Home

ଭାରତ ବୁଲିବାକୁ ଆସିଥିବା ଆମେରିକୀୟ ୟୁଟ୍ୟୁବର୍‌ ହଠାତ୍‌ ମହିଳାଙ୍କ ହାତକୁ ଦେଲେ ଟଙ୍କା ବିଡ଼ା, ଭାବପ୍ରବଣ ହେଲେ ଲୋକେ

ଆଜିକାଲି ଆମେରିକୀୟ ୟୁଟ୍ୟୁବର୍‌ ତଥା ଅନ୍‌ଲାଇନ ଷ୍ଟ୍ରିମର ଡାରେନ ଜେସନ ୱାଟକିନ୍ସ ଜୁନିଅରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜର୍ସ ଏହା ଦେଖିବା ପରେ ଭାବପ୍ରବଣ ହୋଇପଡିଛନ୍ତି। ଭିଡିଓରେ ଭାରତକୁ ବୁଲିବାକୁ ଆସିଥିବା ଆମେରିକୀୟ ୟୁଟ୍ୟୁବର୍‌୍‌ ଜଣେ ଗରିବ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନ୍ତର୍ଜାତୀୟ ଚେସ୍‌ ମହାସଂଘ ପରିଚାଳନା ବୋର୍ଡ ଉପାଧ୍ୟକ୍ଷ

ଭୁବନେଶ୍ୱର,୨୫ା୧୦: ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍‌ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ଡାନା ରିଜନିସ୍‌ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରିଜନିସ-ଓଜୋଲା ଚେସ୍‌କୁ ଏକ ବୌଦ୍ଧିକ କ୍ରୀଡ଼ା ଭାବରେ ଲୋକପ୍ରିୟ କରିବା ଏବଂ…

ସୋସିଆଲ୍‌ ମିଡିଆରେ ସ୍ବାମୀଙ୍କ ଫଟୋ ଛାଡି ବ୍ଲାକମେଲ କରୁଛନ୍ତି ସ୍ତ୍ରୀ

ବ୍ରହ୍ମପୁର,୨୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହେବା ପରେ ସ୍ବାମୀଙ୍କ ପୁରୁଣା ଫଟୋ ସୋସିଆଲ୍‌ ମିଡିଆରେ ଛାଡି ସ୍ତ୍ରୀ ବ୍ଲାକ୍‌ମେଲ କରୁଥିବା ନେଇ ନିମଖଣ୍ଡି ଥାନାରେ ଅଭିଯୋଗ ହୋଇଛି। ଯୁବକ ଜଣଙ୍କ ଏତଲାରେ ଦର୍ଶାଇଛନ୍ତି, ତାଙ୍କ ସହ କେତେଜଣ…

ଧରାପୃଷ୍ଠରୁ ବିଦାୟ ନେଲେ ମା’

କଟକ,୨୫ା୧୦(ସୁପ୍ରିୟା ପ୍ରିୟଦର୍ଶିନୀ): ବୁଧବାର ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମା’ ଦୁର୍ଗା। ପାରମ୍ପରିକ ବାଦ୍ୟ, ଘଣ୍ଟ, ଘଣ୍ଟା, ଶଙ୍ଖଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଛି କଟକ ସହର। କାଠଯୋଡ଼ି ନଦୀର ଦେବୀଗଡ଼ାରେ ବିସର୍ଜନ ପାଇଁ କୃତ୍ରିମ ପୋଖରୀ ଖୋଳାଯାଇଥିଲା। କେତେକ ସ୍ଥାନରେ ମଙ୍ଗଳବାର ରାତିରୁ…

ବେଲୁନ ବିକ୍ରେତାକୁ ଧକ୍କା ଦେଇ ଖସିଯିବାକୁ ଚେଷ୍ଟା ବେଳେ ତିନି ଥର ଓଲଟିଲା ସ୍କର୍ପିଓ, ଭାଇରାଲ ହେଉଛି ଲୋମଟାଙ୍କୁରା ଭିଡିଓ

ମେରୁଟ,୨୬।୧୦: ଉତ୍ତରପ୍ରଦେଶର ମେରୁଟରେ ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା ସାମ୍ନାକୁ ଆସିଛି। ଦ୍ରୁତ ଗତି ଯୋଗୁ ଏକ ସ୍କର୍ପଓ ଚାଳକ ହଠାତ ଭାରସାମ୍ୟ ହରାଇ ଜଣେ ବେଲୁନ୍‌ ବିକ୍ରେତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଏହାପରେ ସେଠାରୁ ଖସିବାକୁ ଚେଷ୍ଟା…

୧୨ ଅଭିନେତ୍ରୀଙ୍କ ଉପରେ ଫିଲ୍ମ କରିବା ନେଇ ଲାଗିଲା ବ୍ୟାନ୍‌

ତେହେରାନ,୨୫।୧୦: ଇରାନ ବୁଧବାର ୧୨ ଜଣ ଅଭିନେତ୍ରୀଙ୍କୁ ଫିଲ୍ମ ଏବଂ ଟିଭି ସିରିଏଲରେ କାମ କରିବା ଉପରେ ବ୍ୟାନ୍‌ ଲଗାଇଛି। ମହିଳା କଳାକାର ଇସଲାମିକ ରିପବ୍ଲିକର କଡ଼ା ଡ୍ରେସ କୋଡ ପାଳନ କରିବାରେ ବିଫଳ ହୋଇଥିଲେ। ଇସଲାମିକ ରିପବ୍ଲିକ ଡ୍ରେସ କୋଡରେ…

