ଫେସବୁକ ବ୍ୟବହାର କଲେ ଦେବାକୁ ପଡିବ ଅର୍ଥ
ନୂଆଦିଲ୍ଲୀ,୨।୯: ଯଦି ଆପଣ ଫେସବୁକ ଏବଂ ଇନଷ୍ଟାଗ୍ରାମ ମଧ୍ୟ ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର। ମେଟା ଏହାର ଦୁଇଟି ବଡ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମ ଫି ଆଧାରିତ କରିବାକୁ ନିଷ୍ପତ୍ତି ନେଇଛି…
ଏହି ୪ ରାଶିର ପୁରୁଷଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ମହିଳା; କରିପାରନ୍ତି ନାହିଁ ନା
ଜ୍ୟୋତିଷ ଶାସ୍ତ୍ରରେ ରାଶିର ମହତ୍ତ୍ୱ ଅଧିକ। ଏହା ଆଧାରରେ କୌଣସି ବ୍ୟକ୍ତିର ସ୍ବଭାବ, ଗୁଣ-ଦୋଷ ଏବଂ ତା’ର ଜୀବନରେ ହେବାକୁ ଥିବା ଘଟଣା ବିଷୟରେ ଜଣାପଡ଼ିଥାଏ। ଆଜି ଆମେ ଏଭଳି ୪ ରାଶି ବିଷୟରେ କହିବୁ, ଯେଉଁଥିରେ ଜନ୍ମିତ ଯୁବକମାନଙ୍କ ପ୍ରତି…
ଏଫଟିଆଇଆଇ ସଭାପତି ହେଲେ ଆର୍ ମାଧବନ୍, ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ
ବମ୍ବେ: ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(ଏଫ୍ଟିଆଇଆଇ)ର ସଭାପତି ତଥା ପରିଚାଳନା ପରିଷଦର ଚେୟାରମ୍ୟାନ ହୋଇଛନ୍ତି ଅଭିନେତା ଆର୍ ମାଧବନ୍। କିଛି ଦିନ ପୂର୍ବେ ତାଙ୍କର ଚଳଚ୍ଚିତ୍ର ‘ରକେଟ୍ରି: ନାମ୍ବି ଇଫେକ୍ଟ’ ଜାତୀୟ ପୁରସ୍କାର ଲାଭ କରିଥିଲା। ଶ୍ରେଷ୍ଠ ବୈଶିଷ୍ଟ୍ୟ…
ଉତ୍କ୍ଷେପଣ ହେଲା ‘ଆଦିତ୍ୟ-ଏଲ୍୧’
ଶ୍ରୀହରିକୋଟା,୨ା୯: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୍୧’ ଶନିବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧାଓ୍ବନ ମହାକାଶ କେନ୍ଦ୍ରର ଉତ୍ପେକ୍ଷଣ କରାଯାଇଛି। ପୂର୍ବାହ୍ନ ୧୧.୫୦ରେ‘ଆଦିତ୍ୟ-ଏଲ୍୧’ ଉତ୍କ୍ଷେପଣ ହୋଇଛି। ‘ପିଏସଏଲ୍ଭି-ସି୫୭’ ରକେଟ ଯୋଗେ ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ୍୧’ ମହାକାଶ ଅଭିମୁଖେ ଯାତ୍ରା…
ଆମ ଦେଶର ନାମ ‘ଭାରତ’, ‘ଇଣ୍ଡିଆ’ ନାମର ବ୍ୟବହାର ବନ୍ଦ କରିବା ଜରୁରୀ: ଆରଏସଏସ ମୁଖ୍ୟ ମୋହନ ଭଗଓ୍ବତ
ଗୁଆହାଟୀ,୨।୯: ଇଣ୍ଡିଆ ବଦଳରେ ଦେଶକୁ ଭାରତ ବୋଲି ସମ୍ବୋଧନ କରନ୍ତୁ। ଏପରି କହିଛନ୍ତି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭଗଓ୍ବତ। ସେ କହିଛନ୍ତି, ଇଣ୍ଡିଆ ବଦଳରେ ଭାରତ ନାମ ବ୍ୟବହାର କରାଯିବା ଉଚିତ। ଏଥିପାଇଁ ମୁଁ ଲୋକଙ୍କୁ ଅନୁରୋଧ…
ବାବରଙ୍କ ରଣହୁଙ୍କାର, କହିଲେ ‘କେହି କାହାଠାରୁ କମ୍ ନୁହଁନ୍ତି’
ପାଲିକେଲେ,୨।୯: ଏସିଆ କପ୍ ୨୦୨୩ ଟୁର୍ନାମେଣ୍ଟରେ ଶନିବାର ଖେଳାଯିବାକୁ ଥିବା ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ। ଶ୍ରୀଲଙ୍କାର ପାଲିକେଲେରେ ଖେଳାଯିବାକୁ ଥିବା ଏହି ହାଇ ଭୋଲ୍ଟେଜ୍ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି। ଦିନିକିଆ…
କିଏ ସେହି ବ୍ୟକ୍ତି, ଯିଏ ଉପହାରରେ ରଜନୀକାନ୍ତଙ୍କୁ ଦେଲେ ୧୦୦ କୋଟିର ଚେକ୍, ୧.୨୫ କୋଟିର ବିଏମ୍ଡବ୍ଲୁ
ବମ୍ବେ: ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରତିଟି ଫିଲ୍ମ ବକ୍ସ ଅଫିସରରେ ସୁପରହିଟ୍ ହୋଇଥାଏ। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ବ୍ୟବସାୟର ନୂଆ ମାଇଲଷ୍ଟୋନ୍ ସୃଷ୍ଟି କରିଛି। ଏବେ ଏହାର ସଫଳତାକୁ ନେଇ ଜଣେ ବ୍ୟକ୍ତି ତାଙ୍କୁ ୧୦୦ କୋଟି…
ବିଶ୍ୱରେ ‘ବେଷ୍ଟ ବ୍ୟାଙ୍କର୍’ ଭାବେ ସମ୍ମାନିତ ହେଲେ ଆରବିଆଇ ମୁଖ୍ୟ ଶକ୍ତିକାନ୍ତ ଦାସ, ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୨।୯: ଦେଶ ପାଇଁ ଗର୍ବ ଆଣିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ମୁଖ୍ୟ ଶକ୍ତିକାନ୍ତ ଦାସ। ଓଡିଆ ପୁଅ ତଥା ଆରବିଆଇର ଗଭର୍ଣ୍ଣର ଭାବେ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ ହୋଇଛନ୍ତି। ଆମେରିକୀୟ ଗ୍ଲୋବାଲ ଫାଇନାନ୍ସ ପତ୍ରିକା ପକ୍ଷରୁ ଶକ୍ତିକାନ୍ତଙ୍କୁ ସର୍ବଭାରତୀୟ…
ମହମ୍ମଦ ଅଲ-ଫୟଦ: ରାଜକୁମାରୀ ଡାଏନାଙ୍କ ସହ ଯାହାଙ୍କ ପୁଅଙ୍କର ହୋଇଥିଲା ମୃତ୍ୟୁ, ୯୪ ବର୍ଷ ବୟସରେ ପରଲୋକ
ଲଣ୍ଡନ,୨।୯: ମିଶ୍ର ଦେଶରେ ଜନ୍ମିତ ବିଜନେସମ୍ୟାନ ମହମ୍ମଦ ଅଲ-ଫୟଦଙ୍କର ପରଲୋକ ହୋଇଛି। ୯୪ ବର୍ଷ ବୟସରେ ଏହି ଅରବପତି ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମିଶ୍ରର ସହର ଇଜିପ୍ଟର ଆଲେକ୍ସଜାଣ୍ଡ୍ରିଆରେ ଜନ୍ମଗ୍ରହଣ କରିଥିବା ଅଲ-ଫୟଦ ତାଙ୍କ କ୍ୟାରିୟରର ଆରମ୍ଭ ଫିଜି ଡ୍ରିଙ୍କ ବିକ୍ରୟରୁ…
ଦିନିକିଆରେ ଶେଷ ଥର ପାଇଁ କେବେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ…
ନୂଆଦିଲ୍ଲୀ,୨।୯: ଏସିଆ କପ୍ ୨୦୨୩ରେ ସେପ୍ଟେମ୍ବର ୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ଉଭୟ ଟିମ୍ ଏହି ଫର୍ମାଟରେ ମୁହାଁମୁହିଁ ହେବେ। ଏହା ପୂର୍ବରୁ ଉଭୟ ଟିମ୍ ୨୦୧୯ ଜୁନ୍ ୧୬ରେ…
ଆମେରିକାର ଏକ ଜେଲ୍ରେ ଛୁରାମାଡ, ଜଣେ କଏଦୀ ମୃତ
ଓ୍ବାଶିଂଟନ୍,୨।୯: ଆମେରିକାର ଫୁଲଟନ କାଉଣ୍ଟି ଜେଲରେ ଏକ ଅଭାବନୀୟ ଘଟଣା ଘଟିଛି। ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜେଲ୍ ଭିତରେ ଛୁରାମାଡରେ ଜଣେ କଏଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରି ଜଣ କଏଦୀ ଆହତ ହୋଇଛନ୍ତି। ଫୁଲଟନ କାଉଣ୍ଟି ସରିଫ…
ଏସିଆ କପ୍ ଜର୍ସିରେ କାହିଁକି ଲେଖାଯାଇନାହିଁ ହୋଷ୍ଟ ପାକିସ୍ତାନର ନାଁ, ଜାଣନ୍ତୁ…
ନୂଆଦିଲ୍ଲୀ,୨।୯: ପାକିସ୍ତାନ ଆୟୋଜନରେ ଏସିଆ କପ୍ ୨୦୨୩ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ପ୍ରଥମ ଦୁଇ ମୁକାବିଲା ପରେ ଖେଳାଳିଙ୍କ ଜର୍ସିକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ସମସ୍ତ ଟିମ୍ ଖେଳାଳିଙ୍କ ଜର୍ସିରେ ଆୟୋଜକ ଦେଶର ନାମ ଦେଖିବାକୁ ମିଳିନାହିଁ।…
Archives


