Home

ଆବର୍ଜନା ଗଦାରୁ ଅଜଣା ରୋଗର ଭୟ

ଭୁବନେଶ୍ୱର, ୬।୧୧ (ବନ୍ଦନା ସେଠୀ): ସୈନିକ ସ୍କୁଲ ନିକଟ ଟିଟିଏସ୍‌ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ)ରେ ଅଳିଆର ପାହାଡ଼ ଜମା ହୋଇଛି। ଦିନେ ଅସ୍ଥାୟୀ ଭାବେ ଆବର୍ଜନା ପଡିବା ପାଇଁ ଆରମ୍ଭ ହୋଇଥିବା ଏହି ସ୍ଥାନ ଏବେ ସ୍ଥାୟୀ ଡମ୍ଫିୟାର୍ଡରେ ପରିଣତ ହୋଇଛି।…

କାମରେ ଆସୁନି ସୌରଚାଳିତ ଆଲୋକୀକରଣ

ନିରାକାରପୁର,୬ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ସାନରାଉତପଡ଼ା ପଞ୍ଚାୟତ ମୂଳୀଝରଗଡ଼ ଠାରେ ରହିଛି ମା’ଉଗ୍ରତାରାଙ୍କ ପୀଠ। ଏହି ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ସବୁ ସମୟରେ ଭକ୍ତମାନେ ଆସିବା ସହ ଗହଳି ଲାଗି ରହିଥାଏ। ୧୬…

ଏକ୍ସା-ସେଲ ଜିନ ଥେରାପିରେ ହେବ ସିକଲ ସେଲ ଚିକିତ୍ସା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୧୧: ଆମେରିକାର ସ୍ବାସ୍ଥ୍ୟ ବିଶେଷଜ୍ଞ କମିଟି ନୂତନ ଜିନ ଥେରାପି ‘ଏକ୍ସା-ସେଲ’ ସହିତ ଆନୁବଂଶିକ ରୋଗୀ ସିକଲ ସେଲ ରୋଗ (ଏସସିଡି)ର ଚିକିତ୍ସାକୁ ଅନୁମୋଦନ କରିଛି। ଡିସେମ୍ବର ୮ ରେ ଏହା ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏପଡିଏ) ରୁ ଆନୁଷ୍ଠାନିକ…

ବଢ଼ିଚାଲିଛି ପିଆଜ ଦର

ପାରଳାଖେମୁଣ୍ଡି,୬ା୧୧ (ଗିରିଧାରୀ ପରିଛା): ଗଜପତି ଜିଲାରେ କନ୍ଦାଉଛି ପିଆଜ, ଲଗାତାର ବଢି ଚାଲିଛି ଦର। ଗତ କିଛି ଦିନ ତଳେ ପିଆଜ କିଲୋ ୨୦ ଟଙ୍କାରେ ମିଳୁଥିବା ବେଳେ ଏବେ ୮୦ ଟଙ୍କାରେ ପହଁଚିଲାଣି। ନାସିକରେ ପିଆଜ ମହଙ୍ଗା କାରଣରୁ ଓ…

ଆବାସ ଯୋଜନାରେ ଅନିୟମିତତା

ନୟାଗଡ଼,୬।୧୧ (ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବଡ଼ଗୋରଡା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଲାଞ୍ଚ ଦେଲେ ବିଲ୍‌ ମିଳୁଛି ବୋଲି ଅଭିଯୋଗ ହେଉଛି। ଲାଞ୍ଚ ଦେଲେ ହିତାଧିକାରୀଙ୍କ ଘର ଅସମ୍ପୂର୍ଣ୍ଣ ଥିଲେ ବି କାଗଜାତରେ ସମ୍ପୂର୍ଣ୍ଣ ହୋଇ ଫାଇନାଲ ବିଲ୍‌…

ବର୍ଷା ନାହିଁ, ଉଜୁଡ଼ିବାକୁ ବସିଛି ଧାନଫସଲ

ରଣପୁର,୬ା୧୧(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଏନଏସି ସହିତ ବ୍ଲକର ୩୭ ପଞ୍ଚାୟତରେ ଚଳିତବର୍ଷ ଅନିୟମିତ ବର୍ଷା ଲାଗି ରହିଥିଲା। ଏଥିସହିତ ବହୁ ଦିନ ବର୍ଷା ହୋଇ ନ ଥିବାରୁ ଧାନ ଫସଲ ଉଜୁଡିବାରେ ଲାଗିଛି। ଚାଷୀ ବହୁ କଷ୍ଟରେ…

ଓଡ଼ିଶା ମହିଳା ଫୁଟବଲ ଦଳକୁ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ,୬ା୧୧(ପି.ଟି.): ପ୍ରଦୂଷଣକୁ ନେଇ ସଙ୍କଟରେ ଦିନିକିଆ କ୍ରିକେଟ ବିଶ୍ୱକପର ୩୮ତମ ମ୍ୟାଚ୍‌। ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ ଷ୍ଟାଡିୟମରେ ସୋମବାର ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚ୍‌ ବାତିଲ ହେବାର ଆଶଙ୍କା ଦେଖାଦେଇଛି। ଉଭୟ ଦଳ ରବିବାରର…

ସଚିନଙ୍କ ଶତକର ସମକକ୍ଷ ହେଲେ ବିରାଟ

କୋଲକାତା, ୬।୧୧ (ପି.ଟି.): ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ରବିବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ବିଶ୍ୱକପ କ୍ରିକେଟ ମ୍ୟାଚରେ ନିଜର ୩୫ତମ ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଶତକ ଭେଟି ଦେଇଛନ୍ତି ଟିମ୍‌ ଇଣ୍ଡିଆର ସବୁଠାରୁ ଲୋକପ୍ରିୟ ବ୍ୟାଟର ବିରାଟ କୋହଲି।…

ଏଫ୍‌ସିଆଇ ପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହ

ଭୁବନେଶ୍ୱର,୬।୧୧: ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ)ର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଏପରିକି ସଚେତନତା ସମ୍ବନ୍ଧୀୟ ବିଷୟରେ କୁଇଜ, ବିତର୍କ, ପେଣ୍ଟିଂ ଆଦି ଉପରେ ତାଲିମ ଅଧିବେଶନ…

ନିକନ୍‌ ଇଣ୍ଡିଆର ନୂତନ ଉତ୍ପାଦ

ଭୁବନେଶ୍ୱର,୬।୧୧: ନିକନ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ନିକନ୍‌ ଜେଡ୍‌ ଏଫ୍‌’କୁ ନିକଟରେ ଉନ୍ମୋଚନ ସହ ଓଡ଼ିଶା ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ନିକନ୍‌ ଇଣ୍ଡିଆ ମିରର ଲେସ୍‌ କ୍ୟାମେରା ଲାଇନ ଅପରେ…

ରାସ୍ତା ସଫେଇର ଦେଶୀ ଯୋଗାଡ଼, ଭିଡିଓ ଦେଖିଲେ କରିବେ ପ୍ରଶଂସା

ସମଗ୍ର ବିଶ୍ୱରେ ଦେଶୀ ଯୋଗାଡ଼ର ଅଭାବ ନାହିଁ। ଯାହା ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ଏବେ ସେମିତି ଏକ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତା ସଫା କରିବା ପାଇଁ ଅନନ୍ୟ କୌଶଳ ବ୍ୟବହାର…

ବିଓଏମ୍‌ର ସତର୍କତା ସଚେତନତା ସପ୍ତାହ

ଭୁବନେଶ୍ୱର, ୬।୧୧: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ବିଓଏମ ପକ୍ଷରୁ ଏକ ବାଇକ ର଼୍ୟାଲିର ଆୟୋଜନ କରାଯାଇଥିଲା। ଉକ୍ତ ର଼୍ୟାଲିରେ ଭୁବନେଶ୍ୱର ଅଞ୍ଚଳର ଉପ-ଅଞ୍ଚଳ ପ୍ରବନ୍ଧକ ସଞ୍ଜୀବ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?