Home

ପାକିସ୍ତାନୀ ସୈନ୍ୟ ଆତଙ୍କବାଦୀ ମୁହାଁମୁହିଁ: ମେଜର ସମେତ ୨ ଜଣ ମୃତ…

ଇସଲାମାବାଦ,୨।୯ : ଆଫଗାନିସ୍ତାନ ସୀମାବର୍ତ୍ତୀ ଉତ୍ତର-ପଶ୍ଚିମ ଆଦିବାସୀ ଜିଲାରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ପାକିସ୍ତାନୀ ସେନା ପ୍ରମୁଖ ଏବଂ ଜଣେ ସୈନିକଙ୍କ ମୃତ୍ୟୁ ଘଟିଛି। ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ନିଷିଦ୍ଧ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ସନ୍ତ୍ରାସବାଦୀ ଗୋଷ୍ଠୀ ଦ୍ୱାରା…

ନିଜ ମନ୍ତ୍ରୀମାନଙ୍କ ପାଇଁ ୩୩ଟି ଦାମୀ ଗାଡି କିଣିବେ ସିଦ୍ଧରମେୟା ସରକାର

ବେଙ୍ଗାଲୁରୁ,୨।୯: ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କର୍ନାଟକର ୭୫ ପ୍ରତିଶତ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେବା ସହ ରାଜ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କିନ୍ତୁ ଏପରି ସମୟରେ କର୍ନାଟକ ସରକାର ନିଜ ମନ୍ତ୍ରୀଙ୍କ ପାଇଁ ୩୩ଟି ବିଳାସପୂର୍ଣ୍ଣ କାର…

ଚାଇନା ପାଖରେ ବିଶ୍ୱର ସର୍ବବୃହତ ନୌସେନା…

ବେଜିଂ,୨।୯: ଚାଇନା ବିଶ୍ୱର ସର୍ବବୃହତ ନୌସେନା ରହିଛି। ଯେଉଁଥିରେ ୩୪୦ ରୁ ଅଧିକ ଯୁଦ୍ଧ ଜାହାଜ ଅନ୍ତର୍ଭୁକ୍ତ ଅଛି। ଏହାକୁ ଗୀନ ଓ୍ବାଟର ସେନା ଭାବରେ ବିବେଚନା କରାଯାଇଥାଏ। ଏହା ପ୍ରାୟତଃ ଦେଶର ଉପକୂଳରେ କାର୍ଯ୍ୟ କରିଥାଏ, କିନ୍ତୁ ଚାଇନାର ଯୁଦ୍ଧପୋତ…

ଖୁବଶୀଘ୍ର ‘ସ୍ଲିପ୍‌’ ମୋଡ୍‌କୁ ଯିବେ ପ୍ରଜ୍ଞାନ, ବିକ୍ରମ

ବେଙ୍ଗାଲୁରୁ,୨।୯: ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ)ର ଅଧ୍ୟକ୍ଷ ଏସ ସୋମନାଥ ଚନ୍ଦ୍ରାୟାନ ୩ମିଶନର ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର୍‌ ବିକ୍ରମ ଠିକ୍‌ ରୂପେ କାମ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଜ୍ଞାନ ଲ୍ୟାଣ୍ଡର୍‌ ଠାରୁ ପ୍ରାୟ ୧୦୦…

ଦେଶର ପ୍ରଥମ ସୋଲାର ମିଶନ ଲଞ୍ଚିଂ ସଫଳ, ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨।୯: ଇସ୍ରୋର ସୂର୍ଯ୍ୟ ମିଶନ ଆଦିତ୍ୟ- ଏଲ ୧ର ସଫଳ ଲଞ୍ଚିଂ ଅବସରରେ ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଜି ମାଧବନ ନାୟାର କହିଛନ୍ତି, PSLV XL ପୂର୍ବପରି ନିଜର କାର୍ଯ୍ୟ କରିସାରିଛି। ଏହାର ଏକ ସଠିକ ପଥ ଥିଲା ଏବଂ ଏହାକୁ…

ଛୁଟିଦିନରେ ବି ଦେଶସେବା କରିବେ ଭାରତୀୟ ଯବାନ

ନୂଆଦିଲ୍ଲୀ,୨।୯: ଭାରତୀୟ ସେନାର ଯବାନମାନେ ଛୁଟିଦିନରେ ମଧ୍ୟ ଦେଶ ସେବାରେ ନିୟୋଜିତ ରହିବେ। ଯବାନମାନେ ଛୁଟି ସମୟରେ ସାମାଜିକ ସେବାରେ ଅଂଶଗ୍ରହଣ କରନ୍ତୁ ବୋଲି ଆଶା ପ୍ରକାଶ କରିଛି ଭାରତୀୟ ସେନା। ଦେଶର ସମସ୍ତ ସେନା ବାହିନୀକୁ ସେମାନଙ୍କ ମତାମତ ଦେବାକୁ…

ମରାଠା ସଂରକ୍ଷଣ ହିଂସାକୁ ନେଇ ଆକ୍ସନ ମୁଡରେ ପୋଲିସ, ୩୬୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ,୨।୯: ମହାରାଷ୍ଟ୍ରର ଜାଲନା ଜିଲାରେ ମରାଠା ସଂରକ୍ଷଣ ପାଇଁ ହେଉଥିବା ଆନ୍ଦୋଳନ ଶୁକ୍ରବାର ଦିନ ହିଂସାତ୍ମକ ରୂପ ନେଇଛି। ଏଥିରେ ପୋଲିସ ସମେତ ଅନେକ ଲୋକ ଆହତ ହୋଇଥିଲେ। ତେବେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଏହି ସମୟରେ ପୋଲିସ ଏହି…

ଜି – ୨୦ ବୈଠକ ସମୟରେ କାନାଡାରେ ପାଳନ କରାଯିବ ଖଲିସ୍ତାନ ରେଫରେଣ୍ଡମ

ନୂଆଦିଲ୍ଲୀ,୨।୯: ଗୋଟିଏ ପଟେ ଯେଉଁଠାରେ ଦେଶର ରାଜଧାନୀ ଦିଲ୍ଲୀରେ ଜି -୨୦ ଶିଖର ସମ୍ମିଳନୀ ଆୟୋଜିତ ହେବ, ଅନ୍ୟ ପଟେ ଖାଲିସ୍ତାନ ସମର୍ଥକମାନେ କାନାଡାର ସରକାରୀ ବିଦ୍ୟାଳୟରେ ଖାଲିସ୍ତାନ ରେଫରେଣ୍ଡମ ପାଳନ କରିବାକୁ ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ କାନାଡା…

‘ଇ.ଣ୍ଡି.ଆ’ ମହାମେଣ୍ଟକୁ ନେଇ ବଡ ଘୋଷଣା କଲେ ନୀତୀଶ କୁମାର,  ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ

ପାଟନା,୨।୯: ମୁମ୍ବାଇରେ ଇ.ଣ୍ଡି.ଆ ଆଲାଇନ୍ସର ବୈଠକର ଗୋଟିଏ ଦିନ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଅକ୍ଟୋବର ୨ ତାରିଖରୁ ସାରା ଦେଶରେ ଜାତୀୟ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ନୀତୀଶ କହିଛନ୍ତି।…

ଟ୍ରୋଲ ହେଲେ ପିସି, ଜବାବ ଦେଲେ ସିମି

ମୁମ୍ବାଇ: ଟେଲିଭିଜନ ପରଦାରେ ୨୦୧୧ରେ ସିମି ଗାରେୱାଲଙ୍କ ସେଲିବ୍ରିଟି ଚାଟ ସୋ ‘ସିମି ସିଲେକ୍ଟସ ଇଣ୍ଡିଆଜ ମୋଷ୍ଟ ଡିଜାରେବଲ’ ଖୁବ ଚର୍ଚ୍ଚତ ଶୋ’ ଥିଲା। ଏଥିରେ ରଣବୀର କପୁର, ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା, ଅନୁଷ୍କା ଶର୍ମା, ରଣବୀର ସିଂ ଏବଂ…

ଭାରତର ସୌର ମିଶନ ‘ଆଦିତ୍ୟ-ଏଲ୍‌୧’ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କଲେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନର ପୂର୍ବତନ କମାଣ୍ଡର କ୍ରିସ ହାଡଫିଲ୍ଡ

ନୂଆଦିଲ୍ଲୀ,୨।୯: ଚନ୍ଦ୍ରପୃଷ୍ଠରେ ବିଜୟ ହାସଲ ପରେ ସୂର୍ଯ୍ୟ ନମସ୍କାର କରିବାକୁ ଯାଉଛି ଆଦିତ୍ୟ-ଏଲ୧। ଦକ୍ଷିଣ ମେରୁରେ ଚନ୍ଦ୍ରାବତରଣ କରି ଇତିହାସ ରଚିଛି ଇସ୍ରୋ। ତେବେ ପୁଣି ଇସ୍ରୋର ସୌର ମିଶନ ବିଶ୍ୱର ନଜରକୁ ନିଜ ଆଡକୁ ଟାଣି ଆଣିଛି। ଆନ୍ଧ୍ର ପ୍ରଦେଶର…

ରାମ ଚରଣଙ୍କ ଝିଅ ପାଳିଲେ ପ୍ରଥମ ବରଲକ୍ଷ୍ମୀ ବ୍ରତ

ଚେନ୍ନାଇ: ସାଉଥ ସୁପରଷ୍ଟାର ରାମଚରଣ ଓ ତାଙ୍କ ପତ୍ନୀ ଉପାସନା କାମିନେନି ଏବେ ପ୍ୟାରେଣ୍ଟହୁଡ ଏନଜୟ କରୁଛନ୍ତି। ଚଳିତ ବର୍ଷ ଜୁନରେ ତାଙ୍କ ଘରକୁ ଆସିଛି ଏକ ନହ୍ନି ପରି। ଏହି କନ୍ୟା ସନ୍ତାନର ନାମ ରଖିଛନ୍ତି କ୍ଲିନ କାରା କୋନିଡେଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri