ବାଇଡେନଙ୍କ ଭାଷଣକୁ ବିରୋଧ

ଗାଜା,୧୫ା୧୦: ମାନବିକ ଅଧିକାର ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାଷଣ ଦେଉଥିବା ବେଳେ ପାଲେଷ୍ଟାଇନ ସମର୍ଥକ ତାଙ୍କୁ ବାଧା ଦେଇଥିଲେ। କହିଥିଲେ, ‘ଗାଜାକୁ ବଞ୍ଚିବାକୁ ଦିଅ’। ଏବଂ ଅସ୍ତ୍ରବିରତି ବନ୍ଦ କର।

ଏହା ପରେ ବାଇଡେନ କହିଥିଲେ, ମୁଁ ଜାଣେ ନାହିଁ ସେଠାରେ କିଏ ପାଟି କରୁଛି କିନ୍ତୁ ମୁଁ ତୁମକୁ ଶୁଣିପାରୁ ନାହିଁ, ବାଇଡେନ କିଛି ସମୟ ଅଟକି ଯାଇଥିଲେ ଏବଂ କହିଲେ ମୁଁ ଜନତାଙ୍କୁ ପଚାରୁଛି ମୁଁ ତାଙ୍କ କଥା ଶୁଣିପାରୁ ନାହିଁ, ସେ କ’ଣ କହୁଛନ୍ତି? ତା’ପରେ ସେ ତାଙ୍କ ଭାଷଣ ଜାରି ରଖିଥିଲେ।

ବାଇଡେନ ଗାଜାରେ ଥିବା ମାନବିକ ସଙ୍କଟକୁ ଘୃଣାର ବିଭିନ୍ନ କଥା ସହ ଯୋଡ଼ିଥିଲେ ଏବଂ ଏହାକୁ ବନ୍ଦ କରିବାକୁ ହେବ ବୋଲି କହିଥିଲେ। ସେ କହିଛନ୍ତି, ଏକ ସପ୍ତାହ ପୂର୍ବରୁ ମୁଁ ହୋଲକୋଷ୍ଟ ପରଠାରୁ ଜିହୂଦୀମାନଙ୍କ ସବୁଠାରୁ ଭୟଙ୍କର ହତ୍ୟାକାଣ୍ଡର ଘୃଣା ଉପାୟ ଦେଖିଲି।

ହମାସ୍‌ ଆକ୍ରମଣରେ ଇସ୍ରାଏଲର ଅନେକ ଲୋକଙ୍କର ମୃତ୍ୟୁ ପରେ ଇସ୍ରାଏଲରୁ ଗାଜା ଉପରେ ଗ୍ରାଉଣ୍ଡ ଆକ୍ରମଣ ହେବାର ଆଶଙ୍କା ରହିଛି। ଆତଙ୍କବାଦୀମାନେ ଉକ୍ତ ସ୍ଥାନ ଉପରେ ଆକ୍ରମଣ କରି ଅତି କମ୍‌ରେ ୨୬୦ ଜଣଙ୍କର ପ୍ରାଣହାନି ଘଟିଛି। ଅନେକ ଲୋକ ଅପହରଣ କରି ନେଇଥିବା ବେଳେ ଦଳ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲା। ଗାଜା ନିକଟ କିବ୍‌ବୁଟ ରେମ ନିକଟରେ ହଜାର ହଜାର ଲୋକ ପାର୍ଟିରେ ଯୋଗ ଦେଇଥିଲେ। ପାଲେଷ୍ଟାଇନ ବନ୍ଧୁକଧାରୀମାନେ ଉକ୍ତ ସ୍ଥାନକୁ ଆକ୍ରମଣ କରି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଗୁଳି ଚଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବୋଝେଇ ଟ୍ରକ ସମ୍ମୁଖକୁ ଆସିଗଲା ଗାଈ, ତାପରେ ଚାଷଜମିକୁ…

ଦିଗପହଣ୍ଡି, ୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନଂ ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକ ନିକଟରେ ଏକ ଧାନ ବୋଝେଇ ଟ୍ରକ ଚାଷଜମିକୁ ଓଲଟି…

ଭାଜପା ଜ଼ିଲା ଉପସଭାପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ତାଲା ଭାଙ୍ଗି ୭୦ ଭରି ସୁନା,୨ ଲକ୍ଷ ଟଙ୍କା ଲୁଟ

ଗୁଣପୁର,୨୭/୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ଘର ବନ୍ଦ ଥିବାର ସୁଯୋଗ ନେଇ କଳା କନା…

ଧରିତ୍ରୀ ପ୍ରଭାବ…କାଇଁଚପୁର ପଞ୍ଚାୟତକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓଙ୍କୁ କୃତଜ୍ଞତା

ଗଞ୍ଜାମ,୨୭।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତକୁ ଗଡୁନଥିଲା ମୁଖ୍ୟମନ୍ତ୍ରୀ ବସ୍ । ଏନେଇ ଶନିବାର ଧରିତ୍ରୀରେ ଖବର ପ୍ରସାରଣ ହୋଇଥିଲା । ଯାହାକୁ…

ବିଦ୍ୟୁତ ଖୁଣ୍ଟକୁ ପିଟିଲା ସ୍କୁଲ ଭ୍ୟାନ୍‌: ଆଉ ତା’ପରେ ଘଟିଲା…

ଗୁଣପୁର,୨୭।୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ସହରରେ ଥିବା ଲଣ୍ଡନ କିଡ୍ସ ନାମକ ଏକ ଘରୋଇ ସ୍କୁଲରୁ ପିଲାଙ୍କୁ ସ୍କୁଲ ଭ୍ୟାନ୍‌ଟି ନେଇ ଯାଉଥିବାବେଳେ କୌଣସି କାରଣବଶତଃ ବିକ୍ରମପୁର…

ଦୀର୍ଘ ୧୫ ବର୍ଷ ଧରି ମରାମତି ହେଉନାହିଁ ରାସ୍ତା, ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ ଦେଲେ ଅଞ୍ଚଳବାସୀ

ଧାମନଗର,୨୭।୭( ସନ୍ତୋଷ କୁମାର ମହାପାତ୍ର): ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ସ୍ଥିତ ବାଇଦିପୁର ଗ୍ରାମ ( ୱାର୍ଡ ନଂ ୩) ମୁଖ୍ୟ ରାସ୍ତା ଦୀର୍ଘ ବର୍ଷ ହେବ…

ସରକାରଙ୍କୁ CJPର ଚେତାବନୀ: ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ବନ୍ଦ କର, ନଚେତ୍ ପୁଣି…

ନୂଆଦିଲ୍ଲୀ, ୨୭।୭: ଜନ୍ତର ମନ୍ତରରେ ସିଜେପିର ଧାରଣା ଶେଷ ହୋଇଥିଲେ ମଧ୍ୟ ପୁଣିଥରେ ଆନ୍ଦୋଳନକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛି । CJP ମୁଖପାତ୍ର ଆଶୁତୋଷ ରାଙ୍କା…

ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ଗର୍ଜିଲା ସିପିଆଇ

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲା କମିଟି ପକ୍ଷରୁ ଦିଲ୍ଲୀସ୍ଥିତ ଜନ୍ତରମନ୍ତରଠାରେ ହୋଇଥିବା ଯୁବଛାତ୍ର ଆନ୍ଦୋଳନର ସଫଳତା ପରିପ୍ରେକ୍ଷୀରେ ଦେଶର ଅଗଣିତ ଛାତ୍ରୀଛାତ୍ର ଓ…

ପୁଣି ଚର୍ଚ୍ଚାରେ ଦାନ ମାଝୀ, ଏହି କାରଣକୁ ନେଇ ଫିଲ୍ମ ‘ଲାଶ୍’ର ପ୍ରଯୋଜକଙ୍କ ନାଁରେ ଦେଲେ ଏତଲା

ଭବାନୀପାଟଣା,୨୭।୭(ଉତ୍ତମ କୁମାର ଦାଶ): କାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri