ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫକୁ ନେଇ ବିରୋଧ ପ୍ରଦର୍ଶନ
ଅମରାବତୀ,୯।୯: ଶନିବାର ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗିରଫ କରିଛି। ଦୁର୍ନୀତି ଅଭିଯୋଗରେ ଏହି ଗିରଫଦାରୀ କରାଯାଇଛି। ଶନିବାର ସକାଳେ ନନ୍ଦିଆଲରେ ଏକ…
ଜି -୨୦ ଶିଖର ସମ୍ମିଳନୀ ପାଇଁ ଆଇଜିଆଇ ବିମାନ ବନ୍ଦରରେ ୩ ଘଣ୍ଟାରେ ଲ୍ୟାଣ୍ଡ ହେଲା ୧୨ ବିମାନ, ୨୯ ଅତିଥିଙ୍କୁ କରାଗଲା ଭବ୍ୟ ସ୍ବାଗତ
ନୂଆଦିଲ୍ଲୀ,୯।୯: ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ବିଭିନ୍ନ ଦେଶର ମୁଖ୍ୟମାନେ ଦିଲ୍ଲୀ ଆସିଛନ୍ତି। ସମସ୍ତ ରାଷ୍ଟ୍ର ମୁଖ୍ୟଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ ମନ୍ତ୍ରୀଙ୍କୁ ନିୟୋଜିତ କରାଯାଇଥିଲା। ଏହି ସମୟ ମଧ୍ୟରେ ସୁରକ୍ଷା ଏଜେନ୍ସି ଦିଲ୍ଲୀ ବିମାନବନ୍ଦର ସମେତ…
ମରକ୍କୋ ଭୂକମ୍ପକୁ ନେଇ ଦୁଃଖ ପ୍ରକାଶ କଲେ ମୋଦି, କହିଲେ ଯୋଗାଇ ଦିଆଯିବ ଯଥା ସମ୍ଭବ ସହାୟତା
ନୂଆଦିଲ୍ଲୀ,୯।୯: ମରକ୍କୋରେ ହୋଇଥିବା ଭୂକମ୍ପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି ଏବଂ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ସମସ୍ତ ସହାୟତା ପାଇଁ ଭରସା ଦେଇଛନ୍ତିି।ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ମରକ୍କୋରେ ହୋଇଥିବା ଭୂକମ୍ପ ଜନିତ କ୍ଷୟକ୍ଷତିକୁ ନେଇ…
ଦୂର ହେଲା ଭାରତ ଆମେରିକାର ସବୁଠାରୁ ବଡ ବିବାଦ!
ନୂଆଦିଲ୍ଲୀ,୯।୯: ଶୁକ୍ରବାର ସାରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉଭୟ ରାଷ୍ଟ୍ର ମୁଖ୍ୟ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଏବଂ ସ୍ଥାୟୀ ଭାଗିଦାରୀକୁ ପ୍ରଶଂସା…
ଜନ୍ମ ଦିନରେ ମହାକାଳଙ୍କ ଦର୍ଶନ କଲେ ଅକ୍ଷୟ
ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଶନିବାର ଭୋର ସମୟରେ ମହାକାଳଙ୍କ ଭଷ୍ମ ଆରତିରେ ସାମିଲ ହେବାକୁ ଉଜ୍ଜୟିନି ପହଞ୍ଚିଛନ୍ତି। ଶନିବାର ସେ ତାଙ୍କର ୫୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଅକ୍ଷୟ ତାଙ୍କ ପରିବାର ସହିତ ଶନିବାର ସକାଳେ ଭଗବାନ…
ଚପଲର ଦାମ ୧୦୦ କୋଟି
ମୁମ୍ବାଇ: ମହିଳାମାନେ ବିଭିନ୍ନ ଡିଜାଇନର ଚପଲ ପିନ୍ଧିବାକୁ ପସନ୍ଦ କରନ୍ତି। ଚପଲର ଦାମ୍ ଯେତେ ହେଉନା କାହିଁକି ପସନ୍ଦ ଆସିଲା ମାନେ ନିଶ୍ଚିନ୍ତ କିଣିଥାନ୍ତି। ଏବେ ସେମିତି ଏକ ଦାମୀ ଚପଲକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏକ ରିପୋର୍ଟ ଅନୁଯାୟୀ,…
ଭୟଙ୍କର ଷ୍ଟଣ୍ଟ
ମୁମ୍ବାଇ: ଲୋକମାନେ ଭାଇରାଲ ହେବା ପାଇଁ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ଭିଡିଓ ଅପ୍ଲୋଡ଼ କରୁଛନ୍ତି। ପପୁଲାର ହେବା ପାଇଁ ବିପଜ୍ଜନକ ଷ୍ଟଣ୍ଟ ଦେଖାଉଛନ୍ତି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବତୀ…
ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ
କୌଣସି ଶାରୀରିକ ସମସ୍ୟା କ୍ଷେତ୍ରରେ ପ୍ରକୃତ ଡାକ୍ତରୀ ଚିକିତ୍ସା ଆରମ୍ଭ କରାଯିବା ପୂର୍ବରୁ ପ୍ରାଥମିକ ଚିକିତ୍ସା ବା ଫାଷ୍ଟ ଏଡ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ପ୍ରାଥମିକ ଚିକିତ୍ସା ଜୀବନ ବଞ୍ଚାଇଥାଏ। ଆମ ଦେଶରେ ପ୍ରତି ବର୍ଷ ହାରାହାରି ୧୩.୪ ଲକ୍ଷ…
ପ୍ରଦଶନୀ ପଡ଼ିଆରେ ସିଲ୍କ ଫାବ୍ ପ୍ରଦର୍ଶନୀ
ଭୁବନେଶ୍ୱର,୯ା୯: ନ୍ୟାଶନାଲ ହ୍ୟାଣ୍ଡଲୁମ୍ ଡେଭଲପମେଣ୍ଟ କର୍ପୋରେଶନ୍ (ଏନଏଚଡିସି) ଲିମିଟେଡ୍ ଏବଂ ବୟନ ମନ୍ତ୍ରଣାଳୟ ଓ ଅଫିସ ଅଫ ଡେଭଲପମେଣ୍ଟ କମିଶନରଙ୍କ ମିଳିତ ସହଯୋଗରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ (ଏକ୍ରାମ ହାଟ ଆଇଡିସିଓ) ଠାରେ ଏକ ୧୪ ଦିନିଆ ସିଲ୍କ ଫାବ ପ୍ରଦର୍ଶନୀ ଓ…
ଏସ୍ବିଆଇ ଟ୍ରାଞ୍ଜିଟ୍ କାର୍ଡର ଶୁଭାରମ୍ଭ
ଭୁବନେଶ୍ୱର,୯ା୯: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏସ୍ବିଆଇ ଟ୍ରାଞ୍ଜିଟ୍ କାର୍ଡର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ-୨୦୨୩ ଅବସରରେ ଦେଶର ପ୍ରଥମ ଟ୍ରାଞ୍ଜିଟ୍ କାର୍ଡର ଉନ୍ମୋଚନ କରାଯାଇଥିଲା। ଏପରିକି ଏହି…
ଏନ୍ଭିଡିଆ ସହ ଜିଓର ସହଭାଗିତା
ଭୁବନେଶ୍ୱର, ୯।୯: ଦେଶର ପ୍ରମୁଖ ଘରୋଇ ଟେଲିକମ ସଂସ୍ଥା ଜିଓ ପ୍ଲାଟଫମର୍ସ ଏବଂ ଏନ୍ଭିଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ଘୋଷଣା କରାଯାଇଛି। ବିଶେଷ କରି ଅତ୍ୟାଧୁନିକ କ୍ଲାଉଡ୍ଭିତ୍ତିିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଢାଞ୍ଚା ବିକାଶ କରିବା ଲାଗି ଏହି ସହଭାଗିତା ହୋଇଛି। ଏପରି…
ମିନୁ ଜେଏସ୍ଏଲ୍ର ପ୍ରଥମ ଓସିଓ
ଭୁବନେଶ୍ୱର, ୯।୯: ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍ଏଲ୍)ର ଓଡ଼ିଶା ୟୁନିଟ (ଜେଏସ୍ଏଲ୍, ଯାଜପୁର) ଷ୍ଟିଲ ମେଲଟିଂ ସ୍କ୍ରାପରେ କାର୍ଯ୍ୟରତ ମିନୁ ମହନ୍ତ ପ୍ରଥମ ଓଭରହେଡ କ୍ରେନ ଅପରେଟର (ଓସିଓ) ଭାବେ ମାନ୍ୟତା ଲାଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ବହୁ ଘାତ ପ୍ରତିଘାତ ମଧ୍ୟରେ…
Archives


