Home

ବିଧାନସଭାରେ ଭାଜପା ସଭ୍ୟଙ୍କ ହଙ୍ଗାମା

ଭୁବନେଶ୍ୱର,୧।୧୦(ଅନିଲ ଦାସ)ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିବା ଘଟଣାରେ ଭାଜପାର ୨ ବିଧାୟକ ମୋହନ ଚରଣ ମାଝି ଏବଂ ମୁକେଶ ମହାଲିଙ୍ଗ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ଏଥିସହିତ ଶାସକ ଦଳ ସଦସ୍ୟ ଅରୁଣ ସାହୁଙ୍କ ବିରୋଧୀ ଦଳ ନେତାଙ୍କ ମାନସିକ ସ୍ଥିତି…

ପ୍ରତିବର୍ଷ ଏମ୍‌ସକୁ ଆସୁଛନ୍ତି ୩ଶହରୁ ଊର୍ଦ୍ଧ୍ୱ ନୂଆ ଶିଶୁ କର୍କଟ ରୋଗୀ

ଭୁବନେଶ୍ୱର, ୧।୧୦(ଅସମାପିକା ସାହୁ)ଶିଶୁ କର୍କଟ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶନିବାର ଏମ୍‌ସ ଭୁବନେଶ୍ୱରଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ ଯୋଗଦେଇ କହିଲେ, ଶିଶୁ କର୍କଟ ରୋଗୀଙ୍କୁ ବିଶେଷ ଚିକିତ୍ସା…

ଜେଲରେ ନିଜ ଗୁପ୍ତାଙ୍ଗ କାଟିଲେ କଏଦୀ

ଭଦ୍ରକ, ୧।୧୦(ସନାତନ ରାଉତ)ଭଦ୍ରକ ଉପକାରାଗାରରେ ଶନିବାର ଜଣେ ବିଚାରାଧୀନ କଏଦୀ ଶୌଚାଳୟରେ ନିଜ ହାତ ଓ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ସେ ହେଲେ ତିହିଡ଼ି ଥାନା ଅଧୀନ କୋହ୍ଲ ଅଞ୍ଚଳର ସୁଶାନ୍ତ ମାଝୀ। ସେ ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ…

ମୁଣ୍ଡରେ ରିବନ୍‌ ବାନ୍ଧି ଝାଡୁ କଲେ, ଦଣ୍ଡବତ ହେଲେ

ଭୁବନେଶ୍ୱର,୧।୧୦(ଅନୁରାଧା ମହାରଣା)ଗାଁ ସାଥୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଗାଇଡ୍‌ଲାଇନ କାର୍ଯ୍ୟକାରୀ କରାଯାଉନାହିଁ। ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ୨୦୨୧ ମସିହାରେ ତତ୍‌କାଳୀନ ପଞ୍ଚାୟତିରାଜ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ବର୍ତ୍ତମାନ ଯାଏ ଏହାକୁ…

ମଦ ବିକ୍ରିକୁ ବିରୋଧ, ଏକାଠି ହେଲେ ୫ ଗ୍ରାମର ଏସ୍‌ଏଚ୍‌ଜି ମହିଳା

ଦଶମନ୍ତପୁର,୧।୧୦ (ଅରବିନ୍ଦ ନାୟକ): ଗ୍ରାମାଞ୍ଚଳରେ ଦେଶୀ ମଦ ବିକ୍ରିକୁ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ମହିଳାମାନେ ଶନିବାର ବିରୋଧ କରିଛନ୍ତି। ୫ ଗ୍ରାମର ଏସ୍‌ଏଚ୍‌ଜି ମହିଳାମାନେ ଏକାଠି ହୋଇ ମଦଭାଟି ଭାଙ୍ଗିବା ସହ ମଦ ରନ୍ଧା ପାଇଁ ରହିଥିବା ଜାଳେଣିକାଠକୁ ସେମାନେ…

ଘଣ୍ଟାକୁ ନେଇ ବାସ୍ତୁ; ଜାଣନ୍ତୁ ଲଗାଇବା ପାଇଁ ସଠିକ୍‌ ଦିଗ ଚୟନ କିଭଳି କରିବେ…

ସମୟ ଜାଣିବା ପାଇଁ ଘରେ କାନ୍ଥ ଘଣ୍ଟା ଲଗାଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘଣ୍ଟା ଲଗାଇବା ପାଇଁ ସଠିକ୍‌ ଦିଗର ଚୟନ କରିବା ବି ଅତ୍ୟନ୍ତ ଜରୁରୀ ହୋଇଥାଏ; ନଚେତ୍‌ ଏହାର କୁପ୍ରଭାବ ଆମ ଜୀବନଶୈଳୀ ଉପରେ ପଡିଥାଏ ବୋଲି ବିଶ୍ୱାସ ରହିଛି..…

