Home

ବଲାଙ୍ଗୀରରେ ଆଇସିଆଇସିଆଇର ନୂତନ ଶାଖା

ଭୁବନେଶ୍ୱର, ୫।୯: ଆଇସିଆଇସିଆଇ ବ୍ୟାଙ୍କର ନୂତନ ଶାଖା ବଲାଙ୍ଗୀର ଜିଲା ଅନ୍ତର୍ଗତ ଚନ୍ଦ୍ରଶେଖର ନଗରଠାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ…

ଅଶୋଧିତ ତୈଳ ଦର ବୃଦ୍ଧି

ନୂଆଦିଲ୍ଲୀ,୫।୯ (ଅଭୟ ଦାଶ): ଅନ୍ତରାଷ୍ଟ୍ରୀୟ ସମସ୍ୟା ଓ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ କରିଛି। ଏପରିକି ଗତ ସପ୍ତାହ ସପ୍ତାହ ମଧ୍ୟରେ ୨% ମୂଲ୍ୟ ବୃଦ୍ଧି ସହ ବ୍ୟାରେଲ ପିଛା…

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସଚେତନତା ଅଭିଯାନ

ଭୁବନେଶ୍ୱର, ୫।୯: ଆର୍ସଲର ମିତ୍ତଲ ନିପ୍ପନ୍‌ ଷ୍ଟିଲ (ଏଏମଏନଏସ) ଇଣ୍ଡିଆ ପକ୍ଷରୁ ଏକ ଅଭିନବ ପଦକ୍ଷେପ ସାଙ୍ଗକୁ ଜନ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଡେଙ୍ଗୁ ମଶାରୁ ମୁକ୍ତି ପାଇବା ଏବଂ ସ୍ଥାନୀୟ ଜନସାଧାରଣଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ କଲ୍ୟାଣ…

ପୁଣି ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ,୫।୯: ଏସିଆ କପ ୨୦୨୩ର ଦ୍ୱିତୀୟ ମ୍ୟାଚରେ ଭାରତ ନେପାଳକୁ ୧୦ ଉଇକେଟ୍‌ରେ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ ଶ୍ରୀଲଙ୍କାର ପାଲେକେଲ ଷ୍ଟାଡିୟମରେ ଖେଳାଯାଇଥିଲା। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।…

ଏନ୍‌ସି ନେତାଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ,୫ା୯: ୨୦୧୮ରେ ଜମ୍ମୁ-କଶ୍ମୀର ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ୍‌’ ସ୍ଲୋଗାନ ଦେଇଥିବା ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ନେତା ମହମ୍ମଦ ଆକବର ଲୋନ୍‌ଙ୍କୁ ଦିନକ ମଧ୍ୟରେ ସତ୍ୟପାଠ ଦାଖଲ କରିବା ଲାଗି ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ସେ ଭାରତର ସମ୍ବିଧାନକୁ ମାନୁଥିବା, ଦେଶର…

କଶ୍ମୀର ପ୍ରସଙ୍ଗ ସମାଧାନ ନ ହେଲେ ଭାରତ ସହ ବାଣିଜ୍ୟ ସମ୍ଭବ ନୁହେଁ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‌,୫।୯: କଶ୍ମୀର ପ୍ରସଙ୍ଗ ସମାଧାନ ନ ହେଲେ ଭାରତ ସହ ବାଣିଜ୍ୟ ସମ୍ଭବ ନୁହେଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଅନୱର ଉଲ ହକ କାକର କହିଛନ୍ତି। ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରରେ ସେ ଏହା କହିଛନ୍ତି। ଭାରତ ସହ ସମ୍ପର୍କ…

ୟୁପି ମନ୍ତ୍ରୀ ସନାତନ ଧର୍ମକୁ ଅପମାନିତ କରିଥିଲେ

ଉତ୍ତରପ୍ରଦେଶ ରାମପୁରର ଲୋଧେଶ୍ୱର ମହାଦେବ ମନ୍ଦିରରେ ଥିବା ଶିବଲିଙ୍ଗ ଉପରେ ରାଜ୍ୟ ମନ୍ତ୍ରୀ ସତୀଶ ଶର୍ମା ହାତ ଧୋଉଥିବାର ଭିଡିଓ ଭାଇରାଲ ହେବା ପରେ ବିରୋଧୀ ଦଳଗୁଡ଼ିକ ଏହାର ନିନ୍ଦା କରିଛନ୍ତି। ମନ୍ଦିରର ପୂଜକ ସତୀଶଙ୍କୁ ଶିବଲିଙ୍ଗ ଆଧାରରେ ହାତ ଧୋଇବାରେ…

‘ସନାତନ ଧର୍ମକୁ ସମ୍ମାନ ଦିଏ’: ଉଦୟନିଧିଙ୍କ ମନ୍ତବ୍ୟ ଉପରେ ମମତାଙ୍କ ଟିପ୍ପଣି

ନୂଆଦିଲ୍ଲୀ,୫ା୯: ସନାତନ ଧର୍ମ ଉପରେ ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ବିବାଦୀୟ ମନ୍ତବ୍ୟକୁ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାପସନ୍ଦ କରିଛନ୍ତି। ସେ ତାମିଲନାଡୁ ଓ ଦକ୍ଷିଣ ଭାରତର ଜନସାଧାରଣଙ୍କୁ ସମ୍ମାନ ଦିଅନ୍ତି। ପ୍ରତ୍ୟେକ ଧର୍ମର…

ୟୁପି ପ୍ରିନ୍ସିପାଲ୍‌ ହତ୍ୟା ମାମଲା: ଆଇଏସ୍‌ ସମର୍ଥକ ଦୋଷୀସାବ୍ୟସ୍ତ

ନୂଆଦିଲ୍ଲୀ,୫ା୯: ଉତ୍ତରପ୍ରଦେଶର ଜଣେ ଅବସରପ୍ରାପ୍ତ ହାଇସ୍କୁଲ୍‌ ପ୍ରିନ୍ସିପାଲ୍‌ଙ୍କୁ ହତ୍ୟା ମାମଲାରେ ଲକ୍ଷ୍ନୌର ସ୍ବତନ୍ତ୍ର ଏନ୍‌ଆଇଏ କୋର୍ଟ ଆଇଏସ୍‌ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତ ୨ ଉଗ୍ରପନ୍ଥୀଙ୍କୁ ଦୋଷୀସାବ୍ୟସ୍ତ କରିଛି। ୭ ବର୍ଷ ପୂର୍ବେ କାନ୍‌ପୁରର ପୂର୍ବତନ ସ୍କୁଲ୍‌ ପ୍ରିନ୍ସପାଲ ରାମବାବୁ ଶୁକ୍ଳାଙ୍କୁ ହତ୍ୟା…

ଜିନ୍‌ପିଙ୍ଗ୍‌ ଆସିବେନି

ବେଜିଂ,୫ା୯: ଜି୨୦ ସମିଟ୍‌ରେ ଯୋଗଦେବା ଲାଗି ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଭାରତ ଗସ୍ତରେ ଆସିବେ ନାହିଁ। ନୂଆଦିଲ୍ଲୀରେ ହେବାକୁ ଥିବା ଏହି ସମ୍ମିଳନୀରେ ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଯୋଗଦେବେ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏକ…

ଜିଲ ବାଇଡେନ କରୋନା ପଜିଟିଭ, ବାଇଡେନଙ୍କ ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ନେଇ ଉପୁଜିଲା ସନ୍ଦେହ

ଓ୍ବାଶିଂଟନ,୫।୯:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ତଥା ଫାଷ୍ଟ ଲେଡି ଜିଲ ବାଇଡେନ କରୋନା ପଜିଟିଭ ହୋଇଛନ୍ତି। ସୋମବାର ହ୍ବାଇଟ ହାଉସ କହିଛି ଯେ ଜିଲ ବାଇଡେନଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଥିବାବେଳେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରୀକ୍ଷା ନେଗେଟିଭ…

ପୁଣି ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଉଦୟନିଧି ଷ୍ଟାଲିନ

ଚେନ୍ନାଇ,୫।୯: ତାମିଲନାଡୁର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ବିରୋଧରେ ବିବୃତ୍ତି ଦେବା ଦିନଠାରୁ ସେ ଭାଜପା ସମେତ ସମସ୍ତ ହିନ୍ଦୁ ଧାର୍ମିକ ନେତାଙ୍କ ଟାର୍ଗେଟରେ ରହିଆସିଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରେ ତାଙ୍କ ବିରୋଧରେ ପ୍ରଦର୍ଶନ ପ୍ରଦର୍ଶନ କରାଯାଉଛି। କିନ୍ତୁ ଏତେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri