ମୁଁ ଏସିଆ କପ୍ରୁ ଦିନିକିଆ ଡେବ୍ୟୁ କରିବି ବୋଲି ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି: ତିଳକ
ନୂଆଦିଲ୍ଲୀ,୨୨।୮: ଏସିଆ କପ୍ ଲାଗି ଭାରତୀୟ ଦିନିକିଆ ଟିମ୍ରେ ସ୍ଥାନ ପାଇଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ତିଳକ ବର୍ମା। ଚଳିତ ମାସ ଆରମ୍ଭରେ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ରେ ଡେବ୍ୟୁ କରିିଥିଲେ ସେ। ଏବେ ତାଙ୍କ ପ୍ରଦର୍ଶନକୁ ନେଇ ଏସିଆ କପ୍ ଲାଗି…
ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବ ନୂତନ ଏନଜିଟି ଅଧ୍ୟକ୍ଷ ନିଯୁକ୍ତ…
ନୂଆଦିଲ୍ଲୀ,୨୨।୮ : କେନ୍ଦ୍ର ସରକାରଙ୍କ ପକ୍ଷରୁ କଲିକତା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବଙ୍କୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ଏବଂ ବୁଧବାରଠାରୁ ଦାୟିତ୍ୱ ଗ୍ରହଣ କରିବେ। ୬ ଜୁଲାଇ୨୦୨୩ରେ…
ପାନିଆକୁ ବି ଛାଡ଼ିଲେନି ଉର୍ଫି
ବମ୍ବେ: ନିଜର ଅଜବ ଫ୍ୟାଶନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସୋସିଆଲ ମିଡିଆ ସେନସେଶନ ତଥା ଅଭିନେତ୍ରୀ ଉର୍ଫି ଜାଭେଦ। କେତେବେଳେ ଅଖା ତ କେତେବେଳେ ବ୍ଲେଡ, ଏଭଳି ଚମକାଇବା ଭଳି ଜିନିଷ ବ୍ୟବହାର କରି ସେ ପ୍ରସ୍ତୁତ କରିଥାନ୍ତି ପୋଷାକ। ଏହାକୁ…
ସିବିଆଇ ଡିଆଇଜି ମୋହିତ ଗୁପ୍ତାଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୨୨।୮ : କେନ୍ଦ୍ର ସରକାର ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ମୋହିତ ଗୁପ୍ତାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମୋହିତ ଗୁପ୍ତା ଉତ୍ତର ପ୍ରଦେଶ କ୍ୟାଡରର ୨୦୦୬ ବ୍ୟାଚ ଭାରତୀୟ ପୋଲିସ…
ମାରପିଟ୍ କରି ମୋତେ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ ଆଦିଲ: ରାକ୍ଷୀ
ବମ୍ବେ: ପୂର୍ବ ସ୍ବାମୀଙ୍କ ସହ ଆରୋପ ପ୍ରତ୍ୟାରୋପକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଟେଲି ପରଦାର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ। ଜେଲରୁ ମୁକୁଳିବା ପରେ ଆଦିଲ ଖାନ୍ ତାଙ୍କୁ ନେଇ ଅନେକ ଚମକାଇବା ଭଳି ଖୁଲାସା କରିଥିଲେ। ଏବେ ରାକ୍ଷୀ…
ବିବାଦରେ ମାଲେସିଆ ପ୍ରଧାନମନ୍ତ୍ରୀ ଇବ୍ରାହିମ, ଯୁବକଙ୍କ ଧର୍ମାନ୍ତରିକରଣ କରିଥିବା ଅଭିଯୋଗ
କୁଆଲା ଲୁମପୁର,୨୨।୮:ମାଲେସିଆର ପ୍ରଧାନମନ୍ତ୍ରୀ ଅନବର ଇବ୍ରାହିମ ବିବାଦ ଘେରରେ ଅଛନ୍ତି। ଅଣ-ମୁସଲମାନ ସମ୍ପ୍ରଦାୟ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି। କାରଣ ପ୍ରଧାନମନ୍ତ୍ରୀ ଇବ୍ରାହିମ କିଛି ଦିନ ପୂର୍ବରୁ ସେଲାଙ୍ଗୋର ଜୁମାରେ ନମାଜ ପଢିବା ପରେ ଜଣେ ହିନ୍ଦୁ ଯୁବକଙ୍କୁ ଇସଲାମରେ ଧର୍ମ…
ଜିନପିଙ୍ଗଙ୍କ ଭାବମୂର୍ତ୍ତି ବଞ୍ଚାଇବାକୁ ଚେଷ୍ଟା କରୁଛି ଚାଇନା, ନୈରାଶ୍ୟଜନକ ତଥ୍ୟ ଲୁଚାଯାଉଛି…
ବେଜିଂ,୨୨।୮ : ଏକ ଦଶନ୍ଧି ଧରି ଲାଗୁଥିଲା ରାଷ୍ଟ୍ରପତି ଶି ଜିନପିଙ୍ଗ କୌଣସି ଭୁଲ କରିପାରିବେ ନାହିଁ। ଚାଇନାର କମ୍ୟୁନିଷ୍ଟ ପାର୍ଟି (ସିପିସି) ଦ୍ୱାରା ନିୟନ୍ତ୍ରିତ ଗଣମାଧ୍ୟମ ତାଙ୍କୁ ପ୍ରଶଂସା କରିଥିଲେ। ସେ ସାରା ଦେଶରେ ଖବରକାଗଜର ପ୍ରଥମ ପୃଷ୍ଠାରେ ସ୍ଥାନ…
ଗୃହଯୁଦ୍ଧ ଗ୍ରସ୍ତ ସୁଦାନରେ ଅନାହାରରେ ୫୦୦ ଶିଶୁ ମୃତ…
ଖାର୍ତୁମ,୨୨।୮ : ସୁଦାନ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଶିଶୁମାନେ ମୂଲ୍ୟ ଦେଉଛନ୍ତି। ରାଜଧାନୀ ଖାର୍ତୁମରେ ଥିବା ଏକ ସରକାରୀ ଅନାଥ ଆଶ୍ରମରେ ପ୍ରାୟ ୫୦୦ ଶିଶୁଙ୍କର ଅନାହାରରେ ମୃତ୍ୟୁ ଘଟିଛି ବୋଲି ଏକ ଅଗ୍ରଣୀ…
ପୁଟିନ୍ଙ୍କୁ ଘାରୁଛି ଗିରଫ ହେବାର ଡର! ବ୍ରିକ୍ସ ସମ୍ମିଳନୀରେ ଦେବେନି ଯୋଗ
ମସ୍କୋ,୨୨।୮: ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। କୋଭିଡ-୧୯ ପରେ ଭାରତ ସମେତ ୫ଟି ଦେଶ ବ୍ରାଜିଲ, ଋଷ, ଚାଇନା ଓ ଦକ୍ଷିଣ ଆଫ୍ରିକାର ଶୀର୍ଷ ନେତାଙ୍କ ଉପସ୍ଥିତିରେ ପ୍ରଥମ ବୈଠକ ଅନୁଷ୍ଠିତ…
ମିଶନ ୨୦୩୦: ଅଶୋକ ଗେହଲଟଙ୍କ କାର୍ଯ୍ୟକ୍ରମରେ ସୋନିଆ-ରାହୁଲଙ୍କ ଫଟୋ ଗାଏବ…
ଜୟପୁର,୨୨।୮ : କଂଗ୍ରେସ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକର ମୁଖ୍ୟ ଭୂମିକାରେ ଗାନ୍ଧୀ ପରିବାର ରହିଥିବା ଅଭିଯୋଗ ଭାଜପା ତଥା ଅନ୍ୟ ବିରୋଧୀ ଦଳଙ୍କ ପକ୍ଷରୁ କରାଯାଇଥାଏ। ଯୋଜନାଗୁଡିକ କଂଗ୍ରେସ ସରକାରଙ୍କ ନାମରେ ନାମିତ ହୋଇଥିବାବେଳେ ଏହାର ଫାଇଦା ମଧ୍ୟ…
ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଏକ୍ସରେ କରନ୍ତୁ ଏପରି…କହିଲେ ଏଲନ ମସ୍କ
ଓ୍ବାଶିଂଟନ୍,୨୨।୮: ସାମ୍ବାଦିକଙ୍କୁ ଏକ ଭଲ ଅଫର ଦେଇଛନ୍ତି ଏକ୍ସ(ପୂର୍ବ ଟ୍ବିଟର) ସିଇଓ ଏଲନ ମସ୍କ। ଏକ୍ସରେ ସିଧାସଳଖ ଭାବେ ସେମାନଙ୍କ ଲେଖା କିମ୍ବା ଆର୍ଟିକିଲ ପ୍ରକାଶ କରିବାକୁ ସେ ସାମ୍ବାଦିକମାନଙ୍କୁ କହିଛନ୍ତି। ମସ୍କ ଟ୍ବିଟକ କରି କହିଛନ୍ତି, ସାମ୍ବାଦିକମାନେ ଯଦି ଚାହିଁବେ…
ସିଙ୍ଗାପୁର ରାଷ୍ଟ୍ରପତି ପଦ ଦୌଡରେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନ
ସିଙ୍ଗାପୁର,୨୨।୮: ସିଙ୍ଗାପୁରରେ ରାଷ୍ଟ୍ରପତି ପଦ ଦୌଡରେ ଭାରତୀୟ ବଂଶୋଦ୍ଭବ। ସେ ହେଉଛନ୍ତି ଥର୍ମନ ଶନମୁଗରତ୍ନ। ମଙ୍ଗଳବାର ସିଙ୍ଗାପୁରରେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥି ନାମ ଘୋଷଣା ହୋଇଛି। ଶନମୁଗରତ୍ନଙ୍କ ସହିତ ଚାଇନାର ଦୁଇଜଣ ପୂର୍ବତନ ବ୍ୟବସାୟୀ ମଧ୍ୟ ଏଥିରେ ସାମିଲ ଅଛନ୍ତି।
Archives