ମାଟ୍ରିକ ପରୀକ୍ଷା: ଫର୍ମପୂରଣ ଅବଧି ବଢ଼ିଲା

କଟକ,୧।୧୦ (ସୁପ୍ରିୟା ପ୍ରିୟଦର୍ଶିନୀ)ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ଅବଧିକୁ ବୃଦ୍ଧି କରାଯାଇଛି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିପାରିବେ। ସେହିପରି ଅକ୍ଟୋବର ୫ ତାରିଖକୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା…

ମନ୍ତ୍ରୀଙ୍କୁ ଭେଟିଲେ, ଚାଲିବ ଆନ୍ଦୋଳନ

ଭୁବନେଶ୍ୱର,୧।୧୦(ଅନୁରାଧା ମହାରଣା)ସରକାରୀ ଅନୁଦାନ ନୀତି (ଜିଆଇଏ) ଲାଗୁ କରିବା ପାଇଁ ସମସ୍ତ ବେସରକାରୀ ଅନୁଦାନ ଓ ଅଣ-ଅନୁଦାନ (ଯୁକ୍ତ ୨ ଓ ଯୁକ୍ତ ୩) ମହାବିଦ୍ୟାଳୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସଂଘ ଗାନ୍ଧୀମାର୍ଗରେ ୭୫ ଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ…

ସ୍କ୍ରବ୍‌ ଅଣାୟତ୍ତ: ସୁନ୍ଦରଗଡ଼ରେ କେନ୍ଦ୍ରୀୟ ଟିମ୍‌

ସୁନ୍ଦରଗଡ଼,୧।୧୦(ଜୟ ନାରାୟଣ ମେଣ୍ଡୁଳି)ସୁନ୍ଦରଗଡ଼ରେ ଅଣାୟତ୍ତ ହେଉଛି ସ୍କ୍ରବ୍‌ ଟାଇଫସ୍‌ ସଂକ୍ରମଣ। ଗତ୨୪ଘଣ୍ଟାରେ ୩ ନୂଆ ସଂକ୍ରମିତ ଚିହ୍ନଟ ପରେ ଏବେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଖ୍ୟା ୨୯୫ରେ ପହଞ୍ଚିଛି। ଶୁକ୍ରବାର ଜିଲାରେ ୬ ଜଣିଆ କେନ୍ଦ୍ରୀୟ ଟିମ୍‌ ପହଞ୍ଚି ସ୍ଥିତି ଅନୁଧ୍ୟାନ…

୧୪ ଦିନିଆ ନ୍ୟାୟିକ ହେପାଜତରେ ସୁଖପାଲ ସିଂ

ଚଣ୍ଡିଗଡ,୧।୧୦: ପଞ୍ଜାବର ଫାଜିଲ୍କା ଜିଲାର ଏକ କୋର୍ଟ ଶନିବାର ୨୦୧୫ ଡ୍ରଗ ମାମଲାରେ ଗିରଫ ହୋଇଥିବା କଂଗ୍ରେସ ବିଧାୟକ ସୁଖପାଲ ସିଂ ଖେରାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଅଧିକାରୀମାନେ କହିଛନ୍ତି, ଶନିବାର ଦୁଇ ଦିନର ପୋଲିସ ହେପାଜତ ଶେଷ…

କାର୍‌ ମାଡ଼ିଯାଇ ଶ୍ରମିକ ମୃତ, ଚାଳକ ଫେରାର

ଭୁବନେଶ୍ୱର,୧।୧୦(ସତ୍ୟଜିତ୍‌ ରାଉତ)ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଜମହଲ ଫୁଟ୍‌ପାଥ୍‌ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ କାର୍‌ ମାଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ପୁରୀ ଜିଲା ପିପିଲି ଅଞ୍ଚଳର ଦିନବନ୍ଧୁ…

ଆଜିଠୁୁ ଅନ୍‌ଲାଇନ ଗେମିଂ ମହଙ୍ଗା

ଭୁବନେଶ୍ୱର ,୧।୧୦ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଅନ୍‌ଲାଇନ ଗେମିଂର ଚାହିଦା ଦ୍ରୁତଗତିରେ ବୃଦ୍ଧି ପାଉଛି। ଫଳରେ ଭାରତରେ ପ୍ରଚଳିତ ଏବଂ କାର୍ଯ୍ୟକ୍ଷମ ଅନ୍‌ଲାଇନ ଗେମିଂ ପ୍ଲାଟ୍‌ଫର୍ମ (କମ୍ପାନୀ)ଗୁଡିକ ସରକାରଙ୍କୁ କୌଣସି ପ୍ରକାର ଟିକସ ଦେଉ ନ ଥିବାବେଳେ କୋଟି କୋଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri