ଜି-୨୦ ନୂଆଦିଲ୍ଲୀ ଘୋଷଣା ପତ୍ରକୁ ସହମତି: ସୂଚନା ଦେଲେ ପ୍ରଧାନମନ୍ତ୍ରୀ..
ନୂଆଦିଲ୍ଲୀ,୯।୯ : ଦିଲ୍ଲୀରେ ଚାଲିଥିବା ଜି -୨୦ ବୈଠକର ଦ୍ୱିତୀୟ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଛନ୍ତି। ଦ୍ୱିତୀୟ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ଅତିଥି ଦେଶର ମୁଖ୍ୟମାନଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ନୂଆଦିଲ୍ଲୀ ଜି…
ବିକ୍ରମର ଫଟୋ ଉଠାଇଲା ଚନ୍ଦ୍ରାୟାନ ୨ର ଅର୍ବିଟର
ନୂଆଦିଲ୍ଲୀ,୯।୯: ଭାରତର ମୁନ ମିଶନ ଚନ୍ଦ୍ରାୟାନ ୩ ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି। ପ୍ରଜ୍ଞାନ ରୋଭର ଓ ବିକ୍ରମ ଲ୍ୟାଣ୍ଡର ନିଜର ମିଶନ ସମାପ୍ତ କରି ଅନେକ ତଥ୍ୟ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)କୁ ପଠାଇଛନ୍ତି। ତେବେ…
ରବିବାର ଭାରତ-ପାକିସ୍ତାନ ସୁପର ୪ ମ୍ୟାଚରେ ପୁଣି ବାଧକ ହୋଇପାରେ ବର୍ଷା ! ସମ୍ଭାବନା ୯୦ ପ୍ରତିଶତ…
କଲମ୍ବୋ,୯।୯ : ଏସିଆ କପରେ ରବିବାର ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ସୁପର ଫୋର ମ୍ୟାଚ ପାଇଁ ରିଜର୍ଭ ଦିନ ଘୋଷଣା ହୋଇଛି। କଲମ୍ବୋରେ ହେବାକୁ ଥିବା ଏହି ମ୍ୟାଚରେ ମଧ୍ୟ ବର୍ଷା ଆଶଙ୍କା କମିନାହିଁ। ଯେହେତୁ ବର୍ଷା ଯୋଗୁଁ ପାଲଲେକେଲରେ…
ଦିଲ୍ଲୀରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ନାହିଁ ‘ନୋ ଫ୍ଲାଇଙ୍ଗ୍ ଜୋନ’ କଟକଣା
ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜି-୨୦ରେ ବିମାନ ଉଡାଣକୁ ନେଇ କଟକଣା କୋହଳ କରାଯାଇଛି। ଜି-୨୦ ଶିଖର ସମ୍ମିଳନୀରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ କିମ୍ବା ଏହାର ଆଖପାଖ ଅଞ୍ଚଳକୁ ବିମାନ ଯାତ୍ରା ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ…
ବାଡ଼ ଡେଇଁଲେ ସିଏମ ଗେହଲଟଙ୍କ ନିକଟତର ଥିବା ରାଜେନ୍ଦ୍ର ଗୁଧା, ଶିନ୍ଦେଙ୍କ ଦଳରେ ସାମିଲ…
ମୁମ୍ବାଇ,୯।୯ : ଗତ ଦୁଇ ମାସ ମଧ୍ୟରେ ରାଜସ୍ଥାନ ରାଜନୀତିରେ ହଇଚଇ ସୃଷ୍ଟି କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାବିନେଟରୁ ବହିଷ୍କୃତ ମନ୍ତ୍ରୀ ରାଜେନ୍ଦ୍ର ଗୁଧା ଶେଷରେ କଂଗ୍ରେସ ବାଡ଼ ଡେଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନାରେ ଯୋଗ ଦେଇଛନ୍ତି।…
ବିପୁଳ ପରିମାଣର ଦେଶୀ ମଦ ଜବତ, ୨ ଗିରଫ
ଛେଣ୍ଡିପଦା,୯ା୯(ଅଜିତ ଧଳ): ଅନୁଗୋଳ ଜିଲା ଅବକାରୀ ବିଭାଗ ପକ୍ଷରୁ ନକଲି ବିଦେଶୀ ମଦ ତିଆରି ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଛେଣ୍ତିପଦା ଥାନା ମଛକୁଟା ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ଦେଶୀ ଓ ବିଦେଶୀ ମଦ ଜବତ କରିବା…
ଭାରତରୁ ୟୁରୋପ ଚାଲିବ ଟ୍ରେନ: ଆମେରିକ ସାଉଦି ସହ ମିଳିତ ହୋଇ ନିର୍ମାଣ ହେବ ରେଲ ଶିପିଂ କରିଡର…
ନୂଆଦିଲ୍ଲୀ,୯।୯ : ‘ବେଲ୍ଟ ଆଣ୍ଡ ରୋଡ’ ପଦକ୍ଷେପ (ବିଆରଆଇ) ଅନ୍ତର୍ଗତ ଅନ୍ତର୍ଜାତୀୟ ବ୍ୟବସାୟରେ ନିଜର ଆଭିମୁଖ୍ୟ ପ୍ରତିଷ୍ଠା ପାଇଁ ଚାଇନା ଅନେକ ଦେଶକୁ ନିଜ ଅଧୀନରେ ନେଇଛି। ନୂଆଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଭାରତ ମଧ୍ୟ ଏକ ଉପଯୁକ୍ତ ଉତ୍ତର…
ଜି-୨୦ରେ ଭାରତର ଅଧ୍ୟକ୍ଷତା, ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା
ନୂଆଦିଲ୍ଲୀ/ ମସ୍କୋ,୯।୯: ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ। ଭାରତର ଅଧ୍ୟକ୍ଷତାକୁ ନେଇ ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ସମୟରେ, ଋଷିଆର ଏକ ସରକାରୀ ଗଣମାଧ୍ୟମ ଭାରତ ବିରୋଧରେ ଭୁଲ ଏଜେଣ୍ଡା ପ୍ରସାରଣ କରିଥିବାରୁ ପାଶ୍ଚାତ୍ୟ…
ମୁଁ ସରକାର ନୁହେଁ ମୋର ପରିବାର ଚଳାଉଛି: ଶିବରାଜ…
ଖରଗୋନ,୯।୯ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶନିବାର ଖରଗୋନର ସନାୱାଦରେ ପହଞ୍ଚିଛନ୍ତି। ସେ ଭାଜପାର ଜନ ଆର୍ଶିବାଦ ଯାତ୍ରାରେ ଯୋଗଦେଇ କହିଛନ୍ତି ମୁଁ ସରକାର ନୁହେଁ, ମୋର ପରିବାର ଚଳାଉଛି। ସନାତନ ଅପମାନକୁ ବରଦାସ୍ତ କରାଯିବ ନାହିଁ। ସମସ୍ତ…
ଆମେ କରୋନାକୁ ପରାସ୍ତ କରିଛେ, ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ଅବିଶ୍ୱାସକୁ ମଧ୍ୟ ପରାଜିତ କରି ପାରିବା : ଜି-୨୦ ରେ ମୋଦି…
ନୂଆଦିଲ୍ଲୀ,୯।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଜି -୨୦ ସମ୍ମିଳନୀକୁ ସମ୍ବୋଧିତ କରି ସ୍ବାଗତ ଭାଷଣ ଦେଇଛନ୍ତି। ଦେଶକୁ ଆତ୍ମବିଶ୍ୱାସର ମନ୍ତ୍ର ପ୍ରଦାନ କରୁଥିବାବେଳେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ଭାରତର ଅଧ୍ୟକ୍ଷତାରେ ‘ସବକା ସାଥ,…
ଭାରତକୁ ପ୍ରଂଶସା ଓ ଆମେରିକାକୁ ନିନ୍ଦା କଲା ଚାଇନା ଗଣମାଧ୍ୟମ
ବେଜିଂ,୯।୯: ଜି-୨୦ ଶିଖର ସମ୍ମିଳନୀ ଦୁଇ ଦିନ ଧରି ଭାରତରେ ଅନୁଷ୍ଠିତ ହୋଇଯାଇଛି। ୩୦ଟି ଦେଶର ପ୍ରମୁଖ ରାଷ୍ଟ୍ରନେତା ବୈଠକରେ ଯୋଗ ଦେଇଛନ୍ତି। କେବଳ ଚାଇନା ଓ ଋଷିଆ ରାଷ୍ଟ୍ରପତି ସମ୍ମିଳନୀରେ ଯୋଗ ନେଇ ନାହାନ୍ତି। ତେବେ ଏହାରି ଭିତରେ ଚାଇନାର…
ଗୋଟିଏ ଗଛରେ ଫଳିଛି ସେଓ, ଅଙ୍ଗୁର, ଆମ୍ବ: ଭିଡିଓ ଦେଖିଲେ ଆପଣ ବି ସଫଳ ହୋଇପାରିବେ
ପ୍ରକୃତି ବିଭିନ୍ନ ଖଣିଜ ପଦାର୍ଥ ପାଇଁ ବିଭିନ୍ନ ଫଳ ଏବଂ ପନିପରିବା ସୃଷ୍ଟି କରିଛି। ପ୍ରତ୍ୟେକ ଫଳର ନିଜସ୍ବ ଋତୁ ନିଜସ୍ବ ତାପମାତ୍ରା ବି ରହିଛି। ଏହି ଫଳଗୁଡ଼ିକ କେବଳ ଏହା ଉପରେ ହିଁ ବଢ଼ିଥାଏ। କିନ୍ତୁ ଏଭଳି କୌଶଳ ସୋସିଆଲ…
Archives


