ଏସିଆ କପ୍ ଜର୍ସିରେ କାହିଁକି ଲେଖାଯାଇନାହିଁ ହୋଷ୍ଟ ପାକିସ୍ତାନର ନାଁ, ଜାଣନ୍ତୁ…
ନୂଆଦିଲ୍ଲୀ,୨।୯: ପାକିସ୍ତାନ ଆୟୋଜନରେ ଏସିଆ କପ୍ ୨୦୨୩ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ପ୍ରଥମ ଦୁଇ ମୁକାବିଲା ପରେ ଖେଳାଳିଙ୍କ ଜର୍ସିକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ସମସ୍ତ ଟିମ୍ ଖେଳାଳିଙ୍କ ଜର୍ସିରେ ଆୟୋଜକ ଦେଶର ନାମ ଦେଖିବାକୁ ମିଳିନାହିଁ।…
ଅଗଷ୍ଟରେ ଆମେରିକାରେ ଚାକିରି ଖୋଜିଛନ୍ତ ୭ଲକ୍ଷ ୩୬ହଜାର ଲୋକ
ଓ୍ବାଶିଂଟନ୍,୨।୯: ଭାରତ ପରି ଆମେରିକାରେ ମଧ୍ୟ ବେରୋଜଗାରି ହାର ବଢିବାରେ ଲାଗିଛି। ଆମେରିକାର ଶ୍ରମ ବିଭାଗ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ, ବେକାରୀ ହାର ୩.୫ରୁ ବଢି ୩.୮ପ୍ରତିଶତକୁ ବୃଦ୍ଧି ପାଇଛି। ପରିସଂଖ୍ୟାନ ଅନୁଯାୟୀ, ବହୁ…
ନିଜ ବିବାହ ଲାଗି ବୁକ୍ କରିବାକୁ ଚାହୁଁଛନ୍ତି କି ପୁରା ଟ୍ରେନ୍, ଜାଣନ୍ତୁ କେତେ ହେବ ଖର୍ଚ୍ଚ…
ପ୍ରାୟ ସମସ୍ତେ ନିଜ ବିବାହରେ କିଛି ସ୍ବତନ୍ତ୍ର କରିବାକୁ ଚାହାନ୍ତି। ବିବାହରେ ବରଯାତ୍ରୀ ଆସିବାର ପରମ୍ପରା ରହିଛି। ଏଥିଲାଗି ବରପକ୍ଷଙ୍କୁ ଅନେକ ଗାଡ଼ି ବୁକ୍ କରିବାକୁ ପଡେ। ହେଲେ ଯଦି କେହି ଟ୍ରେନ୍ରେ ବରଯାତ୍ରୀ ନେଇ ଯିବାକୁ ଚାହାନ୍ତି ତେବେ କିଛି…
ଭାରତର ଜାତୀୟ ପଶୁ ‘ବାଘ’, ଆମେରିକାର ଜାଣିଲେ ଚକିତ ହେବେ…
ଭାରତର ରାଷ୍ଟ୍ରୀୟ ପଶୁ ହେଉଛି ଅପାର ଶକ୍ତିର ପ୍ରତୀକ ବାଘ। ହେଲେ ଆମେରିକାର ଜାତୀୟ ପଶୁ କିଏ ଆପଣ ଜାଣନ୍ତି କି? ହୁଏତ ନା। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହେଉଥିବା ଆମେରିକାର ଜାତୀୟ ପଶୁ ହେଉଛି ‘ଆମେରିକାନ୍…
କ୍ୟାପିଟାଲ ହିଲ୍ ହିଂସା: ‘ପ୍ରାଉଡ ବୟଜ’ର ୨ନେତାଙ୍କୁ ଦଣ୍ଡାଦେଶ, ୬୦୦ରୁ ଅଧିକ ଅଭିଯୁକ୍ତଙ୍କ ଉପରେ ହେଲାଣି କାର୍ଯ୍ୟାନୁଷ୍ଠାନ
ଓ୍ବାଶିଂଟନ୍,୨।୯: ଆମେରିକାର ସଂସଦ ଭବନ କ୍ୟାପିଟାଲ ହିଲ ହିଂସା ମାମଲାରେ ପ୍ରାଉଡ ବୟଜ ଗ୍ରୁପର ଦୁଇଜଣ ନେତା ଜୋସେଫ ବିଗ୍ସ ଓ ଜାକାରି ରେହଲଙ୍କୁ ଦଣ୍ଡିତ କରାଯାଇଛି। ଜଜ ଟିମୋଥି କେଲି ପ୍ରାଉଡ ବୟଜ ସଞ୍ଚାଳକ ବିଗ୍ସଙ୍କୁ ୧୭ ବର୍ଷ ଓ…
ପରଦାରେ ଗାଙ୍ଗୁଲି ହେବା ଲାଗି ଅଣ୍ଟା ଭିଡିଲେ ଆୟୁଷ୍ମାନ
ବମ୍ବେ: ଭାରତୀୟ ଖେଳାଳିମାନଙ୍କ ଉପରେ ନିର୍ମିତ ବାୟୋପିକକୁ ବହୁତ ପସନ୍ଦ କରୁଛନ୍ତି ଦର୍ଶକ। ଉଦାହରଣ ସ୍ବରୂପ ‘ଏମ୍ ଏସ୍ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’ଠାରୁ ଆରମ୍ଭ କରି ‘ଭାଗ୍ ମିଲ୍ଖା ଭାଗ୍’କୁ ନିଆଯାଇପାରେ। ଏହି ଫିଲ୍ମଗୁଡିକର ସଫଳତାକୁ ଦେଖି ବଲିଉଡରେ ଭାରତୀୟ…
ଆଦିତ୍ୟ-ଏଲ୍୧ ପୂର୍ବରୁ ସୂର୍ଯ୍ୟପୃଷ୍ଠରେ ପହଞ୍ଚିସାରିଛି ନାସାର ଏହି ମହାକାଶଯାନ
ନୂଆଦିଲ୍ଲୀ,୨।୯: ଚନ୍ଦ୍ରୟାନ-୩ ସଫଳ ହେବା ପରେ ଇସ୍ରୋ ପୁଣି ଏକ ନୂତନ ଇତିହାସ ରଚିବାକୁ ପ୍ରସ୍ତୁତ। ଇସ୍ରୋ ସୂର୍ଯ୍ୟଙ୍କ ଉପରେ ଗବେଷଣା ପାଇଁ ଆଜି ଆଦିତ୍ୟ-ଏଲ୍୧ମିଶନ ଆରମ୍ଭ କରିବ। ପ୍ରଥମ ଥର ପାଇଁ ସୂର୍ଯ୍ୟଙ୍କ ଉପରେ ଗବେଷଣା ପାଇଁ ଇସ୍ରୋ ଏହାର…
ତାମିଲ ସମେତ ୪ ଭାଷା ଜାଣିଛନ୍ତି ନୂଆ ରାଷ୍ଟ୍ରପତି ଥର୍ମାନ, ଏଭଳି ଥିଲା ରାଜନୈତିକ କ୍ୟାରିୟର
ସିଙ୍ଗାପୁର,୨।୯: ଭାରତୀୟ ବଂଶୋଭବ ସିଙ୍ଗାପୁର ଜନ୍ମିତ ଅର୍ଥନୀତିଜ୍ଞ ଥର୍ମାନ ଶାନମୁଗରତ୍ନମ୍ ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ସେ ବିଜୟ ହାଜଲ କରିଛନ୍ତି। ୨୦୧୧ରୁ ଥର୍ମାନ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ଯିଏକି ୭୦ପ୍ରତିଶତରୁ ଅଧିକ…
ରୁଷିଆର ଲୁନା -୨୫ଧକ୍କା ହେବାରୁ ଚନ୍ଦ୍ରରେ ୩୩ ଫୁଟର ଗର୍ତ୍ତ, ଦୁର୍ଘଟଣା ସ୍ଥାନକୁ ଖୋଜିଲା ନାସା
କେପ କ୍ୟାନଭେରଲ,୨।୯: ଆମେରିକାର ସ୍ପେସ ଏଜେନ୍ସି ନାସାର ମହାକାଶଯାନ ସମ୍ଭାବ୍ୟ ସ୍ଥାନକୁ ଖେଶଜି ବାହାର କରିଛି ଯେଉଁଠାରେ ରୁଷିଆର ରୋବୋଟିକ ଲ୍ୟାଣ୍ଡର ଲୁନା -୨୫ ଗତ ମାସରେ ଏକ ଅନିୟନ୍ତ୍ରିତ କକ୍ଷପଥକୁ ଯିବା ପରେ ଚନ୍ଦ୍ରରେ ଖସିପଡିଥିଲା। ୪୭ ବର୍ଷ ପରେ,…
ଇରାକରେ ସଡ଼କ ଦୁର୍ଘଟଣା, ୧୬ ମୃତ
ବାଗଦାଦ,୨।୯: ଇରାକରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣା ହୋଇଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ନିହତମାନଙ୍କ ମଧ୍ୟରୁ ଅଧିକାଂଶ ଇରାନୀୟ ଥିଲେ। ଏହି ଦୁର୍ଘଟଣାରେ ୧୭ ଜଣ ମଧ୍ୟ ଆହତ ହୋଇଛନ୍ତି। ଇରାକର ଉତ୍ତର ଭାଗର ଦୁଇ…
ଆମେରିକା-ଦକ୍ଷିଣ କୋରିଆ ମଧ୍ୟରେ ସୈନ୍ୟ ଅଭ୍ୟାସକୁ ଦେଖି ଚିନ୍ତାରେ ଉତ୍ତର କୋରିଆ, ପରୀକ୍ଷା କଲା କ୍ଷେପଣାସ୍ତ୍ର
ସିଓଲ,୨।୯: ଶନିବାର ସକାଳେ ଉତ୍ତର କୋରିଆ କୋରିଆ ଉପଦ୍ୱୀପର ପଶ୍ଚିମ ଉପକୂଳରୁ ସମୁଦ୍ର ଆଡକୁ ଅନେକ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଦକ୍ଷିଣ କୋରିଆ ସେନାର ସୂଚନା ଅନୁଯାୟୀ, ନିକଟରେ ଆମେରିକା ଦକ୍ଷିଣ କୋରିଆ ମଧ୍ୟରେ ମିଳିତ ସାମରିକ ଅଭ୍ୟାସ ଅନୁଷ୍ଠିତ…
ସାଧାରଣତନ୍ତ୍ର ଦିବସରେ ‘ୱାର୍ ୨’
ମୁମ୍ବାଇ: ‘ୱାର୍ ୨’କୁ ନେଇ ନିର୍ମାତା ଆଦିତ୍ୟ ଚୋପ୍ରା କିଛି ମାସ ତଳେ ଏକ ଘୋଷଣା କରିଥିଲେ। ଯେଉଁଥିରେ ଅଭିନେତା ହ୍ରିତିକ୍ ରୋଶନଙ୍କ ସହ ଜୁନିୟର ଏନ୍ଟିଆର୍ ନଜରକୁ ଆସିବେ ବୋଲି ଜଣାପଡ଼ିଥିଲା। ଏବେ ନିର୍ମାତା ଆଉ ଏକ ଘୋଷଣା କରିଛନ୍ତି।…
Archives


