Home

ଏସ୍‌. ସୁଶ୍ରୀ ମୟୂରଭଞ୍ଜ ଏସ୍‌ପି, ନବରଙ୍ଗପୁରର ରୋହିତ ବର୍ମା

ଭୁବନେଶ୍ୱର,୪ା୧୧(ଅନିଲ ଦାସ): ରାଜ୍ୟ ସରକାର ଆଇପିଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏ ନେଇ ଶନିବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମୟୂରଭଞ୍ଜ ଏସ୍‌ପି ତଥା ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ଏନ୍‌ଏସି ଅଧିକାରୀଙ୍କୁ ତାଗିଦ କଲେ ଜିଲାପାଳ, ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ଗୋପାଳପୁର,୪ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶନିବାର ଗୋପାଳପୁର ଏନ୍‌ଏସିରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମୀକ୍ଷା କରି ଏନ୍‌ଏସି ଅଧିକାରୀଙ୍କୁ ତାଗିଦ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଏସି ପକ୍ଷରୁ…

ବିଶ୍ୱ କପ-୨୦୨୩ ସେମିଫାଇନାଲ: ୨ ଟିମର ଟିକେଟ ନିଶ୍ଚିତ, ପାକିସ୍ତାନ ଶ୍ରେଷ୍ଠ ୪ର ନିକଟତମ…

ନୂଆଦିଲ୍ଲୀ,୪।୧୧ : ଶନିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନର ବିଜୟ ପରେ ସେମିଫାଇନାଲ ସମୀକରଣରେ ଏକ ବଡ଼ ମୋଡ଼ ଆସିଛି। ଟିମ ଇଣ୍ଡିଆ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୁହାଯାଉଥିବା ନ୍ୟୁଜିଲାଣ୍ଡ ଦଳ ବର୍ତ୍ତମାନ କ୍ରମାଗତ ଚାରିଟି ମ୍ୟାଚ ହାରିଛି। ଏଥି ସହିତ କ୍ରମାଗତ…

ଏଲ୍‌ଭିଶଙ୍କୁ ପଚରାଉଚରା ପରେ ଛାଡ଼ିଲା ପୋଲିସ

ଜୟପୁର,୪ା୧୧: ୟୁଟ୍ୟୁବର ତଥା ବିଗ୍‌ବସ୍‌ ସିଜନ-୨ ବିଜେତା ଏଲ୍‌ଭିଶ ଯାଦବଙ୍କୁ ରାଜସ୍ଥାନର କୋଟା ପୋଲିସ ପଚରାଉଚରା କରିବା ପରେ ଛାଡ଼ିଦେଇଛି। ପୋଲିସ କହିଛି, ଗାଡ଼ି ଯାଞ୍ଚ ବେଳେ ଏଲ୍‌ଭିଶଙ୍କୁ ପଚରାଉଚରା କରାଯାଇଥିଲା। ଏଲ୍‌ଭିଶଙ୍କ ବିଷୟରେ ଜାଣିବାକୁ ମିଳିଥିଲା ଯେ, ନୋଏଡାଠାରେ ତାଙ୍କ…

ଶୋଇଥିବା ବେଳେ ହୋଇଥିଲା ଭୂକମ୍ପ, ବଢ଼ିଚାଲିଛି ମୃତକଙ୍କ ସଂଖ୍ୟା

କାଠମାଣ୍ଡୁ,୪ା୧୧: ଶୁକ୍ରବାର ରାତିରେ ନେପାଳରେ ହୋଇଥିବା ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ଭୂକମ୍ପ ୮ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ଭୂକମ୍ପ ବୋଲି କୁହାଯାଉଛି। ଏହି ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୧୫୭ ଲୋକ ପ୍ରାଣ ହରାଇ ସାରିଲେଣି। ହଜାର ହଜାର…

ତୃତୀୟ ଥର ଲାଗି ବିବାହ ବନ୍ଧନରେ ଅଲି

ବମ୍ବେ: ତୃତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତା ଅଲି ମର୍ଚାଣ୍ଟ। ଦୀର୍ଘଦିନର ପ୍ରେମିକା ଅଦଲିବ୍‌ ଜୈଦିଙ୍କ ହାତ ଧରିଛନ୍ତି ସେ। ଲକ୍ଷ୍ନୌରେ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ ପରିବାର ଏବଂ ବନ୍ଧୁମାନେ ସାମିଲ ହୋଇଥିଲେ। ଏବେ…

କଂଗ୍ରେସର ଅର୍ଥ ଦୁର୍ନୀତି-କମିଶନ-ସାମ୍ପ୍ରଦାୟିକ ଦଙ୍ଗା: ଶାହା…

ଭୋପାଳ,୪।୧୧ : ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ଏକ ସାଧାରଣ ସଭାକୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମ୍ବୋଧିତ କରିଛନ୍ତି। ତାଙ୍କ ଭାଷଣରେ ସେ କଂଗ୍ରେସ ପାର୍ଟିକୁ କଡ଼ା ସମାଲୋଚନା କରିବା ସହ ଦୁର୍ନୀତି, କମିଶନ, ସାମ୍ପ୍ରଦାୟିକ ଦଙ୍ଗା ଏବଂ…

କେବେ ବାନ୍ଧିଥିଲେ ରାଖୀ, ଏବେ ଆଦିଲଙ୍କୁ ଡେଟ୍‌ କରୁଛନ୍ତି ଶର୍ଲିନ

ବମ୍ବେ: କେବେ ବାନ୍ଧିଥିଲେ ରାଖୀ,ଏବେ କରୁଛନ୍ତି ଡେଟିଂ। ଆମେ କହୁଛୁ ବୋଲ୍ଡନେସକୁ ନେଇ ଚର୍ଚ୍ଚାରେ ରହୁଥିବା ଶର୍ଲିନ ଚୋପ୍ରାଙ୍କ ବିଷୟରେ। ଏକଦା ସେ ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତଙ୍କ ପୂର୍ବ ସ୍ବାମୀ ଆଦିଲ ଖାନ ଦୁରାନୀଙ୍କୁ ରାଖୀ ବାନ୍ଧିଥିବା ବେଳେ ଏବେ…

ଦିବ୍ୟାଙ୍ଗ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କଲା ପୋଲିସ, ଭାଇରାଲ ହେଉଛି ଫଟୋ

ଛତ୍ରପୁର,୪ା୧୧(ଦିଲ୍ଲୀପ ସାମଲ): ପୋଲିସର ବର୍ବରତା। ମାନବିକତାର ସୀମା ଟପିଛି ପୋଲିସ। ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କରିଛି ପୋଲିସ। ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁରରେ। ଦୀପାବଳି ପାଇଁ ପ୍ରତ୍ୟେକ ବର୍ଷ…

ଇଣ୍ଡିଆ ମେଣ୍ଟ କଳି ପଦାରେ ପଡ଼ିଲା, ସିପିଆଇଏମ-ଟିଏମସି ମୁହାଁମୁହିଁ…

କୋଲକାତା,୪।୧୧ : ଭାରତରେ ହେବାକୁ ଥିବା ଲୋକସଭା ନିର୍ବାଚନରେଭାଜପାକୁ ଚ୍ୟାଲେଞ୍ଜ କରିବା ପାଇଁ ଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆରେ ମତଭେଦର ଜାରି ରହିଛି। ସହଯୋଗୀ ଦଳଗୁଡିକ ଜାତୀୟ ନିର୍ବାଚନରେ ଏକାଠି ଲଢ଼ିବାକୁ ଇଚ୍ଛା ପ୍ରକାଶ କରୁଥିବାବେଳେ ଆଭ୍ୟନ୍ତରୀଣ ସ୍ତରରେ ବିବାଦ ଦେଖାଦେଇଛି।…

ଡିଏଲଏସ ନିୟମରେ ୨୧ ରନରେ ଜିତିଲା ପାକିସ୍ତାନ, ନ୍ୟୁଜିଲାଣ୍ଡ ପରାଜିତ…

ବେଙ୍ଗାଲୁରୁ,୪।୧୧: ତାମିଲନାଡୁର ଚେନ୍ନାଇର ଏମ.ଚିନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୫ତମ ମ୍ୟାଚରେ ପାକିସ୍ତାନ ଡିଏଲଏସରେ ୨୧ ରନରେ ଜିତିଛି। ନ୍ୟୁଜିଲାଣ୍ଡ ପରାଜିତ ହୋଇଛି। ନ୍ୟୁଜିଲାଣ୍ଡ ୫୦ ଓଭରରେ ୬ ଓ୍ବିକେଟ ହରାଇ ୪୦୧ ରନ କରିଥିଲା। ଫଳାରେ ପାକିସ୍ତାନ ପାଇଁ…

ହମାସର ଲକ୍ଷ୍ୟ ଗାଜାରେ ଇସ୍ରାଏଲ ପାଇଁ ସମସ୍ୟା ସୃଷ୍ଟି: ୪୦ ହଜାର ଯୋଦ୍ଧା ସାମିଲ, ମାଟିତଳେ ସୁଡଙ୍ଗ ସହର…

ଜେରୁଜେଲମ,୪।୧୧ : ଗାଜା ଷ୍ଟ୍ରିପରେ ହମାସ ଟାର୍ଗେଟ ଉପରେ ଏୟାର ଷ୍ଟ୍ରାଇକ ସହିତ ଇସ୍ରାଏଲ ସେନା ମଧ୍ୟ ସ୍ଥଳ ଆକ୍ରମଣ କରୁଛି । ଏଠାରେ ହମାସ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଦାବି କରୁଛି। ପାଲେଷ୍ଟାଇନ ସମର୍ଥିତ ସଂଗଠନର ନେତୃତ୍ୱର ସୂତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?