Home

ଇତିହାସ ରଚିଲେ ଡେଭିଡ ଓ୍ବାର୍ନର

ନୂଆଦିଲ୍ଲୀ,୨୫।୧୦: ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ୍‌ ଓ୍ବାର୍ନର ଚଳିତ ବିଶ୍ୱକପ୍‌ରେ ଲଗାତର ଦ୍ୱିତୀୟ ଶତକ ମାରିଛନ୍ତି। ସେ ନେଦରଲାଣ୍ଡ ବିପକ୍ଷରେ ବୁଧବାର ସେ ୯୩ ବଲ୍‌ରେ ୧୦୪ ରନ୍‌ର ପାଳି ଖେଲିଥିଲେ। ଏଥିରେ ୧୧ ଚୌକା ଏବଂ ୩ ଛକା ସାମିଲ ଅଛି।…

ଜାନୁୟାରୀ ୨୨ରେ ଉଦ୍‌ଘାଟନ ହେବ ଅଯୋଧ୍ୟା ରାମ ମନ୍ଦିର, ପ୍ରଧାନମନ୍ତ୍ରୀ ହେବେ ସାମିଲ

ନୂଆଦିଲ୍ଲୀ,୨୫।୧୦: ଅଯୋଧ୍ୟାରେ ନିର୍ମିତ ଭବ୍ୟ ଶ୍ରୀରାମ ମନ୍ଦିରର ଉଦ୍‌ଘାଟନ ଜାନୁୟାରୀ ୨୨ରେ ହେବ। ଅପରାହ୍ନ ୧୨.୩୦ ମିନିଟ୍‌ରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସ୍ବତନ୍ତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ। ଏନେଇ ବୁଧବାର ରାମଜନ୍ମ ଭୂମି…

ମାଙ୍କଡ଼ ଆକ୍ରମଣରେ ଦୁଇ ଆହତ

ଘସିପୁରା,୨୫ା୧୦(ନିରଞ୍ଜନ ସାହୁ): ଆନନ୍ଦପୁର ପୌରପରିଷଦ ଶାଳପଡ଼ା ନୂଆ କଲୋନୀରେ ମାଙ୍କଡ଼ ଆକ୍ରମଣରେ ଦୁଇ ଜଣ ଆହତ ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଶାଳପଡ଼ା ନୂଆ କଲୋନୀର ଉପେନ୍ଦ୍ର ଜେନା ଓ ସୁରଭି ଦଳେଇ ମାଙ୍କଡ଼ ଆକ୍ରମଣର ଶିକାର ହୋଇଥିଲେ।…

ଓ୍ବାର୍ନର-ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଶତକ: ନେଦରଲାଣ୍ଡକୁ ୪୦୦ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୨୫।୧୦: ୨୦୨୩ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ନେଦରଲାଣ୍ଡକୁ ୪୦୦ ରନ୍‌ର ଟାର୍ଗେଟ ଦେଇଛି। ଦଳ ୫୦ ଓଭରରେ ୮ ଉଇକେଟ ହରାଇ ୩୯୯ ରନ ସଂଗ୍ରହ କରିଛି। କଙ୍ଗାରୁ ଦଳ ପାଇଁ ଡେଭିଡ ୱାର୍ନର ଏବଂ ଗ୍ଲେନ ମ୍ୟାକ୍ସୱେଲ ରେକର୍ଡ…

ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଲାଗିଲା ନିଆଁ

ଆଗ୍ରା,୨୫।୧୦:ଆଗ୍ରା-ଝାନସୀ ରେଲଓ୍ବେ ଟ୍ରାକରେ ପାତାଲକୋଟ ଏକ୍ସପ୍ରେସରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଛି। ଏକ୍ସପ୍ରେସ ଟ୍ରେନ୍‌ଟି ଫିରୋଜପୁର ପଞ୍ଜାବରୁ ଛିନ୍ଦାୱାଡା ଯାଉଥିଲା। ଏହି ସମୟ ମଧ୍ୟରେ ଟ୍ରେନର ଦୁଇଟି ବଗି ପାଉଁଶ ହୋଇଯାଇଥିଲା। ନିଆଁ ଲାଗିବା ପରେ ଲୋକେ ଚିତ୍କାର କରିଥିଲେ। ଟ୍ରେନରେ ନିଆଁ…

ନୃଶଂସର ସୀମା ଟପିଲା: ପରିବାର ଆଗରେ ଯୁବକଙ୍କ ଉପରେ ୮ ଥର ଟ୍ରାକ୍ଟର ଚଢାଇ ମାରିଲେ

ଜୟପୁର,୨୫।୧୦: ଭରତପୁରରେ ବୟନାର ସଦର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଥିରେ ଥିବା ଆଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଜମି ବିବାଦ ପୁଣି ଥରେ ହତ୍ୟା ହେବାର କାରଣ ପାଲଟିଛି। ଗୋଟିଏ ଗୋଷ୍ଠୀର ଲୋକମାନେ ଅନ୍ୟ…

ନିଖୋଜ ଥିଲେ ବୃଦ୍ଧା, ଆଜି ପୋଖରୀରୁ ମିଳିଲା ମୃତଦେହ

ଘସିପୁରା,୨୫ା୧୦(ନିରଞ୍ଜନ ସାହୁ): ଦୁଇଦିନ ଧରି ନିଖୋଜ ଥିବା ବୃଦ୍ଧା ଆନନ୍ଦପୁର ପୌରପାଳିକା ୧୪ ନଂ ଓ୍ବାର୍ଡର ସରସ୍ବତୀ ସାହୁଙ୍କ ମୃତଦେହ ଗାଁ ପୋଖରୀରୁ ମିଳିଛି। ବୁଧବାର ସକାଳେ ନୂଆଗଡ଼ିଆରେ ଏକ ମୃତଦେହ ଭାସୁଥିବା କିଛି ଲୋକ ଦେଖିବା ପରେ ମୃତଦେହକୁ ପାଣି…

କୁମ୍ଭୀରକୁ ଏମିତି ଆକ୍ରମଣ କଲା କୁକୁର, ଭିଡିଓ ଦେଖିଲେ…

କୁମ୍ଭୀରମାନେ ଅତ୍ୟନ୍ତ ବିପଜ୍ଜନକ ପ୍ରାଣୀ। ଏପରିକି ମଣିଷ ଏବଂ ଅନ୍ୟ ପ୍ରାଣୀମାନେ ମଧ୍ୟ କୁମ୍ଭୀରଙ୍କ ସାମ୍ନାରେ ଠିଆ ହେବାକୁ ସାହସ ଜୁଟାଇ ପାରନ୍ତି ନାହିଁ। କୁମ୍ଭୀର ମୁହଁରେ ଯେକେହି ପଡ଼ିଲେ ବଞ୍ଚିବା ଅସମ୍ଭବ। ମାତ୍ର ଏକ କୁକୁର କୁମ୍ଭୀରକୁ ଆକ୍ରମଣ କରିବା…

ପ୍ରଥମ ଦେଖାରେ ପ୍ରେମ ନେଇ ଏସବୁ କୁହେ ସର୍ଭେ ରିପୋର୍ଟ, ଜାଣନ୍ତୁ…

ଓ୍ବାଶିଂଟନ,୨୫।୧୦ : ପ୍ରେମ ପ୍ରଥମ ଦେଖାରେ ମଧ୍ୟ ଘଟେ। କିଛି ଲୋକ ଏହାକୁ ସତ ବୋଲି ବିବେଚନା କରୁଥିବାବେଳେ କିଛି ଲୋକ କୁହନ୍ତି ଏହା ମିଛ। ତେବେ ପ୍ରଥମ ଦେଖାରେ ପ୍ରେମ ବାସ୍ତବ ଅଟେ। ଆମେରିକାର ନ୍ୟାସଶନାଲ ଲୁଇସ ୟୁନିଭରସିଟି ଦ୍ୱାରା…

ନଭେମ୍ବର ପହିଲାରୁ ଏସବୁ ବଡ଼ ପରିବର୍ତ୍ତନ, ବ୍ୟବସାୟୀଙ୍କ ପାଇଁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୨୫।୧୦ : ପ୍ରତ୍ୟେକ ମାସ କିଛି ପରିବର୍ତ୍ତନ ସହିତ ଆରମ୍ଭ ହୋଇଥାଏ। ଆଗକୁ ନଭେମ୍ବର ମାସ ଆରମ୍ଭ ହେବ। ନଭେମ୍ବର ପହିଲାଠାରୁ ବ୍ୟବସାୟ ସମ୍ବନ୍ଧୀୟ କ୍ଷେତ୍ରରେ କେତେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଯାହା ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ।…

ଆଫଗାନିସ୍ତାନଠାରୁ ପରାସ୍ତ ହେବାପରେ ପ୍ରବଳ କାନ୍ଦିଥିଲେ ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ,୨୫।୧୦: ୨୦୨୩ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ପାକିସ୍ତାନର ପରାଜୟ ଯୋଗୁ ଅଧିନାୟକ ବାବର ଆଜମଙ୍କୁ ସବୁ ଦିଗରୁ ସମାଲୋଚନା କରାଯାଉଛି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟର ପର୍ଯ୍ୟନ୍ତ ସମସ୍ତେ ବାବର ଆଜାମଙ୍କୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ ପାକିସ୍ତାନ…

ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ବିଶ୍ୱକପ୍‌ ୨୦୨୩ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖେଳିବା ମୁସ୍କିଲ। ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନ ଥିବା କାରଣରୁ ଇକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ ଆଶଙ୍କା ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?