ଜି-୨୦ର ପ୍ରଥମ ବୈଠକ: କଣ ରହିଛି ଆଲୋଚନାର ମୁଖ୍ୟ ପ୍ରସଙ୍ଗ
ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ଶନିବାର ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି। ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରୁ ପ୍ରଧାନମନ୍ତ୍ରୀ ମୋଦି ମରକ୍କୋ ଭୂକମ୍ପକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହାପରେ ଆଫ୍ରିକୀୟ ୟୁନିୟନକୁ ଜି-୨୦ରେ ସଦସ୍ୟ ଭାବେ ଆମନ୍ତ୍ରଣ…
ମଣିପୁର ହିଂସା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି, ଚିକିତ୍ସା ସମୟରେ ଆହତଙ୍କ ମୃତ୍ୟୁ
ଇମ୍ଫାଲ,୯।୯: ମଣିପୁରର ଟେଙ୍ଗନୌପାଲ ଓ କାକଚିଂ ଜିଲାରେ ଘଟିଥିବା ହିଂସାରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି। ଡାକ୍ତରଖାନାରେ ଚିକିତ୍ସା ସମୟରେ ୩୭ ବର୍ଷ ବୟସ୍କା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳୁ ପେଲଲ ସହରରେ ଆସାମ ରାଇଫଲ୍ସର ଯବାନ ଓ…
ଜି-୨୦ରେ ମୋଦିଙ୍କ ସମ୍ବୋଧନ ସମୟରେ ନେମପ୍ଲେଟରେ ଲେଖାଯାଇଛି ‘ଭାରତ’
ନୂଆଦିଲ୍ଲୀ,୯।୯: ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ଚାଲିଥିବା ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ନେତାଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ତାଙ୍କ ସାମ୍ନାରେ ରଖାଯାଇଥିବା ନେମପ୍ଲେଟରେ ‘ଭାରତ’ ଲେଖାଯାଇଥିବା ଦେଖାଯାଇଥିଲା। ଘଟରା ହେଲା ଏବେ…
ରାଷ୍ଟ୍ରପତିଙ୍କ ଜି-୨୦ ଡିନର ପାର୍ଟିରେ ରହିବେ ୧୭୦ ଅତିଥି
ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଛି ଜି-୨୦ ଶିଖର ସମ୍ମିଳନୀ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଏକ ଜି-୨୦ ଡିନର ପାର୍ଟି ହୋଷ୍ଟ କରାଯାଇଛି। ଏଥିରେ ସ୍ପେଶାଲ ଇନଭାଇଟି ଭାବେ ୧୭୦ ଜଣ ଅତିଥି ରହିବେ ବୋଲି ଜଣାପଡିଛି।…
ପ୍ରଥମ ଥର ଘୁଷୁରୀ ଭ୍ରୁଣରେ ବିକଶିତ ହେବ ମାନବ କିଡନୀ, ଚାଇନା ବୈଜ୍ଞାନିକଙ୍କ ବଡ ସଫଳତା
ବେଜିଂ,୯।୯: ମେଡିକାଲ ବିଜ୍ଞାନରେ ଅଙ୍ଗ ପ୍ରତିରୋପଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଠିକ ସମୟରେ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅଙ୍ଗର ଉପଲବ୍ଧ ନ ହେବା ହେତୁ ଅନେକ ଲୋକ ପ୍ରାଣ ହରାନ୍ତି। ଏଭଳି ପରିସ୍ଥିତିରେ ପ୍ରଥମ ଥର ପାଇଁ ଘୁଷୁରୀ ଭ୍ରୁଣରେ…
ଏବେଠାରୁ ଜି-୨୦ ହେଲା ଜି-୨୧, ମୋଦି କହିଲେ ସଭିଙ୍କ ସହ ମିଶି ଚାଲିବାର ସମୟ
ନୂଆଦିଲ୍ଲୀ,୯।୯: ବର୍ତ୍ତମାନଠାରୁ ଜି-୨୦କୁ ଜି-୨୧ କୁହାଯିବ। ଆଫ୍ରିକୀୟ ୟୁନିଅନର ସ୍ଥାୟୀ ସଦସ୍ୟତା ପରେ ଏହା ବଦଳିଯାଇଛି। ଭାରତ ନିଜକୁ ଗ୍ଲୋବାଲ ସାଉଥର ଲିଡର ଭାବରେ ନିଜକୁ ସ୍ଥାପିତ କରିଛି। ଆଫ୍ରିକୀୟ ୟୁନିୟନରେ ୫୫ ଟି ଦେଶ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,…
ଜି -୨୦ ସମ୍ମିଳନୀର ପ୍ରଥମ ଦିବସ: ଉଦଘାଟନ ସମାରୋହରେ ମରକ୍କୋ ଭୂ୍କମ୍ପକୁ ନେଇ ଦୁଃଖ ପ୍ରକାଶ କଲେ ମୋଦି
ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀରେ ଶନିବାର (ଅନୁଷ୍ଠିତ ହେବାକୁ ଥିବା ଜି -୨୦ଶିଖର ସମ୍ମିଳନୀର ପ୍ରଥମ ଦିନର ଶୁଭାରମ୍ଭ ହୋଇଛି। ଏହି ଶିଖର ସମ୍ମିଳନୀକୁ ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସମଗ୍ର ବିଶ୍ୱ ତରଫରୁ ମରକ୍କୋରେ ହୋଇଥିବା ଭୂକମ୍ପ…
ଭାରତ ମଣ୍ଡପମରେ ବିଶ୍ୱ ନେତାଙ୍କୁ ସ୍ବାଗତ କଲେ ମୋଦି
ନୂଆଦିଲ୍ଲୀ,୯।୯:ରାଜଧାନୀ ଦିଲ୍ଲୀରେ ଶନିବାର ସେପ୍ଟେମ୍ବର ୯ରୁ ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି। ଏଥି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି -୨୦ ସ୍ଥାନ ଭାରତ ମଣ୍ଡପରେ ପହଞ୍ଚିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଏନଏସଏ…
ମାଓ ନିଆଁରେ ନିଖୋଜ ଅଛନ୍ତି ୬୬ଜଣ
ହଓ୍ବାଇ,୯।୯: ଆମେରିକାର ହଓ୍ବାଇ ସହରର ମାଓ ଜଙ୍ଗଲରେ ଏକ ମାସ ପୂର୍ବରୁ ବ୍ୟାପକ ଅଗ୍ପିକାଣ୍ଡ ଘଟିଥିଲା। ନିଆଁରେ ଜଙ୍ଗଲର ଅଧିକାଂଶ ଭାଗ ଜଳିପଡି ପାଉଁଶ ହୋଇଯାଇଥିଲା। ତେବେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ହଓ୍ବାଇ ସହରର ପ୍ରାୟ ୬୬ଜଣ ନିଖୋଜ…
ଆମେରିକାରେ ୧୦ ଲକ୍ଷ ବ୍ୟାରେଲ ଇରାନି ତୈଳର କାର୍ଗୋ ଜବତ, ବଢିପାରେ ଉତ୍ତେଜନା
ଓ୍ବାଶିଂଟନ,୯।୯: ଆମେରିକାର ନ୍ୟାୟ ବିଭାଗ ଶୁକ୍ରବାର ରିପୋର୍ଟ କରିଛି ଯେ ସେମାନେ ଚଳିତ ବର୍ଷ ୧୦ ଲକ୍ଷ (ଏକ ମିଲିୟନ) ବ୍ୟାରେଲ ଇରାନ ତେଲର ଏକ କାର୍ଗୋ ଜବତ କରିଛନ୍ତି। ଆମେରିକାର ଏହି ପଦକ୍ଷେପ ଗଲ୍ଫ ଦେଶଗୁଡିକର ଚିନ୍ତାକୁ ବଢାଇ ଦେଇଛି।…
ଜଣାଶୁଣା ଫ୍ୟାଶନ ଡିଜାଇନର ମାର୍କ ବୋହାନଙ୍କ ପରଲୋକ
ପ୍ୟାରିସ,୯।୯: ଫ୍ୟାଶନ ଡିଜାଇନର୍ ମାର୍କ ବୋହାନଙ୍କ ୯୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ଅଗଷ୍ଟ ୨୨, ୧୯୨୬ରେ ପ୍ୟାରିସରେ ଜନ୍ମଗ୍ରହଣ କରିଥିବା ବୋହାନ ପିଲାଦିନରୁ ଚିତ୍ରାଙ୍କନ ଏବଂ ଫ୍ୟାଶନ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ, ଯାହାକୁ ତାଙ୍କ ମା ପ୍ରୋତ୍ସାହିତ କରିଥିଲେ।…
୨୦୨୪ରେ ପୁଣି ଲଢିବି ନିର୍ବାଚନ: ନାନସି ପେଲୋସି
ଓ୍ବାଶିଂଟନ,୯।୯: ପ୍ରତିନିଧି ସଭାର ପୂର୍ବତନ ସ୍ପିକର ନାନସି ପେଲୋସି ଶୁକ୍ରବାର କହିଛନ୍ତି ଯେ ସେ ୨୦୨୪ରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଡେମୋକ୍ରାଟମାନେ କାର୍ଯ୍ୟ କରୁଥିବାରୁ ସେ କଂଗ୍ରେସ (ସଂସଦ) ରେ ଆଉ ଏକ କାର୍ଯ୍ୟକାଳ ପାଇଁ ନିର୍ବାଚନ ଲଢିବେ। ସେ ୩୫ବର୍ଷରୁ…
Archives


