Home

୮୦ହଜାର ସରକାରୀ କର୍ମଚାରୀଙ୍କୁ ମିଳିବ ଦିପାବଳୀ ବୋନସ

ନୂଆଦିଲ୍ଲୀ,୬।୧୧: ଦିପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବୋନସ ଦେବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୮୦ ହଜାର କର୍ମଚାରୀଙ୍କୁ ବୋନସ ଦେବାକୁ ଘୋଷଣା କରିଛନ୍ତି। ସର୍ବଶେଷ ସୂଚନା ଅନୁଯାୟୀ, ଦିଲ୍ଲୀ…

ବିଶ୍ୱ ଚାମ୍ପିୟନର ପରାଜୟ ନେଇ କ୍ରିକେଟ ବୋର୍ଡକୁ ନିଲମ୍ବିତ କଲେ ସରକାର…

କଲମ୍ବୋ,୬।୧୧ : ବିଶ୍ୱକପ ୨୦୨୩ରେ ଶ୍ରୀଲଙ୍କାର ଖରାପ ପ୍ରଦର୍ଶନର ପ୍ରଭାବ ଦୃଶ୍ୟମାନ ହେବାକୁ ଲାଗିଲାଣି। ଶ୍ରୀଲଙ୍କା ସରକାର ସମଗ୍ର କ୍ରିକେଟ ବୋର୍ଡକୁ ନିଲମ୍ବିତ କରିଛନ୍ତି। ସୋମବାର ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଶ୍ରୀଲଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱକପରେ ଖେଳାଯାଇଥିବା…

ଭାରତ ବିଶ୍ୱ ଚାମ୍ପିୟନ୍‌ ଆଶା ହେବ କି ଧୂଳିସାତ୍‌: ଲିଗ୍‌ ଷ୍ଟେଜ୍‌ରେ ଟପ୍‌ରେ ରହିବା ଦଳ ପାଇଁ ଅଶୁଭ

ନୂଆଦିଲ୍ଲୀ,୬।୧୧: ୨୦୨୩ ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଗୋଟିଏ ବି ମ୍ୟାଚ ହାରିନାହିଁ। ଭାରତ ଏକପାଖିଆ ଭାବେ ସମସ୍ତ ମ୍ୟାଚ ଜିତିଛି। ଭାରତ ବିପକ୍ଷରେ ବିପକ୍ଷ ଦଳ ସମ୍ପୂର୍ଣ୍ଣ ଭାବେ…

କମଲ ହାସନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ସାଉଥ୍‌ ସୁପରଷ୍ଟାର କମଲ ହାସନ ଆଜି ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ଏକାଧାରାରେ ଭାରତୀୟ ଅଭିନେତା, ନିର୍ଦ୍ଦେଶକ, ସ୍କ୍ରିନ ରାଇଟର୍‌, ଗାୟକ ତଥା ରାଜନେତା କମଲ ହାସନ ଅନେକ ସଫଳତା ହାସଲ କରିଛନ୍ତି। ସେ ଭାରତୀୟ ସିନେମାର ଅନ୍ୟତମ ପ୍ରସିଦ୍ଧ ଚେହେରା…

ହମାସ୍‌କୁ ସମର୍ଥନ କରିବା ପାଇଁ ଆଗେଇ ଆସିଲା ପାକ୍‌

ଜେରୁଜେଲମ୍‌,୬ା୧୧: ହମାସ୍‌କୁ ହଟାଇବା ପାଇଁ ଇସ୍ରାଏଲ କ୍ରମାଗତ ଭାବରେ ନିଜର ଆକ୍ରମଣକୁ ଜୋରଦାର କରୁଛି। ଗାଜା ଉପରେ ଚାଲିଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ମୁସଲମାନ ଦେଶ ଆତଙ୍କବାଦୀ ଗୋଷ୍ଠୀ ହମାସ୍‌କୁ ସମର୍ଥନ କରିଛନ୍ତି। ଏହି ସମୟରେ ପାକିସ୍ତାନ ମଧ୍ୟ ହମାସ୍‌…

ଏମ୍‌ଆର୍‌ଆଇ ପାଇଁ ଯାଉଥିଲେ ଭୁଲ୍‌ରେ ବି ସାଙ୍ଗରେ ନିଅନ୍ତୁନି ଏହି ଜିନିଷ, ନଚେତ ଭୋଗିବେ କୁପରିଣାମ, ଭିଡିଓ ଦେଖିଲେ ହିଁ ବୁଝିପାରିବେ

ଯେତେବେଳେ ଆମେ ଏମ୍‌ଆର୍‌ଆଇ ପାଇଁ ଯାଇଥାଉ ସେଠାରେ ଥିବା କର୍ମଚାରୀମାନେ ଆମକୁ ଆଗୁଆ କୁହନ୍ତି ଯେ, ଧାତୁରେ ତିଆରି ଜିନିଷଗୁଡିକ ଭୁଲ୍‌ରେ ନେବା ଉଚିତ ନୁହେଁ। ଏପରିକି ସମସ୍ତ ଅଳଙ୍କାର ମଧ୍ୟ ଶରୀରରୁ ବାହାର କରାଯାଇଥାଏ। ଅନେକ ଲୋକ ଭାବନ୍ତି, ଏହା…

ଲୋକଙ୍କୁ ଚା’ବାଣ୍ଟିଲେ ରାହୁଲ ଗାନ୍ଧୀ

ଡେରାଡୁନ,୬।୧୧: ପାଞ୍ଚଟି ରାଜ୍ୟରେ ନିର୍ବାଚନ ପୂର୍ବରୁ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। କେଦାରନାଥ ଧାମରେ ପ୍ରାର୍ଥନା କରିବା ପରେ ସେ ଲୋକଙ୍କ ସହ ସମୟ ବିତାଇବା ସହ ଚା’ ପାର୍ଟି ମଧ୍ୟ ଉପଭୋଗ କରିଛନ୍ତି। ଏହି ସମୟ…

ଚାକିରି ପାଇଁ ସିଭିରେ ଏଭଳି ଗୋପନୀୟ ତଥ୍ୟ ଲେଖିଲେ ଯୁବକ, ସିଇଓ ଲଜ୍ଜିତ ହୋଇ ମୁଣ୍ଡ ତଳକୁ କଲେ, ଟୁଇଟର ହ୍ୟାଣ୍ଡେଲରେ ଶେୟାର…

ଓ୍ବାଶିଂଟନ,୬।୧୧ : ଚାକିରି ଦେବା ପୂର୍ବରୁ ବେସରକାରୀ କମ୍ପାନୀମାନେ ପ୍ରଥମେ ପ୍ରାର୍ଥୀଙ୍କଠାରୁ ସିଭି ମାଗନ୍ତି। ତେଣୁ ଲୋକମାନେ ସେମାନଙ୍କର ସିଭି ଏପରି କରିବାକୁ ଚେଷ୍ଟା କରନ୍ତି ଯେପରି ଏଚଆର କିମ୍ବା ସାକ୍ଷାତକାର ସମୟରେ ଏହାକୁ ଦେଖି ନିଯୁକ୍ତିଦାତା ଖୁସି ହୁଅନ୍ତି। ଯଦିଓ…

ଭାଜପାରେ ମିଶିବେ ୫୦ କଂଗ୍ରେସ ବିଧାୟକ: ଭାଜପା ନେତାଙ୍କ ଦାବି ନେଇ ରାଜନୀତି ସରଗରମ

ବେଙ୍ଗାଲୁରୁ,୬।୧୧: ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା ପୂର୍ବତନ ବିଧାୟକ ମୁରୁଗେଶ ନିରାନୀଙ୍କ ଦାବି କର୍ନାଟକ ରାଜନୀତିରେ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛି। ବିଜୟପୁରରେ ସେ କହିଛନ୍ତି,ଅତି କମରେ ୫୦ ଜଣ କଂଗ୍ରେସ ବିଧାୟକ ଖୁବ ଶୀଘ୍ର ଭାଜପାରେ…

ଜୟପୁରରେ ପହଞ୍ଚିଲା ବିମାନ

ଭୁବନେଶ୍ୱର,୬ା୧୧: ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରୁ ସୋମବାର ସକାଳ ୭.୧୦ରେ ଉଡ଼ାଣ କରିଥିବା ଇଣ୍ଡିଆଓ୍ବାନ୍‌ ଏୟାର ବିମାନ ୮.୪୫ରେ କୋରାପୁଟ ଜିଲାର ଜୟପୁରଠାରେ ପହଞ୍ଚିଛି। ତେବେ ଏହି ବିମାନ ଜୟପୁରରୁ ସକାଳ ୯ଟାରେ ଛାଡ଼ି ଭୁବନେଶ୍ୱରରେ ୧୦.୧୫ରେ ପହଞ୍ଚିବ ବୋଲି ବିମାନବନ୍ଦର ସୂତ୍ରରୁ…

ସ୍ତ୍ରୀଙ୍କ ଗୀତରେ ପଡ଼ିଆରେ ନାଚିଲେ କୋହଲି

କୋଲକାତା,୬।୧୧:ଭାରତୀୟ କ୍ରିକେଟର ବିରାଟ କୋହଲି ଜନ୍ମଦିନ ଅବସରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଶତକ ହାସଲ କରି ନିଜକୁ ଏବଂ ପ୍ରଶଂସକଙ୍କୁ ଉପହାର ଦେଇଛନ୍ତି। ସ୍ତ୍ରୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ସ୍ବାମୀଙ୍କ ଶତକ ପରେ ଏକ ପୋଷ୍ଟ ଶେୟାର କରି…

୩୫ ବର୍ଷ ବୟସ୍କା ପ୍ରଫେସର ୨୦ ବର୍ଷ ବୟସ୍କ ଛାତ୍ରଙ୍କୁ କଲେ ବିବାହ, ବଳାତ୍କାର ମାମଲାରେ ଜାମିନ ପ୍ରଦାନ କଲେ କୋର୍ଟ…

ନୂଆଦିଲ୍ଲୀ,୬।୧୧ : ପ୍ରେମ, ଯୌନ ସମ୍ପର୍କ ଏବଂ ପ୍ରତାରଣା ମାମଲାରେ ଦିଲ୍ଲୀ ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ଘଟିଥିବା ଏହି ମାମଲାରେ ଜଣେ ୩୫ ବର୍ଷ ବୟସ୍କା ପ୍ରଫେସର ଜଣେ ୨୦ ବର୍ଷ ବୟସ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?