Home

ଦାୟିତ୍ୱ ଗ୍ରହଣ ପରେ ଜଗା ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ

ପୁରୀ,୧।୧୧: ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ନେବାପରେ ଜଗାଦର୍ଶନ ପାଇଁ ପୁରୀ ପହଞ୍ଚିଛନ୍ତି ରଘୁବର ଦାସ। ଶପଥ ଗ୍ରହଣ ପୂର୍ବରୁ ସପରିବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସିଂହଦ୍ୱାର ଠାରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର…

ପାକିସ୍ତାନୀ ଏଜେଣ୍ଟଙ୍କ ସମ୍ପର୍କରେ ଥିବା ନେଇ ଜଣେ ମେଜରଙ୍କୁ ବରଖାସ୍ତ କଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ,୧।୧୧: ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟ ସହ ସମ୍ପର୍କ ଥିବା ଅଭିଯୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ସେନାରେ କାର୍ଯ୍ୟରତ ଜଣେ ମେଜରଙ୍କୁ ବରଖାସ୍ତ କରିଛନ୍ତି। ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ତୁରନ୍ତ ପ୍ରଭାବ ସହ ବାହାର କରାଯାଇଛି। ସେ…

ଟ୍ରିପଲ ଏଚ, ଇସ୍ରାଏଲ ସୈନ୍ୟଙ୍କ ପାଇଁ ପାଲଟିଛନ୍ତି ଚିନ୍ତାର କାରଣ, କିଏ ସେମାନେ ଜାଣନ୍ତୁ…

ଜେରୁଜେଲମ,୧।୧୧ : ଇସ୍ରାଏଲ ସୈନ୍ୟଙ୍କ ପାଇଁ ମୁଖ୍ୟ ଚିନ୍ତାର କାରଣ ପାଲଟିଛନ୍ତି ଟ୍ରିପଲ ଏଚ। ଏହାର ମୁକାବିଲା କରିବା ଲାଗି ଇସ୍ରାଏଲ ସୈନ୍ୟମାନେ ଯୋଜନାବଦ୍ଧ ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଟ୍ରିପଲ ଏଚ ହେଉଛନ୍ତି ହମାସ,ହିଜବୁଲ ଏବଂ ହୁତି ବିଦ୍ରୋହୀ।…

ଡାକ୍ତରଙ୍କ ପାଇଁ ଓ୍ବାନ ନେଶନ, ଓ୍ବାନ ରେଜିଷ୍ଟ୍ରେଶନ ପ୍ରୋଜେକ୍ଟ, ରୋଗୀଙ୍କ ପାଇଁ କେତେ ଦୂର ହେବ ଫଳପ୍ରଦ, ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୧ : ଭାରତର ଡାକ୍ତରମାନଙ୍କ ପାଇଁ ଓ୍ବାନ ନେଶନ, ଓ୍ବାନ ରେଜିଷ୍ଟ୍ରେଶନ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଚାଲିଛି। କୁହାଯାଉଛି ଜାତୀୟ ସ୍ବାସ୍ଥ୍ୟ ଆୟୋଗ ଏହାର ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହାର ପରୀକ୍ଷା ଆସନ୍ତା ୬ ମାସ ମଧ୍ୟରେ ଆରମ୍ଭ…

କୋର୍ଟଙ୍କ ବଡ ରାୟ, କେବେ ଧୋକା ଖାଆନ୍ତି ନାହିଁ ମହିଳା

ଅମରାବତୀ, ୧।୧୧: ବିବାହର ମିଛ ପ୍ରତିଶ୍ରୁତି ଦେଇ ବଳତ୍କାର କରିବା ମାମଲାରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, କୌଣସି ଶିକ୍ଷିତ ମହିଳା କେବଳ ବିବାହ ପ୍ରତିଶ୍ରୁତି ସହ କୌଣସି ପୁରୁଷ ସହ ସମ୍ପର୍କରେ ରହିପାରିବ…

ରୁଦ୍ରାକ୍ଷରେ ରହିଛି କର୍କଟରୁ ମୁକ୍ତି ଶକ୍ତି, କ’ଣ କହିଲେ ଗବେଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୧ : ବର୍ତ୍ତମାନ ରୁଦ୍ରାକ୍ଷ କର୍କଟ ରୋଗର ଚିକିତ୍ସାରେ ମଧ୍ୟ ସହାୟକ ହେବ। ଏଥିପାଇଁ, ମୂଷା ଉପରେ କରାଯାଇଥିବା ପରୀକ୍ଷଣରେ ମଧ୍ୟ ସଫଳତା ମିଳିଛି। ଶୋଭିତ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ମଣିଷ ଉପରେ ପରୀକ୍ଷା ପାଇଁ ବିଏଚୟୁ ସହିତ ଏକ ଚୁକ୍ତିନାମା କରିବାକୁ…

ଷ୍ଟେଶନରେ ଭୂତ ଆତଙ୍କ, ୪୨ବର୍ଷ ହେଲା ଅଟକୁନି ଟ୍ରେନ

କୋଲକତା, ୧।୧୧: ହଣ୍ଟେଡ ପ୍ଲେସ ବିଷୟରେ ଯେତିକି ଶୁଣିବାକୁ କୌତୁହଳ ଲାଗେ ସେହି ସ୍ଥାନକୁ ଯିବାକୁ ସେତେ ଡର ବି ଲାଗେ। ଭାରତରେ ଥିବା ବିଭିନ୍ନ ଭୂତିଆ ସ୍ଥଳ ବିଷୟରେ ଆପଣ ନିଶ୍ଚେ ଜାଣିଥିବେ। ସେଥିମଧ୍ୟରୁ ଆପଣଙ୍କୁ ଆମେ ଏପରି ଏକ…

ବାୟୁପ୍ରଦୂଷଣ ଯୋଗୁ ସ୍ମୃତି ଶକ୍ତି ପାଉଛି ହ୍ରାସ, ମସ୍ତିଷ୍କ ଫୁଲି ଯାଉଛି…

ଓ୍ବାଶିଂଟନ,୧।୧୧ : ବାୟୁରେ ଥିବା ପ୍ରଦୂଷଣର ଛୋଟ କଣିକା ମଣିଷଠାରେ ପାର୍କିନସନ ସମସ୍ୟା ସୃଷ୍ଟି କରୁଛି। ଫଳରେ ସ୍ମୃତି ଶକ୍ତି ହ୍ରାସ ପାଉଛି। ଏହି କଣିକା ଯୋଗୁ ମସ୍ତିଷ୍କ ଫୁଲି ଯାଉଛି। ୫୬ ପ୍ରତିଶତ ପର୍ଯ୍ୟନ୍ତ ଏହାର ବିପଦ ମଣିଷମାନଙ୍କଠାରେ ଦେଖାଯାଇଛି।…

ଚାଇନିଜ ମାଞ୍ଜା ଉପରେ ପ୍ରତିବନ୍ଧକ, ଉଲ୍ଲଂଘନ କଲେ ଜରିମାନା…

ଚେନ୍ନାଇ,୧।୧୧ : ତାମିଲନାଡୁ ସରକାର ଏକ ବିଜ୍ଞପ୍ତି ଜାରି କରି ରାଜ୍ୟରେ ନାଇଲନ ସୂତା ଏବଂ ଚାଇନିଜ ମାଞ୍ଜା ଉତ୍ପାଦନ ତଥା ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜାରି କରାଯାଇଥିବା ବିଜ୍ଞପ୍ତିରେ ତାମିଲନାଡୁ ସରକାର ଦର୍ଶାଇଛନ୍ତି ଏହି ମାଞ୍ଜା ମଣିଷ ଏବଂ…

ବହୁ ନଦୀରେ ଆସିବ ବନ୍ୟା, ୨୪ କୋଟି ଲୋକ ପ୍ରଭାବିତ ହେବା ଆଶଙ୍କା, ନେପାଳ ପାହାଡ଼ରେ ଏକ ତୃତୀୟାଂଶ ବରଫ ତରଳିଲା…

ଜେନେଭା,୧।୧୧ : ଜଳବାୟୁ ପରିବର୍ତ୍ତନ ଯୋଗୁ ନେପାଳରେ ଥିବା ପାହାଡରେ ପ୍ରାୟ ଏକ ତୃତୀୟାଂଶ ବରଫ ତରଳି ଯାଇଛି। ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଏପରି ହେବାକୁ ପ୍ରାୟ ୩୦ ବର୍ଷ ସମୟ ଲାଗିଛି। ଏହି ଅବଧି ମଧ୍ୟରେ,…

ହାତୀ ଆକ୍ରମଣରେ ବିଧବା ମହିଳାଙ୍କ ମୃତ୍ୟୁ

କେନ୍ଦୁଝର,୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ରେଞ୍ଜ ଅନ୍ତର୍ଗତ ଉପର ଡିହା ଚତିରି ସାହିର ଜଣେ ମହିଳା ପାଖ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ମହିଳା ଜଣକ ହେଲେ ବେଲ ମୁଣ୍ଡା। ସେ ମଙ୍ଗଳବାର ମଧ୍ୟାହ୍ନରେ ଜଙ୍ଗଲକୁ…

ନୀଳନୟନାଙ୍କୁ ମିଳୁଛି ବିମାନରେ ଚାକିରି, ୟୁନାଇଟେଡ ଏୟାରଲାଇନ୍ସରେ ଭେଦଭାବ ଭାଇରାଲ…

ଓ୍ବାଶିଂଟନ,୧।୧୧: ୟୁନାଇଟେଡ ଏୟାରଲାଇନ୍ସରେ ଭେଦଭାବ ଅଭିଯୋଗ ହୋଇଛି। ବାସ୍ତବରେ, ବିମାନର ଦୁଇଜଣ ବିମାନ କର୍ମଚାରୀ ଦାବି କରିଛନ୍ତି ସେମାନଙ୍କ ରୂପ ଯୋଗୁଁ ସେମାନଙ୍କୁ ଭେଦଭାବ କରାଯାଇଛି। ସେମାନେ କହିଛନ୍ତି ଲସ ଆଞ୍ଜେଲସ ଡୋଜର୍ସ ବେସବଲ ଦଳର ସେବା କରୁଥିବା ଚାଟର୍ର୍‌ ଫ୍ଲାଇଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?