିସ ଗୀତା ମିତ୍ତଲଙ୍କ କମିଟି ମଣିପୁର ହିଂସା ସମ୍ପର୍କରେ ତିନୋଟି ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟଗୁଡିକ ଉପରେ…

ସନ୍ନି ଦଓ୍ବେଲଙ୍କ ଘର ନିଲାମିକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା ଜୟରାମ ରମେଶ

ନୂଆଦିଲ୍ଲୀ,୨୧।୮: କଂଗ୍ରେସ ନେତା ଜୟରାମ ରମେଶ ଚଳଚ୍ଚିତ୍ର ଅଭିନେତା ତଥା ଭାଜପା ଏମପି ସନ୍ନି ଦଓ୍ବେଲଙ୍କ ବଙ୍ଗଳାର ଇ-ନିଲାମିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏହି ପ୍ରସଙ୍ଗରେ ସେ ଟୁଇଟ କରି କହିଛନ୍ତି ଯେ ଗତକାଲି ଦେଶ ଜାଣିବାକୁ ପାଇଲା ଯେ ତାଙ୍କ…

କାବେରୀ ଜଳ ବଣ୍ଟନ ବିବାଦର ଶୁଣାଣି ପାଇଁ ସହମତି ପ୍ରକାଶ କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୧।୮ : କାବେରୀ ନଦୀ ଜଳ ବଣ୍ଟନ ବିବାଦର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଶୁଣାଣି ପାଇଁ ଏକ ବେଞ୍ଚ ଗଠନ କରିବାକୁ କୋର୍ଟ ରାଜି ହୋଇଛନ୍ତି। ତାମିଲନାଡୁ ସରକାର ଜଳ ଛାଡିବା ପାଇଁ ନୂତନ ନିର୍ଦ୍ଦେଶ ଚାହୁଁଛନ୍ତି। ଉଲ୍ଲେଖନୀୟ…

ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବେ ମୋଦି

ନୂଆଦିଲ୍ଲୀ,୨୧।୮: ସାଉଥ ଆଫ୍ରିକା ଅଧ୍ୟକ୍ଷତାରେ ଏଥର ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଜୋହାନ୍ସବର୍ଗରେ ଆୟୋଜିତ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦg ମଧ୍ୟ ଅଂଶଗ୍ରହଣ କରିବେ। ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ…

ମେକ୍ସିକୋର ସର୍ବୋଚ୍ଚ ଶୃଙ୍ଗ ‘ପିକୋ ଡି ଓରିଜାବା’ ଆରୋହଣ ସମୟରେ ଦୁର୍ଘଟଣା, ୪ ମୃତ

ମେକ୍ସିକୋ,୨୧।୮: ମେକ୍ସିକୋର ସର୍ବୋଚ୍ଚ ଶୃଙ୍ଗ ପିକୋ ଡି ଓରିଜାବା ଆରୋହଣ ସମୟରେ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରବିବାର ଦେଶର ସର୍ବୋଚ୍ଚ ପର୍ବତ ପିକୋ ଡି ଓରିଜାବା ଆରୋହଣ କରିବା ସମୟରେ ଏକ ଦୁର୍ଘଟଣାରେ…

ପ୍ରଧାନମନ୍ତ୍ରୀ-ସ୍ମୃତି ଇରାନୀଙ୍କୁ ଟାର୍ଗେଟ କଲେ ରଶିଦ ଅଲଭି…

ନୂଆଦିଲ୍ଲୀ,୨୧।୮ : ଏନଡିଏ ଏବଂ ବିରୋଧୀ ଦଳ ଇଣ୍ଡିଆ ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟ ପୂର୍ବତନ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତାକୁ ସ୍ଥଗିତ ରଖିବା ପରେ ତାଙ୍କା ନିର୍ବାଚନ ଲଢ଼ିବା ନେଇ…

ଭାରତକୁ ଧମକ ଦେଲେ ଟ୍ରମ୍ପ: କ୍ଷମତାକୁ ଆସିଲେ ଲାଗୁ କରିବି ଅଧିକ ଟ୍ୟାକ୍ସ ବ୍ୟବସ୍ଥା…

ଓ୍ବାଶିଂଟନ,୨୧।୮ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କିଛି ଆମେରିକୀୟ ଉତ୍ପାଦ ଉପରେ ଭାରତ ଦ୍ୱାରା ଅଧିକ ଟିକସ ପ୍ରସଙ୍ଗ ଉଠାଇଛନ୍ତି। ଆସନ୍ତା ବର୍ଷ ଯଦି ସେ କ୍ଷମତାକୁ ଆସନ୍ତି ତେବେ ଭାରତ ଉପରେ ଅଧିକ ଟ୍ୟାକ୍ସ ଲଗାବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri