Home

ୟୁପିଆଇ ପେମେଣ୍ଟ ପାଇଁ ଆବଶ୍ୟକ ନାହିଁ ମୋବାଇଲ, ଡିଜିଟାଲ ରିଙ୍ଗ ଦ୍ୱାରା କାରବାର ହେବ ସହଜ…

ନୂଆଦିଲ୍ଲୀ,୬।୯ : ମୋବାଇଲ ଫୋନରୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ ଦେବା ପୁରୁଣା ହୋଇଗଲାଣି। ନୂତନ ଟେକ୍ନୋଲୋଜି ଅନୁଯାୟୀ, ଆପଣ ଡିଜିଟାଲ ରିଙ୍ଗ ମାଧ୍ୟମରେ କ୍ୟୁଆର କୋଡ ସ୍କାନ କରି ୟୁପିଆଇ ପେମେଣ୍ଟ ମଧ୍ୟ କରିପାରିବେ। କେରଳର ଥିରୁଭାନନ୍ତପୁରମର ଏକ ଷ୍ଟାର୍ଟଅପ କମ୍ପାନୀ…

ଦେଶର ନାଗରିକ ‘ଇଣ୍ଡିଆ’ ଅବା ‘ଭାରତ’ କହିବାକୁ ସ୍ବାଧୀନ: ୨୦୧୬ମସିହାରେ କହିଥିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୯: ଇଣ୍ଡିଆ ବନାମ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ଓ ଖେଳାଳୀମାନେ ମଧ୍ୟ ଏପ୍ରସଙ୍ଗରେ ମତ ରଖୁଛନ୍ତି। ତେବେ ଏଠାରେ କହି ରଖୁଛୁ ଏହି ବିାଦ ଏବେର ନୁହେଁ। ଏହି…

ଇଣ୍ଡିଆକୁ ଭାରତ ଲେଖିବା ନେଇ ଜ୍ୟାକି ଦାଦା ଦେଲେ ଏଭଳି ଜବାବ…

ମୁମ୍ବାଇ : ସମ୍ପ୍ରତିି ଇଣ୍ଡିଆ ବନାମ ଭରତ ବିଷୟରେ ଦେଶରେ ଏକ ନୂଆ ବିତର୍କ ଚାଲିଛି। ବିରୋଧୀଦଳ ଅଭିଯୋଗ କରିଛନ୍ତି କେନ୍ଦ୍ର ସରକାର ଇଣ୍ଡିଆ ଶବ୍ଦକୁ ସମ୍ବିଧାନରୁ ହଟାଇ ଭାରତ ଭାବେ ବଦଳାଇବାକୁ ଯାଉଛନ୍ତି। ବର୍ତ୍ତମାନ ବଲିଉଡ ଅଭିନେତାମାନେ ମଧ୍ୟ ନେତାଙ୍କ…

“ଇଣ୍ଡିଆ ବନାମ ଭାରତ”କୁ ନେଇ କହିଲେ ଭାରତୀୟ ପୁରୁଷ ହକି ଗୋଲକିପର ପି.ଆର ଶ୍ରୀଜେଶ, ଆମେ ସବୁବେଳେ ଭାରତ ମାତା କି ଜୟ…

ନୂଆଦିଲ୍ଲୀ,୬।୯: ଦେଶରେ ଇଣ୍ଡିଆ ବନାମ ଭାରତକୁ ନେଇ ବିବାଦ ତେଜିବାରେ ଲାଗିଛି। ଏପ୍ରସଙ୍ଗରେ କ୍ରୀଡା ଜଗତରୁ ମଧ୍ୟ ପ୍ରତିକ୍ରିୟା ଆସୁଛି। ଭାରତୀୟ ପୁରୁଷ ହକି ଗୋଲକିପର ପି.ଆର ଶ୍ରୀଜେଶ କହିଛନ୍ତି, ଇଣ୍ଡିଆରୁ ଭାରତକୁ ପରିବର୍ତ୍ତନ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ପୂର୍ବରୁ ଭାରତ ନାଁ…

ଦୁଇଟି ଭୋଟର ଆଇଡି କାର୍ଡ ରଖିବା ଅଭିଯୋଗରେ କେଜରିଓ୍ବାଲଙ୍କ ପତ୍ନୀଙ୍କୁ କୋର୍ଟରୁ ସମନ

ନୂଆଦିଲ୍ଲୀ,୬।୯: ରାଜଧାନୀ ଦିଲ୍ଲୀର ଏକ କୋର୍ଟ ଦୁଇଟି ବିଧାନସଭା ଆସନର ମତଦାନ ସୂଚୀରେ ନିଜର ନାମ ଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଙ୍କ ପତ୍ନୀ ସୁନିତା କେଜରିଓ୍ବାଲଙ୍କୁ ସମନ ଜାରି କରିଛନ୍ତି। ସୁନିତା ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ମହାନଗର…

ଜି-୨୦ରେ ଜିନପିଙ୍ଗ ଏବଂ ପୁଟିନଙ୍କ ଅନୁପସ୍ଥିତି ନେଇଏସ ଜୟଶଙ୍କର ପ୍ରତିକ୍ରିୟା…

ନୂଆଦିଲ୍ଲୀ,୬।୯ : ଜି-୨୦ଶିଖର ସମ୍ମିଳନୀ ୯ ଏବଂ ୧୦ ସେପ୍ଟେମ୍ବରରେ ଭାରତର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଅଂଶଗ୍ରହଣ କରିବେ ନାହିଁ। ଜି -୨୦ ଶିଖର…

ଜି-୨୦: ଦିଲ୍ଲୀର ଡାକ୍ତର, ପାରାମେଡିକାଲ ଅଫିସର ୩ଟି ସିପ୍ଟରେ କରିବେ କାମ

ନୂଆଦିଲ୍ଲୀ,୬।୯: ଦିଲ୍ଲୀରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ମଙ୍ଗଳବାର ଦିଲ୍ଲୀ ସଚିବାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ମନ୍ତ୍ରୀ ସୌରଭ ଭରଦ୍ୱାଜ ସମସ୍ତ ଡାକ୍ତର ଏବଂ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଏସପିଜି ନିର୍ଦ୍ଦେଶକଙ୍କ ପରଲୋକ…

ନୂଆଦିଲ୍ଲୀ,୬।୯ : ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି) ର ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କର ବୁଧବାର ସକାଳେ ଦେହାନ୍ତ ହୋଇଛି। ପ୍ରକାଶ ଯେ,୬୧ ବର୍ଷିୟା ସିହ୍ନା ଅସୁସ୍ଥତା କାରଣରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି…

ବାଜରା ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ନେପାଳ ଭାରତ ସହିତ ମିଳିତ ହେଲା, ମିଳିତ ଜାତିସଂଘ ଅଭିଯାନରେ ସାମିଲ…

କାଠମାଣ୍ଡୁ,୬।୯ : ବାଜରା ଚାଷ ଏବଂ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ନେପାଳ ଭାରତ ସହ ସହଯୋଗ କରିବାକୁ ପ୍ରସ୍ତୁତ । କୃଷି ଏବଂ ପଶୁପାଳନ ମନ୍ତ୍ରୀ ବେଦୁରାମ ଭୁଶାଲ ଏହି ସୂଚନା ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରି…

ସିଡିସି ନିୟମ ପାଳନ କରି ଜି-୨୦ ସମ୍ମିଳନୀରେ ଯୋଗ ଦେବେ ବାଇଡେନ

ଓ୍ବାଶିଂଟନ,୬।୯: ଜି -୨୦ ଶିଖର ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଦିଲ୍ଲୀରେ ପ୍ରସ୍ତୁତି ଶେଷ ହୋଇଛି। ଏଥି ସହିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନେକ ଦେଶର ନେତା ଏହି ସମ୍ମିଳନୀରେ ଯୋଗ ଦେବାକୁ ଯାଉଛନ୍ତି।…

ଆମେରିକାର ସାମରିକ ଭିତ୍ତିଭୂମି ଉପରେ ପର୍ଯ୍ୟଟକ ଭାବେ ଚାଇନା ନାଗରିକ ରଖୁଛନ୍ତି ନଜର…

ଓ୍ବାଶିଂଟନ,୬।୯ : ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ (ଏଫବିଆଇ) ପ୍ରାୟ ୧୦୦ ଟି ଘଟଣା ଉପରେ ନଜର ରଖିଛି ଯେଉଁଥିରେ ଚାଇନା ନାଗରିକମାନେ ପର୍ଯ୍ୟଟକ ଭାବରେ ପରିଚିତ ହୋଇ ଏକାଧିକ ଥର ସାମରିକ ବେସ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନକୁ…

ଜି-୨୦ବୈଠକରେ କାମ ବିଗାଡିବ ଚାଇନା: ଆମେରିକା

ଓ୍ବାଶିଂଟନ୍‌, ୬।୯: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତରେ ଆରମ୍ଭ ହୋଇଯାଇଛି ସଜବାଜ। ୩୦ଟି ଦେଶ ଏହି ଶିଖର ସମ୍ମିଳନୀରେ ଯୋଗ ଦେବେ। ତେବେ ସେପ୍ଟେମ୍ବର ୯ରେ ଆରମ୍ଭ ହେବାକୁ ଥିବା ଏହି ବୈଠକରେ ଚାଇନା ଓ ଋଷିଆ ରାଷ୍ଟ୍ରପତି ଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri