Home

ଭାରତ ବିପକ୍ଷ ମୁକାବିଲା ଲାଗି ଦଳ ଘୋଷଣା କଲା ପାକିସ୍ତାନ, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୧। ୯: ଏସିଆ କପ୍ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ ଅର୍ଥାତ ରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ ପଲ୍ଲିକେଲରେ ଭାରତୀୟ ସମୟାନୁସାରେ ଅପରାହ୍ନ ୩ଟାରେ ଖେଳାଯିବ। ତେବେ ଏହି ବ୍ଲକବଷ୍ଟର ମୁକାବିଲା ପୂର୍ବରୁ…

ସୂର୍ଯ୍ୟରେ ନିଶ୍ଚିହ୍ନ ହୋଇପାରେ ୧୩ଲକ୍ଷ ପୃଥିବୀ, ୫ବିଲିୟନ ବର୍ଷ ପରେ ହୋଇଯିବ ସୂର୍ଯ୍ୟର ଅନ୍ତ

ଚନ୍ଦ୍ରର ଦକ୍ଷିଣ ଭାଗରେ ଅବତରଣ କରି ଇତିହାସ ସୃଷ୍ଟି କରିବା ପରେ ଇସ୍ରୋ ଆରମ୍ଭ କରିଛି ସୂର୍ଯ୍ୟ ମିଶନ। ଶନିବାର ଆଦିତ୍ୟ ଏଲ୧ ରେ ଶ୍ରୀହରିକୋଟାସ୍ଥିତ ଲଞ୍ଚ ପ୍ୟାଡରେ ଏହା ଲଞ୍ଚ ହେବ। ଏଥିପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଭାରତୀୟ ମହାକାଶ…

ୟୁପିଆଇରେ ୧୦୦୦କୋଟି ଟ୍ରାଞ୍ଜାକ୍ସନ

ନୂଆଦିଲ୍ଲୀ,୧।୯: ଅଗଷ୍ଟରେ ୟୁନିଫାଏଡ ପେମେଣ୍ଟ ସିଷ୍ଟମ (ୟୁପିଆଇ) ମାଧ୍ୟମରେ ଟ୍ରାଞ୍ଜାକ୍ସନ ୧୦୦୦କୋଟି ଅତିକ୍ରମ କରିଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଏହି ପରିପ୍ରେକ୍ଷୀରେ ସର୍ବଶେଷ ତଥ୍ୟ ପ୍ରକାଶ କରିଛି। ଏନପିଏସଆଇ ହେଉଛି ଭାରତର ସମସ୍ତ ଖୁଚୁରା ଦେୟ ପ୍ରଣାଳୀର…

ରେଲଓ୍ବେ ବୋର୍ଡର ପ୍ରଥମ ମହିଳା ସିଇଓ ଭାବେ ଦାୟିତ୍ୱ ନେଲେ ଜୟା ସିହ୍ନା

ନୂଆଦିଲ୍ଲୀ,୧।୯: ରେଲଓ୍ବେ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବରେ ନିଯୁକ୍ତି ହେଲେ ଜୟା ଭର୍ମା ସିହ୍ନା। ମନ୍ତ୍ରିମଣ୍ଡଳର ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ସିହ୍ନା ନୂତନ ଅଧ୍ୟକ୍ଷ ତଥା ସିଇଓ ଭାବେ ଶନିବାର ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।…

ପ୍ରତିଦିନ ୧୪୪୦ ଫଟୋ ପଠାଇବ ଆଦିତ୍ୟ ଏଲ-୧ର ବଡ ପେଲୋଡ ଭିଇଏଲସି

ବେଙ୍ଗାଲୁରୁ,୧।୯: ଚନ୍ଦ୍ରାବତରଣ ପରେ ଏବେ ସୂର୍ଯ୍ୟ ମିଶନ ପାଇଁ ଭାରତ ପ୍ରସ୍ତୁତ। ଶନିବାର ଶ୍ରୀହରିକୋଟା ସ୍ଥିତ ଲଞ୍ଚ ପ୍ୟାଡରୁ ଉତ୍‌କ୍ଷେପଣ ହେବ ଆଦିତ୍ୟ ଏଲ-୧। ଏହା ନିଜ ଲକ୍ଷ୍ୟ ପଥ ଅର୍ଥାତ୍‌ ସୂର୍ଯ୍ୟର କକ୍ଷ ପଥରେ ବୁଲି ତଥ୍ୟ ସଂଗ୍ରହ କରିବ।…

ଶ୍ରୀଲଙ୍କା ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ,୧।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେପ୍ଟେମ୍ବର ୨ ଓ ୩ ରେ ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ। ସରକାରଙ୍କ ପକ୍ଷରୁ କୁହାଯାଇଛି କି ଏହି ଯାତ୍ରା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବାକୁ ଏକ ମାଇଲ ଖୁଣ୍ଟ…

କର୍ନାଟକ ହାଇକୋର୍ଟରୁ ଜେଡିଏସ ଏମପି ପ୍ରଜ୍ୱଳ ରଓ୍ବେନ୍ନାଙ୍କୁ ଝଟକା, ଲୋକ ସଭାରୁ ଅଯୋଗ୍ୟ ଘୋଷିତ

ବେଙ୍ଗାଲୁରୁ,୧।୯: କର୍ନାଟକ ହାଇକୋର୍ଟ ଶୁକ୍ରବାର ଜେଡିଏସ ଏମପି ପ୍ରଜ୍ୱଳ ରଓ୍ବେନ୍ନାଙ୍କୁ ତାଙ୍କ ନିର୍ବାଚନ ଆଫିଡେଭିଟରେ ଭୁଲ ତଥ୍ୟ ଦେଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ହାସନରୁ ହାରିଥିବା ଭାଜପା ପ୍ରାର୍ଥୀ ଅରକଲାଗୁଡୁ ମଞ୍ଜୁ ଜୁନ ୨୬, ୨୦୧୯ରେ ପ୍ରଜ୍ୱଳ ରଓ୍ବେନ୍ନାଙ୍କ ଏମପି…

‘ଏକ ଦେଶ-ଏକ ନିର୍ବାଚନ’ ସପକ୍ଷରେ ବହୁ କେନ୍ଦ୍ର ମନ୍ତ୍ରୀ, ବିରୋଧୀଙ୍କୁ ଦେଲେ କଡା ଜବାବ

‘ଏକ ଦେଶ-ଏକ ନିର୍ବାଚନ’ ସପକ୍ଷରେ ବହୁ କେନ୍ଦ୍ର ମନ୍ତ୍ରୀ, ବିରୋଧୀଙ୍କୁ ଦେଲେ କଡା ଜବାବ ନୂଆଦିଲ୍ଲୀ,୧।୯: ଏକ ଦେଶ-ଏକ ନିର୍ବାଚନକୁ ନେଇୁ ଜାତୀୟ ରାଜନୀତି ସରଗରମ ରହିଛି। ଆଶା କରାଯାଉଛି କି, ଆସନ୍ତା ମୌସୁମୀ ଅଧିବେଶନରେ ଏହି ବିଷୟରେ ଚର୍ଚ୍ଚା ହେବ।…

ଡିଜାଇନିଂରେ କ୍ୟାରିୟର କରିବାକୁ ଚାହୁଁଥିଲେ ସିଦ୍ଧାର୍ଥ

ମୁମ୍ବାଇ: ସିଦ୍ଧାର୍ଥ ଶୁକ୍ଲାଙ୍କ କ୍ୟାରିୟର ସିରିଏଲ ‘ବାଲିକା ବଧୁ‘ରୁ ଆରମ୍ଭ ହୋଇଥିଲା, ସେ ଫିଲ୍ମ ‘ହମ୍ପ୍ଟି ଶର୍ମା କି ଦୁଲହନିଆ’ରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମୁଖ୍ୟ କଳାକାର ବରୁଣ ଧାୱନ ଏବଂ ଆଲିଆ ଭଟ୍ଟଙ୍କ ସହ ପରଦା…

ପ୍ରଧାନମନ୍ତ୍ରୀଙ୍କୁ ଜେଲ ଦଣ୍ଡ ଦେବା ପାଇଁ ଆଦେଶ ଦେଲେ ଏହି ଦେଶର ରାଜା

ବ୍ୟାଙ୍କକକ୍‌,୧।୯: ଥାଇଲାଣ୍ଡର ରାଜା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନ ଶିନାୱାତ୍ରାଙ୍କ ଜେଲ ଦଣ୍ଡକୁ ଆଠ ବର୍ଷରୁ ଏକ ବର୍ଷକୁ ହ୍ରାସ କରିଛନ୍ତି। ଶିନାୱାତ୍ରା ଦୀର୍ଘ ୧୫ ବର୍ଷ ପରେ ଦେଶରୁ ନିର୍ବାସନ ହୋଇଥିଲେ। ଥାଇଲାଣ୍ଡର ରାଜା ମହା ଭାଜିରାଲୋଙ୍ଗକର୍ନଙ୍କ ଏହି ନିଷ୍ପତ୍ତି…

ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ପୂରଣ କଲେ ତମନ୍ନା ଭାଟିଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ ବ୍ୟାକ ଟୁ ବ୍ୟାକ ନିଜ ଦମଦାର ପ୍ରଦର୍ଶନ କରି ପ୍ରଶଂସକଙ୍କ ହୃଦୟ ଜିତି ଯାଇଛନ୍ତି। କିଛି ଅଲଗା ପ୍ରୋଜେକ୍ଟର ଅଂଶ ବି ରହି ସାରିଛନ୍ତି ଅଭିନେତ୍ରୀ। ନିକଟରେ ସେ ‘ଜି କରଦା’ ପରେ ‘ଲଷ୍ଟ…

ପାକିସ୍ତାନରେ ପୁଲଓ୍ବାମା ଭଳି ଆକ୍ରମଣ, ସେନା ଗାଡି ସହ ପିଟି ହେଲା ଆତ୍ମଘାତୀ ଆକ୍ରମଣକାରୀ, ବିସ୍ଫୋରଣରେ ୯ ମୃତ

ଇସଲାମାବାଦ,୧।୯: ପାକିସ୍ତାନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ସୂଚନା ଅନୁସାରେ, ଟିଟିପି ଆତ୍ମଘାତୀ ଆକ୍ରମଣରେ ୯ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପାକିସ୍ତାନର ଖାଇବର ପାଖ୍ଟନଖୱା ପ୍ରଦେଶରେ ଘଟିଥିବା ବେଳେ ଏକ ବାଇକ ଯୋଗେ ଆତ୍ମଘାତୀ ଆତଙ୍କବାଦୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri