Home

ଦାରିଙ୍ଗବାଡିରେ ବିଦ୍ୟୁତ ବିଭ୍ରାଟ: ଡିବିରୀ, ଲଣ୍ଠନ ଭରସା

ଦାରିଙ୍ଗବାଡି, ୫।୧୧ (ଅରୁଣ ସାହୁ): ଓଡିଶାର କଶ୍ମୀର ତଥା ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡିରେ ଦୈନିକ ବିଦ୍ୟୁତ ବିଭ୍ରାଟ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ସୂଚନା ଥାଉ କି, ଶନିବାର ସାରା ଜିଲାରେ ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟାରୁ ସଂଧ୍ୟା…

ପ୍ରଥମ ଦରମା ଟଙ୍କାକୁ ବୋଉ କାନିରେ ବାନ୍ଧି ଦେଇଥିଲି: ତ୍ରିଲୋଚନ ମହାନ୍ତି

ମୋର ଜନ୍ମ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ସନ୍ଥପଡ଼ା ଗ୍ରାମରେ ଏକ ସାଧାରଣ ପରିବାରରେ। ୨୦୧୦ ଅକ୍ଟୋବରରେ ଓଡ଼ିଶା ପ୍ରାଶାସନିକ ସେବାରେ ଯୋଗଦେଲି। ମୋ ବନ୍ଧୁମାନଙ୍କ ସହ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେଶନରେ ପ୍ରଶିକ୍ଷଣ ନେବା ସମୟରେ ପ୍ରଥମ…

ମାଲିକଙ୍କ ମୃତଦେହକୁ ଜଗି ରହିଛି କୁକୁର, କାଳେ ସେ ଆସିବେ ଫେରି, ଦେଖନ୍ତୁ ଭାଇରାଲ ଭିଡିଓ…

ଥିରୁଭାନନ୍ତପୁରମ,୫।୧୧: ଫିଲ୍ମରେ ଦେଖିବାକୁ ମିଳିଥାଏ କି କୁକୁର କିପରି ତାର ମାଲିକକୁ ଅପେକ୍ଷା କରି ବସିଥାଏ। ଏଭଳି ଘଟଣା କେରଳର କୋଝିକୋଡେରେ ଦେଖିବାକୁ ମିଳିଛି। ଯେଉଁଠାରେ କୁକୁର ମାଲିକଙ୍କ ମୃତ୍ୟୁ ପରେ ଶବାଗାର ବାହାରେ ଅପେକ୍ଷା କରି ବସିଛି। ବୋଧହୁଏ ସେ…

ପୁଣି ଅଲୋଡା ନବଜାତ ଶିଶୁକନ୍ୟା, ଉଦ୍ଧାର ସହ ଚିକିତ୍ସା ଜାରି

ନୀଳଗିରି, ୫।୧୧(ପ୍ରଶାନ୍ତ କୁମାର ବିଶ୍ବାଳ/ ମାନସ ବିଶ୍ୱାଳ):- ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା। ଏଭଳି ଅଭାବନୀୟ ଘଟଣା ନୀଳଗିରି ଏନଏସି ଅଞ୍ଚଳରେ ଦେଖିବାକୁ ମିଳିଛି। ରବିବାର ଭୋର୍‌ ୪ଟା ୫୦ ସମୟରେ ନୀଳଗିରି ଏନ.ଏ.ସିର ୬ ନମ୍ବର୍‌ ୱାର୍ଡ ମସଜିଦ…

ଘରେ ପକ୍ଷୀଙ୍କ ଫଟୋ ଲଗାଉଥିଲେ ଜାଣି ନିଅନ୍ତୁ ଏସବୁ କଥା, ବୃଦ୍ଧି ପାଇବ ସୁଖ-ସମୃଦ୍ଧି…

ପକ୍ଷୀମାନେ ଦେଖିବାକୁ ଖୁବ୍‌ ସୁନ୍ଦର ହୋଇଥାନ୍ତି। ସେଥିପାଇଁ ଅନେକେ ଘରର ଶୋଭା ବଢ଼ାଇବାକୁ କାନ୍ଥରେ ବିଭିନ୍ନ ପକ୍ଷୀଙ୍କର ଫଟୋ ତଥା ଛବି ଆଦି ଲଗାଇଥାନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କେତେକ ପକ୍ଷୀ ଅଛନ୍ତି; ଯାହାଙ୍କ ଫଟୋ ହେଉ ଅବା…

ଜୀବଙ୍କ ଅଜବ ଦାନ୍ତ ରହସ୍ୟ

ପୃଥିବୀପୃଷ୍ଠରେ ଅନେକ ଜୀବଙ୍କ ବିଚିତ୍ର ଶାରୀରିକ ଗଠନ ମଣିଷକୁ ଆଶ୍ଚର୍ଯ୍ୟ କରିଥାଏ। ଆସନ୍ତୁ ଜାଣିବା କେତେକ ଜୀବଙ୍କ ଦାନ୍ତ ସମ୍ପର୍କରେ କିଛି ଅଜବ କଥା… ଲୁହା ଦାନ୍ତ ଥିବା ଜୀବ: କ୍ରିପ୍ଟୋସିଟନ୍‌ ଷ୍ଟେଲେରି ବା ଓଣ୍ଡରିଂ ମିଟ୍‌ଲୋଫ୍‌ ନାମକ ଜୀବର ଦାନ୍ତ…

ସେବା, ସମର୍ପଣର ଅନ୍ୟ ନାମ ସାହିଭାଇ

“ବସୁଧୈବ କୁଟୁମ୍ବକମ୍‌” ମନ୍ତ୍ରରେ ଅନୁପ୍ରାଣିତ ପୁରୀ ସହରର ଯୁବ ସାମାଜିକ ଅନୁଷ୍ଠାନ ସାହିଭାଇ। ସମାଜ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ ପଥରେ ଅନୁଷ୍ଠାନର ସଭ୍ୟାସଭ୍ୟ ସମର୍ପିତ। ସହଯୋଗ ଓ ସମର୍ପଣଭାବ ନେଇ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛନ୍ତି ସେମାନେ ଆଉ ସାଉଁଟୁଛନ୍ତି…

ଆଗକୁ ପିକ୍‌ନିକ୍‌

ପାଦ ଥାପିଛି ଶୀତ। ଧୀରେ ଧୀରେ ଥଣ୍ଡା ବଢ଼ିବା ସାଙ୍ଗକୁ ଯୁବପିଢ଼ିଙ୍କ ମନରେ ପିକ୍‌ନିକ୍‌ କରିବାକୁ ଆରମ୍ଭ ହୋଇଯାଇଛି ପ୍ଲାନିଂ। ଆଉ ବର୍ଷ ଶେଷରେ ସାଙ୍ଗସାଥୀଙ୍କ ସହ ଏକାଠି ନୂଆ ଜାଗା ବୁଲିଯିବା, ନାଚଗୀତର ଆସର ଭିତରେ ମଜାମସ୍ତିରେ ଭୋଜି କରି…

ଚମକ ହରାଇଛି ବାଣ ବଜାର

ବ୍ରହ୍ମପୁର,୫ା୧୧(ସୁବାସ ଚନ୍ଦ୍ର ପାଢ଼ୀ)ଦିନ ଥିଲା ଦକ୍ଷିଣ ଓଡ଼ିଶାର ବ୍ୟବସାୟିକ ପେଣ୍ଠସ୍ଥଳ ବ୍ରହ୍ମପୁରରେ ବାଲୁଙ୍କେଶ୍ୱର ବାଣ ବଜାର ରହିଥିଲା। ଦୀପାବଳି ଆସିବାର ପ୍ରାୟ ମାସକ ପୂର୍ବରୁ ଏହି ବଜାର ଚଳଚଞ୍ଚଳ ହୋଇ ଉଠୁଥିଲା। ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ ଜିଲାଗୁଡିକରୁ ବ୍ୟବସାୟୀମାନେ ଏଠାକୁ…

ମହିଳାଙ୍କୁ ଖାଇଗଲା ବାଘ

ନୂଆପଡ଼ା,୫ା୧୧(ମକାରୁ ବେମାଲ) ନୂଆପଡ଼ା ଜିଲା ସଦର ରେଞ୍ଜ୍‌ ଧରମବନ୍ଧା ଥାନା ସିଲିଆରିବାହାରା ଗଁାରେ ଶନିବାର ଜଣେ ମହିଳାଙ୍କୁ ମାରି ଖାଇଛି କଲରାପତରିଆ ବାଘ। ମୃତା ହେଲେ ସିଲିଆରିବାହାରା ଗଁାର ପୂର୍ବତନ ୱାର୍ଡମେମ୍ବର ରାମେଶ୍ବରୀ ମାଝି (୫୦)। ସେହିପରି ଏହି ଗଁାଠାରୁ କିଛି…

ଦୁର୍ଦ୍ଦଶାରେ ଦିବ୍ୟାଙ୍ଗ ସୁରେଶଙ୍କ ପରିବାର

କାଏମା,୫ା୧୧(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତର ଭିନ୍ନକ୍ଷମ ସୁରେଶ ମଳିକଙ୍କ ପରିବାର ଦୁଃଖଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ୪୦ ବର୍ଷୀୟ ସୁରେଶଙ୍କ ପରିବାର କହିଲେ ବାପା, ମା’, ସ୍ତ୍ରୀ ଓ ପୁଅଙ୍କୁ ମିଶାଇ ୫ ଜଣ। ସେ ଜନ୍ମରୁ ଭିନ୍ନକ୍ଷମ। ତାଙ୍କ…

ଅଦିନିଆ ବର୍ଷା, ବିଳମ୍ବିତ ହେବ ବାଦାମଚାଷ

ରସୁଲପୁର,୫ା୧୧(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ ଅଦିନିଆ ବର୍ଷା ହୋଇଛି। ରବି ଋତୁରେ ଅଣଧାନ ଫସଲ ପାଇଁ ବର୍ଷା ଉପଯୋଗୀ ବୋଲି କୁହାଯାଉଛି। ହେଲେ ଅଧିକ ବର୍ଷା ବର୍ଷିଲେ ପରିବା ଚାଷକୁ କ୍ଷତି ପହଞ୍ଚାଇବା ସହ ବାଦାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?