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର, ବିବାହିତ ଯୁବକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ

ବରଗଡ଼,୨୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଗ୍ରାମାଞ୍ଚଳ ଥାନା ଅଧୀନ ଏକ ଗ୍ରାମରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ବଳାତ୍କାର ଅଭିଯୁକ୍ତ ଜଣେ ବିବାହିତ ଯୁବକ ଏବଂ ତାଙ୍କ ଏକ ପୁତ୍ର ସନ୍ତାନ ରହିଥିବା ସାଧାରଣରେ ଆଲୋଚିତ ହେଉଛି। ଏନେଇ…

ଇସ୍ରାଏଲ ରାଷ୍ଟ୍ରଦୂତଙ୍କୁ ଭେଟିଲେ କଙ୍ଗନା: କହିଲେ ‘ହମାସ ହେଉଛି ଆଧୁନିକ ରାବଣ’

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଡିଭା କଙ୍ଗନା ରାଣାଓ୍ବତ ବୁଧବାର ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନଙ୍କୁ ଭେଟି ହମାସ ସହ ଲଢ଼େଇରେ ଇସ୍ରାଏଲର ସମର୍ଥନ କରିଛନ୍ତି। ଆତଙ୍କବାଦ ବିରୋଧରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ବିଜେତା ହେବ ବୋଲି ସେ କହିଛନ୍ତି। ତେବେ ‘ଏକ୍ସ(ପୂର୍ବରୁ ଟୁଇଟର)’ରେ…

ବିଶ୍ୱକପ୍‌ ଇତିହାସରେ ସବୁଠୁ ବିଜୟ ହାସଲ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୨୫।୧୦: ବିଶ୍ୱକପ ୨୦୨୩ର ୨୪ତମ ମ୍ୟାଚରେ ଅଷ୍ଟ୍ରେଲିଆ ନେଦରଲାଣ୍ଡକୁ ୩୦୯ ରନ୍‌ରେ ପରାସ୍ତ କରିଛି। ବୁଧବାର ଅଷ୍ଟ୍ରେଲିଆ ଚମତ୍କାର ପ୍ରଦର୍ଶନ କରି ଏକପାଖିଆ ବିଜୟ ହାସଲ କରିଛି। ଦିନିକିଆ ବିଶ୍ୱକପ ଇତିହାସରେ ରନ ଦୃଷ୍ଟିରୁ ଏହା ସବୁଠାରୁ ବଡ ବିଜୟ। ଏହାପୂର୍ବରୁ…

ଆଉ ୫୩ ଓଏଏସ୍‌ ଅଫିସରଙ୍କ ବଦଳି

ଭୁବନେଶ୍ୱର,୨୫ା୧୦: ରାଜ୍ୟ ସରକାର ଓଏଏସ୍‌ ଅଫିସରଙ୍କୁ ବଦଳି କରିଛନ୍ତି। ଗତ ୭ ଦିନ ମଧ୍ୟରେ ଜିଲାସ୍ତରରେ କାର୍ଯ୍ୟରତ ମୋଟ୍‌ ୨୫୦ଜଣ ଓଏଏସ୍‌ ଅପିସରଙ୍କ ବଦଳି ହୋଇସାରିଛି। ଏବେ ଆଉ ୫୩ ଜଣଙ୍କୁ ବଦଳି କରାଯାଇଥିବା ବିଜ୍ଞପ୍ତିରୁ ପ୍ରକାଶ ପାଇଛି। ରାଜସ୍ବ ଓ…

କାନାଡାରେ ଆସନ୍ତାକାଲିଠାରୁ ଭିଜା ସେବା ଆରମ୍ଭ କରିବ ଭାରତ

ଓଟାଓ୍ବା,୨୫ା୧୦: କାନାଡାବାସୀଙ୍କ ପାଇଁ ଭାରତ ଭିଜା ସେବା ଆରମ୍ଭ କରିବ। ଗୁରୁବାରଠାରୁ ଏହା ଜାରି କରିବ ବୋଲି କାନାଡାର ହାଇ କମିଶନ ବୁଧବାର କହିଛନ୍ତି। ସେପ୍ଟେମ୍ବର ୨୧ରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଏହି ସେବା ବନ୍ଦ ହେବାର ଏକ ମାସ ପରେ…

ମେଲାଣି ନେଲେ ମା’

କୋରାପୁଟ,୨୫ା୧୦(ଅମିତାଭ ବେହେରା): ଚଳିତ ବର୍ଷ କୋରାପୁଟ ସହରରେ ମା’ ଦୁର୍ଗାଙ୍କ ଭସାଣି ଯାତ୍ରା ବୁଧବାର ସମ୍ପନ୍ନ ହୋଇଛି। ମଧ୍ୟାହ୍ନରୁ ମା’ଙ୍କର ଭସାଣି ଯାତ୍ରା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮ଟି ମେଢ଼ ବିସର୍ଜନ ହୋଇଥିବା ଜଣାଯାଇଛି। ଭସାଣି ଯାତ୍ରାରେ ପାରମ୍ପରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?