Home

୫ ଫୁଟ ୩ ଇଞ୍ଚର ଚପଲ

ପରିସ୍ଥିତି ଯାହା ହେଉନା କାହିଁକି ସ୍ବପ୍ନ ବଡ଼ ହେବା ଉଚିତ। ଏମିତି ଏକ ଖବର ମଧ୍ୟପ୍ରଦେଶର ବୁରହାନପୁରରୁ ଆସିଛି। ବାସ୍ତବରେ ନୟାମତପୁର ଅଞ୍ଚଳରେ ରହୁଥିବା ଚପଲ ନିର୍ମାତା ରମେଶ ଦାଶରଥ ଚିତ୍ରେ ତାଙ୍କ ନାମ ଗିନିଜ ବୁକ୍‌ରେ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି।…

ବଢ଼ିଲା ଏଲପିଜି ସିଲିଣ୍ଡର ଦାମ: ୨୦୯ ହେଲା ମହଙ୍ଗା…

ନୂଆଦିଲ୍ଲୀ,୧।୧୦ : ରବିବାର ଦିନ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି। ପାର୍ବଣ ଋତୁରେ ଏହି ବୃଦ୍ଧି ସମସ୍ତ ନାଗରିକଙ୍କୁ ପ୍ରଭାବିତ କରିବାକୁ ଯାଉଛି। ତେବେ ବାଣିଜି୍ୟକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହି ବୃଦ୍ଧି ଘଟିଛି। ଯେଉଁଠାରେ ଘରୋଇ ଗ୍ୟାସ ସିଲିଣ୍ଡରର…

ପ୍ରଥମ ରୋଜଗାର ଟଙ୍କାରେ ଠାକୁରଙ୍କ ପାଖେ ମିଠା ଭୋଗ ଲଗାଇଥିଲି: ଡା. ସିଦ୍ଧାର୍ଥ ଷଡ଼ଙ୍ଗୀ

ପ୍ରଥମେ ମୋ ପାଠପଢ଼ା ଆରମ୍ଭ ହୋଇଥିଲା ଚଣ୍ଡିଗଡ଼ରୁ। କାରଣ ବାପା ପ୍ରଫେସର ଡା. ରମାରମଣ ଷଡ଼ଙ୍ଗୀ ସେତେବେଳେ ପିଜିଆଇ ଚଣ୍ଡିଗଡ଼ରେ ହାର୍ଟ ସର୍ଜରିରେ ଏମ୍‌ସିଏଚ୍‌ (ସୁପର ପିଜି) କରୁଥିଲେ ଏବଂ ମା’ ପ୍ରଫେସର ଡା. ସରୋଜିନୀ ଷଡ଼ଙ୍ଗୀ ବି ସେହିଠାରେ ସ୍ତ୍ରୀ-ରୋଗ…

ଲକ୍ଷ୍ୟଠୁ ଦୂରରେ, ମିଳୁନି ଚିକିତ୍ସାସେବା

ରାଉରକେଲା,୧।୧୦(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜଗଦା ସ୍ଥିତ ସାମୂଦାୟିକ କଲ୍ୟାଣ ସୋସାଇଟି (ସିଡବ୍ଲ୍ୟୁଏସ୍‌) ଜେନେରାଲ ହସ୍ପିଟାଲ ଅବ୍ୟବସ୍ଥାରେ ଚାଲିଛି। ଏଠାକୁ ଆସୁଥିବା ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ମିଳୁ ନ ଥିବା ଅଭିଯୋଗ ହେଉଛି। ଫଳରେ ଏହି ହସ୍ପିଟାଲ ତାର ମୂଳଲକ୍ଷ୍ୟରୁ ଦୂରେଇ…

ଚାଷ ଫୁଟାଉଛି ହସ

ବଲାଙ୍ଗୀର,୧।୧୦(ବୀରେନ୍ଦ୍ର କୁମାର ଝାଙ୍କର)ନୂଆଁଖାଇ ତିହାର ପରେ ବଲାଙ୍ଗୀର ଜିଲାର ଦାଦନ ଶ୍ରମିକ ସମସ୍ୟା ଚର୍ଚ୍ଚାକୁ ଆସିଯାଏ। ଜିଲାରୁ ବହୁ ଦାଦନ ଶ୍ରମିକ ରାଜ୍ୟ ବାହାରକୁ କାମ ଅନ୍ବେଷଣରେ ଚାଲିଯାଆନ୍ତି। ଦଶନ୍ଧି ଦଶନ୍ଧି ଧରି ଏହି ସାମୂହିକ ଶ୍ରମିକ ପଳାୟନ ମୁଣ୍ଡବ୍ୟଥାର କାରଣ…

ଆମେରିକାରେ ଜୟଶଙ୍କର: ଗାନ୍ଧିଜୀଙ୍କ ଭାବନା କାହାକୁ ପଛରେ ଛାଡିବା ନ ଥିଲା…

ଓ୍ବାଶିଂଟନ,୧।୧୦ : ୱାଶିଂଟନରେ ଚାଲିଥିବା ‘କଲର୍ସ ଅଫ ଇଣ୍ଡିଆ’ କାର୍ଯ୍ୟକ୍ରମରେ ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ମହାତ୍ମା ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ମହାତ୍ମା ଗାନ୍ଧୀଙ୍କୁ ଜଣେ ଅସାଧାରଣ ବ୍ୟକ୍ତି ଥିଲେ। ତାଙ୍କର ବାର୍ତ୍ତା ସ୍ପଷ୍ଟ ଥିଲା। ସେ…

ଆତଙ୍କବାଦ ସମ୍ମୁଖରେ ଅସହାୟ ପାକିସ୍ତାନ: ଆତ୍ମଘାତୀ ଆକ୍ରମଣର ମାଷ୍ଟରମାଇଣ୍ଡ ଚିହ୍ନଟରେ ବିଫଳ, ର‘କୁ କଲା ଦାୟୀ…

ଇସଲାମାବାଦ,୧।୧୦ : ବାଲଚିସ୍ତାନରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ନେଇ ପାକିସ୍ତାନ ଏବେ ଭାରତୀୟ ଗୁପ୍ତଚର ସଂସ୍ଥା ର‘କୁ ଦାୟୀ କରିଛି। ବିସ୍ଫୋରଣର ୨ ଦିନ ବିତିଥିଲେ ମଧ୍ୟ ପାକିସ୍ତାନ ଏହାର ମାଷ୍ଟରମାଇଣ୍ଡ ଚିହ୍ନଟରେ ବିଫଳ ହୋଇଛି। ବାଲୁଚିସ୍ତାନର ମସ୍ତୁଙ୍ଗ ଜିଲାର ଏକ…

ୟୁକ୍ରେନକୁ ବଡ଼ ଝଟକା: ହ୍ରାସ ପାଇଲା ଆମେରିକା ସହାୟତା…

କିଭ,୧।୧୦: ଅକ୍ଟୋବର ୧ ପୂର୍ବରୁ ସିନେଟରେ ଏହି ଅସ୍ଥାୟୀ ଫଣ୍ଡିଂ ବିଲ ପାରିତ ହୋଇଛି। ଫଳରେ ଶଟଡାଉନ ଆଶଙ୍କା ଆମେରିକାରେ ବର୍ତ୍ତମାନ ଟଳିଛି। ଏଥିରେ ୟୁକ୍ରେନକୁ ସହାୟତା ହ୍ରାସ କରାଯାଇଛି। ଏହା ଦ୍ୱାରା ୟୁକେନ୍‌କୁ ବଡ଼ ଝଟକା ଲାଗିଛି। ଏହି ପ୍ୟାକେଜ…

ଆମେରିକା ସିନେଟରେ ତରବରିଆ ପାରିତ ହେଲା ଅସ୍ଥାୟୀ ଫଣ୍ଡିଂ ବିଲ୍‌,ଆଇନରେ ପରିଣତ କରିବା ପାଇଁ ବାଇଡେନଙ୍କ ନିକଟକୁ ପଠାଗଲା…

ଓ୍ବାଶିଂଟନ, ୧।୧୦: ଶଟଡାଉନ ଆଶଙ୍କା ଆମେରିକାରେ ବର୍ତ୍ତମାନ ଟଳିଛି। ଅକ୍ଟୋବର ୧ ପୂର୍ବରୁ ସିନେଟରେ ଏହି ଅସ୍ଥାୟୀ ଫଣ୍ଡିଂ ବିଲ ପାରିତ ହୋଇଛି। ଫଳରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାରଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଜେନ୍ସିଗୁଡ଼ିକୁ ଖୋଲା ରଖିବା ପାଇଁ…

ଘର ଗୋଟିଏ, ବିଲ୍‌ ଆସୁଛି ଦୁଇଟି

ନନ୍ଦପୁର, ୧।୧୦(ଶଙ୍କର ପୂଜାରୀ)ଟିପିଏସ୍‌ଓଡିଏଲ୍‌ର ଅଜବ ନୀତି ନନ୍ଦପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ଘର ଓ ବିଦ୍ୟୁତ୍‌ ମିଟର ଗୋଟିଏ ଥିବା ବେଳେ ପରିବାରର ସ୍ବାମୀ ସ୍ତ୍ରୀଙ୍କ ନିକଟକୁ ଅଲଗା ଅଲଗା ଦୁଇଟି ଲେଖାଏ ବିଦ୍ୟୁତ୍‌ ବିଲ୍‌ ପ୍ରଦାନ କରାଯାଉଛି। ବିଲ୍‌ରେ ସ୍ବାମୀଙ୍କ…

ପାର୍ବଣରେ ବଢୁଛି ଶବ୍ଦ, ଜଳ ପ୍ରଦୂଷଣ

କେନ୍ଦ୍ରାପଡ଼ା, ୧।୧୦ (ଜଗନ୍ନାଥ ଧଳ)ଗଣେଶ ପୂଜା ଠାରୁ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଏହି ପୂଜା ପାର୍ବଣରେ ଉଚ୍ଚ ସ୍ବରରେ ମାଇକ ବାଜିବା ଶବ୍ଦ ପ୍ରଦୂଷିତ କରୁଥିବା ବେଳେ ମୂର୍ତ୍ତି ନିର୍ମାଣରେ ବ୍ୟବହୃତ ରାସାୟନିକ ରଙ୍ଗ, ପ୍ଲାଷ୍ଟିକ ବ୍ୟବହାର, ଭସାଣି ଶୋଭାଯାତ୍ରାରେ…

ମୋ ଘର ଯୋଜନାରେ ଋଣ ମିଳିପାରୁନି

ବ୍ରହ୍ମବରଦା,୧।୧୦(ଯଯାତି କେଶରୀ ବେହେରା):ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ‘ମୋ ଘର’ ଯୋଜନାରେ ଋଣ ମିଳି ପାରୁନାହିଁ। ଫଳରେ ଋଣ ପାଇଁ ଆବେଦନ କରିଥିବା ଅନେକ ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଲୋକଙ୍କ ଆବେଦନ ବ୍ଲକ୍‌ କାର୍ଯ୍ୟାଳୟରୁ ଯାଞ୍ଚ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri