ଖାଦ୍ୟରେ ଅଳ୍ପ ଲୁଣ ହୃଦ୍ରୋଗ ଆଶଙ୍କା ୨୦% କମାଏ
ଲଣ୍ଡନ,୨୮।୮: ଖାଦ୍ୟରେ ଲୁଣର ମାତ୍ରା କମ୍ କରିବା ବା କମ୍ ଲୁଣଯୁକ୍ତ ଖାଦ୍ୟ ଖାଇବା ହୃଦରୋଗ ସମସ୍ୟାକୁ ୨୦% କମାଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଦି ଗାଡିୟାନ୍ ଆର୍ଲି ସଣ୍ଡେର ରିପୋର୍ଟ ଅନୁସାରେ ଅଧିକ ଲୁଣ ଖାଉଥିବା ଲୋକଙ୍କ ତୁଳନାରେ…
ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲ୍ ବନ୍ଦ
ଲକ୍ଷ୍ନୌ,୨୮ା୮: ଉତ୍ତରପ୍ରଦେଶ ମୁଜାଫରପୁରର ଯେଉଁ ସ୍କୁଲ୍ର ଶିକ୍ଷୟିତ୍ରୀ ଜଣେ ମୁସଲମାନ ଛାତ୍ରଙ୍କୁ ତାଙ୍କ ସହପାଠୀମାନଙ୍କ ଦ୍ୱାରା ମାଡ଼ ମରାଇଥିଲେ, ତାହାକୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଶିକ୍ଷା ବିଭାଗ ଏନେଇ ସ୍କୁଲ୍ ପରିଚାଳନା କମିଟିକୁ…
ଚନ୍ଦ୍ରର ତାପମାତ୍ରା ପ୍ରୋଫାଇଲ ପଠାଇଲା ଲ୍ୟାଣ୍ଡର
ବେଙ୍ଗାଲୁରୁ,୨୮ା୮: ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମରେ ଥିବା ସର୍ଫେସ୍ ଥମୋଫିଜିକାଲ ଏକ୍ସପେରିମେଣ୍ଟ ପ୍ଲେଲୋଡ୍ (ଚାଷ୍ଟେ) ଚନ୍ଦ୍ର ଦକ୍ଷିଣ ମେରୁ ଚତୁଃପାର୍ଶ୍ୱରେ ଥିବା ଉପର ମୃତ୍ତିକାର ତାପମାତ୍ରା ପ୍ରୋଫାଇଲ ପଠାଇଛି। ଚନ୍ଦ୍ରପୃଷ୍ଠର ତାପମାତ୍ରା ସମ୍ପର୍କରେ ଜାଣିବାରେ ଏହା ସହାୟକ ହେବ ବୋଲି ଇସ୍ରୋ ପକ୍ଷରୁ…
ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା
ବୁଦାପେଷ୍ଟ,୨୮ା୮: ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ ରବିବାର ଉଦ୍ଯାପିତ ହୋଇଛି। ୮ ଦିନ ଧରି ଚାଲିଥିବା ଏହି ଇଭେଣ୍ଟରେ ଏକାଧିକ ରେକର୍ଡ ଭାଙ୍ଗିଥିବା ବେଳେ ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ନୀରଜ ଚୋପ୍ରା।…
ପରଲୋକରେ ଜୟନ୍ତ ମହାପାତ୍ର
ଭୁବନେଶ୍ୱର,୨୭।୮(ଶର୍ମିଷ୍ଠା ପାଣିଗ୍ରାହୀ): ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କର ରବିବାର ରାତି ୯ଟାରେ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ସେ କିଛିଦିନ ଧରି ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ…
କଂଗ୍ରେସର ଦାବି: ‘ଇଣ୍ଡିଆ’ ସହ ଯୋଗାଯୋଗରେ ଅଛନ୍ତି ଏନ୍ଡିଏ ବୈଠକରେ ଯୋଗଦେଇଥିବା କିଛି ଦଳ
ନୂଆଦିଲ୍ଲୀ,୨୭।୮: କଂଗ୍ରେସ ମୁଖପାତ୍ର ଆଲୋକ ଶର୍ମା ରବିବାର ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଭାଜପା ନେତୃତ୍ୱାଧୀନ ଏନଡିଏ ବୈଠକରେ ଯୋଗ ଦେଇଥିବା ୩୮ଟି ଦଳ ମଧ୍ୟରୁ ୪ ଦଳ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ସହ ଯୋଗାଯୋଗରେ ଅଛନ୍ତି।…
ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ମାପିଲା ମାଟିର ତାପମାତ୍ରା: ଗ୍ରାଫ୍ ଜାରି କଲା ଇସ୍ରୋ
ନୂଆଦିଲ୍ଲୀ,୨୮୭।୮: ଭାରତର ଚନ୍ଦ୍ରୟାନ-୩ ଚନ୍ଦ୍ର ବିଷୟରେ ସୂଚନା ଦେବା ଆରମ୍ଭ କରିଛି। ବିକ୍ରମ ଲ୍ୟାଣ୍ଡର୍ ଏବଂ ରୋଭର ପ୍ରଜ୍ଞାନ ଉପରେ ଥିବା ସମସ୍ତ ଯନ୍ତ୍ରଗୁଡ଼ିକ ସଠିକ ଭାବରେ କାମ କରୁଛି। ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ର ପୃଷ୍ଠର ତାପମାତ୍ରା ଚିହ୍ନଟ କରିଛି। ଇଣ୍ଡିଆନ…
ଅଖିଳେଶଙ୍କୁ ନାଗ ସାପ ସହ ତୁଳନା କଲେ କେଶବ ମୌର୍ଯ୍ୟ
ଲକ୍ଷ୍ନୌ,୨୭।୮: ଉତ୍ତରପ୍ରଦେଶର ମାଉ ଜିଲାର ଘୋସି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନକୁ ନେଇ ଆଜିକାଲି ରାଜନୈତିକ ବାକ୍ଯୁଦ୍ଧ ଚାଲିଛି। ଏହି କ୍ରମରେ ଘୋସି ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଦାରା ସିଂ ଚୌହାନଙ୍କୁ ସମର୍ଥନ କରି ଏକ ସାଧାରଣ ସଭାକୁ ସମ୍ବୋଧିତ…
ଓୱାଇସିଙ୍କ ହାତରେ କେସିଆରଙ୍କ କାର୍ ଷ୍ଟିଅରିଂ: ଶାହା
ହାଇଦ୍ରାବାଦ୍,୨୭।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ତେଲେଙ୍ଗାନା ଖମ୍ମମରେ ‘ରାୟଥୁ ଗୋସା-ଭାଜପା ଭରୋସା’ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏଥର ଭାଜପା ଏଠାରେ କ୍ଷମତାକୁ ଆସିବ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ହେଉଛି ୪ଜି…
ଜି -୨୦ ଶିଖର ସମ୍ମିଳନୀକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ୍
ନୂଆଦିଲ୍ଲୀ,୨୭।୮: ଜି-୨୦ ଶିଖର ସମ୍ମିଳନୀକୁ ନେଇ କଂଗ୍ରେସ କେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛି। କଂଗ୍ରେସ ନେତା ପୱନ ଖେରା କହିଛନ୍ତି ଯେ, ଜି-୨୦ ହେଉଛି ଏକ ରୋଟେସ୍ନାଲ୍ ଅଧ୍ୟକ୍ଷତା, କଂଗ୍ରେସ ନେତା ପୱନ ଖେରା କହିଛନ୍ତି, ସେ (ପ୍ରଧାନମନ୍ତ୍ରୀ ମୋଦି)…
ଅକ୍ଟୋବର ୪ରେ ବିଶ୍ୱକପ୍ ଉଦ୍ଘାଟନୀ ସମାରୋହ: ଯୋଗଦେବେ ସବୁ ଦଳର ଅଧିନାୟକ
ନୂଆଦିଲ୍ଲୀ,୨୭।୮: ଅକ୍ଟୋବର ୫ରେ ଭାରତରେ କ୍ରିକେଟ ବିଶ୍ୱକପ ଆରମ୍ଭ ହେବ। ଏହାପୂର୍ବରୁ ଅକ୍ଟୋବର ୪ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଦ୍ଘାଟନୀ ସମାରୋହ ଆୟୋଜନ କରାଯିବ। ଏହି ରଙ୍ଗୀନ କାର୍ଯ୍ୟକ୍ରମରେ ବଲିଉଡ ତାରକାମାନେ ଅଂଶଗ୍ରହଣ କରିବେ। ସେହି ଦିନ ସମସ୍ତ ୧୦ଟି…
ଆଣ୍ଟାର୍କଟିକାରେ କାମ କରୁଥିବା ମହିଳା ଆଣିଲେ ଯୌନ ଉତ୍ପୀଡ଼ନ ଅଭିଯୋଗ
ଖ୍ରୀଷ୍ଟଚର୍ଚ୍ଚ,୨୭ା୮: ଯେତେବେଳେ ଆଣ୍ଟାର୍କଟିକାର ନାଁ ଆସେ ସେତେବେଳେ ପ୍ରଥମ ଚିନ୍ତା ହେଉଛି ବରଫ। ଆଣ୍ଟାର୍କଟିକାରେ ଯେଉଁଆଡ଼କୁ ଚାହିଁଲେ କେବଳ ବରଫ ହିଁ ବରଫ। ତେବେ ଏହି ସ୍ଥାନରୁ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିଛି। ନ୍ୟାଶନାଲ ସାଇନ୍ସ ଫାଉଣ୍ଡେଶନ ରିପୋର୍ଟରେ କୁହାଯାଇଛି, ଆଣ୍ଟାର୍କଟିକାରେ…
Archives


