Home

ଆସନ୍ତା ୨୫ ବର୍ଷ ଦେଶ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ,୩୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଏକତା ନଗରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସନ୍ତା…

ଭାଣିଜିଙ୍କ ଡେବ୍ୟୁ ମୁଭିର ପୋଷ୍ଟର ଶେୟାର କଲେ ସଲମାନ

ମୁମ୍ବାଇ: ବଲିଉଡ ଭାଇଜାନଙ୍କ ଭଳି ଏବେ ତାଙ୍କ ଭାଣିଜି ଅଲିଜେହ ଅଗ୍ନିହୋତ୍ରୀ ବଲିଉଡ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଫିଲ୍ମ ‘ଫରେ’ରେ ଅଲିଜେହ ଡେବ୍ୟୁ କରିବାକୁ ଯାଉଛନ୍ତି। ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଥିଲା। ବର୍ତ୍ତମାନ ଫିଲ୍ମର ଟିଜର ଏବଂ…

ଆମେରିକା ତିଆରି କରୁଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପରମାଣୁ ବୋମା, ହିରୋସୀମାରେ ପଡିଥିବା ବୋମା ଠାରୁ ୨୪ ଗୁଣା ଅଧିକ ଶକ୍ତିଶାଳୀ

ଓ୍ବାଶିଂଟନ,୩୧।୧୦: ଆମେରିକା ଏକ ନୂଆ ପରମାଣୁ ବୋମା ତିଆରି କରିବାକୁ ପ୍ରସ୍ତୁତ ହେଉଛି। ଆମେରିକାର ଗଣମାଧ୍ୟମ ଅନୁଯାୟୀ, ଜାପାନର ହିରୋସିମା ଉପରେ ପକାଯାଇଥିବା ବୋମାଠାରୁ ଏହି ନୂତନ ବୋମା ୨୪ ଗୁଣ ଅଧିକ ଶକ୍ତିଶାଳୀ ହେବ। ଆମେରିକାର ପ୍ରତିରକ୍ଷା ବିଭାଗ ଦେଇଥିବା…

ଭାଜପାରେ ଏଣ୍ଟ୍ରି ହେଉଛି ସଚ୍ଚିନ ପାଇଲଟ କ୍ୟାମ୍ପ

ଜୟପୁର,୩୧।୧୦: ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ଏହାପୂର୍ବରୁ କଂଗ୍ରେସ ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହେଉଛି। ଟିକେଟ ନ ପାଇ କ୍ରୋଧିତ ନେତାମାନେ ଭାରତୀୟ ଜନତା ପାର୍ଟି (ଭାଜପା) ରେ ପ୍ରବେଶ କରିଛନ୍ତି। ସେମାନଙ୍କ…

ମହାକାଶରେ ୬ ମାସ ବିତାଇ ଫେରିଆସିଲେ ୩ ଯାତ୍ରୀ, ନୂଆ ଦଳ ପଠାଇବାକୁ ହେଉଛି ଯୋଜନା

ତାଇପେ,୩୧।୧୦: ଚାଇନାର ୩ ମହାକାଶଚାରୀ ଚାଇନାର କକ୍ଷପଥ ମହାକାଶ କେନ୍ଦ୍ରରେ ରହିବା ପରେ ମଙ୍ଗଳବାର ସକାଳେ ପୃଥିବୀକୁ ଫେରିଥିଲେ। ସରକାରୀ ସିହ୍ନୁଆ ନ୍ୟୁଜ ଏଜେନ୍ସି କହିଛି ଯେ ଜିଙ୍ଗ ହାଇପେଙ୍ଗ, ଜୁ ୟାଙ୍ଗଜୁ ଏବଂ ଗୁଇ ହାଇ ଚାଓ ଗୋବି ମରୁଭୂମି…

ଚୋରି ହେଉଛି ଟଏଲେଟ!

ଆପଣ ବିଶ୍ୱରେ ଅନେକ ଅଜବ ଗଜବ କଥା ଶୁଣିଥିବେ। ତେବେ ସବୁଠାରେ ଚୋରି ହେଉଥିବା ବି ସମସ୍ତେ ଜାଣନ୍ତି। ତେବେ ଚୋରି ଯାଉଥିବା ଜିନିଷଗୁଡିକ ମଧ୍ୟରୁ କେତେକ ଶୁଣିବା ପରେ ମଧ୍ୟ ସହ୍ୟ କରାଯାଇପାରେ, କିନ୍ତୁ କିଛି ଜିନିଷ ଅଛି ଯାହାକୁ…

ମରାଠା ସଂରକ୍ଷଣର ଦାବି ମଧ୍ୟରେ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ଶିବିରରେ ଝଡ, ଇସ୍ତଫା ଦେଲେ ୨ ଏମ୍‌ପି

ମୁମ୍ବାଇ,୩୧।୧୦: ମରାଠା ସଂରକ୍ଷଣ ଦାବି ଏବଂ ପ୍ରଦର୍ଶନ ମଧ୍ୟରେ ମରାଠା ସମ୍ପ୍ରଦାୟ ସହ ଏକତା ଦେଖାଇବା ପାଇଁ ହଙ୍ଗୋଲିରୁ ଶିବସେନା ଲୋକସଭା ଏମ୍‌ପି ହେମନ୍ତ ପାଟିଲ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ଦିଲ୍ଲୀର ଲୋକସଭା ସଚିବାଳୟକୁ ପଠାଇଛନ୍ତି। ଏହି ସମୟରେ…

ଏଠି ଶୋଇଲେ ମିଳିବ ଟଙ୍କା, ଏଠି କାନ୍ଦିଲେ ମିଳିବ ଟଙ୍କା

ଟେକ୍ନୋଲୋଜିର ବିକାଶ ସହିତ ଏବେ ଅନେକ ପ୍ରକାରର ଚାକିରି ଆସୁଛି ଯାହାକୁ କେହି କେବେ କଳ୍ପନା କରି ନ ଥିବେ। ବିଶ୍ୱର ଏମିତି କିଛି ସ୍ଥାନ ଅଛି ଯେଉଁଠାରେ ଅଜବ କାରଣକୁ ନେଇ ଚାକିରି ଦିଆଯାଇଥାଏ ଓ ସେଥିପାଇଁ ମୋଟା ଅଙ୍କର…

ବୁମ୍‌ରାଙ୍କ ଜୋତା ଚୋରି କରିବାକୁ ଚାହୁଁଛନ୍ତି ଏହି ମହାନ କ୍ରିକେଟର୍‌

ଇସଲାମାବାଦ୍‌,୩୧।୧୦: ପାକିସ୍ତାନର ଶ୍ରେଷ୍ଠ ବୋଲର ୱାସିମ ଆକ୍ରମ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କୁ ପ୍ରଶଂସା କରିଛନ୍ତି ଏବଂ ସେ ଶତାବ୍ଦୀର ଶ୍ରେଷ୍ଠ ବୋଲର ବୋଲି କହିଛନ୍ତି। ବୁମରାକୁ ଅଟକାଇବାକୁ ହେଲେ ତା’ଙ୍କ ଜୋତା ଚୋରି କରିବାକୁ ପଡିବ ବୋଲି ସେ…

ନୋଟ ବିଡ଼ା ଧରି ଘରେ ପ୍ରବେଶ କଲା ବିରାଟକାୟ ସାପ: ଭୟଙ୍କର ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସାପର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। କିନ୍ତୁ ନିକଟରେ ସାପର ଏକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଭିଡିଓରେ ଦେଖାଯାଇଛି ଯେ, ନୋଟ ବିଡ଼ା ଧରି ଏକ ସାପ ଘର ଭିତରେ ପ୍ରବେଶ…

ପନିର୍‌ କିଣୁଛନ୍ତି କି, ହୋଇଯାନ୍ତୁ ସାବଧାନ

ସାଧାରଣତଃ ପନିର ତରକାରୀ ପ୍ରାୟ ସମସ୍ତଙ୍କର ପ୍ରିୟ। ନିରାମିଷ ଲୋକେ ଖାଦ୍ୟରେ ପନିର ସାମିଲ କରନ୍ତି। ଅନେକ ପରିବାର ନିଜସ୍ବ ପନିର ପ୍ରସ୍ତୁତ କରୁଥିବାବେଳେ ଅନ୍ୟ କେତେକ ମାର୍କେଟ୍‌ରୁ ଆଣିଥାନ୍ତି। ନିକଟରେ ଏକ ପନିର ପ୍ରସ୍ତୁତର ଭିଡିଓ ଭାଇରାଲ ହୋଇଛି। ଭିଡିଓ…

ମନୋଜଙ୍କ ଉପରୁ ବାସନ୍ଦ ଉଠିବନି

ଭୁବନେଶ୍ୱର, ୩୧।୧୦(ଶର୍ମିଷ୍ଠା ପାଣିଗ୍ରାହୀ):ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦକୁ ନେଇ ଓଲିଉଡ଼ରେ ବଢୁଥିବା ବିବାଦ ସମାଧାନର କୌଣସି ବାଟ ବାହାରିପାରୁନି। ଆଲୋଚନା ବଦଳରେ କେବଳ ବୟାନବାଜି ଚାଲୁଥିବାରୁ ସ୍ଥିତି ଆହୁରି ବିଗିଡି ଯାଉଛି। ଏପରିସ୍ଥିତିରେ ସୋମବାର କୋଶଲ ରାଏଜ୍‌ ମିଲିତ୍‌ କ୍ରିୟାନୁଷ୍ଠାନ କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?