Home

ଭାରତ, ଜାପାନ ସମେତ ୪ ଦେଶ ୟୁଏନଏସସି ସୁଧାର ଉପରେ କଲେ ଗୁରୁତ୍ୱାରୋପ

ନୁୟର୍କ,୨୨।୯: ମିଳିତ ଜାତିସଂଘ ମହାସଭା(ୟୁଏନଜିଏ)ର ୭୮ତମ ଅଧିବେଶନରେ ଜି -୪ଦେଶର ବୈଦେଶିକ ମନ୍ତ୍ରୀମାନଙ୍କର ସେପ୍ଟେମ୍ବର ୨୧ରେ ସାକ୍ଷାତ ହୋଇଛି। ଏହି ସମୟ ମଧ୍ୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ରେ ସୁଧାରକୁ ନେଇ ଆଲୋଚନା ହୋଇଛି। ଜି -୪ର ଯେଉଁ ନେତାଙ୍କ ମଧ୍ୟରେ…

ଓଡ଼ିଶା ପାଇଲା ପ୍ରଥମ ମହିଳା ବାଚସ୍ପତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୯: ଶୁକ୍ରବାର ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ପ୍ରଥମ ମହିଳା ବାଚସ୍ପତି ମିଳିଛି। ଅନ୍ୟପକ୍ଷରେ ବାଚସ୍ପତି ଭାବେ ଶପଥ ନେବା ପରେ ପ୍ରମିଳା ସମସ୍ତଙ୍କୁ…

ପ୍ରମାଣ ଦେବାରେ ବିଫଳ କାନାଡା

ନୂଆଦିଲ୍ଲୀ/ଅଟାଓ୍ବା,୨୨।୯: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାରେ ଭାରତ ସମ୍ପୃକ୍ତ ବୋଲି କାନାଡା ଅଭିଯୋଗ କରିଛି। ତେବେ କାନାଡା ଏହି ମାମଲାରେ ଆବଶ୍ୟକ ପ୍ରମାଣ ଯୋଗାଇବାରେ ବିଫଳ ହୋଇଛି। ଏସବୁ ମଧ୍ୟରେ କାନାଡାର କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ,…

ପ୍ରମିଳା ପ୍ରଥମ ମହିଳା ବାଚସ୍ପତି

ଭୁବନେଶ୍ୱର,୨୨ା୯: ପ୍ରଥମ ମହିଳା ବାଚସ୍ପତି ଭାବେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ଶୁକ୍ରବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟ କେହି ନାମାଙ୍କନପତ୍ର ଭରି ନ ଥିବାରୁ ପ୍ରମିଳା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏନେଇ ଗୃହରେ ଉପବାଚସ୍ପତି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।…

ଇରାନ ସଂସଦର ନୂଆ ଆଦେଶ, ହିଜାବ ନ ପିନ୍ଧିଲେ ହେବ ୧୦ ବର୍ଷ ଜେଲ

ଇରାନ,୨୨।୯: ଇରାନର ମହିଳାମାନଙ୍କ ପାଇଁ ନୂଆ ଆଦେଶ। ହିଜାବ ନ ପିନ୍ଧିଲେ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ। କେବଳ ଏତିକି ନୁହେଁ, ଏହି ନିୟମ ବର୍ତ୍ତମାନ ପୁରୁଷମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଯେଉଁ ପୁରୁଷମାନେ ବିନା ହିଜାବରେ…

ସଙ୍କଟରେ ବିରଳ ବହୁରୂପୀ ଏଣ୍ଡୁଅ

କାମାକ୍ଷାନଗର,୨୨।୯(ଅମଜାଦ୍‌ ଖାନ): ପୂର୍ବ ଆଫ୍ରିକାର ମାଡାଗାସ୍କର ଘଞ୍ଚ ଜଙ୍ଗଲରେ ବହୁଳ ଭାବେ ଦେଖାଯାଉଥିବା ବିରଳ ପାନ୍ଥର କ୍ୟାମେଲିଅନ (ବହୁରୂପୀ ଏଣ୍ଡୁଅ) ବର୍ତ୍ତମାନ ଢେଙ୍କାନାଳ ଜିଲା କାମାକ୍ଷାନଗର ବିଜା ଜଙ୍ଗଲରେ ଦେଖିବାକୁ ମିଳିଛି। ଭାରତରେ ଏହାକୁ କ୍ୟାମେଲିଅନ ଲିଜାର୍ଡ ଏବଂ ହିନ୍ଦୀରେ ବହୁରୂପୀ…

ବାଂଲାଦେଶକୁ ହରାଇଲା ଭାରତ

ହାଙ୍ଗଝୋ,୨୨ା୯(ପି.ଟି.):ଚାଇନାର ହାଙ୍ଗଝୋରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସ ଫୁଟବଲରେ ବାଂଲାଦେଶକୁ ପରାସ୍ତ କରି ନକ୍‌ଆଉଟ ଆଶା ଉଜ୍ଜୀବିତ ରଖିଛି ଭାରତ। ଅଧିନାୟକ ସୁନୀଲ ଛେତ୍ରୀଙ୍କ ଗୋଲ୍‌ ବଳରେ ଶୁକ୍ରବାର ଭାରତ ୧-୦ରେ ମ୍ୟାଚ୍‌କୁ ଜିତି ନେଇଥିଲା। ପ୍ରଥମ ମ୍ୟାଚରେ ଚାଇନା ନିକଟରୁ ୫-୧ରେ…

୪୮ବର୍ଷର ସ୍ମୃତି ବଖାଣୁଛି ବନ୍ୟା ଆଶ୍ରୟସ୍ଥଳୀ

ବାରିପଦା,୨୨ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବୁଢ଼ାବଳଙ୍ଗ ନଦୀର ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ମାଟିରେ ନିର୍ମାଣ ହୋଇଛି ବନ୍ୟା ଆଶ୍ରୟସ୍ଥଳୀ। ମଣିଷଠାରୁ ଆରମ୍ଭ କରି ଗୃହପାଳିତ ପଶୁପକ୍ଷୀ ଏଠାରେ ଆଶ୍ରୟ ନେଇଥାନ୍ତି। କାଳକ୍ରମେ ଏହି ଆଶ୍ରୟସ୍ଥଳୀ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି…

ଅପମାନିତ କରୁଥିବା ଲୋକଙ୍କୁ କିଭଳି ଦେବେ ଜବାବ? ଜାଣନ୍ତୁ ଚାଣକ୍ୟ କହିଥିବା କିଛି ଟିପ୍ସ

ଯଦି କେହି ଆପଣଙ୍କୁ ବାରମ୍ବାର ଅପମାନିତ କରନ୍ତି ତେବେ କ’ଣ କରିବା ଉଚିତ? ଚାଣକ୍ୟ କୁହନ୍ତି ଜଣେ ଦୁଷ୍ଟ ବ୍ୟକ୍ତି ନିଜର ଖରାପଗୁଣକୁ ଦେଖି ମଧ୍ୟ ଅଣଦେଖା କରେ। ଅନ୍ୟର ଛୋଟରୁ ଛୋଟ ଭୁଲ ଦେଖି ବ୍ୟଗ୍ର ହୋଇପଡ଼ନ୍ତି। ଅଧିକାଂଶ ଲୋକ…

କାନାଡାର ଅଭିଯୋଗକୁ ନେଇ ଟେନସନରେ ଆମେରିକା

ଓ୍ବାଶିଂଟନ୍‌,୨୨।୯: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ କାନାଡା ଭାରତର ଷଡଯନ୍ତ୍ର ବୋଲି ଅଭିଯୋଗ କରିଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ, ନିଜାର ହତ୍ୟାରେ ଭାରତୀୟ ଏଜେଣ୍ଟମାନେ ଜଡିତ ଥିବାର ସନ୍ଦେହ ରହିଛି। ତେଣୁ ଏହି…

ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଜର୍ସି ଲଞ୍ଚ୍‌

ସିଡନୀ,୨୨।୯: ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଅଷ୍ଟ୍ରେଲିଆ ଜର୍ସି ଲଞ୍ଚ୍‌ କରିଛି। ଅଷ୍ଟ୍ରେଲିଆର ଜର୍ସି ପାରମ୍ପରିକ ହଳଦିଆ ରଙ୍ଗରେ ରଖାଯାଇଛି। ଜର୍ସିର ଗୋଟିଏ ପଟେ କ୍ରିକେଟ ବିଶ୍ୱକପ ୨୦୨୩ ଲୋଗୋ ଥିବାବେଳେ ଅନ୍ୟ ପଟେ ଅଷ୍ଟ୍ରେଲିଆ କ୍ରିକେଟର…

ଆପଣ ସେପ୍ଟେମ୍ବରରେ ଜନ୍ମ କି? ଜାଣିନିଅନ୍ତୁ ୫ଟି ଶ୍ରେଷ୍ଠ ଗୁଣ, ସ୍ବଭାବ…

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିର ସ୍ବଭାବ ବିଷୟରେ ତାର ଜନ୍ମତିଥି ଆଧାରରେ ଜାଣିହେବ। କୌଣସି ଏକ ମାସରେ ଜନ୍ମିତ ଲୋକଙ୍କ ସ୍ବଭାବ ବିଷୟରେ ଜାଣିବା ପାଇଁ ଗ୍ରହ-ନକ୍ଷତ୍ରମାନଙ୍କ ସଠିକ ଗଣନା ଜରୁରୀ। ସେପ୍ଟେମ୍ବର ମାସ ଆରମ୍ଭ ହୋଇଛି। ଏହି ମାସରେ ଜନ୍ମିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri