ଗୋଟିଏ ମାସରେ ତୃତୀୟ ଥର ଛତିଶଗଡ଼ ପହଞ୍ଚିବେ ଅମିତ ଶାହା, ନିର୍ବାଚନ ରାଲିକୁ ନେଇ ହେବ ହାଇଲେବଲ ବୈଠକ
ନୂଆଦିଲ୍ଲୀ,୨୨।୭: ଚଳିତ ବର୍ଷ ଶେଷ ବେଳକୁ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିପାଇଁ ଅନ୍ୟ ସମସ୍ତ ରାଜନୈତିକ ଦଳ ସହ ଭାରତୀୟ ଜନତା ପାର୍ଟି(ଭାଜପା) ବି ମଇଦାନsକୁ ଓହ୍ଲାଇଛି। ଅନ୍ୟପକ୍ଷରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର…
ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ଆମେରିକାରେ ହିନ୍ଦୁଙ୍କ ବିଭାଜନ, ପ୍ରବାସୀ ଭାରତୀୟ ନାରାଜ
ଓ୍ବାଶିଂଟନ,୨୨।୭: ଆମେରିକାର କାଲିଫର୍ନିଆରେ ଉଚ୍ଚ ସଦନ(ସିନେଟ)ରେ ରାଜ୍ୟର ୧୦ମ ଜିଲାର ପ୍ରଥମ ମୁସଲମାନ ପ୍ରତିନିଧି ଆୟଶା ବହାବ ଜାତିଗତ ଭେଦଭାବ ବିଲ ଉପସ୍ଥାପନ କରିଛନ୍ତି। ଏହା ଜାତି ଭେଦଭାବ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ଅଛି। ଆମେରିକୀୟ ହିନ୍ଦୁ ସମାଜ ଏହାକୁ…
ଆମେରିକା ନୌସେନାରେ ମହିଳା ମୁଖ୍ୟ ଲିସା ଫ୍ରାନ୍ଚେଟ୍ଟି
ଓ୍ବାଶିଂଟନ,୨୨।୭: ଆମେରିକା ନୌସେନାର ନେତୃତ୍ୱ ଜଣେ ମହିଳା ନେବାକୁ ଯାଉଛନ୍ତି। ଆଡ୍ମିରାଲ୍ ଲିସା ଫ୍ରାନ୍ଚେଟ୍ଟିଙ୍କୁ ନୌସେନା ମୁଖ୍ୟ କରିବା ପାଇଁ ରାଷ୍ଟ୍ରପତି ଜୋ’ ବାଇଡେନ୍ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ନେଭିର ପାସିଫିକ୍ ଫ୍ଲିଟ୍ କମାଣ୍ଡର ଥିବା ଆଡ୍ମିରାଲ୍ ସାମୁଏଲ୍ ପାପାରୋଙ୍କ…
କୋହଲିଙ୍କ ସ୍ମରଣୀୟ ଶତକ
ପୋର୍ଟ ଅଫ୍ ସ୍ପେନ୍, ୨୨।୭: ବିରାଟ କୋହଲିଙ୍କ ଶତକ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ବଡ଼ ସ୍କୋର ପଥରେ ଅଗ୍ରସର ହୋଇଛି। ଶୁକ୍ରବାର ଦ୍ୱିତୀୟ ଦିବସ ମଧ୍ୟାହ୍ନ…
କିମଙ୍କୁ ଚେତାବନୀ ଦେଲା ଦକ୍ଷିଣ କୋରିଆ
ସିଓଲ,୨୨।୭: ଉତ୍ତର କୋରିଆ କ୍ଷେପଣାସ୍ତ୍ର ଏବଂ ରକେଟ ପରୀକ୍ଷଣ କରିବା ମଧ୍ୟରେ କିମ ଜୋନ ଉନ ଶାସନକୁ ଦକ୍ଷିଣ କୋରିଆ ଚେତାବନୀ ଦେଇଛି। ସିଓଲରୁ ପକ୍ଷରୁ କୁହାଯାଇଛି ଯେ ଯଦି ଉତ୍ତର କୋରିଆ ଆମ ଉପରେ କୌଣସି ପ୍ରକାର ଆଣବିକ ଆକ୍ରମଣ…
ବିହାରରେ ହୋଇପାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, କଂଗ୍ରେସ-ଆରଜେଡି ବିଧାୟକଙ୍କୁ ମିଳିପାରେ ମନ୍ତ୍ରୀ ପଦ
ପାଟନା,୨୨।୭: ବିହାର ସରକାରଙ୍କ କ୍ୟାବିନେଟରେ ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି। ଜୁଲାଇ ୨୪ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟକୁ ସମ୍ପ୍ରସାରଣ କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଦାବି ହେଉଛି ଯେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ଦୁଇ ନେତା ଏବଂ କଂଗ୍ରେସର ଦୁଇଜଣ…
ଲୋକଙ୍କ କଥା ନୁହେଁ ବରଂ ଇମେଜ କଥା ଅଧିକ ଚିନ୍ତା କରୁଛନ୍ତି ମୋଦି ଆଉ ତାଙ୍କ ଦଳ: ଓଓ୍ବାଇସି
ନୂଆଦିଲ୍ଲୀ,୨୨।୭: ମଣିପୁରରେ ମହିଳାଙ୍କ ସହ ହୋଇଥିବା ବର୍ବରତାକୁ ନେଇ ଅସଦୁଦ୍ଦିନ ଓଓ୍ବାଇସି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ବୟାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆରଏସଏସକୁ ଟାର୍ଗେଟ କରିଛନ୍ତି। ଏଆଇଏମଆଇଏମ ନେତା ଓ ହାଇଦ୍ରାବାଦର ଏମପି ଓଓ୍ବାଇସି ଟୁଇଟ କରି…
ଚଳିତ ବର୍ଷ ଜୁନ ପର୍ଯ୍ୟନ୍ତ ୮୭୦୨୬ ଭାରତୀୟ ଛାଡିଛନ୍ତି ନାଗରିକତା: ଏସ ଜୟଶଙ୍କର
ନୂଆଦିଲ୍ଲୀ,୨୨।୭: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର ଲୋକ ସଭାରେ କହିଛନ୍ତି କି ଚଳିତ ବର୍ଷ ଜୁନ ସୁଦ୍ଧା ୮୭,୦୨୬ ଜଣ ଭାରତୀୟ ନିଜ ନାଗରିକତା ଛାଡିଛନ୍ତି। ଏକ ଲିଖିତ ଉତ୍ତରରେ ସେ କହିଛନ୍ତି କି ୨୦୧୧ରୁ ଏବେ ପର୍ଯ୍ୟନ୍ତ ୧୭.୫୦…
ରିଲାଏନ୍ସ ଜିଓର ପ୍ରଥମ ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୨୧।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍ ସଂସ୍ଥା ରିଲାଏନ୍ସ ଜିଓର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରିଲାଏନ୍ସ ଜିଓ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୩ ଏପ୍ରିଲରୁ…
ଜେଏସ୍ଏଲ୍ର ମାଲିକାନାରେ ଜେୟୁଏସ୍ଏଲ୍
ଭୁବନେଶ୍ୱର,୨୨।୭: ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍) ନିକଟରେ ଆଉ ଏକ ଶିଳ୍ପ ପ୍ରତିଷ୍ଠାନକୁ ଅଧିଗ୍ରହଣ କରିଛି। ଏପରିକି ଜେଏସ୍ଏଲ୍ ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ୟୁନାଇଟେଡ୍ ଷ୍ଟିଲ୍ ଲିମିଟେଡ୍ (ଜେୟୁଏସ୍ଏଲ୍)ର ଶତପ୍ରତିଶତ ଅଂଶଧନ ଅଧିଗ୍ରହଣ ସହ ମାଲାକାନା ହାସଲ…
ପୁଣି ବଢ଼ିପାରେ ଖାଇବାତେଲ ଦର
ନୂଆଦିଲ୍ଲୀ,୨୨।୭ (ଅଭୟ ଦାଶ): ଗତ କିଛିଦିନ ହେବ ଅନ୍ତର୍ଜାତୀୟ ବଜାରରେ ପାମ୍ ଅଏଲର ଦର ବୃଦ୍ଧି ପାଇଚାଲିଛି। ଏପରିକି ପାମ୍ ଅଏଲର ଦର ଗତ ୪ ମାସର ସର୍ବୋଚ୍ଚସ୍ତରରେ ପହଞ୍ଚତ୍ଛି। ବିଶେଷକରି ମାଲେସିଆରେ ପାମ୍ ଅଏଲର ୪୦୪୩ ରିଙ୍ଗିଟ୍ ପାର ହୋଇଯାଇଛି। ଅପରପକ୍ଷରେ…
ଏନ୍ଆଇପିଏଲ୍ର ସ୍ବତନ୍ତ୍ର ପ୍ରଦର୍ଶନୀ
ଭୁବନେଶ୍ୱର,୨୨।୭: ନିକନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏନ୍ଆଇପିଏଲ୍)ର ନୂତନ ଉତ୍ପାଦ ‘ନିକନ୍ ଜେଡ୍-୮’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ହୋଟେଲ ଆଇଟିସି ୱେଲକମ୍ ପରିସରରେ ଏକ ସ୍ବତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଉକ୍ତ ପ୍ରଦଶନୀରେ ନିକନ୍ର…
Archives


