ଶ୍ୱଶୁରଙ୍କ ଜନ୍ମଦିନରେ ଭାବବିହ୍ବଳ ହେଲେ ଆଲିଆ
ବମ୍ବେ: ଶ୍ୱଶୁରଙ୍କୁ ମନେପକାଇ ଭାବବିହ୍ବଳ ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ। ସୋମବାର ଦିବଂଗତ ଅଭିନେତା ଋଷି କପୁରଙ୍କ ୭୧ତମ ଜନ୍ମବାର୍ଷିକୀ ଥିଲା। ଏହି ଅବସରରେ ତାଙ୍କୁ ସ୍ତ୍ରୀ ନୀତୁ କପୁର, ବୋହୁ ଆଲିଆ ଏବଂ ଝିଅ ରିଦ୍ଧିମା ମନେ ପକାଇଥିଲେ। ସୋସିଆଲ…
‘ଆଶିକି -୩’ରେ ନାୟକ ହେବେ କାର୍ତ୍ତିକ!
ବମ୍ବେ: ‘ଲଭ ଆଜକଲ୍ ୨’ପରେ ଏବେ ପୁଣିଥରେ ପରଦାରେ ରୋମାନ୍ସ କରିବେ ଅଭିନେତା କାର୍ତ୍ତିକ ଆର୍ୟନ ଏବଂ ସାରା ଅଲ୍ଲି ଖାନ୍। ଫିଲ୍ମ ‘ଆଶିକି ୩’ରେ ଉଭୟ ନଜର ଆସି ପାରନ୍ତି। ଟି ସିରିଜ ଅଫିସରେ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଏବଂ…
ଭାରତର ଏହି ଗାଁକୁ କୁହାଯାଏ ‘ଅବିବାହିତମାନଙ୍କର ଗାଁ’, କାରଣ ବେଶ ଅଜବ…
ଭାରତରେ ଏଭଳି ଅନେକ ଗାଁ ରହିଛି ଯାହାକି ନିଜର ସ୍ବତନ୍ତ୍ରତାକୁ ନେଇ ପ୍ରସିଦ୍ଧ। ଗାଁର ଖାଦ୍ୟପେୟ, ଚାଲିଚଳନ, ପରିବେଶ, ସଂସ୍କୃତି ଏହାକ ବତନ୍ତ୍ର କରିଥାଏ। ହେଲେ ଆଜି ଆମେ ଆପଣଙ୍କୁ କହିବୁ ଭାରତରେ ଥିବା ‘ଅବିବାହିତମାନଙ୍କର ଗାଁ’ ବିଷୟରେ। ବିହାରରେ କୈମୁରର…
ମଣିପୁର ହିଂସାକୁ ନେଇ ଜାତିସଂଘ ବିଶେଷଜ୍ଞଙ୍କ ରିପୋର୍ଟକୁ ଭାରତ କହିଲା ଅନୁଚିତ, ବିଭ୍ରାନ୍ତିକର
ଜେନେଭା,୫।୯: ଜାତିସଂଘର ବିଶେଷଜ୍ଞ ମଣିପୁର ହିଂସା ଉପରେ ଦେଇଥିବା ରିପୋର୍ଟକୁ ଭାରତ ଅନ୍ୟାୟ, କଳ୍ପନାକାରୀ ଏବଂ ବିଭ୍ରାନ୍ତକାରୀ ବୋଲି କହିଛି ଏବଂ ଉତ୍ତର-ପୂର୍ବ ରାଜ୍ୟରେ ସ୍ଥିତି ଶାନ୍ତିପୂର୍ଣ୍ଣ ବୋଲି କହିଛି। ମାନବ ଅଧିକାର ପାଇଁ ଉଚ୍ଚ କମିଶନରଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ପ୍ରକ୍ରିୟା…
ଜି-୨୦କୁ ଆସୁଥିବା ନେତାଙ୍କ ସହଧର୍ମିଣୀଙ୍କ ପାଇଁ ବିଶେଷ ପ୍ରସ୍ତୁତି
ନୂଆଦିଲ୍ଲୀ,୫।୯: ଜି-୨୦ ଶିଖର ସମ୍ମିଳନୀ ପାଇଁ ସଦସ୍ୟ ଦେଶର ନେତାମାନେ ଭାରତ ଗସ୍ତ କରୁଛନ୍ତି। ଏହି ଯାତ୍ରା ସମୟରେ ପ୍ରତିନିଧୀଙ୍କ ସହ ସେମାନଙ୍କର ସହଧର୍ମିଣୀ ମାନେ ମଧ୍ୟ ଦିଲ୍ଲୀରେ ଉପସ୍ଥିତ ରହିବେ। ଇଣ୍ଡିଆନ ଏକ୍ସପ୍ରେସ ସୂତ୍ରରୁ ପ୍ରକାଶ ଯେ ଜି -୨୦…
ମୁଁ ନିଜେ ଏହି କାମ କରିବି, ଉଦୟନିଧିଙ୍କ ମୁଣ୍ଡରେ ୧୦ କୋଟିର ପୁରସ୍କାର, ସାଧୁଙ୍କ ଘୋଷଣା ପରେ କାହିଁକି ଏମିତି କହିଲେ ଷ୍ଟାଲିନ…
ଚେନ୍ନଇ,୫।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ମନ୍ତବ୍ୟ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ସନାତନ ଧର୍ମକୁ ମ୍ୟାଲେରିଆ ଏବଂ ଡେଙ୍ଗୁ ସହିତ ତୁଳନା କରି ସେ ଅନେକ ସମାଲୋଚନାର ସମ୍ମୁଖୀନ…
ସିଙ୍ଗଡ଼ା କାହିଁକି ତିନିକୋଣିଆ? କାରଣ ଜାଣିଲେ କରିବେ ପ୍ରଶଂସା
ସିଙ୍ଗଡ଼ା ଏଭଳି ଏକ ଖାଦ୍ୟ ଯାହାକୁ ଦେଖିବା ମାତ୍ରେ ଲୋକଙ୍କ ମୁହଁରୁ ଲାଳ ଗଡେ। ପିଲାଠାରୁ ଆରମ୍ଭ କରି ଯୁବକ-ବୃଦ୍ଧ ଏହାକୁ ବହୁତ ପସନ୍ଦ କରନ୍ତି। ଏହାର ଚାହିଦା କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ରହିଛି। ସେପ୍ଟେମ୍ବର ୫…
ଆମେରିକାରେ କାଦୁଅରେ ଫସିଗଲେ ହଜାର ହଜାର ଲୋକେ
ଓ୍ବାଶିଂଟନ,୫।୯: ଆମେରିକାର ନେଭାଡା ରାଜ୍ୟରେ ପ୍ରସିଦ୍ଧ ବର୍ନିଂ ମ୍ୟାନ ଫେଷ୍ଟିଭାଲରେ ହଜାର ହଜାର ଲୋକ କାଦୁଅରେ ଫସି ରହିଛନ୍ତି। ବାସ୍ତବରେ, ନେଭାଡାରେ ପ୍ରବଳ ବର୍ଷା ହେବା ସମୟରେ ଲୋକମାନେ ବର୍ନିଂ ମ୍ୟାନ ଫେଷ୍ଟିଭାଲ ପାଇଁ ଏକତ୍ରିତ ହୋଇଥିଲେ। ଏହି କାରଣରୁ ରାସ୍ତାରେ…
ଗୁରୁ ଦିବସ: ୭୫ ଶିକ୍ଷକଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୫।୯: ସେପ୍ଟେମ୍ବର ୫ ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୭୫ ଜଣ ଶିକ୍ଷକଙ୍କୁ ମଙ୍ଗଳବାର ସମ୍ମାନୀତ କରିବେ। ଶିକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ।…
ଗୋଟିଏ କି ଦୁଇଟି ନୁହେଁ, ୧୫ ଦେଶର ଜାତୀୟ ପଶୁ ହେଉଛି ଏହି ମାଂସାହାରୀ ପ୍ରାଣୀ…
ଦୁନିଆର ପ୍ରତିଟି ଦେଶର ନିଜର ଜାତୀୟ ପଶୁ ରହିଛି। ହେଲେ ଏଭଳି ଏକ ମାଂସାହାରୀ ପ୍ରାଣୀ ରହିଛି ଯିଏକି ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୫ ଦେଶର ଜାତୀୟ ପଶୁ ମାନ୍ୟତା ପାଇଛି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ।…
ପୂର୍ବତନ ବୋହୂଙ୍କ କଥା ପଚାରି ବୁଝିଲେ ନାଗାର୍ଜୁନ
ସାଉଥ ସୁପରଷ୍ଟାର ନାଗାର୍ଜୁନ ରିଆଲିଟି ଶୋା ବିଗ ବସ ତେଲୁଗୁ ୭ର ହୋଷ୍ଟ କରିବାକୁ ଯାଉଛନ୍ତି। ଶୋ’ର ପ୍ରୋମୋ ସାମ୍ନାକୁ ଆସିଛି। ଏହି ପ୍ରୋମୋରେ ବିଜୟ ଦେବରାକୋଣ୍ଡା ତାଙ୍କ ଫିଲ୍ମ ‘କୁଶି’ର ପ୍ରମୋଶନ ପାଇଁ ଶୋ’ର ପ୍ରିମିୟରରେ ପହଞ୍ଚି ଥିବାର ଦେଖାଯାଇଛି।…
ଅପହରଣ ଉଦ୍ୟମ ବେଳେ ନାବାଳକ ଉଦ୍ଧାର
ଦେବଗଡ଼, ୫।୯ (ଶଶାଙ୍କ ଶେଖର ଝାଙ୍କର ): ଜଣେ ନାବାଳକଙ୍କୁ ଅପହରଣ ଉଦ୍ୟମ ବେଳେ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ କଣ୍ଟାବାହାଳ ଗ୍ରାମରୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ନାବାଳକ ଜଣକ ଦେବଗଡ଼ ଥାନା ବିଜୟନଗର ଉଚ୍ଚ ବିଦ୍ୟାଳୟର ନବମ…
Archives


